ଖେଳ

ପୃଥ୍ବୀଙ୍କୁ ସେହ୍ବାଗଙ୍କ ସହ ତୁଳନା କଲେ ଜାଫର

ମମ୍ବାଇ, ୯।୭- ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଓପନର୍‌ ତଥା ବର୍ତ୍ତମାନ ଉତ୍ତରାଖଣ୍ଡ କ୍ରିକେଟ୍‌ ଦଳର କୋଚ୍‌ ରହିଥିବା ଓ୍ବାସିମ ଜାଫର ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ବହୁତ ପ୍ରଶଂସା କରିଛନ୍ତି। ପୃଥ୍ବୀଙ୍କୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗଙ୍କ ସହ ତୁଳନା…

ଇଂଲଣ୍ଡ ଗସ୍ତ: ପାକିସ୍ତାନୀ କିଟ୍‌ରେ ଶହିଦ୍‌ ଆଫ୍ରିଦି ଫାଉଣ୍ଡେଶନ ଲୋଗୋ ରହିବ

କରାଚୀ,୯।୭(ପି.ଟି.): ଏକ ମୁଖ୍ୟ ପ୍ରାୟୋଜକ ପାଇବା ପାଇଁ ସଂଘର୍ଷ କରୁଥିବା ପାକିସ୍ତାନ କ୍ରିକେଟ ଦଳ ଇଂଲଣ୍ଡ ଗସ୍ତରେ ଶହିତ ଆଫ୍ରିଦି ଫାଉଣ୍ଡେଶନର ଲୋଗୋ ବ୍ୟବହାର କରିବ। ପାକିସ୍ତାନ କ୍ରିକେଟରମାନେ ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜରେ ସେମାନଙ୍କ ଜର୍ସି ଉପରେ ଏହି ଲୋଗୋ…

ବାଡିରେ ଏହି ସବୁ ପରିବା ଚାଷ କରିଛନ୍ତି ଧୋନୀ

ଭାରତୀୟ କ୍ରିକେଟ ଦଳକୁ ଦୁଇଥର ବିଶ୍ୱ ଚାମ୍ପିଅନ କରିଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟ ଛାଡି ଚାଷ କରୁଛନ୍ତି। କ୍ରିକେଟ ପଡ଼ିଆରେ ଚୌକା ଓ ଛକା ମାରିଥିବା ଧୋନୀ ଆଜିକାଲି ନିଜ ଫାର୍ମରେ ଟମାଟୋ, କୋବି, ଅମୃତଭଣ୍ଡା,…

ଡିଭାଇନ୍‌ ନ୍ୟୁଜିଲାଣ୍ଡ ଅଧିନାୟିକା

ଓ୍ବେଲିଂଟନ,୯।୭(ପି.ଟି.): ଅଲରାଉଣ୍ଡର ସୋଫି ଡିଭାଇନ୍‌ ନ୍ୟୁଜିଲାଣ୍ଡ ମହିଳା ଦଳର ଫୁଲ୍‌ ଟାଇମ୍‌ ଅଧିନାୟକ ଭାବେ ନିଯୁକ୍ତି ପାଇବେ। ଆମି ସାଟରଥଓ୍ବେଟ୍‌ଙ୍କ ଉତ୍ତରାଧିକାରୀ ଭାବେ ସେ ଏହି ଗୁରୁ ଦାୟିତ୍ୱ ସମ୍ଭାଳିବେ। ମା’ ହେବା ପାଇଁ ଛୁଟି ରେ ଥିବା ଆମି ପ୍ରତ୍ୟାବର୍ତ୍ତନ…

କ୍ରିକେଟ ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ପଶିଥିଲେ ଏହି ଶାଢି ପିନ୍ଧା ମହିଳା, ଆଉ ତା’ପରେ

କ୍ରିକେଟ ପଡିଆ ଭିତରେ ଦର୍ଶକ ପଶିବାକୁ ବାରଣ କରାଯାଇଥାଏ। ଏଥିପାଇଁ ମ୍ୟାଚ୍‌ବେଳେ କଡା ସୁରକ୍ଷା ଗ୍ରହଣ କରାଯାଇଥାଏ। କିନ୍ତୁ ୭୦ ଦଶକରେ ସୁରକ୍ଷା ଉପରେ ସେତେଟା ଦୃଷ୍ଟି ଦିଆଯାଉ ନ ଥିଲା। ଫଳସ୍ବରୂପ ଶାଢି ପିନ୍ଧି ଜଣେ ମହିଳା ମ୍ୟାଚ୍‌ ଚାଲୁଥିବାବେଳେ…

ଏହି ମ୍ୟାଚ୍‌ ପରେ କେବଳ ଧୋନୀ, କୋହଲି ନୁହେଁ, ସାରା ଭାରତୀୟଙ୍କ ହୃଦୟ କାନ୍ଦିଥିଲା

ଜୁଲାଇ ୯, ଏହି ତାରିଖକୁ କୌଣସି ଭାରତୀୟ କ୍ରିକେଟ ପ୍ରଶଂସକ ଭୁଲିପାରିବେ ନାହିଁ। ଆଜିକୁ ଠିକ ଗୋଟିଏ ବର୍ଷ ପୂର୍ବେ ବିଶ୍ୱକପ ୨୦୧୯ରେ ଭାରତୀୟ କ୍ରିକେଟ ଦଳ ସେମିଫାଇନାଲ ଖେଳିଥିଲା। ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିଥିଲା ଭାରତ। ମ୍ୟାଚର ଫଳାଫଳ ୧୦ ଜୁଲାଇରେ…

କ୍ରିକେଟର ‘ଚୌକା କିଙ୍ଗ୍‌’, ୫୫ ବର୍ଷ ରେକର୍ଡ ଆଜି ବି ଅତୁଟ

ଇଂଲଣ୍ଡର ବାମହାତୀ ଓପନର୍‌ ଜନ ଏଡ୍ରିଚଙ୍କର ନାମରେ ଏକ ରେକର୍ଡ ଅଛି ଯାହା ଆଜି ବି ଅକ୍ଷୁର୍ଣ୍ଣ ରହିଛି। ସେ ଟେଷ୍ଟ ମ୍ୟାଚ୍‌ର ଏକ ଇନିଂସରେ ସର୍ବାଧିକ ଚୌକା ମାରିବାରେ ଅନନ୍ୟ ରେକର୍ଡ ରଖିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୮ରୁ୧୩ ଜୁଲାଇ ୧୯୬୫ରେ…

ଜାତୀୟ ଶିବିରରେ ୨ ଓଡ଼ିଆ

କଟକ ଅଫିସ,୯ା୭- ଜୁଲାଇ ୧୫ରୁ ଗୋଆଠାରେ ୧୬ବର୍ଷରୁ କମ୍‌ ବାଳକ ଜାତୀୟ ଫୁଟବଲ ଶିବିର ଆରମ୍ଭ ହେବ। ଅଲଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫ୍‌ଏଫ୍‌) ଦ୍ୱାରା ଆୟୋଜିତ ଏହି ଶିବିରରେ ଦୁଇ ଜଣ ଓଡ଼ିଆ ଖେଳାଳିଙ୍କୁ ସାମିଲ କରାଯାଇଛି। ଏମାନେ ହେଲେ କନ୍ଧମାଳ ସ୍ପୋଟର୍‌ସ…

‘ପ୍ରତି ରାଜ୍ୟ ଗୋଟିଏ କ୍ରୀଡ଼ାକୁ ଅଗ୍ରାଧିକାର ଦେବେ’

ନୂଆଦିଲ୍ଲୀ, ୯ା୭(ପି.ଟି.)- ଭାରତର ପ୍ରତ୍ୟେକ ରାଜ୍ୟ ଗୋଟିଏ ଲେଖାଏ କ୍ରୀଡ଼ାକୁ ଅଗ୍ରାଧିକାର ଦେବେ। ଉକ୍ତ କ୍ରୀଡ଼ାର ଉନ୍ନତି ପାଇଁ ସମ୍ପୃକ୍ତ ରାଜ୍ୟ ଫୋକସ କରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡ଼ିକୁ ଏହି ପରାମର୍ଶ ଦିଆ ଯାଇଛି ବୋଲି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ…

ଏସିଆ କପ୍‌ ବାତିଲ: ଗାଙ୍ଗୁଲି

ନୂଆଦିଲ୍ଲୀ, ୯।୭(ପି.ଟି.)- ଆସନ୍ତା ସେପ୍ଟେମ୍ବରରେ ହେବାକୁଥିବା ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ବାତିଲ ହୋଇଛି ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ବୁଧବାର ପ୍ରକାଶ କରିଛନ୍ତି। ”ଏସିଆ କପ୍‌ କ୍ୟାନସଲ ହୋ ଚୁକା ହୈ, ଯୋ ସେପ୍ଟେମ୍ବରେ…

ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ

ସାଉଥାମ୍ପଟନ, ୯ା୭(ଏପି)- କରୋନା ଭାଇରସ୍‌ ସଂକ୍ରମଣ ଜନିତ କାରଣରୁ ଦୀର୍ଘ ୪ ମାସର ବ୍ରେକ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟ ଫେରିଛି। ବୁଧବାରଠାରୁ ସ୍ଥାନୀୟ ଏଜାସ ବାଓଲ ଷ୍ଟାଡିୟମରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଛି ପ୍ରଥମ କ୍ରିକେଟ ଟେଷ୍ଟ। ମ୍ୟାଚ…

ଫର୍ମୁଲାଓ୍ବାନ: ରେନଲ୍ଟକୁ ଫେରିବେ ଆଲୋଁସୋ

ସ୍ପେଲବର୍ଗ, ୯ା୭(ଏପି)- ଫର୍ମୁଲାଓ୍ବାନ ମୋଟରରେସିଂର ପୂର୍ବତନ ବିଶ୍ୱ ଚାମ୍ପିୟନ ଫର୍ନାଣ୍ଡୋ ଆଲୋଁସୋ ଆସନ୍ତା ସିଜନରେ ରେନଲ୍ଟ ଟିମ୍‌କୁ ଫେରିବେ। ଶେଷଥରପାଇଁ ୨୦୧୮ ସିଜନରେ ସେ ମ୍ୟାକଲରେନ ଡ୍ରାଇଭ୍‌ କରିଥିଲେ। ଏହି ସିଜନ ଶେଷରେ ସେ ମ୍ୟାକଲରେନ ଓ ଫର୍ମୁଲାଓ୍ବାନରୁ ଓହରି ଆସିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?