Posted inଖେଳ

ବିବାହିତ ମହିଳାଙ୍କୁ ବିବାହ କରିବା ପାଇଁ ଜିଦ୍‌ ଧରିଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ କ୍ରିକେଟ ଖେଳାଳିଙ୍କ ପ୍ରେମ କାହାଣୀକୁ ନେଇ ସର୍ବଦା ଚର୍ଚ୍ଚା ଉଠିଥାଏ। କିଏ କାହା ସହ ଡେଟିଂରେ ଗଲେ, କିଏ କାହାକୁ ନେଇ ବୁଲିଲେ ତାକୁ ନେଇ ଗଣମାଧ୍ୟମରେ ବେଶ୍‌ ଆଲୋଚନା ମଧ୍ୟ ହୋଇଥାଏ। କିନ୍ତୁ ଏମିତି ଜଣେ କ୍ରିକେଟର ଅଛନ୍ତି ଯିଏ ଜଣେ ବିବାହିତ ମହିଳାଙ୍କୁ ବିବାହ କରିଛନ୍ତି। ସେ ହେଉଛନ୍ତି ଭାରତର କିମ୍ବଦନ୍ତୀ ସ୍ପିନର୍‌ ଅନିଲ କୁମ୍ବଲେ। ସେ ଜଣେ ବିବାହିତ ମହିଳାଙ୍କ ପ୍ରେମରେ ପଡି ତାଙ୍କୁ ବିବାହ କରିବା ପାଇଁ ଜିଦ୍‌ ଧରିଥିଲେ। ଅନିଲ ବିବାହ କରିଥିବା ମହିଳା ଜଣଙ୍କ ହେଲେ ଚେଥନା ରାମଥିରଥା। ଚେଥନା ଜଣେ ବିବାହିତା ମହିଳା। ତାଙ୍କର ଜଣେ ଝିଅ ମଧ୍ୟ ଅଛି । ଏସବୁ ଜାଣିବା ସତ୍ତ୍ୱେ ଅନିଲ ତାଙ୍କୁ ବିବାହ କରିବାକୁ ପାଗଳ ହୋଇଯାଇଥିଲେ। ତାଙ୍କ ପରିବାର ରାଜି ହୋଇ ନ ଥିଲେ ମଧ୍ୟ ସେ ଲୁଚିକି ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେସିଙ୍କ ଭବିଷ୍ୟତ ସମ୍ପର୍କରେ ବିଚାର ପାଇଁ ବାର୍ସିଲୋନାରେ ପହଞ୍ଚିଲେ ପିତା

ବାର୍ସିଲୋନା,୩।୯(ଏପି): ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ଲିଓନେଲ ମେସିଙ୍କ ପିତା ଜର୍ଜ ଆର୍ଜେଣ୍ଟିନାରୁ ସିଧା ବାର୍ସିଲୋନାରେ ପହଞ୍ଚିଛନ୍ତି। ମେସିଙ୍କ ଭବିଷ୍ୟତ ସଂକ୍ରାନ୍ତରେ ଆଲୋଚନା କରିବାକୁ ସେ ବାର୍ସିଲୋନା...

‘ଦ ଗ୍ରେଟ୍‌ ଖଲି’ କରିବାକୁ ଚାହୁଁଥିଲେ ଏହି ଦୁଇ କାମ, ମାତ୍ର ହେଲେ ବିଫଳ

ଦ ଗ୍ରେଟ୍‌ ଖଲି ରେସିଲିଂ ବ୍ୟତୀତ ସୋସିଆଲ ମିଡିଆରେ ବହୁତ ପ୍ରସିଦ୍ଧ। ତାଙ୍କର ଏବେ ଦୁଇଟି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଗୋଟିଏରେ ସେ ହେଲମେଟ୍‌...

ନକ୍‌ଆଉଟ୍‌ରେ ଗୁଜରାଟ

ଜୟପୁର, ୧୦।୧୦ (ପି.ଟି.)- ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ଚାଲିଥିବା ଦିନିକିଆ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫିରେ ଗୁରୁବାର ଖେଳାଯାଇଥିବା ଗ୍ରୁପ୍‌-ସି’ର ଏକ...

‘ଦିନେ ଆମେ ଆକାଶରେ ସାଙ୍ଗ ହୋଇ ଫୁଟବଲ୍‌ ଖେଳିବା’

ବୁଏନୋସ ଆଇରେସ,୨୬।୧୧: ଆର୍ଜେଣ୍ଟିନା ଫୁଟବଲ୍‌ ପଳର ପୂର୍ବତନ ଅଧିନାୟକ ଡିଏଗୋ ମାରାଡୋନାଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ଏହି...

ଇଂଲଣ୍ଡରେ କ୍ରିକେଟ ମହାକୁମ୍ଭ 

ଲଣ୍ଡନ, ୩୦।୫: କ୍ରିକେଟ ବିଶ୍ୱକପର ଦ୍ୱାଦଶ ସଂସ୍କରଣ ପାଇଁ କ୍ଷେତ୍ର ପ୍ରସ୍ତୁତ। ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ ଆନୁକୂଲ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି...

ବିଶ୍ୱ ଫୁଟଭଲି ଚାମ୍ପିୟନଶିପ୍‌: ରେଫରି ଦାୟିତ୍ୱ ତୁଲାଇବେ ଓଡ଼ିଶାର ସୁଜିତ

କଟକ ଅଫିସ,୧୪ା୯- ଚଳିତମାସ ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ ହେବାକୁ ଥିବା ବିଶ୍ୱ ଫୁଟଭଲି ଚାମ୍ପିୟନଶିପରେ ଓଡ଼ିଶାର ସୁଜିତ କୁମାର ପାତ୍ର ମ୍ୟାଚ୍‌...

କୋଭିଡ୍‌-୧୯: ଦକ୍ଷିଣ ଆଫ୍ରିକାର ଶ୍ରୀଲଙ୍କା ଗସ୍ତ ସ୍ଥଗିତ

ଜୋହାନ୍ସବର୍ଗ,୨୦।୪(ପି.ଟି.): କୋଭିଡ୍‌- ୧୯ ସଂକ୍ରମଣ କାରଣରୁ ଦକ୍ଷିଣ ଆଫ୍ରିକାର ଶ୍ରୀଲଙ୍କା ଗସ୍ତକୁ ସ୍ଥଗିତ ରଖାଯାଇଛି। ଜୁନ୍‌ରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କା ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା।...

୨.୫୧ କୋଟି ଟଙ୍କାରେ ନିଲାମ ହେଲା ଡନ୍‌ ବ୍ରାଡମ୍ୟାନଙ୍କ ପ୍ରଥମ ଟେଷ୍ଟ କ୍ୟାପ

ସିଡ୍‌ନୀ ,୨୨।୧୨: କିମ୍ବଦନ୍ତୀ ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଡନ୍‌ ବ୍ରାଡମ୍ୟାନଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣବେଳେ ମିଳିଥିବା କ୍ୟାପକୁ କିଣିଛନ୍ତି ଅଷ୍ଟ୍ରେଲିଆର ଜଣେ ବ୍ୟବସାୟୀ। ବ୍ରାଡମ୍ୟାନଙ୍କ ବ୍ୟାଗି ଗ୍ରୀନ...

Advertisement
Archives

Model This Week