ହସ୍ପିଟାଲରେ ପରିଣତ ହେଲା ସାଓ ପାଉଲୋ ଷ୍ଟାଡିୟମ
ସାଓ ପାଉଲୋ, ୨୫।୩ (ଏପି)- ପ୍ରାଣଘାତୀ କରୋନା ଭାଇରସ୍ ସାରା ବିଶ୍ୱରେ ଏହାର ଆତଙ୍କ ଖେଳାଇ ଚାଲିଛି। ଏହାକୁ ମୁକାବିଲା କରିବା ପାଇଁ ବ୍ରାଜିଲ ସାଓ ପାଉଲୋସ୍ଥିତ ପାକାଏମ୍ବୁ ଷ୍ଟାଡିୟମକୁ ଓପନ୍-ଏୟାର ହସ୍ପିଟାଲରେ ପରିଣତ କରାଯାଇଛି। କରୋନା ଭାଇରସ୍ରେ ଆକ୍ରାନ୍ତ ବ୍ୟକ୍ତିଙ୍କ…
‘ଆଇପିଏଲକୁ ନେଇ ମୋ ପାଖରେ ଉତ୍ତର ନାହିଁ’
ନୂଆଦିଲ୍ଲୀ, ୨୫।୩ (ପି.ଟି.)- ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣକୁ ନେଇ ମୋ ପାଖରେ କୌଣସି ଉତ୍ତର ନାହିଁ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲି ମଙ୍ଗଳବାର…
ଆଇସୋଲେଶନରେ ମ୍ୟାକ୍କ୍ୟାର୍ଥି
ଲଣ୍ଡନ,୨୪ା୩(ଏଏଫ୍ପି)-ଆୟର୍ଲାଣ୍ଡ ଫୁଟ୍ବଲ ମ୍ୟାନେଜର ମିକ୍ ମ୍ୟାକ୍କ୍ୟାର୍ଥି ଓ ତାଙ୍କ ସ୍ତ୍ରୀ ଫିଓନା ବ୍ରୋମ୍ଲିସ୍ଥିତ ନିଜ ବାସଭବନରେ ସେଲ୍ଫ ଆଇସୋଲେଶନରେ ଅଛନ୍ତି। ୬୧ବର୍ଷୀୟ ମ୍ୟାକ୍କ୍ୟାର୍ଥି କହିଛନ୍ତି ତାଙ୍କର ଦୁଇ ପଡୋଶୀ ପୀଡ଼ିତ ଥିବା କଣାପଡ଼ିବା ପରେ ସେ ଓ ତାଙ୍କ ସ୍ତ୍ରୀ ସେଲ୍ଫ…
ତୁର୍କୀ ଫୁଟ୍ବଲ ଆଇକନ୍ ଟରିମ୍ କରୋନା ଭାଇରସ୍ରେ ସଂକ୍ରମିତ
ଇସ୍ତାନବୁଲ୍, ୨୪ା୩ (ଏଏଫ୍ପି)-ତୁର୍କୀ ଫୁଟ୍ବଲ ଆଇକନ୍ ଟରିମ୍ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସେ ଇସ୍ତାନବୁଲ୍ର ବଡ଼ ଫୁଟ୍ବଲ କ୍ଲବ ଗାଲାଟାସାରେର ମ୍ୟାନେଜର ଅଛନ୍ତି। ମଙ୍ଗଳବାର କୋଭିଡ୍-୧୯ ପାଇଁ ହୋଇଥିବା ଟେଷ୍ଟରେ ଟରିମ୍ଙ୍କର ପଜିଟିଭ ଆସିଥିଲା। ତାଙ୍କୁ ହ୍ପିଟାଲରେ ଭର୍ତ୍ତି…
ବର୍ଷେ ଘୁଞ୍ଚିଲା ଟୋକିଓ ଅଲିମ୍ପିକ୍ସ
ଲାଉସାନେ,୨୪।୩(ଏଏଫ୍ପି)- କୋଭିଡ -୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱର ସର୍ବଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। କରୋନା ଭାଇରସ୍ ସାରା ବିଶ୍ୱରେ ମହାମାରୀରେ ପରିଣତ ହୋଇଥିବାରୁ ଅଲିମ୍ପିକ୍ସକୁ ବର୍ଷେ ଘୁଞ୍ଚାଇ ଦିଆଯାଇଛି ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି…
ଫିକା ପଡିବ ଅଲିମ୍ପିକ୍ ମଶାଲ ରିଲେ: ଉତ୍ସବରେ ରହିବେନି ମଶାଲ, ବାହକ, ଜନସାଧାରଣ
ଟୋକିଓ,୨୪।୩(ଏପି): କୋଭିଡ-୧୯ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ମଧ୍ୟ ଏଥିରେ ପ୍ରଭାବିତ ହେବାକୁ ଯାଉଛି। ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଅଲିମ୍ପିକ୍ ମଶାଲ ରିଲେ ଫିକା ପଡିବା ନିଶ୍ଚିତ ହୋଇଛି। ଜାପାନର ଉତ୍ତର…
ସ୍ଥଗିତ ହେବ ଟୋକିଓ ଅଲିମ୍ପିକ୍ସ: ଆଇଓସି ସଦସ୍ୟ
ଟୋକିଓ, ୨୪।୩: କୋଭିଡ-୧୯ ବା କରୋନା ଭାଇରସ ଆତଙ୍କ କାରଣରୁ ବିଶ୍ୱର ସର୍ବଶ୍ରେଷ୍ଠ କ୍ରୀଡ଼ା ମହାକୂମ୍ଭ ଅଲିମ୍ପିକ୍ସ ସ୍ଥଗିତ ହେବା ଏକା ପ୍ରକାର ନିଶ୍ଚିତ ହୋଇଛି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ସଦସ୍ୟ ଡିକ୍ ପାଉଣ୍ଡ ଏ ନେଇ ସୂଚନା ଦେଇଛନ୍ତି।…
ସେଲ୍ଫ-କ୍ୱାରାଣ୍ଟାଇନରେ ସାଙ୍ଗାକରା
କଲମ୍ବୋ, ୨୪।୩- ଘାତକ କରୋନା ଭାଇରସ୍ର ପ୍ରକୋପକୁ ନଜରରେ ରଖି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍ ତଥା ଅଧିନାୟକ କୁମାର ସାଙ୍ଗାକରା ସେଲ୍ଫ-କ୍ୱାରାଣ୍ଟାଇନରେ ରହିଛନ୍ତି। ଶ୍ରୀଲଙ୍କା ସରକାରଙ୍କ ଗାଇଡ୍ଲାଇନ ମୁତାବକ ନିଜ ଆଡ଼ୁ ସେଲ୍ଫ-କ୍ୱାରାଣ୍ଟାଇନରେ ରହିଥିବା ସାଙ୍ଗାକରା ସୂଚନା ଦେଇଛନ୍ତି। ୟୁରୋପ ମହାଦେଶରେ…
ସ୍ପେନ୍ରେ ପ୍ରଫେଶନାଲ ଫୁଟ୍ବଲ ସସ୍ପେଣ୍ଡ୍
ମାଡ୍ରିଡ୍, ୨୪ା୩ (ଏଏଫ୍ପି)- କରୋନା ଭାଇରସ୍ ସଂକ୍ରମଣ ଭୟରେ ପୁନର୍ବାର ନୋଟିସ ଜାରି ନ ହେବା ପର୍ଯ୍ୟନ୍ତ ସ୍ପେନରେ ପ୍ରଫେସନାଲ ଫୁଟ୍ବଲକୁ ସସ୍ପେଣ୍ଡ କରାଯାଇଛି। ଲା ଲିଗା ଓ ସ୍ପାନିଶ ଫୁଟ୍ବଲ ଫେଡେରେଶନ (ଆର୍ଏଫ୍ଇଏଫ୍) ପକ୍ଷରୁ ସୋମବାର ଏହା ଘୋଷଣା କରାଯାଇଛି।…
କୋଭିଡ୍ ୧୯ : ଗୋଟିଏ ମାସ ପରେ ନିଷ୍ପତ୍ତି ନେବୁ: ଆଇଓଏ
ନୂଆଦିଲ୍ଲୀ, ୨୪।୩(ପି.ଟି.)- କୋଭିଡ-୧୯ ସଂକ୍ରମଣ କାରଣରୁ ଜାପାନର ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସରେ ଅଂଶଗ୍ରହଣ ନେଇ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଚିନ୍ତା ପ୍ରକଟ କରିଛି। ବିଶ୍ୱର ପ୍ରଥମ ଦେଶ ଭାବେ କାନାଡା ଓ ପରେ ଅଷ୍ଟ୍ରେଲିଆ ଏହି ଇଭେଣ୍ଟରୁ…
୨୦୨୧ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରିବାକୁ ଅଷ୍ଟ୍ରେଲିଆର ପରାମର୍ଶ
ସିଡନୀ, ୨୪।୩- ନିର୍ଦ୍ଧାରିତ ସମୟରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ହୋଇପାରିବ ନାହିଁ ବୋଲି ଅଷ୍ଟ୍ରେଲିଆ ହୃଦୟଙ୍ଗମ କରିଛି। ଫଳରେ ୨୦୨୧ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରିବାକୁ ଅଷ୍ଟ୍ରେଲିଆନ ଅଲିମ୍ପିକ ଅଫିସିଆଲମାନେ ନିଜ ଦେଶର ଆଥଲେଟମାନଙ୍କୁ ପରାମର୍ଶ ଦେଇଛନ୍ତି। ସୋମବାର ଅଷ୍ଟ୍ରେଲିଆ ଅଲିମ୍ପିକ…
ଆଗାମୀ ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଆଯିବ: ଆଇଓସି
ମଣ୍ଟ୍ରିଲ,୨୪।୩(ଏଏଫ୍ପି)- କୋଭିଡ-୧୯ ଏବେ ବିଶ୍ୱ ମହାମାରୀରେ ପରିଣତ ହୋଇଛି। ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସରୁ କାନାଡ଼ା ଓ ଅଷ୍ଟ୍ରେଲିଆ ଭଳି ଦେଶ ଓହରିଯାଇଛନ୍ତି। ଫଳରେ ନିର୍ଦ୍ଧାରିତ ସମୟରେ ଅଲିମ୍ପିକ୍ସ ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କରୋନା ଭାଇରସ୍ ଏବେ…

