ଖେଳ

ୟୁଏଇରେ ଆଇପିଏଲ୍‌ ୨୦୨୦: ଏକ ନୀରବ ମରୁ ଝଡ଼

ଦୁବାଇ,୨୦।୯(ପି.ଟି.): କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିବା ସତ୍ତ୍ୱେ ଭାରତୀୟ କ୍ରିକେଟ ପ୍ରତ୍ୟାବର୍ତ୍ତନ କରିଛି। ଏହା ଭାରତ ବଦଳରେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ସମ୍ଭବ ହୋଇଛି। ତେବେ ମହାମାରୀ କାରଣରୁ ବାୟୋ- ବବଲ ଓ ଫାଙ୍କା ଷ୍ଟାଡିୟମ ଯୋଗୁ ଆଇପିଏଲ୍‌ର…

ବୋପାନ୍ନା-ଶାପୋଭାଲୋଭଙ୍କ କ୍ୱାର୍ଟରରୁ ବିଦାୟ

ରୋମ୍‌, ୨୦ା୯ (ପି.ଟି.)-ଭାରତର ରୋହନ ବୋପାନ୍ନା ଓ କାନାଡାର ଡେନିସ୍‌ ଶାପୋଭାଲୋଭ ଏଠାରେ ଚାଲିଥିବା ଇଟାଲିଆନ ଓପନ ଟେନିସ ଟୁର୍ନାମେଣ୍ଟ ପୁରୁଷ ଡବଲ୍ସ ଇଭେଣ୍ଟରୁ ବିଦାୟ ନେଇଛନ୍ତି। ଅଣସିଡ୍‌ ଇଣ୍ଡୋ-କାନାଡିଆନ ଯୋଡ଼ି କ୍ୱାର୍ଟରଫାଇନାଲରେ ଫ୍ରେଞ୍ଚ୍‌ ଯୋଡ଼ି ଜେରେମି ଚାର୍ଡି ଏବଂ ଫେବ୍ରିସ୍‌…

କୋଭିଡ୍‌-୧୯ ଟେଷ୍ଟରେ ସ୍ମିଥ୍‌, ଆର୍ଚର, ବଟଲର ପାସ୍‌

ଦୁବାଇ,୨୦।୯(ପି.ଟି.): ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌, ତାରକା ବୋଲର ଜୋଫ୍ରା ଆର୍ଚର ଓ ଜୋଶ ବଟଲର ବାଧ୍ୟତାମୂଳକ କୋଭିଡ୍‌-୧୯ ଟେଷ୍ଟରେ ନେଗେଟିଭ ବୋଲି କୁହାଯାଇଛି। ଫଳରେ ଏମାନେ ରାଜସ୍ଥାନ ରୟାଲ୍ସ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ…

ଦିଲ୍ଲୀ- ପଞ୍ଜାବ ମୁକାବିଲା: ପାଓ୍ବାର ହିଟରଙ୍କ ଲଢ଼େଇ

ଦୁବାଇ,୨୦।୯ (ପି.ଟି.): ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱିତୀୟ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ। ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ପାଓ୍ବାର ହିଟରଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ…

୪୩୬ ଦିନ ପରେ ପଡ଼ିଆକୁ ଓହ୍ଲାଇଲେ ଧୋନୀ

ଆବୁଧାବି, ୧୯।୯: ଶନିବାରଠାରୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆରମ୍ଭ ହୋଇଛି। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ଖେଳାଯାଇଛି। ଏହି ମ୍ୟାଚ୍‌ ଖେଳିବା ସହ ଚେନ୍ନାଇର ଅଧିନାୟକ ମହେନ୍ଦ୍ର…

ଚେନ୍ନାଇ ସୁପର୍‌ କିଙ୍ଗ୍ସ ସାମ୍ନାରେ ୧୬୩ ରନର୍‌ ଟାର୍ଗେଟ୍‌

ଆବୁଧାବି, ୧୯।୯: ଆଇପିଏଲ୍‌ର ୧୩ତମ ସଂସ୍କରଣ ଶନିବାରଠାରୁ ୟୁଏଇରେ ଆରମ୍ଭ ହୋଇଛି। ଆବୁଧାବିର ଶେଖ୍‌ ଜାୟେଦ ଷ୍ଟାଡିୟମରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ବିପକ୍ଷରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ସୁଯୋଗ ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ୍‌…

ଟସ୍‌ ଜିତି ପ୍ରଥମେ ବୋଲିଂ କରିବ ଚେନ୍ନାଇ ସୁପର୍‌ କିଙ୍ଗ୍ସ

ଆବୁଧାବି, ୧୯।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହୋଇଯାଇଛି। ଉଦ୍‌ଘାଟନୀ ମୁକାବିଲରେ ଗତଥରର ରନର୍ସଅପ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଟସ୍‌ ଜିତିଛି। ତେବେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୋଲିଂ…

ବିଲରୁ ମିଳିଲା କବାଡ଼ି ଷ୍ଟାର୍‌ ସୁରେନ୍ଦ୍ରଙ୍କ ଶବ

ପାନିପଥ, ୧୯।୯: ହରିୟାଣାର ଜଣାଶୁଣା କବାଡ଼ି ଖେଳାଳି ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଛି। ସୁରେନ୍ଦ୍ରଙ୍କ ମୃତ ଦେହ ଏକ ବିଲରୁ ଉଦ୍ଧାର କରାଯାଇଛି। ସୁରେନ୍ଦ୍ର ପାନିପଥର କୁରାନା ଗ୍ରାମର ବାସିନ୍ଦା। ଏକାଧିକ ରାଜ୍ୟରେ ମ୍ୟାଚ୍‌ ଖେଳି ସୁରେନ୍ଦ୍ର ଅନେକ ପୁରସ୍କାର ଜିତିଛନ୍ତି। ସବୁଠାରୁ…

ଆଇପିଏଲ୍‌ରେ ସବୁଠାରୁ ଅଧିକ ଫାଇନାଲ ହାରିଛନ୍ତି ଧୋନୀ

ଆବୁଧାବି, ୧୯।୯: ଆଇପିଏଲ୍‌ ରେକର୍ଡ ଉପରେ ସବୁବେଳେ କ୍ରିକେଟ୍‌ପ୍ରେମୀଙ୍କ ନଜର ରହିଥାଏ। କିନ୍ତୁ ମହେନ୍ଦ୍ର ସିଂ ଧୋନୀ ଓ ତାଙ୍କ ଟିମ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସର ଏହି ଅଲୋଡ଼ା ରେକର୍ଡ ସମ୍ପନ୍ଧରେ ଖୁବ୍‌ କମ୍‌ ଲୋକ ଜାଣିଛନ୍ତି। ଏହି ଅଲୋଡ଼ା ରେକର୍ଡ…

ମୁମ୍ବାଇକୁ ହରାଇବା ପରେ ଏହି ବଡ଼ ରେକର୍ଡର ଅଧିକାରୀ ହେବେ ଧୋନୀ

ଆବୁଧାବି, ୧୯।୯: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌ର ୧୩ତମ ସଂସ୍କରଣ। ଚଳିତ ବର୍ଷ କରୋନା ମହାମାରୀ ଲାଗି ଆଇପିଏଲ୍‌କୁ ଭାରତ ପରିବେର୍ତ୍ତ ୟୁଏଇରେ ଆୟୋଜିତ କରାଯାଉଛି। ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ…

ଆଇପିଏଲ୍‌ ଇତିହାସର ୧୦ ବଡ଼ ରେକର୍ଡ

ନୂଆଦିଲ୍ଲୀ, ୧୯।୯: କରୋନା ଭାଇରସ୍‌ର ପ୍ରଭାବ ମଧ୍ୟରେ ଶନିବାରଠାରୁ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଗତଥରର ଚାମ୍ପିୟନ ଓ ରନର୍ସଅପ୍‌ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ…

୬ ବଲ୍‌ରେ ୬ ଛକା: ଯୁବରାଜଙ୍କ ଏହି ବିରଳ ରେକର୍ଡକୁ ପୁରିଲା ୧୩ ବର୍ଷ; ପୋଷ୍ଟ ଲେଖି ମନେପକାଇଲେ

ନୂଆଦିଲ୍ଲୀ,୧୯।୯: ୨୦୦୭ରେ ଇଲଂଣ୍ଡ ବିପକ୍ଷରେ ଖେଳାଯାଉଥିବା ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଗୋଟିଏ ଓଭରରେ ୬ଟି ଛକା ମାରି ରେକର୍ଡ କରିଥିଲେ। ଶନିବାର ଉକ୍ତ ରେକର୍ଡକୁ ୧୩ ବର୍ଷ ପୁରିଛି। ଷ୍ଟୁଆର୍ଟ ବ୍ରୋଡ୍‌ଙ୍କ ପ୍ରତିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?