ଖେଳ

ମେସିଙ୍କୁ ରେକର୍ଡ ୭ମ ଟପ୍‌ ସ୍କୋରିଂ ଟାଇଟଲ

ଭିଟୋରିଆ (ସ୍ପେନ୍‌), ୨୧ା୭ (ଏପି)-ସ୍ପାନିଶ ଲିଗ୍‌ରେ ଲିଓନେଲ ମେସି ରେକର୍ଡ ଟପ୍‌ ସ୍କୋରିଂ ଟାଇଟଲ ଜିତିଛନ୍ତି। ଫାଇନାଲ ରାଉଣ୍ଡରେ ଆଲଭେସ୍‌ ବିପକ୍ଷ ୫-୦ ବିଜୟ ମ୍ୟାଚରେ ଦୁଇଟି ଗୋଲ ସ୍କୋର କରିବା ପରେ ସେ ଏହି ସଫଳତା ହାସଲ କରିଛନ୍ତି। ଟୁର୍ନାମେଣ୍ଟରେ…

ଟ୍ରେନିଂକୁ ଫେରିବେ ଆବିଦ୍‌ ଅଲି

ଡର୍ବି, ୨୦ା୧ (ପି.ଟି.)-ଓପନିଂ ବ୍ୟାଟ୍ସମ୍ୟାନ ଆବିଦ ଅଲି ବୁଧବାର ଟ୍ରେନିଂକୁ ଫେରିବେ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସୂଚନା ଦେଇଛି। ଏଠାରେ ରବିବାର ଇଣ୍ଟ୍ରା-ସ୍କ୍ବାଡ୍‌ ଓ୍ବାର୍ମଅପ୍‌ ମ୍ୟାଚର ତୃତୀୟ ଦିବସରେ ଫରଓ୍ବାର୍ଡ ଶର୍ଟ ଲେଗ୍‌ରେ ଫିଲ୍ଡ୍‌ଡି କରୁଥିବାବେଳେ ବଲ୍‌ ଆବିଦ୍‌ଙ୍କ…

ଅଷ୍ଟ୍ରେଲିଆର ଇଂଲଣ୍ଡ ଟୁର୍‌ ସେପ୍ଟେମ୍ବର ୪ରୁ

ମେଲବୋର୍ନ, ୨୧ା୭ (ପି.ଟି.)-ଅଷ୍ଟ୍ରେଲିଆ କ୍ରିକେଟ ଦଳର ପ୍ରସ୍ତାବିତ ଇଂଲଣ୍ଡ ଟୁର୍‌ ସେପ୍ଟେମ୍ବର ୪ରୁ ଆରମ୍ଭ ହେବ। ଏକ ଦୈନିକ ଖବରକାଗଜ ରିପୋର୍ଟରେ ଏହା ପ୍ରକାଶ ପାଇଛି। ମ୍ୟାଚଗୁଡ଼ିକର ଜୈବ ସୁରକ୍ଷିତ ପରିବେଶ ମଧ୍ୟରେ ଖେଳାଯିବ। ରିପୋର୍ଟ ଅନୁସାରେ ଏହି ଟୁର୍‌ର ଆରମ୍ଭରେ…

ବିଶ୍ୱ ଚେସ୍‌ ଦିବସରେ ପ୍ରତ୍ୟୁଷ ଚାମ୍ପିୟନ

ଭୁବନେଶ୍ୱର, ୨୧।୭(କ୍ରୀଡ଼ା ପ୍ରତିନିଧି)- ବିଶ୍ୱ ଚେସ୍‌ ଦିବସ ଅବସରରେ ସୋମବାର ଆୟୋଜିତ ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ପ୍ରତ୍ୟୁଷ ମହାପାତ୍ର ଚାମ୍ପିୟନ ହୋଇଛନ୍ତି। ଏସଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ମଦର୍ସ ପବ୍ଲିକ୍‌ ସ୍କୁଲର ୯ମ ଷ୍ଟାଣ୍ଡାର୍ଡ ଛାତ୍ର ପ୍ରତ୍ୟୁଷ…

ଦ୍ୱିତୀୟ ଟେଷ୍ଟ ଜିତିଲା ଇଂଲଣ୍ଡ

ମାଞ୍ଚେଷ୍ଟର, ୨୦।୭- ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଓ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଇଂଲଣ୍ଡ ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜକୁ ୧୧୩ ରନରେ ପରାସ୍ତ କରିଛି। ୩୧୨ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା…

ଚଳିତ ବର୍ଷ ଦିଆଯିବନି ବାଲନ ଡି’ଅର ପୁରସ୍କାର

ପ୍ୟାରିସ, ୨୦ା୭ (ଏପି)- କରୋନାଭାଇରସ୍‌ ମହାମାରୀ ଯୋଗୁ ଚଳିତ ବର୍ଷର ଫୁଟ୍‌ବଲ ସିଜନ ପ୍ରଭାବିତ ହୋଇଛି। ତେଣୁ ଏଥର ସମ୍ମାନଜନ ବାଲା ଡି’ଅର୍‌ ପୁରସ୍କାର ଦିଆଯିବ ନାହିଁ। ଫ୍ରାନ୍ସ ଫୁଟ୍‌ବଲ ମାଗାଜିନ୍‌ ବାଲନ ଡି’ଅର୍‌ ଦ୍ୱାରା ଏହି ପୁରସ୍କାର ୧୯୫୬ ମସିହାରୁ…

ଏ ବର୍ଷ ହେବନି ଟି୨୦ ବିଶ୍ୱକପ୍‌

ଦୁବାଇ, ୨୦ା୭ (ପି.ଟି.): କୋଭିଡ୍‌-୧୯ ମହାମାରୀ ଯୋଗୁ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ପୁରୁଷ ଟି୨୦ ବିଶ୍ୱକପ୍‌କୁ ସ୍ଥଗିତ ରଖାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତରଫରୁ ସୋମବାର ଏ ବିଷୟରେ ସ୍ପଷ୍ଟ କରାଯାଇଛି। ଫଳରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ…

କରୋନା ଆକ୍ରାନ୍ତ ହେଲେ ଏହି କ୍ରିକେଟର୍‌ଙ୍କ ବାପା

ଢାକା, ୨୦।୯: ବାଂଲାଦେଶ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ଶାକିବ ଅଲ୍‌ ହାସାନଙ୍କ ବାପା ମସହରୁର୍‌ ରେଜା କୁତିଲ୍‌ କରୋନା ଆକ୍ରାନ୍ତ ହୋଇଛନ୍ତି। ନିକଟରେ ମସହରୁରଙ୍କୁ ଥଣ୍ଡା ହୋଇଥିଲା। ଏହାପରେ ତାଙ୍କ ସ୍ବାବ ଟେଷ୍ଟ କରାଯାଇଥିଲା। ଯାହାର ରିପୋର୍ଟ ପଜିଟିଭ ଆସିଛି।…

ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ ବିଜନେସରେ ଜଣେ ସଫଳ ମହିଳା

ନୂଆଦିଲ୍ଲୀ, ୨୦।୭: ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡଙ୍କ ସ୍ତ୍ରୀ ଜିନ୍ନା ଅଲିଙ୍କ ମଧ୍ୟ କ୍ରୀଡ଼ାପ୍ରତି ଅହେତୁକ ଦୁର୍ବଳତା ରହିଛି। ସ୍ବାମୀଙ୍କୁ ସମର୍ଥନ କରିବା ପାଇଁ ଜିନ୍ନା ଅଧିକାଂଶ ମ୍ୟାଚ୍‌ରେ ଷ୍ଟାଡିୟମରେ ଉପସ୍ଥିତ ରହିଥିବାର ଦେଖିବାକୁ ମିଳେ। ୧୦…

ଛକା ମାରିବାରେ ବେନ୍‌ ଷ୍ଟୋକ୍ସଙ୍କ ରେକର୍ଡ

ମାଞ୍ଚେଷ୍ଟର, ୨୦।୭- ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଅନ୍ତିମ ତଥା ୫ମ ଦିବସରେ ସୋମବାର ଇଂଲଣ୍ଡର ବେନ୍‌ ଷ୍ଟୋକ୍ସ ଏକ କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି। ଟେଷ୍ଟ କ୍ରିକେଟ୍‌ ସାଧାରଣତଃ ଧିମା କ୍ରିକେଟ୍‌ ଭାବେ…

ଧୋନୀଙ୍କ ନିଶ

ନୂଆଦିଲ୍ଲୀ, ୨୦।୭: ଭାରତୀୟ କ୍ରିକେଟ୍‌ର ସବୁଠାରୁ ସଫଳ ଅଧିନାୟକ ବିବେଚିତ ହୋଇଥିବା ମହେନ୍ଦ୍ର ସିଂ ଧୋନୀ ଗତ ଏକବର୍ଷ ଧରି କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି। ଶେଷଥର ପାଇଁ ଗତ ବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ଏକଦିବସୀୟ ବିଶ୍ୱକପ୍‌ରେ ଧୋନୀ ଖେଳୁଥିବାର ନଜର…

ପୁଅକୁ ଅଶ୍ୱଚାଳନା ଶିଖାଉଛନ୍ତି ଏହି କ୍ରିକେଟର

କରୋନା ଯୋଗୁ ଏବେ କ୍ରିକେଟ ସିରିଜ୍‌ ସ୍ଥଗିତ ରଖାଯାଇଛି। ଏହି କାରଣରୁ କ୍ରିକେଟରମାନେ ପରିବାର ସହ ସମୟ ବିତାଉଥିବାବେଳେ ଅଧିକାଂଶ ସମୟ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଛନ୍ତି। ଏହି କ୍ରମରେ ଭାରତର ଷ୍ଟାର୍‌ ଓପନର୍‌ ଶିଖର ଧାଓ୍ବନ ପୁଅ ଜୋରାଭରଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?