ଖେଳ

ପ୍ଲେ-ଅଫ୍‌ରେ ଦିଲ୍ଲୀ, ଆର୍‌ସିବି

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ସୋମବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଲିଗ୍‌ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ତେବେ ୨ଟି ଯାକ ଦଳ ପ୍ଲେ-ଅଫ୍‌ରେ ପ୍ରବେଶ କରିଛନ୍ତି। ମୁମ୍ବାଇ ୧୮ ପଏଣ୍ଟ ସହିତ ଶୀର୍ଷରେ ରହିଥିବାବେଳେ…

ଏମ୍‌ପିଏଲ୍‌ ଭାରତୀୟ କ୍ରିକେଟ ଦଳର ନୂଆ କିଟ୍‌ ପ୍ରାୟୋଜକ

ନୂଆଦିଲ୍ଲୀ: ନାଇକ୍‌ ସ୍ଥାନରେ ଫାଣ୍ଟାସି ଗେମିଂ ପ୍ଲାଟ୍‌ଫର୍ମ ମୋବାଇଲ ପ୍ରିମିୟର ଲିଗ୍‌ର ଏକ ସହାୟକ ସଂସ୍ଥା ‘ଏମ୍‌ପିଏଲ୍‌ ସ୍ପୋଟର୍‌ସ ଆପାରେଲ ଆଣ୍ଡ୍‌ ଆସେସୋରିଜ’ ୩ବର୍ଷ ପାଇଁ ଭାରତୀୟ କ୍ରିକେଟ ଦଳର ନୂଆ କିଟ୍‌ ପ୍ରାୟୋଜକ ହୋଇଛି। ଆପେକ୍ସ କାଉନ୍‌ସିଲର ଜଣେ ସଦସ୍ୟ…

ଋତୁରାଜଙ୍କୁ ଓପନର କରାଇଥିଲେ କୋଚ୍‌ ସନ୍ଦୀପ

ପୁଣେ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅନ୍ୟତମ ଚର୍ଚ୍ଚିତ ଖେଳାଳି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଋତୁରାଜ ଗାଏକ୍ୱାଡ୍‌ଙ୍କୁ ଜଣେ ଓପନିଂ ବ୍ୟାଟ୍ସମ୍ୟାନ କରାଇବାରେ ତାଙ୍କ କୋଚ୍‌ ସନ୍ଦୀପ ଚଭନଙ୍କର ବିଶେଷ ଭୂମିକା ରହିଛି। ସନ୍ଦୀପ କହିଛନ୍ତି, ୭ ବର୍ଷ…

ସ୍ପ୍ରିଣ୍ଟ କୁଇନ୍‌ ଦୂତୀଙ୍କୁ ପଦୋନ୍ନତି

ଭୁବନେଶ୍ୱର: ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ କରୋନା ମହାମାରୀ ପାଇଁ କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେଇ ପାରି ନାହାନ୍ତି। ତେବେ ଅର୍ଜୁନ ପୁରସ୍କାର ପାଇଥିବାରୁ ତାଙ୍କ ପାଇଁ ଏହି ବର୍ଷର ଶେଷଭାଗ ଖୁସି ଖବର ଆଣିଛି। ଓଡ଼ିଶା ମାଇନିଂ କର୍ପୋରେଶନ(ଓଏମସି)ରେ…

କାହିଁକି ଜର୍ସି ବାଣ୍ଟୁଥିଲେ ଧୋନୀ, କଲେ ଖୁଲାସା

ଦୁବାଇ,୨।୧୧: କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ବିଜୟ ସହ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୦ରେ ନିରାଶାଜନକ ଯାତ୍ରା ଶେଷ କରିଛି। ପୁରା ଟୁର୍ନାମେଣ୍ଟରେ ମହେନ୍ଦ୍ର ସିଂ ଧୋନୀ ଅନେକ ଦଳର ଖେଳାଳିଙ୍କୁ ତାଙ୍କ ଜର୍ସି ଦେଉଥିବାର…

ମାଲିକଙ୍କୁ ଦେଖି ଲାଜେଇ ଯାଇଥିଲେ ଏହି ବିସ୍ଫୋରକ ଅଲରାଉଣ୍ଡର

ଦୁବାଇ,୨।୧୧: କୋଲକତା ନାଇଟ୍‌ ରାଇଡର୍ସ(କେକେଆର୍‌) ଦଳର ମାଲିକ ଶାହାରୁଖ ଖାନ ଆଜି ତାଙ୍କର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ମାଲିକଙ୍କ ଜନ୍ମଦିନ ଅବସରରେ ଦଳ ଏକ ସ୍ବତନ୍ତ୍ର ଭିଡିଓ ବାର୍ତ୍ତା ଶେୟାର କରିଛି। ଏହି ଭିଡିଓକୁ କେକେଆର୍‌ର ଅଫିସିଆଲ ସୋସିଆଲ ମିଡିଆ…

କିଏ ଜିତିବ ଅରେଞ୍ଜ୍‌ କ୍ୟାପ୍‌, ଜାଣନ୍ତୁ କେଉଁ ଖେଳାଳି ଅଛନ୍ତି ରେସ୍‌ରେ

ଆଇପିଏଲ ୨୦୨୦ ଏବେ ଶେଷ ରାଉଣ୍ଡରେ ପହଞ୍ଚିଛି। ଆଉ ମାତ୍ର ୨ଟି ଲିଗ ମ୍ୟାଚ ବାକି ଅଛି । ଏହା ପରେ ପ୍ଲେ ଅଫ ଏବଂ ପରେ ଫାଇନାଲ ହେବ। ଏଭଳି ପରିସ୍ଥିତିରେ ଟୁର୍ନାମେଣ୍ଟରେ ଅରେଞ୍ଜ୍‌ କ୍ୟାପ୍‌ ବିଜେତାଙ୍କୁ ନେଇ (ସର୍ବାଧିକ…

ଧୋନୀଙ୍କ ନିଷ୍ପତ୍ତିରେ ଖୁସି ଆଇସିସି

ଦୁବାଇ,୨।୧୧: କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ବିଜୟ ସହ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୦ରେ ନିରାଶାଜନକ ଯାତ୍ରା ଶେଷ କରିଛି। ମ୍ୟାଚ୍‌ ପୂର୍ବରୁ ଧୋନୀ ଚେନ୍ନାଇ ପାଇଁ ଏହା ତାଙ୍କର ଶେଷ ମ୍ୟାଚ ନୁହେଁ ବୋଲି…

ଆସନ୍ତାବର୍ଷ ମଧ୍ୟ ଆଇପିଏଲ୍‌ ଖେଳିବେ ଧୋନୀ

ଆବୁଧାବି: ଆସନ୍ତା ବର୍ଷ ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବେ ମହେନ୍ଦ୍ର ସିଂ ଧୋନୀ। ରବିବାର କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷରେ ଚଳିତ ସିଜନର ଶେଷ ମ୍ୟାଚ ଖେଳିବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ଏହା ସ୍ପଷ୍ଟ…

ପାକିସ୍ତାନ ସିରିଜ ବିଜୟୀ

ରାଓ୍ବଲପିଣ୍ଡି: ଅନ୍ତର୍ଜାତୀୟ ଦିନିକିଆରେ ଇଫ୍‌ତିଖର ଅହମ୍ମଦଙ୍କ ପ୍ରଥମ ୫ଉଇକେଟ ସଫଳତା ଏବଂ ବାବର ଆଜାମଙ୍କ ଆକର୍ଷଣୀୟ ଅପରାଜିତ ୭୭ରନ ସହାୟତାରେ ପାକିସ୍ତାନ ଏଠାରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଜିମ୍ବାଓ୍ବେକୁ ୬ ଉଇକେଟରେ ପରାସ୍ତ କରିଛି। ଏଥିସହ…

ହାମିଲଟନଙ୍କ ୯୩ତମ ଫର୍ମୁଲା ଓ୍ବାନ ବିଜୟ

ଇମୋଲା (ଇାଟାଲୀ):ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ରବିବାର ଇମିଲିଆ ରୋମାଗ୍ନା ଫର୍ମୁଲା ଓ୍ବାନ ମୋଟର ରେସ୍‌ ଗ୍ରାଁ ପ୍ରି ଜିତିଛନ୍ତି। ଫଳରେ ସବୁଠାରୁ ଅଧିକ ଫର୍ମୁଲା ଓ୍ବାନ ରେସ୍‌ ଜିତିବାରେ ତାଙ୍କ ନାମରେ ଯେଉଁ ରେକର୍ଡ ରହିଛି ତାହା ୯୩କୁ ବୃଦ୍ଧି ପାଇଛି।…

ଶଫିଲ୍ଡ ଶିଲ୍ଡରେ ରେକର୍ଡ ପାର୍ଟନରଶିପ୍‌

ଆଡିଲେଡ: ଅଷ୍ଟ୍ରେଲିଆର ପ୍ରଥମଶ୍ରେଣୀ ଘରୋଇ କ୍ରିକେଟ ପ୍ରତିଯୋଗିତା ଶେଫିଲ୍ଡ ଶିଲ୍ଡରେ ରେକର୍ଡ ପାର୍ଟନରଶିପ୍‌ ସୃଷ୍ଟି କରିଛନ୍ତି ଟେଷ୍ଟ ବ୍ୟାଟ୍ସମ୍ୟାନ ମାର୍କୁସ ହାରିସ ଓ ପ୍ରତିଭା ସମ୍ପନ୍ନ ଓ୍ବିଲ ପୁକୋଭସ୍କି। ସାଉଥ ଅଷ୍ଟ୍ରେଲିଆ ବିପକ୍ଷରେ ଏ ଦୁହେଁ ଭିକ୍ଟୋରିଆ ପକ୍ଷରୁ ଓପନିଂ ଯୋଡ଼ିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?