ଖେଳ

ଫିଟ୍‌ନେସ୍‌ କାରଣରୁ ହାର୍ଦ୍ଦିକ ବୋଲିଂ କରିନାହାନ୍ତି: ରୋହିତ

ଦୁବାଇ,୧୦।୧୧(ପି.ଟି.): ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ବୋଲିଂ କରିବାକୁ ସହଜ ଅନୁଭବ କରୁନାହାନ୍ତି ବୋଲି ତାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌) ଫାଇନାଲର ଅବ୍ୟବହିତ ପୂର୍ବରୁ କହିଛନ୍ତି। ଚଳିତ ଆଇପିଏଲ୍‌ରେ ହାର୍ଦ୍ଦିକ ବୋଲିଂ…

କୋହଲିଙ୍କ ଅନୁପସ୍ଥିତିରେ ରୋହିତ ନେତୃତ୍ୱ ନେବା ଉଚିତ: ଇର୍ଫାନ

ନୂଆଦିଲ୍ଲୀ,୧୦।୧୧(ପି.ଟି.): ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଟେଷ୍ଟ ଉପ- ଅଧିନାୟକ ଅଜିଙ୍କ୍ୟ ରାହାନେ ନୁହଁ ରୋହିତ ଶର୍ମା ଦଳରେ ନେତୃତ୍ୱ ନେବା ସପକ୍ଷରେ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଦ୍ରୁତ ବୋଲର ଇର୍ଫାନ ପଠାନ। ପ୍ରଥମ ଟେଷ୍ଟ ପରେ କୋହଲିଙ୍କୁ ପାଟର୍ନିଟି ଲିଭ୍‌ ପ୍ରଦାନ…

ବାୟୋ- ବବଲରେ ଦୀର୍ଘ ସମୟଧରି ରହିବା କଷ୍ଟକର: ଷ୍ଟାର୍କ

ମେଲବୋର୍ନ,୧୦।୧୧(ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପରେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏବେ ବାୟୋ- ବବଲ ତଥା ଜୈବ ସୁରକ୍ଷିତ ପରିବେଶ ନେଇ ପ୍ରଶ୍ନ ଉଠାଇଛନ୍ତି। ଏଥିରେ ଖେଳାଳିଙ୍କ ମାନସିକ ସ୍ବାସ୍ଥ୍ୟ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି।…

ଏଚ୍‌ପିସି କମ୍ପିଟିଶନ ସିରିଜ: ଅମ୍ଳାନ, ଟପ୍ପୋଙ୍କ ଚମକ

ଭୁବନେଶ୍ୱର,୧୦।୧୧(ସ୍ପୋଟର୍‌ସବ୍ୟୁରୋ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରବିବାର ଓଡ଼ିଶା ଆଥଲେଟିକ୍ସ ହାଇପରଫର୍ମାନ୍ସ ସେଣ୍ଟର (ଏଚ୍‌ପିସି)ର ପ୍ରାରମ୍ଭିକ କମ୍ପିଟିଶନ ସିରିଜ ଅନୁଷ୍ଠିତ ହୋଇଯାଇଛି। ୪ଟି ସିରିଜ୍‌ରେ ଏଚ୍‌ପିସିର ଆଥଲେଟମାନେ ୧୦୦ଟି ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ପ୍ରଦର୍ଶନ କରିଛନ୍ତି। ଅକ୍ଟୋବର ୨୪ ତାରିଖରେ ସ୍ପ୍ରିଣ୍ଟ ଓ…

ଆଇପିଏଲ୍‌: ମୁମ୍ବାଇ- ଦିଲ୍ଲୀ ଟାଇଟଲ ମୁକାବିଲା

ଦୁବାଇ,୧୦।୧୧(ପି.ଟି.): ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ୧୩ତମ ସଂସ୍କରଣ ଅନ୍ତିମ ଚରଣରେ ପହଞ୍ଚିଛି। ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମଙ୍ଗଳବାର ଫାଇନାଲ ମୁକାବିଲା ଖେଳାଯିବ। ଟାଇଟଲ ପାଇଁ ଏହି ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍‌ ଓ ଶ୍ରେୟାସ…

ଆଇପିଏଲ୍‌ ଫାଇନାଲକୁ ୨୦୦୩ ବିଶ୍ୱକପ୍‌ ସହ ତୁଳନା କରୁଛନ୍ତି ପ୍ରଶଂସକ, ଜାଣନ୍ତୁ କାହିଁକି

ଆଇପିଏଲ ୨୦୨୦ରେ ରିକି ପଣ୍ଟିଂଙ୍କ କୋଚିଂରେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲରେ ପ୍ରବେଶ କରିଛି ଏବଂ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ସହିତ ମୁହାଁମୁହିଁ ହେବ। ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲରେ ପହଞ୍ଚିବା ପରେ କ୍ରିକେଟ୍‌ ପ୍ରଶଂସକମାନେ ୨୦୦୩ ଆଇସିସି କ୍ରିକେଟ ବିଶ୍ୱକପ୍‌କୁ ମନେପକାଉଛନ୍ତି। ୨୦୦୩…

ସୋସିଆଲ ମିଡିଆର ଶିଖରରେ ପହଞ୍ଚିଲେ ଶିଖର ଧାଓ୍ବନ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ରବିବାର ଅନୁଷ୍ଠିତ କ୍ୱାଲିଫାୟର-୨ରେ ସନରାଇଜର୍ସ ହାଇଦ୍ରାବାଦକୁ ୧୭ ରନ୍‌ରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିବ। ନଭେମ୍ବର ୧୦ରେ ଏହି ଟିମ୍‌ ଡିଫେଣ୍ଡିଂ ଚାମ୍ପିୟନ୍‌ ମୁମ୍ବାଇ ଇଣ୍ଡିୟନ୍ସକୁ ସାମ୍ନା କରିବେ। ପ୍ରଥମେ…

ଭାରତୀୟ ଦଳ ପାଇଁ ଖୁସି ଖବର, ଅଷ୍ଟ୍ରେଲିଆ ଯିବେ ଏହି ଖେଳାଳି

ନୂଆଦିଲ୍ଲୀ,୯।୧୧: ଭାରତୀୟ କ୍ରିକେଟ ଦଳର ଓପନର୍‌ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରେ ଯିବେ। ଯଦିଓ ସେ ଦଳରେ ଚୟନ ହୋଇନାହାନ୍ତି କିନ୍ତୁ ସେ ଟେଷ୍ଟ ସିରିଜ ଖେଳିପାରନ୍ତି ବୋଲି ଜଣାପଡିଛି। ଭାରତୀୟ ଦଳ ନଭେମ୍ବର ୧୧ରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ରୋହିତ…

ଧରାପଡିଲେ ପୂର୍ବତନ କ୍ରିକେଟର୍‌, କରୁଥିଲେ ଏହି କାମ

ନୂଆଦିଲ୍ଲୀ,୯।୧୧: ପ୍ରାୟତଃ ଆଇପିଏଲ୍‌ ସମୟରେ ବେଟିଂ ଖବର ସାମ୍ନାକୁ ଆସିଥାଏ। ଯଦିଓ ଚଳିତବର୍ଷ ଆଇପିଏଲ୍‌ କରୋନା ଯୋଗୁ ୟୁଏଇରେ ଅନୁଷ୍ଠିତ ହେଉଛି ତଥାପି ଏହାର କ୍ରେଜ୍‌ ଦେଶରେ କମିନି। ବିଭିନ୍ନ ସ୍ଥାନରେ ବେଟିଂ ଖବର ସାମ୍ନାକୁ ଆସୁଛି। ଏଥର କ୍ରିକେଟ୍‌ ବେଟିଂରେ…

ଜୋ ବାଇଡେନ୍‌ ରାଷ୍ଟ୍ରପତି ହେବା ପରେ ଏହି କ୍ରିକେଟର୍‌ଙ୍କ ପୁରୁଣା ଟୁଇଟ୍‌ ଭାଇରାଲ, ଜାଣନ୍ତୁ କ’ଣ ରହିଛି ସମ୍ପର୍କ

ଡେମୋକ୍ରାଟିକ ନେତା ଜୋ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହି ବିଜୟ ପରେ ବାଇଡେନଙ୍କୁ ବିଶ୍ୱର ବିଭିନ୍ନ ସ୍ଥାନରୁ ଅଭିନନ୍ଦନର ସୁଅ ଛୁଟୁଛି। ଏହି ସମୟରେ କ୍ରିକେଟର ଜୋଫ୍ରା ଆର୍ଚର ପୁଣିଥରେ ନିଜର ପୁରୁଣା ଟୁଇଟ ପାଇଁ…

ଗୋଟିଏ ଓଭରରେ ବୁମରାଙ୍କଠାରୁ ପର୍ପଲ କ୍ୟାପ୍‌ ଛଡାଇ ନେଲେ ଏହି ବୋଲର୍‌

ଆଇପିଏଲର ଟାଇଟଲ ଯୁଦ୍ଧ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ନାମେଣ୍ଟର ଆଉ ଗୋଟିଏ ମ୍ୟାଚ୍‌ ବାକି ଅଛି। ନଭେମ୍ବର ୧୦ରେ ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ରବିବାର ଦିଲ୍ଲୀ କ୍ୱାଲିଫାୟର ୨ରେ ସନରାଇଜର୍ସକୁ ପରାସ୍ତ କରିଛି । ଅନ୍ୟପକ୍ଷରେ,…

ରାଗିଲେ ଅଧିନାୟକ

ଆବୁଧାବି,୯।୧୧: ଆଇପିଏଲ୍‌ ୨୦୨୦ର କ୍ୱାଲିଫାୟାର-୨ରେ ଦିଲ୍ଲୀ କ୍ୟାପିଟାଲ୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଫଳରେ ଦଳର ଚଳିତ ଆଇପିଏଲ୍‌ ଅଭିଯାନ ଶେଷ ହୋଇଛି। ପରାଜୟରେ ଅଧିନାୟକ ଡେଭିଡ ୱାର୍ନର ଖେଳାଳିଙ୍କ ଉପରେ ରାଗିଯାଇଛନ୍ତି। ସେ କହିଛନ୍ତି ଯେ, କ୍ରମାଗତ କ୍ୟାଚ ଛାଡୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?