ଖେଳ

ଆର୍‌ସିବି ଅଧ୍ୟକ୍ଷ ହେବେ ଆନନ୍ଦ

ନୂଆଦିଲ୍ଲୀ,୧୯।୯(ପି.ଟି.): ଡିଆଜିଓ ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଆନନ୍ଦ କ୍ରିପାଳୁ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର (ଆର୍‌ସିବି) ଅଧ୍ୟକ୍ଷ ପଦରେ ନିଯୁକ୍ତ ହେବେ। ସଞ୍ଜୀବ୍‌ ଚୁରିଓ୍ବାଲାଙ୍କ ବଦଳରେ ସେ ଏହି ଗୁରୁଦାୟିତ୍ୱ ଅକ୍ଟୋବର ୧ ତାରିଖରୁ ସମ୍ଭାଳିବେ। ଆନନ୍ଦ ଏବେ ଡିଆଜିଓ ଇଣ୍ଡିଆର…

ସ୍ପିନ୍‌ରେ ବିବିଧତା ପାଇଁ ଫାଇଦାରେ ରହିବ ସିଏସ୍‌କେ

ନୂଆଦିଲ୍ଲୀ, ୧୯ା୯ (ପି.ଟି.)- ସ୍ପିନ୍‌ରେ ବିବିଧତା ପାଇଁ ୟୁଏଇ କଣ୍ଡିଶନରେ ଫାଇଦାରେ ରହିବ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ୩ଥର ଚାମ୍ପିୟନ ହୋଇ ସାରିଥିବା ଏହି ଦଳ ଆଇପିଏଲ୍‌ର ୧୩ତମ ସଂସ୍କରଣ ଜିତିବା ସମ୍ଭାବନା ଅଧିକ ବୋଲି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ…

ୟୁଏଇରେ ଟି୧୦ ଅଭିଜ୍ଞତାକୁ ନେଇ ଆଶାବାଦୀ ଲିନ୍‌

ଆବୁଧାବି, ୧୯ା୯ (ପି.ଟି.)-ଅଷ୍ଟ୍ରେଲିଆର ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଖ୍ରିସ୍‌ ଲିନ୍‌ ବର୍ତ୍ତମାନ ଯଦିଓ ଟପ୍‌ ଫର୍ମରେ ଅଛନ୍ତି ତେବେ ଗତବର୍ଷ ୟୁଏଇରେ ଟି୧୦ ଟୁର୍ନାମେଣ୍ଟରେ ସେ ଯେଉଁ ଅଭିଜ୍ଞତା ହାସଲ କରିଛନ୍ତି ଆସନ୍ତା ଆଇପିଏଲ୍‌ରେ ତାହାକୁ କାମରେ ଲଗାଇବେ ବୋଲି କହିଛନ୍ତି।…

ଫ୍ରେଞ୍ଚ୍‌ ଓପନରୁ ଓହରିଲେ ଓସାକା

ପ୍ୟାରିସ, ୧୯ା୯ (ଏପି)-ବାମ ଜଙ୍ଘ ସନ୍ଧିରେ ଆଘାତ ଲାଗିଥିବାରୁ ୟୁଏସ୍‌ ଓପନ ମହିଳା ସିଙ୍ଗଲ୍ସ ଚାମ୍ପିୟନ ନାଓମି ଓସାକା ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। ପ୍ୟାରିସ୍‌ରେ ସେପ୍ଟେମ୍ବର ୨୭ରୁ ଫ୍ରେଞ୍ଚ ଓପନ୍‌ ଖେଳାଯିବା କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଗତଥରର…

ବୁବ୍‌କାଙ୍କ ରେକର୍ଡ ଭାଙ୍ଗିଲେ ଡୁପ୍ଲାଣ୍ଟିସ୍‌

ରୋମ୍‌, ୧୯ା୯ (ଏପି)-ସ୍ବିଡିଶ ପୋଲ୍‌ ଭଲ୍ଟର ଆର୍ମାଣ୍ଡ ଡୁପ୍ଳାଣ୍ଟିସ୍‌ ଆଉଟ୍‌ ଡୋର୍‌ରେ ସର୍ଗେ ବୁବ୍‌କାଙ୍କ ଦୀର୍ଘ ୨୬ ବର୍ଷର ପୁରୁଣା ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ରୋମ୍‌ରେ ଅନୁଷ୍ଠିତ ଗୋଲେ୍‌ଡନ ଗାଲା ପିଟ୍ରୋ ମେନିଆ ମିଟ୍‌ରେ ଦ୍ୱିତୀୟ ପ୍ରଚେଷ୍ଟାରେ ସେ ୬ ମିଟର,…

ଏଭଳି ଥିଲା ଭୁବନେଶ୍ୱରଙ୍କ ଲଭ୍‌ଷ୍ଟୋରୀ: ଘରଲୋକଙ୍କ ପୂର୍ବରୁ ଇଣ୍ଟରଭ୍ୟୁ ନେଇଥିଲେ ପ୍ରେମିକା; ଚିଠି ପଠାଇବା ପାଇଁ..

ନୂଆଦିଲ୍ଲୀ,୧୮।୯: ଭାରତୀୟ ଟିମ୍‌ର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ୨୧ ଟେଷ୍ଟରେ ୬୩ ଓ୍ବିକେଟ୍‌ ନେଇଛନ୍ତି। ଏହାଛଡ଼ା ୧୧୪ ଏକଦୀବସୀୟ ମ୍ୟାଚ୍‌ରେ ୧୩୨ ଏବଂ ୪୩ ଟି-୨୦ ମ୍ୟାଚ୍‌ରେ ୪୧ ଓ୍ବିକେଟ୍‌ ନେଇଛନ୍ତି। ତେବେ ୨୦୧୨ରେ ଭାରତୀୟ କ୍ରିକେଟ ଟିମ୍‌ରେ ଡେବ୍ୟୁ…

୧୪ ମାସ ପରେ ମଇଦାନକୁ ଓହ୍ଲାଇବେ ଧୋନୀ: ପ୍ରଥମ ମ୍ୟାଚ୍‌ରେ ଭାଙ୍ଗିପାରନ୍ତି ଡିଭିଲିୟର୍ସଙ୍କ ଏହି ରେକର୍ଡ

ନୂଆଦିଲ୍ଲୀ,୧୮।୯: ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ତମ ସଂସ୍କରଣ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)ର ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ସହ ହେବ। ଦୀର୍ଘ ୧୪ ମାସ ପରେ ଭାରତୀୟ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ…

ବିରାଟ-ଅନୁଷ୍କାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଏମିତି

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ରେ ନିଜର ୭୦ତମ ଜନ୍ମଦିନ ପାଳନ କରିଥିଲେ। ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ମଧ୍ୟରେ ଜଣାଇଥିଲେ। ଏହି କ୍ରମରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଟୁଇରରେ ପ୍ରଧାନମନ୍ତ୍ରୀ…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କ୍ରୀଡ଼ା ମନ୍ତ୍ରଣାଳୟର ସ୍ବାଗତ

ନୂଆଦିଲ୍ଲୀ,୧୮ା୯(ପି.ଟି.)-କେନ୍ଦ୍ରକ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)କୁ ଆଶ୍ୱସ୍ତି ମିଳିଛି। ଏଣିକି ଦେଶର ବିଭିନ୍ନ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)ଗୁଡ଼ିକୁ ସ୍ବୀକୃତି ପ୍ରଦାନରେ ଆଗୁଆ ଦିଲ୍ଲୀ ହାଇକୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ ନାହିଁ। ଅନ୍ୟପକ୍ଷରେ ସ୍ବୀକୃତିର ପ୍ରକ୍ରିୟା ସମ୍ପର୍କରେ ଏକ…

ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ପାଇଁ ୩୬ ଘଣ୍ଟିଆ କ୍ୱାରାଣ୍ଟାଇନ୍‌

ନୂଆଦିଲ୍ଲୀ, ୧୮ା୯ (ପ.ଟି.)-ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟ ଖେଳାଳିଙ୍କ ଅନୁରୋଧ ରକ୍ଷା କରାଯାଇଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବା ଲାଗି ୟୁନାଇଟେଡ କିଙ୍ଗଡମ୍‌ (ୟୁକେ)ରୁ ଆସି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚତ୍ବା ପରେ ସେମାନଙ୍କୁ ପୂର୍ବ ନିୟମ ଅନୁସାରେ…

ଆଇ-ଲିଗ୍‌ କ୍ୱାଲିଫାୟର୍ସ : ଏଆଇଏଫ୍‌ଏଫ୍‌ର କୋଭିଡ୍‌ ଗାଇଡ୍‌ ଲାଇନ୍‌

କୋଲକାତା, ୧୮ା୯ (ପି.ଟି.)-ବିଳମ୍ବରେ ହେଲେ ମଧ୍ୟ ଶେଷରେ ଆସନ୍ତା ମାସରେ ଏଠାରେ ଆଇ-ଲିଗ୍‌ କ୍ୱାଲିଫାୟର୍ସ ସହ ଫୁଟବଲ୍‌ ସିଜନ ଆରମ୍ଭ ହେବ। ଇଭେଣ୍ଟ ବେଳେ କୋଭିଡ୍‌-୧୯ ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ପ୍ରକାଶ…

ଫେଡ୍‌କପ୍‌ ନାମ ବଦଳିଲା

ଲଣ୍ଡନ, ୧୮ା୯ (ଏପି)-ଫେଡ୍‌ କପ୍‌ ନାମ ବଦଳିଛି। ମହାନ ମହିଳା ଟେନିସ ଖେଳାଳି ବିଲି ଜିନ୍‌ କିଙ୍ଗ୍‌ଙ୍କ ନାମରେ ଏହା ନାମିତ କରାଯାଇଛି, ଯିଏକି ମହିଳାଙ୍କ ଲାଗି ସାମାଜିକ ନ୍ୟାୟ ଓ ସମାନ ଅଧିକାର ଲାଗି ପିଢି ପିଢି ଧରି ସଂଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?