ବିରାଟ କୋହଲି-ଅନୁଷ୍କାଙ୍କ ପିଲା ବିଷୟରେ ଏମିତି କହିଥିଲେ ଶର୍ମିଲା ଟାଗୋର

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବ୍‌ଶୀଘ୍ର ମା’ବାପା ହେବାକୁ ଯାଉଛନ୍ତି। ବିରାଟ ଅନୁଷ୍କାଙ୍କ ସହ ଏକ ଫଟୋ ଶେୟାର କରି ଏହା ଜଣାଇଛନ୍ତି। ସେ କହିଛନ୍ତି, ୨୦୨୧ରେ ଆମେ ୨ରୁ ୩ ହେବାକୁ ଯାଉଛି। ଫଟୋରେ ଅନୁଷ୍କାଙ୍କୁ ବେବି ବମ୍ପ୍‌ ସହ ଦେଖିବାକୁ ମିଳୁଛି। ଅନୁଷ୍କା ମଧ୍ୟ ନିଜ ଟୁଇଟରରେ ଏହାକୁ ଶେୟାର କରିଛନ୍ତି। ଏହା ପରଠାରୁ ସେମାନଙ୍କୁ ପ୍ରଶଂସକଙ୍କଠାରୁ ଅଭିନନ୍ଦନ ମିଳିବା ଆରମ୍ଭ ହୋଇଯାଇଛି। ଏହାମଧ୍ୟରେ କରୀନା କପୁରଙ୍କ ଶାଶୁ ଅର୍ଥାତ୍‌ ଶର୍ମିଲା ଟାଗୋରଙ୍କ ଏକ ପୂରୁଣା ଭିଡିଓ ଏବେ ଚର୍ଚ୍ଚାକୁ ଆସିଛି। ଯେଉଁଥିରେ ସେ ଅନୁଷ୍କା-ବିରାଟଙ୍କ ପିଲା ବିଷୟରେ କହୁଥିବା ଶୁଣିବାକୁ ମିଳୁଛି।
ଶର୍ମିଲାଙ୍କ ଏହି ଭିଡିଓ ବର୍ଷେ ତଳର। ସେ କରୀନା କପୁରଙ୍କ ଶୋ’ ‘ଇଶ୍କ ଏଫ୍‌ଏମ୍‌’ରେ ନଜର ଆସୁଛନ୍ତି। ଏହି ଟକ୍‌ ଶୋ’ରେ ଶର୍ମିଲା ପଟୌଦୀ ପରିବାର ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଅନେକ ବିଷୟରେ କଥା ହେଉଛନ୍ତି। ଏହାମଧ୍ୟରେ କରୀନା ତୈମୁରଙ୍କ ସହ ଜଡିତ ପ୍ରଶ୍ନ ପଚାରୁଛନ୍ତି। ଶର୍ମିଲା କହୁଛନ୍ତି, ସୋସିଆଲ ମିଡିଆ ଚିନ୍ତାର ବିଷୟ। ଏହା ପ୍ରଥମେ ତୁମକୁ ବହୁତ ଉପରକୁ ଉଠାଇଦେବ ପରେ ତଳେ ପକାଇଦେବ। କାଲି ବିରାଟ କୋହଲି-ଅନୁଷ୍କା ଶର୍ମାଙ୍କ ପିଲା ହେଲେ ତୈମୁରକୁ ଲୋକେ ଭୁଲିଯିବେ। ଏହା ପରେ କରୀନା କହୁଛନ୍ତି, ମୁଁ ଆଶା କରୁଛି ସେମିତି ହେଉ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଆଫ୍ରିକା କ୍ରିକେଟର ପାର୍ଟନର ହେଲା ‘ଅମୁଲ’

ନୂଆଦିଲ୍ଲୀ, ୧୬ା୯ (ପି.ଟି.)- ଭାରତ ଚଳିତ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଭାରତର ପ୍ରମୁଖ ଡାଏରୀ କମ୍ପାନୀ ‘ଅମୁଲ‘ କ୍ରିକେଟ ଦକ୍ଷିଣ...

କୃତିଙ୍କ ତୁଳନା ନାହିଁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କୃତି ଖରବନ୍ଦା ଏବେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଅଛନ୍ତି। ଗତ କିଛିଦିନ ତଳେ ସେ ତାଙ୍କ ବୟଫ୍ରେଣ୍ଡ ପୁଲକିତ ସମ୍ରାଟଙ୍କ...

ପ୍ରୋ କବାଡ଼ି ଲିଗ୍‌: ଷ୍ଟିଲର୍ସ, ଦବଙ୍ଗ ବିଜୟୀ

ନୂଆଦିଲ୍ଲୀ, ୨୯।୮ (ପି.ଟି.)- ପ୍ରୋ କବାଡ଼ି ଲିଗ୍‌ର ୭ମ ସଂସ୍କରଣରେ ବୁଧବାର ଖେଳାଯାଇଥିବା ୨ଟି ମ୍ୟାଚ୍‌ରେ ହରିୟାଣା ଷ୍ଟିଲର୍ସ ଓ ଦବଙ୍ଗ ଦିଲ୍ଲୀ ବିଜୟୀ ହୋଇଛି।...

ରିଟାୟର୍ଡ ହର୍ଟ ହୋଇ ମ୍ୟାଚ୍‌ରୁ ବାଦ୍‌ ପଡିଲେ ଲିଟନ, ନଇମ ବଦଳ ଖେଳାଳିଭାବେ ମେହିଦି, ତାଇଜୁଲ ସାମିଲ

କୋଲକାତା,୨୩।୧୧(ପି.ଟି.)- ପ୍ରଥମ ଦିବାରାତ୍ର ଟେଷ୍ଟରେ ଦୁଇଟି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଦୁଇ ବାଂଲାଦଶ ବ୍ୟାଟ୍ସମ୍ୟାନ ଲିଟନ ଦାସ ଓ ନଇମ ହାସନ ରିଟାୟାର୍ଡ ହର୍ଟ...

କେଜିଏଫ୍‌ ଚାପ୍ଟର ୨: ସଞ୍ଜୁ ବାବାଙ୍କ ଶୁଟିଂ ଶେଷ

ହାଇଦ୍ରାବାଦ୍‌,୨୦।୧୨: ନିର୍ଦ୍ଦେଶକ ପ୍ରଶନ୍ଥ ନୀଲଙ୍କ ଫିଲ୍ମ କେଜିଏଫ୍‌ : ଚାପ୍ଟର ୨ ଫିଲ୍ମରେ ବଲିଉଡ୍‌ ଆକ୍ଟର ସଞ୍ଜୟ ଦତ୍ତଙ୍କ ଶୁଟିଂ ଶେଷ ହୋଇଯାଇଛି। ଫିଲ୍ମର କ୍ଲାଇମାକ୍ସ...

ସିଏସ୍‌କେର ନେଟ୍ସ ଆରମ୍ଭ

ଦୁବାଇ, ୫ା୮ (ପି.ଟି.)-କରୋନା ଭାଇରସ୍‌ ପାଇଁ ତୃତୀୟ ରାଉଣ୍ଡ ଟେଷ୍ଟିଂ ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଶେଷରେ ଶୁକ୍ରବାର ନେଟ୍ସ ଆରମ୍ଭ କରିଛି। କୋଭିଡ୍‌-୧୯...

ଝିଅ ଜନ୍ମର କିଛି ସମୟ ପୂର୍ବରୁ କ’ଣ କରୁଥିଲେ ବିରାଟ କୋହଲି, କଲେ ଖୁଲାସା

ଭାରତୀୟ ଅଧିନାୟକ ବିରାଟ କୋହଲି ନିକଟରେ କନ୍ୟା ସନ୍ତାନର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଅଷ୍ଟ୍ରେଲିଆରେ ବିଜୟ ତାଙ୍କ ଦଳ ପାଇଁ ସବୁଠାରୁ ସ୍ବତନ୍ତ୍ର...

ସାମ୍ନାକୁ ଆସିଲା ‘ସୂର୍ଯ୍ୟବଂଶୀ’, ‘୮୩’ ର ନୂଆ ରିଲିଜ୍ ଡେଟ୍‌!

ମୁମ୍ବାଇ: ଏବେ ବଲିଉଡ୍‌ରେ କିଛି ବଡ ଫିଲ୍ମକୁ ନେଇ ଚର୍ଚ୍ଚା ଚାଲିଛି । ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଓ ରଣବୀର କପୁରଙ୍କ ଫିଲ୍ମ ‘୮୩’...

Advertisement
Seven Jackpot
Ten Cric Info


Archives

Model This Week