ପ୍ରେମିକାଙ୍କ ଇଚ୍ଛାକୁ ପୂରଣ କଲେ କ୍ରିକେଟର୍‌ କେ.ଏଲ ରାହୁଲ

ଅଭିନେତା ସୁନୀଲ ସେଟ୍ଟୀଙ୍କ ତନୟା ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର୍‌ କେ.ଏଲ ରାହୁଲଙ୍କ ମଧ୍ୟରେ ପ୍ରେaମ ସମ୍ପର୍କ କାହାକୁ ଅଚପା ନାହିଁ। ଉଭୟ ଦୀର୍ଘଦିନ ହେବ ପରସ୍ପରକୁ ଡେଟ୍‌ କରୁଛନ୍ତି। ଏକଥା ସ୍ବୀକାର କରି ନ ଥିଲେ ମଧ୍ୟ ସୋସିଆଲ ମିଡିଆରେ ଉଭୟ ବାର୍ତ୍ତାଳାପ ତାହା ସୂଚନା ଦେଉଛି। ନିକଟରେ ସୋସିଆଲ ମିଡିଆରେ ଆଥିଆ ଫୁଲ ପ୍ରତି ତାଙ୍କର ଭଲପାଇବା ପ୍ରକାଶ କରିଥିଲେ। ଏହା ପରେ କ୍ରିକେଟର ରାହୁଲ ତାଙ୍କର ଇଚ୍ଛା ପୂରଣ କରି ତାଙ୍କୁ ଏକ ଫୁଲ ଇମେଜି ଉପହାର ଦେଇଥିଲେ। ଆଥିଆ ଇନଷ୍ଟାଗ୍ରାମରେ ସୂର୍ଯ୍ୟମୁଖୀ ଫୁଲର ଏକ ପୁଷ୍ପ ଧରି ଏକ ପୋଷ୍ଟ ଶେୟାର କରିଥିଲେ। ସେ ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ‘ଫୁଲ ମୋତେ ଖୁସି କରେ’ ଏବଂ ରାହୁଲ କାମେଣ୍ଟରେ ତାଙ୍କ ପାଇଁ ଫୁଲଙ୍କ ଇମୋଜି ଣ୍ଶେୟାର କରିଛନ୍ତି। ଗତ ନଭେମ୍ବରରେ, ରାହୁଲ ଆଥିଆଙ୍କ ପାଇଁ ଏକ ସୁନ୍ଦର ଜନ୍ମଦିନ ପୋଷ୍ଟ ଇନଷ୍ଟାଗ୍ରାମରେ ଶେୟାର କରି ଲେଖିଥିଲେ – ‘ଶୁଭ ଜନ୍ମଦିନ ପାଗଳ ଶିଶୁ’। ଗତବର୍ଷ ଆଥିଆ ଏବଂ ରାହୁଲ ଥାଇଲ୍ୟାଣ୍ଡରେ ନିଜ ସାଙ୍ଗମାନଙ୍କ ସହିତ ନୂଆ ବର୍ଷ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ସର୍କସ’ରେ ରଣବୀରଙ୍କ ଡବଲ ରୋଲ!

ମୁମ୍ବାଇ: ବଲିଉଡ ନାୟକ ରଣବୀର ସିଂ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ସହ ମୁଭି ‘ଶିମ୍ବା’ ଓ ‘ସୂର୍ଯ୍ୟବଂଶୀ’ରେ କାମ କରିସାରିଛନ୍ତି । ଆଉ ଏକ ଫିଲ୍ମ...

‘ବ୍ରହ୍ମାସ୍ତ୍ର’ ପୂର୍ବରୁ ଏହି ପ୍ରୋଜେକ୍ଟରେ ନଜର ଆସିବେ ଆଲିଆ-ରଣବୀର

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ମାତ୍ର ଏହି ଫିଲ୍ମ ପୂର୍ବରୁ ତାଙ୍କୁ...

ଆଜି ପୁଣି ପଡ଼ିଆକୁ ଓହ୍ଲାଇବେ ସଚିନ-ସେହଓ୍ବାଗ୍‌-ଯୁବରାଜ:ଜାଣନ୍ତୁ କେଉଁଠି, କେତେବେଳେ ଦେଖିବେ ଏହି ବିଶ୍ୱସ୍ତରୀୟ ସିରିଜ୍‌ର ମ୍ୟାଚ୍‌

ନୂଆଦିଲ୍ଲୀ,୫।୩: ପୁଣି ଥରେ ପଡ଼ିଆକୁ ଓହ୍ଲାଇବାକୁ ଯାଉଛନ୍ତି ଭାରତର ପୂର୍ବ ମହାନ କ୍ରିକେଟର ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହଓ୍ବାଗ, ଯୁବରାଜ ସିଂହ, ଜାହିର ଖାନ୍‌ ପ୍ରମୁଖ।...

ପ୍ରଶଂସକଙ୍କ ପାଇଁ କିଛି ନୂଆ ଚିନ୍ତା କରିଛନ୍ତି ମଲାଇକା

ମୁମ୍ବାଇ: ମନୋରଞ୍ଜନ ଦୁନିଆର କଳାକାରମାନେ ଅଧିକାଂଶ ସମୟରେ ନିଜର ଫଟୋ ଭିଡିଓକୁ ନେଇ ଚର୍ଚ୍ଚାର ବିଷୟ ପାଲଟି ଯାଇଥାଆନ୍ତି । ଏମିତି ଜଣେ ନାୟିକା ହେଉଛନ୍ତି...

ପିତାଙ୍କ ସ୍ବପ୍ନ ପାଇଁ ୬୨ ବର୍ଷୀୟ କୋଚ୍‌ ହେଲେ ଖେଳାଳି

ବର୍ମିଂହାମ୍‌,୪ା୮(ପି.ଟି): ପିତାଙ୍କ ସ୍ବପ୍ନ ପୂରଣ ପାଇଁ ପାଲଟିଗଲେ ଆଥ୍‌ଲେଟ। ୬୨ ବର୍ଷୀୟ ଟେବୁଲ ଟେନିସ୍‌ କୋଚ୍‌ ଜଣଙ୍କ ନିଜ ପରିବାରର ପରମ୍ପରା ବଜାୟ ରଖିବା ପାଇଁ...

ବିବାହ ଦିନ ଅଜୟଙ୍କ ଆଗରେ ଏମିତି ଡିମାଣ୍ଡ୍‌ ରଖିଥିଲେ କାଜୋଲ

ଅଭିନେତ୍ରୀ କାଜୋଲ ଏବଂ ଅଜୟ ଦେବଗନ ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ଦୁହେଁ ୧୯୯୯ରେ ବିବାହ କରିଥିଲେ। କାଜୋଲ ପ୍ରାୟତଃ ତାଙ୍କ ପରିବାର ଏବଂ...

କରୋନାରେ ହଲିଉଡ୍‌ ରାପର ଫ୍ରେଡ୍‌ ଗଡ୍‌ସନଙ୍କ ନିଧନ

ନ୍ୟୁୟର୍କ: ହଲିଉଡ୍‌ ରାପର ଫ୍ରେଡ୍‌ ଗଡ୍‌ସନଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର ସାମ୍ନାକୁ ଆସିଛି। ଫ୍ରେଡ୍‌ ୩୫ ବର୍ଷ ବୟସରେ ଦୁନିଆରୁ ବିଦାୟ ଦେଇଛନ୍ତି। ଫ୍ରେଡ୍‌ଙ୍କ...

କାନ୍ତାରା ୨ ଉପରେ ଆରମ୍ଭ ହେଲା କାମ, ସ୍କ୍ରିପ୍ଟ ପାଇଁ କର୍ନାଟକ ଜଙ୍ଗଲରେ ପହଞ୍ଚିଲେ ରିଷଭ ସେଟ୍ଟି

ମୁମ୍ବାଇ: ରିଷଭ ସେଟ୍ଟିଙ୍କ ବ୍ଲକବୁଷ୍ଟର ହିଟ୍ ମୁଭି କାନ୍ତାରା ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ଦଖଲ କରି ଦେଇଛି । ଦର୍ଶକେ ଏହି ଫିଲ୍ମକୁ...

Advertisement
Archives

Model This Week