Posted inଖେଳ

କ୍ରିକେଟ୍‌କୁ ବାଏ ବାଏ କହିଲେ ଏହି ଲୋକପ୍ରିୟ କ୍ରିକେଟର୍‌

ପୂର୍ବତନ ଭାରତୀୟ ପେସ ବୋଲର ସୁଦୀପ ତ୍ୟାଗି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସୁଦୀପ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇ ଘୋଷଣା କରିଛନ୍ତି।ସେ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଡେବ୍ୟୁ କରିଥିଲେ। ସନ୍ନ୍ୟାସ ଘୋଷଣା କରି ତ୍ୟାଗି କହିଛନ୍ତି, ଭାରତୀୟ ଜର୍ସିକୁ ପିନ୍ଧିବାର ଅନୁଭୂତି ସବୁଠାରୁ ଶ୍ରେଷ୍ଠ। ନିଜ ସ୍ବପ୍ନକୁ ଅଲବିଦା କହିବା ମୋ ପାଇଁ ସବୁଠାରୁ କଷ୍ଟକର ନିଷ୍ପତ୍ତି ବୋଲି ତ୍ୟାଗି କହିଛନ୍ତି। ୩୩ ବର୍ଷୀୟ ଏହି ପେସ ବୋଲର ଜଣକ ୪ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ସେ ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ଦମଦାର ଡେବ୍ୟୁ କରିଥିଲେ। ୨୦୧୦ରେ ସେ ଭାରତ ପକ୍ଷରୁ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଦିନିକିଆରେ ସେ ମାତ୍ର ୩ଟି ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ବଢ଼ିବ ଆଇପିଏଲ ଦଳ ସଂଖ୍ୟା

ମୁମ୍ବାଇ,୧୪।୭- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଫ୍ରାଞ୍ଚାଇଜ ସଂଖ୍ୟା ପୁଣି ଥରେ ବୃଦ୍ଧିପାଇବାର ସମ୍ଭାବନା ସୃଷ୍ଟି ହାଇଛି। ଅହମ୍ମଦାବାଦ୍‌ର ଆଦାନୀ ଗ୍ରୁପ, ପୁଣେର ଆରପିଜି ସଞ୍ଜୀବ...

ଅଭ୍ୟାସ କଲେ ଷ୍ଟୋକ୍ସ, ଆର୍ଚର, ବନର୍ସ

ଚେନ୍ନାଇ,୩୧।୧: ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ, ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଓ ରିଜର୍ଭ ଓପନର ରୋରି ବନର୍ସ ଶନିବାର ପ୍ରଥମଥର...

କୋହଲିଙ୍କୁ ଦୁର୍ଭାଗ୍ୟଶାଳୀ କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଇସଲାମାବାଦ୍‌,୨୮।୬: ବିରାଟ କୋହଲିଙ୍କ ନେତୃତ୍ୱଧୀନ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ୮ ଉଇକେଟରେ ପରାସ୍ତ ହୋଇଛି। ଏହି ପରାଜୟ...

ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟରୁ ଜାଡେଜା ଆଉଟ୍‌, ଆବଶ୍ୟକ ପଡିଲେ ପେନ୍‌କିଲର ନେଇ ବ୍ୟାଟିଂ କରିବେ

ସିଡ୍‌ନୀ,୧୧।୧(ପି.ଟି.): ଚଳିତ ତୃତୀୟ ଟେଷ୍ଟର ତୃତୀୟ ଦିନରେ ଆହତ ହୋଇଥିବା ଭାରତୀୟ ସିନିୟର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବେ ଆଗାମୀ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ...

ଗୁଜରାଟ ଫାଇନାଲରେ ପହଞ୍ଚିବା ପଛରେ କାହାର ବଡ଼ ଭୂମିକା? ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୫: ଇତିହାସ ସୃଷ୍ଟି କଲା ଗୁଜରାଟ ଟାଇଟାନ୍ସ(ଜିଟି)। ସେ ଆଇପିଏଲର କ୍ରମାଗତ ଦ୍ୱିତୀୟ ସିଜନର ଫାଇନାଲରେ ପ୍ରବେଶ କରିଛି। ଦ୍ୱିତୀୟ କ୍ୱାଲିଫାୟରରେ ମୁମ୍ବାଇ ଇଣ୍ଡିଆନ୍ସକୁ ୬୨...

ସଚିନ୍‌ଙ୍କ ରେକର୍ଡ ଭାଙ୍ଗିବେ ଏହି ଖେଳାଳି: ଇର୍ଫାନ୍‌ ପଠାନ କହିଲେ ଏପରି…

ନୂଆଦିଲ୍ଲୀ, ୨୫।୮: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ କେବଳ ବିରାଟ କୋହଲି ସକ୍ଷମ। ଏସମ୍ପର୍କରେ ପୂର୍ବତନ ଭାରତୀୟ କ୍ରିକେଟର ଇର୍ଫାନ୍‌ ପଠାନ କହିଛନ୍ତି।...

୧୦୦ତମ ଟେଷ୍ଟ ଖେଳି ବିଶ୍ୱ ରେକର୍ଡ କଲେ ଇଂଲଣ୍ଡ ଅଧିନାୟକ, ଏକମାତ୍ର କ୍ରିକେଟର ଭାବେ…

ଚେନ୍ନାଇ,୫।୨: ଇଂଲଣ୍ଡ ଅଧିନାୟକ ଜୋ ରୁଟ ଭାରତ ବିପକ୍ଷରେ ଶୁକ୍ରବାର ନିଜ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳୁଛନ୍ତି। ଏପରି କରିବାରେ ସେ ୧୫ତମ ଇଂରେଜ କ୍ରିକେଟର...

୨୦୧୧ ବିଶ୍ୱକପ୍‌ରୁ ବିଦାୟ ପରେ କ୍ରିକେଟରଙ୍କୁ ମିଳିଥିଲା ହତ୍ୟା ଧମକ

ନୂଆଦିଲ୍ଲୀ, ୧୮।୫ : ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଅଧିନାୟକ ଫାଫ ଡୁପ୍ଲେସି ମଙ୍ଗଳବାର ଏକ ବଡ଼ ଖୋଲାସା କରିଛନ୍ତି। କ୍ୱାର୍ଟର ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାଜୟ ପରେ...

Advertisement
Archives

Model This Week