ଖେଳ

କରାଟେରେ ୪୪ଟି ମେଡାଲ ଜିତିଛନ୍ତି ଏହି କ୍ରିକେଟରଙ୍କ ସ୍ତ୍ରୀ

ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ମିଚେଲ ଜନସନ ୨୦୧୧ରେ ଜେସିକାଙ୍କ ହାତ ଧରିଥିଲେ। ଜେସିକାଙ୍କ ବିବାହ ପୂର୍ବରୁ ଏକ ଭିନ୍ନ ପରିଚୟ ଥିଲା। ଜେସିକା କରାଟେରେ ବେଶ୍‌ ନାଁ କମାଇଛନ୍ତି। ତାଙ୍କର କଳା ବେଲ୍ଟ ଅଛି। କେବଳ ଏତିକି ନୁହେଁ, କରାଟେରେ ସେ…

ଇଂଲଣ୍ଡର ୫୦ତମ ବିଜୟ

ମାଞ୍ଚେଷ୍ଟର, ୨୨।୭- ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ସୋମବାର ଶେଷ ହୋଇଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୧୧୩ ରନରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଇଂଲଣ୍ଡର ଏହା ୧୫୯ ମ୍ୟାଚରୁ ୫୦ତମ ଟେଷ୍ଟ ବିଜୟ। ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ୩୫୧…

ଆଡିଲେଡ୍‌ରେ ଭାରତୀୟ ଖେଳାଳି ୨ ସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିବେ

ମେଲବୋର୍ନ,୨୨।୭(ପି.ଟି.): ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଖେଳାଳିମାନଙ୍କୁ ୨ ସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡିବ। ଭାରତ ଆଡିଲେଡ୍‌ରେ ପହଞ୍ଚିବା ପରେ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ନିକ୍‌ ହୋକ୍‌ଲି କହିଛନ୍ତି। ଚଳିତବର୍ଷ ଶେଷ ଆଡକୁ…

ମାଳଦ୍ୱୀପରେ ଖେଳିବ ଚେନ୍ନାଇ ସିଟି

ନୂଆଦିଲ୍ଲୀ, ୨୨|୭ (ପି.ଟି.): ଆଇ-ଲିଗ୍‌ ୨୦୧୮-୧୯ ଚାମ୍ପିୟନ ଚେନ୍ନାଇ ସିଟି ଏଏଫ୍‌ସି କପ୍‌ ଗ୍ରୁପ୍‌ ପର୍ଯ୍ୟାୟରେ ଏହାର ଅବଶିଷ୍ଟ ମ୍ୟାଚ୍‌ ମାଳଦ୍ୱୀପରେ ଖେଳିବ। ବହୁ ଦେଶରେ କୋଭିଡ୍‌-୧୯ ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଏସିଆନ ଫୁଟ୍‌ବଲ କନଫେଡେରେଶନ (ଏଏଫ୍‌ସି) ଏହି…

ଇଂଲଣ୍ଡ ଦଳରେ ଯୋଗ ଦେଲେ ଆର୍ଚର

ମାଞ୍ଚେଷ୍ଟର, ୨୨|୭ (ଏପି)-କରୋନା ଭାଇରସ୍‌ ପାଇଁ ଦ୍ୱିତୀୟ ଟେଷ୍ଟରେ ନେଗେଟିଭ୍‌ ଆସିପରେ ଫାଷ୍ଟ ବୋଲର ଜୋଫ୍ରା ଆର୍ଚର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ଯୋଗ ଦେଇଛନ୍ତି। ଗତ ସପ୍ତାହରେ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ହୋଭ୍‌ସ୍ଥିତ…

ୟୁଏଇରେ ଆଇପିଏଲ୍‌ ସମ୍ଭାବନା

ନୂଆଦିଲ୍ଲୀ, ୨୧ା୭ (ପି.ଟି.)- ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ସମ୍ଭାବନା ଅଧିକ ବୋଲି କହିଛନ୍ତି ଏହି ଟି୨୦ ଟୁର୍ନାମେଣ୍ଟର ଗଭର୍ନିଂ କାଉନ୍‌ସିଲ ଚେୟାରମ୍ୟାନ ବ୍ରିଜେଶ ପଟେଲ। ଏକ ସପ୍ତାହରୁ ୧୦ ଦିନ…

କରୋନା ସଙ୍କଟ: ଫଳ ବିକିବାକୁ ବାଧ୍ୟ ହେଲେ ଯୁବ ଆଥ୍‌ଲେଟ୍‌

ନୂଆଦିଲ୍ଲୀ, ୨୧।୭- କରୋନା ମହାମାରୀ ଲାଗି ଦୀର୍ଘ ୪ ମାସରୁ ଊର୍ଦ୍ଧ୍ୱ ସମୟ ହେବ କ୍ରୀଡ଼ା ଜଗତରେ ବ୍ରେକ୍‌ ଲାଗିଛି। ଲକ୍‌ ଡାଉନ୍‌ କଟକଣା ଲାଗି ବିଶ୍ୱରେ ବିଭିନ୍ନ କ୍ରୀଡ଼ା ଇଭେଣ୍ଟ ସବୁ ସ୍ଥଗିତ କିମ୍ବା ବାତିଲ ହୋଇଯାଇଛି। ବିଭିନ୍ନ କ୍ରୀଡ଼ା…

କରାଟେରେ ବ୍ଲାକ୍‌ ବେଲ୍ଟ ଜିତିଛନ୍ତି ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ, ୨୧।୭- ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ପୂର୍ବତନ ଦ୍ରୁତ ବୋଲର ମିଚେଲ ଜନସନ ନିଜର ଶାଣିତ ବୋଲିଂ ଲାଗି ବିଶ୍ୱ କ୍ରିକେଟରେ ବେଶ୍‌ ପରିଚିତ ଲାଭ କରିଥିଲେ। ସେ ଅଷ୍ଟ୍ରେଲିଆ ପକ୍ଷରୁ ୭୩ ଟେଷ୍ଟ, ୧୫୩ ଦିନିକିଆ ଓ ୩୦ ଟି୨୦…

ଏହି କାରଣ ଲାଗି ସାନିଆଙ୍କୁ ଭେଟିପାରୁ ନାହାନ୍ତି ସୋଏବ

କରାଚୀ, ୨୧।୭- ଘରୋଇ ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ସିରିଜ ଖେଳିବା ଲାଗି ପାକିସ୍ତାନ କ୍ରିକେଟ୍‌ ଦଳ ଗତ ସପ୍ତାହରେ ବ୍ରିଟେନ ଗସ୍ତ କରିସାରିଛି। ଏହି ଗସ୍ତ ଲାଗି ପାକିସ୍ତାନ ପକ୍ଷରୁ ଘୋଷିତ ୨୯ ଜଣିଆ ଦଳରେ ଭେଟେରାନ ଅଲ୍‌ରାଉଣ୍ଡର ସୋଏବ ମଲିକ…

ଇଂଲଣ୍ଡ ଗସ୍ତରୁ ଓହରିଲା ଭାରତୀୟ ମହିଳା କ୍ରିକେଟ୍‌ ଦଳ

ଲଣ୍ଡନ,୨୧।୭(ପି.ଟି.): ପ୍ରାସ୍ତାବିତ ଇଂଲଣ୍ଡ ଗସ୍ତରୁ ଭାରତୀୟ ମହିଳା ଦଳ ଓହରିଯାଇଛି। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଦଳ ଏହି ନିଷ୍ପତ୍ତି ନେଇଛି। ଇଂଲଣ୍ଡ ଗସ୍ତରେ ଭାରତ ଏକ ଦ୍ୱିପାକ୍ଷିକ ସିରିଜ ଖେଳିବାର କାର୍ଯ୍ୟକ୍ରମ ଥିଲା। ଏଥିରେ ଭାରତ ଘରୋଇ ଇଂଲଣ୍ଡ ବିପକ୍ଷରେ…

୧୪ ବର୍ଷ ପରେ ପ୍ରଥମ ଇଂଲଣ୍ଡ ଖେଳାଳି ଭାବେ ଏହି ସଫଳତା ପାଇଲେ ଷ୍ଟୋକ୍ସ

ଦୁବାଇ,୨୧।୭(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଇଂଲଣ୍ଡ ବେନ୍‌ ଷ୍ଟୋକ୍ସ ଶ୍ରେଷ୍ଠ ଅଲରାଉଣ୍ଡର ବିବେଚିତ ହୋଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡରଙ୍କୁ ପଛରେ ପକାଇ ସେ ଅଲରାଉଣ୍ଡର ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଏଥିସହିତ…

ଆଇପିଏଲ ଚାଲିଥିବାବେଳେ ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଥିଲେ ଏହି ବିଦେଶୀ କ୍ରିକେଟର

ଶୋଏବ ମଲିକ, ହାସନ ଅଲି, ଗ୍ଲେନ ଟର୍ନର ଏବଂ ମୋହସିନ ଖାନ ଭଳି ଖେଳାଳିମାନେ ସେମାନଙ୍କ ଜୀବନସାଥୀ ଭାରତରୁ ବାଛିଛନ୍ତି। ସେହି ତାଲିକାରେ ଅଷ୍ଟ୍ରେଲୀୟ କ୍ରିକେଟର ସନ ଟେଟଙ୍କ ନାମ ମଧ୍ୟ ରହିଛି। ଯିଏ ମୁମ୍ବାଇର ମଡେଲ ମାସୁମା ସିଙ୍ଗାଙ୍କୁ ବିବାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?