Posted inଖେଳ

ଦାବି ପ୍ରତ୍ୟାହାର ପାଇଁ ବେଦୀଙ୍କୁ ଅନୁରୋଧ କରିବ ଡିଡିସିଏ

ନୂଆଦିଲ୍ଲୀ,୨୮ା୧୨- କିମ୍ବଦନ୍ତୀ ଭାରତୀୟ ସ୍ପିନର ବିଶନ ସିଂ ବେଦୀଙ୍କୁ ଦିଲ୍ଲୀ କ୍ରିକେଟର ‘ବିସ୍ମ ପିତାମହ’ ଅଭିହିତ କରିଛନ୍ତି ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) ସଭାପତି ରୋହନ ଜେଟଲି। ଆଉ ଫିରୋଜା ଶାହା କୋଟଲା ଗ୍ରାଉଣ୍ଡର ଏକ ଷ୍ଟାଣ୍ଡରୁ ନାମ ହଟାଇବା ପାଇଁ କରିଥିବା ଦାବିକୁ ପ୍ରତ୍ୟାହାର କରିବା ଲାଗି ଅନୁରୋଧ କରିଛନ୍ତି ଡିଡିସିଏ ମୁଖ୍ୟ।

କୋଟଲା ଷ୍ଟାଡିୟମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲିଙ୍କ ପ୍ରତିମୂର୍ତ୍ତୀ ସ୍ଥାପନାକୁ ବିରୋଧ କରିଥିଲେ ପୂର୍ବତନ ଭାରତୀୟ ସ୍ପିନର ବେଦୀ। ଆଉ ବିବାଦ ଓ ଦୁର୍ନୀତିଗ୍ରସ୍ତ ଡିଡିସିଏ ଷ୍ଟାଡିୟମରେ ଏକ ଷ୍ଟାଣ୍ଡରୁ ତାଙ୍କ ନାମ ହଟାଇବାକୁ ଦାବି କରିଥିଲେ। ଡିଡିସିଏ ସଭାପତି ତଥା ଅରୁଣ ଜେଟଲିଙ୍କ ପୁଅ ରୋହନ ଏ ସମ୍ପର୍କରେ ବେଦୀଙ୍କ ସହ ବ୍ୟକ୍ତିଗତ ସ୍ତରରେ କଥା ହେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ନିଷ୍ପତ୍ତିକୁ ନେଇ ଖୁସି ନାହାନ୍ତି ସେହ୍ବାଗ; ଦେଲେ ଏଭଳି ବଡ଼ ବୟାନ

ନୂଆଦିଲ୍ଲୀ,୨୦।୯: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଅଧିନାୟକ ପଦ ଛାଡ଼ିବେ ବିରାଟ କୋହଲି। ନିକଟରେ ଜାତୀୟ ଟି୨୦ ଦଳର ଅଧିନାୟକ...

ଦିନିକିଆରେ ରୋହିତଙ୍କ ୯ ହଜାର

ବେଙ୍ଗାଲୁରୁ,୧୯।୧(ପି.ଟି.)- ଭାରତୀୟ ଓପନର ରୋହିତ ଶର୍ମା ରବିବାର ଦିନିକିଆ କ୍ରିକେଟରେ ୯ ହଜାର ରନ୍‌ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସେ ବିଶ୍ୱର...

ହକି ଓଡ଼ିଶା ଓ୍ବେବ୍‌ସାଇଟ ଉନ୍ମୋଚିତ: ୬ ଜିଲା ବରଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ନୟାଗଡ଼, କେନ୍ଦୁଝର ଓ ରାୟଗଡ଼ା ନୂତନ ଭାବେ ଅନୁବନ୍ଧିତ

ଭୁବନେଶ୍ୱର, ୧୦।୩(କ୍ରୀଡ଼ା ପ୍ରତିନିଧି)- ସମଗ୍ର ବିଶ୍ୱରେ ଏବେ ଓଡ଼ିଶା ହକିକୁ ନେଇ ଚର୍ଚ୍ଚା। ୨୦୧୮ରେ ହକି ବିଶ୍ୱକପ୍‌କୁ ସଫଳତାର ସହ ଆୟୋଜନ ପରେ ୨୦୨୩ ବିଶ୍ୱକପ୍‌...

ନିଜ ବାପା ନୁହେଁ, ଏହି ଖେଳାଳିଙ୍କ ବ୍ୟାଟିଂ ଦେଖିବାକୁ ପସନ୍ଦ କରନ୍ତି ସଚିନ ତେନ୍ଦୁଲକରଙ୍କ ଝିଅ

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ନାଁରେ ଅନେକ ରେକର୍ଡ ରହିଛି। ଯାହାକୁ ଭାଙ୍ଗିବା ଯେକୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟକର। ଆଜିକାଲିର ଯୁବ କ୍ରିକେଟରଙ୍କ ପାଇଁ...

ରୋମାଞ୍ଚକ ଆଶେସ୍‌

ଦୀର୍ଘ ୪୭ ବର୍ଷ ପରେ ହାଇପ୍ରୋଫାଇଲ ଆଶେସ ସିରିଜ ଅମୀମାଂସିତ ଭାବେ ଶେଷ ହୋଇଛି। ଏଥର ଆଶେସ ଅସାଧାରଣ ପ୍ରଦର୍ଶନ ପାଇଁ ନୁହଁ ବରଂ ରୋମାଞ୍ଚ...

ଇଂଲଣ୍ଡ ସିରିଜ ବିଜୟୀ

ମାଞ୍ଚେଷ୍ଟର, ୨୨।୭-  ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ୩ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା...

ଆଇପିଏଲ୍‌ ମିଡିଆ ରାଇଟ୍‌ ପାଇଁ ୩୩ ହଜାର କୋଟି

ବେଙ୍ଗାଲୁରୁ,୩୦।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରସାରଣ ଅଧିକାର ପାଇଁ ୩୩ ହଜାର କୋଟି ଟଙ୍କାର ବେସ୍‌ ପ୍ରାଇସ ଧାର୍ଯ୍ୟ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ...

ସୁରକ୍ଷା ପ୍ରତିଶ୍ରୁତି ନ ମିଳିଲେ ଦେଶକୁ ଫେରିବେ ନାହିଁ ଚେସ୍‌ ରେଫରି

ଚେନ୍ନାଇ,୧୮।୧- ଚଳିତ ବିଶ୍ୱ ମହିଳା ଚେସ୍‌ ଚାମ୍ପିୟନଶିପରେ ଶୁକ୍ରବାର ଚାଇନିଜ ଗ୍ରାଣ୍ଡମାଷ୍ଟର ଜୁ ଓ୍ବେନ୍‌ଜୁନ ଓ ରୁଷିଆର ଆଲେକସାଣ୍ଡ୍ରା ଗୋରିଚକିନାଙ୍କ ମଧ୍ୟରେ ଅନୁଷ୍ଠିତ ମୁକାବିଲା ପୂରା...

Advertisement
Archives

Model This Week