ଖେଳ

କରୋନା ଯୁଦ୍ଧ ଜିତିବା ପରେ ଜେଜେଙ୍କ କବର ସ୍ଥାନରେ ପହଞ୍ଚିଲେ ଏହି ଖେଳାଳି, ଜାଣନ୍ତୁ କାହିଁକି

ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସହିଦ୍‌ ଆଫ୍ରିଦ୍‌ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ହେବା ପରେ ସେ ନିଜ ପୁରୁଣା ଘରକୁ ଯାଇ ଜେଜେ ବାପାଙ୍କ କବର ସ୍ଥାନ ପରିଦର୍ଶନ କରିଥିଲେ। ସେଠାରେ ସେ ଅସହାୟଙ୍କୁ ଖାଦ୍ୟ ପୁଡିଆ ବଣ୍ଟନ…

ନର୍ସଙ୍କ ପ୍ରେମରେ ଏହି କ୍ରିକେଟ୍‌ ଅଧିନାୟକ

ପ୍ରେମ କାହାକୁ କେତେବେଳେ ହୋଇଯାଏ ତାହା ଜାଣି ହୁଏ ନାହିଁ। ଏମିତି କିଛି ଘଟିଥିଲା ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଅଧିନାୟକ କେନ୍‌ ଓ୍ବିଲିମସନଙ୍କ କ୍ଷେତ୍ରରେ। ଚିକିତ୍ସା ପାଇଁ ଯାଇଥିବାବେଳେ ନର୍ସକୁ ପ୍ରେମ କରି ବସିଥିଲେ କେନ୍‌। ତାଙ୍କ ଗର୍ଲଫ୍ରେଣ୍ଡଙ୍କ ନାମ ହେଉଛି…

ରଣଜୀ ଟ୍ରଫିରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଏହି ଖେଳାଳି

ଅଧିକାଂଶ ଭାରତୀୟ କ୍ରିକେଟ ପ୍ରେମୀ ହୁଏତ ସି.କେ ନାଇଡୁ, ଲାଲା ଅମରନାଥଙ୍କ ନାମ ଶୁଣିଥିବେ, କିନ୍ତୁ କେବଳ ବାକା ଜିଲାନିଙ୍କୁ କମ୍‌ ଜାଣିଥିବେ। ଜୁଲାଇ ୨୦, ୧୯୧୧ରେ ଜଳନ୍ଦର ରେ ଜନ୍ମଗ୍ରହଣ କରିଥିବା ବାକା ତାଙ୍କର ୩୦ତମ ଜନ୍ମଦିନର ୧୮ଦିନ ପୂର୍ବରୁ…

ଫିଗୁରେଡୋଙ୍କୁ ଫ୍ଲାଇଓ୍ବେଟ ଟାଇଟଲ

ଆବୁଧାବି, ୧୯।୭(ଏପି)- ବ୍ରାଜିଲର ଡେଭିସନ ଫିଗୁରେଡୋ ଅଲ୍‌ଟିମେଟ ଫାଇଟିଂ ଚାମ୍ପିୟନଶିପ୍‌(ୟୁଏଫସି) ଫ୍ଲାଇଓ୍ବେଟ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଲଢ଼େଇର ପ୍ରଥମ ରାଉଣ୍ଡ ଶେଷ ହେବାକୁ ୧୨ ସେକେଣ୍ଡ ଥିବାବେଳେ ସେ ପ୍ରତିଦ୍ୱନ୍ଦ୍ୱୀ ଜୋସେଫ ବେନାଭିଡେଜଙ୍କୁ ରିଅର ନେକେଡ ଚୋକ୍‌ କରି…

ହରିକ୍ରିଷ୍ଣା ଜିତିଲେ ଚେସ୍‌ ଇଭେଣ୍ଟ

ଚେନ୍ନାଇ, ୨୦ା୭ (ପି.ଟି.)- ଭାରତର ଗ୍ରାଣ୍ଡମାଷ୍ଟର ପି. ହରିକ୍ରିଷ୍ଣା ଆକ୍ସେଣ୍ଟସ ଚେସ୍‌ ୯୬୦ ଟୁର୍ନାମେଣ୍ଟ ଜିତିଛନ୍ତି। ୫୩ତମ ବିଲ୍‌ ଚେସ୍‌ ଫେଷ୍ଟିଭାଲ୍‌ ୨୦୨୦ର ଏହା ହେଉଛି ଏକ ଅଂଶ ବିଶେଷ। ୭ ରାଉଣ୍ଡ ଖେଳରେ ହରିକ୍ରିଷ୍ଣା ୫.୫ ପଏଣ୍ଟ ଅର୍ଜନ କରିଥିଲେ।…

ଖୁସ୍‌ଦିଲ ୩ ସପ୍ତାହ ଖେଳି ପାରିବେନି

ଡର୍ବି, ୨୦ା୭ (ପି.ଟି.)-ପାକିସ୍ତାନ ବ୍ୟାଟ୍ସମ୍ୟାନ ଖୁସ୍‌ଦିଲ୍‌ ଶାହାଙ୍କ ବାମ ବୃଦ୍ଧାଙ୍ଗୁଳିର ହାଡ଼ ଭାଙ୍ଗିଯାଇଛି। ଫଳରେ ସେ ଆସନ୍ତା ୩ ସପ୍ତାହ ପର୍ଯ୍ୟନ୍ତ ଖେଳି ପାରିବେ ନାହିଁ। ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ତରଫରୁ ରବିବାର ସୂଚନା ଦିଆଯାଇଛି। ଏହି ବାମହାତୀ ବ୍ୟାଟ୍ସମ୍ୟାନ…

ବାଂଲାଦେଶ କ୍ରିକେଟରମାନଙ୍କ ଟ୍ରେନିଂ ଆରମ୍ଭ

ଢାକା, ୨୦ା୭ (ପି.ଟି.)- ରବିବାର ୯ଜଣ ବାଂଲାଦେଶ କ୍ରିକେଟର ଟ୍ରେନିଂକୁ ଫେରିଛନ୍ତି। କୋଭିଡ୍‌-୧୯ ସୁରକ୍ଷା ପ୍ରୋଟୋକଲ ଅନୁସାରେ କେବଳ ଜଣେ ମାତ୍ର ଖେଳାଳିଙ୍କୁ ଷ୍ଟାଡିୟମ ଭିତରେ ଅଭ୍ୟାସ ପାଇଁ ଅନୁମତି ମିଳିଛି। କରୋନା ଭାଇରସ୍‌ ଦେଖାଦେବା ପରେ ମାର୍ଚ୍ଚ ମାସରେ ଆକସ୍ମିକ…

ମୋଟୋ ଜିପି ଆରମ୍ଭରେ କ୍ୱାର୍ଟାରାରୋଙ୍କ ବିଜୟ

ଜେରେଜ ଡି’ ଲା ଫ୍ରଣ୍ଟେରା (ସ୍ପେନ୍‌), ୨୦।୭ (ଏପି)- କରୋନା ଭାଇରସ୍‌ର ବ୍ୟାପକତା ସତ୍ତ୍ୱେ ମୋଟୋଜିପି ପୁନର୍ବାର ଆରମ୍ଭ ହୋଇଛି। ରବିବାର ଅନୁଷ୍ଠିତ ସ୍ପାନିଶ ଗ୍ରାଁ ପ୍ରିରେ ଫାବିଓ କ୍ୱାର୍ଟାରାରୋ ବିଜୟୀ ହୋଇଛନ୍ତି। ଚତୁର୍ଥ ଲାପ୍‌ରେ ୬ଥର ମୋଟୋଜିପି ଚାମ୍ପିୟନ ମାର୍କ…

ସୁମାକରଙ୍କ ରେକର୍ଡ ସମକକ୍ଷ ହେଲେ ହାମିଲଟନ

ବୁଦାପେଷ୍ଟ, ୧୯ା୭: ଲୁଇସ୍‌ ହାମିଲଟନ୍‌ ୮ମ ଥର ହଙ୍ଗେରିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ଟାଇଟଲ ହାସଲ କରିଛନ୍ତି। ଫଳରେ ଗୋଟିଏ ଟ୍ରାକ୍‌ରେ ସର୍ବାଧିକ ବିଜୟ ହାସଲ କରିବାରେ ଜର୍ମାନୀର ଫର୍ମୁଲା ଓ୍ବାନ କିମ୍ବଦନ୍ତୀ ମାଇକେଲ ସୁମାକର ଯେଉଁ ରେକର୍ଡ କରିଛନ୍ତି,…

ସଚିନ-ସେହ୍ବାଗ, ଡ୍ରାଭିଡ୍‌ଙ୍କ ଲାଗି ସୁଯୋଗ ପାଇ ନ ଥିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୧୯।୭- ସୁବ୍ରମଣିୟମ ବଦ୍ରିନାଥ। ଭାରତୀୟ ଘରୋଇ କ୍ରିକେଟ୍‌ରେ ଏକ ବେଶ୍‌ ପରିଚିତ ନାମ। ଜଣେ ନିର୍ଭରଯୋଗ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ତାମିଲନାଡ଼ୁର ଏହି କ୍ରିକେଟର୍‌ ଅନ୍ତର୍ଜାତୀୟସ୍ତରରେ କିନ୍ତୁ ପ୍ରଦର୍ଶନର ଛାପ ଛାଡ଼ିବାରେ…

ବ୍ୟାଟ୍ସମ୍ୟାନ ଭାବେ ଗମ୍ଭୀର ପସନ୍ଦ କିନ୍ତୁ ମଣିଷ ଭାବେ ନୁହେଁ: ଆଫ୍ରିଦୀ

ନୂଆଦିଲ୍ଲୀ, ୧୯।୭: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଓ ପାକିସ୍ତାନ ଅଲ୍‌ରାଉଣ୍ଡ ଶାହିଦ ଆଫ୍ରିଦୀଙ୍କ ମଧ୍ୟରେ ପଡ଼ିଆରୁ ଆରମ୍ଭ ହୋଇଥିବା ଶତ୍ରୁତା ଏବେ ମଧ୍ୟ ଦେଖିବାକୁ ମିଳୁଛି। କ୍ରିକେଟ୍‌ରୁ ଅବସର ନେଇସାରିଥିଲେ ମଧ୍ୟ ଉଭୟ କ୍ରିକେଟର୍‌ ବିଭିନ୍ନ…

ଏହି ଭାରତୀୟ କ୍ରିକେଟଙ୍କ ସ୍ତ୍ରୀ କହିଲେ, ତୁମ ବିନା ମୁଁ ଅଧୁରା

ଭାରତୀୟ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଘରକୁ ଖୁବଶୀଘ୍ର ଆସିବ ନୂଆ ଅତିଥି। ଏଥିପାଇଁ ସେ ବେଶ୍‌ ଖୁସି ଅଛନ୍ତି। ନିକଟରେ ହାର୍ଦ୍ଦିକଙ୍କ ପ୍ରେମିକା ନତାଶା ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେମାନେ ଖୁସି ଥିବା ନଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?