Posted inଖେଳ

ପାକିସ୍ତାନ ଖେଳାଳିଙ୍କ ପାଇଁ ଗୀତ ଗାଉଥିଲେ ଏହି ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ନିଜ ବ୍ୟାଟିଂ ଅନ୍ଦାଜ ପାଇଁ ବେଶ୍‌ ପ୍ରସିଦ୍ଧ। ସେ କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ଏବେ ବି ଦର୍ଶକ ତାଙ୍କୁ ଭୁଲି ନାହାନ୍ତି। ସେହ୍ବାଗ ବଲିଉଡ ସିଙ୍ଗର କିଶୋର କୁମାରଙ୍କ ବଡ ଫ୍ୟାନ୍‌। ପଡିଆରେ ମଧ୍ୟ ଅନେକଥର ତାଙ୍କୁ କିଶୋର ଦା’ଙ୍କ ଗୀତ ଗାଉଥିବାର ଦେଖାଯାଏ। ଥରେ ସେହ୍ବାଗ କହିଥିଲେ, ବ୍ୟାଟ୍‌କୁ ବଲ୍‌ ଆସିବା ପୂର୍ବରୁ ମନକୁ ଅନେକ କଥା ଆସେ, ତେଣୁ ଏସବୁଥିରୁ ଧ୍ୟାନ ହଟାଇବା ପାଇଁ ପଡିଆରେ କିଶୋର ଦା’ଙ୍କ ଗୀତ ଗାଉଥିଲି। ଏହାଦ୍ୱାରା ମୋତେ ଅନେକ ଲାଭ ମଧ୍ୟ ମିଳୁଥିଲା। ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳାଯାଉଥିଲା ବେଳେ ତାର ଖେଳାଳିମାନେ ବେଳେବେଳେ ମୋତେ ହିନ୍ଦୀ ଗୀତ ଗାଇବାକୁ କହୁଥିଲେ ଏବଂ ମୁଁ ଗାଉଥିଲି ବୋଲି ସେହ୍ବାଗ ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲୀୟ କ୍ରିକେଟର୍‌ଙ୍କ ଅଶୁଭ ମନାସି ଅଡୁଆରେ ଭାରତୀୟ କ୍ରିକେଟର୍‌

ସିଡନୀ,୧।୧୨: ଗୋଡରେ ଆଘାତ ଯୋଗୁ ଅଷ୍ଟ୍ରେଲୀୟ ରନ ମେସିନ ଡେଭିଡ ୱାର୍ଣ୍ଣରଙ୍କୁ ଗତ ଏକ ଦିନିକିଆ ଏବଂ ପୁରା ଟି -୨୦ ସିରିଜରୁ ବାଦ ଦିଆଯାଇଛି।...

ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ ବାତିଲ

ଜୋହାନ୍ସବର୍ଗ, ୭।୧୨- ଭ୍ରମଣକାରୀ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଦିନିକିଆ ସିରିଜ୍‌କୁ ବାତିଲ କରି ଦିଆଯାଇଛି। ଦୁଇ ଦଳର କିଛି ଖେଳାଳିଙ୍କ...

ଅଷ୍ଟ୍ରେଲିଆ ଗସ୍ତ କଲେ ରୋହିତ

ନୂଆଦିଲ୍ଲୀ,୧୫।୧୨: ଟିମ ଇଣ୍ଡିଆର ସିନିୟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଅଷ୍ଟ୍ରେଲିଆ ଗସ୍ତକୁ ନେଇ ଲାଗି ରହିଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆଗାମୀ...

କ୍ଷତି ସହିଲେ କୋହଲି

ନୂଆଦିଲ୍ଲୀ,୨୨।୧୨: ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କୁ ଦୁଇଟି ଝଟକା ଲାଗିଛି। ତାଙ୍କ ନେତୃତ୍ୱରେ ଇଂଲଣ୍ଡ ପ୍ରଥମେ ସେ ଆଡିଲେଡରେ ଆଶେସ ସିରିଜର କ୍ରମାଗତ ଦ୍ୱିତୀୟ ଟେଷ୍ଟରେ...

ୟୁଏସ୍‌ ଓପନ୍‌ ଟେନିସ୍‌: ଓସାକାଙ୍କୁ ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ

ନ୍ୟୁୟର୍କ,୧୪।୯ (ଏପି): ଜାପାନର ନାଓମି ଓସାକା ଏଥର ୟୁଏସ୍‌ ଓପନ୍‌ ଟେନିସ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ଶନିବାର ସ୍ଥାନୀୟ ଆର୍ଥର ଆସ୍‌ଲେ ଷ୍ଟାଡିୟମରେ ଅନୁଷ୍ଠିତ...

କ୍ୟାଚ୍‌ ନେବାରେ ଷ୍ଟୋକ୍ସଙ୍କ ରେକର୍ଡ

କେପ୍‌ ଟାଉନ,୫।୧୨(ଏଏଫ୍‌ପି)- କ୍ୟାଚ୍‌ ନେବାରେ ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ନିଜ ଦେଶ ପାଇଁ ରେକର୍ଡ ସୃଷ୍ଟି କରିଛନ୍ତି। ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ଚାଲିଥିବା ଦକ୍ଷିଣ...

ଆଇ- ଲିଗ୍‌ ଫୁଟ୍‌ବଲ: ଗୋକୁଳମ କେରଳକୁ ପ୍ରଥମ ଟାଇଟଲ

କୋଲକାତା,୨୮।୩(ପି.ଟି.): ଭାରତର ଅନ୍ୟତମ ଫୁଟ୍‌ବଲ ଲିଗ୍‌ ଆଇ- ଲିଗ୍‌ ଉଦ୍‌ଯାପିତ ହୋଇଛି। ଏଥର କେରଳ ଗୋକୁଳମ ଏଫ୍‌ସି ପ୍ରଥମଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ...

କିଏ ବକ୍ସର ତ କିଏ ଭାଜପା ନେତା: ଜାଣନ୍ତୁ କ’ଣ କରନ୍ତି ଆପଣଙ୍କ ପ୍ରିୟ କ୍ରିକେଟରଙ୍କ ଧର୍ମପତ୍ନୀ

ନୂଆଦିଲ୍ଲୀ,୧୭।୩: ନିକଟରେ ଭାରତୀୟ ଦଳର ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରା ପ୍ରେମିକା ସଞ୍ଜନା ଗଣେଶନଙ୍କ ହାତ ଧରିଛନ୍ତି। ଗୋଆରେ ବ୍ୟବସ୍ଥିତ ଢ଼ଙ୍ଗରେ ଉଭୟ ହାତକୁ ଦୁଇ...

Advertisement


Archives

Model This Week