Posted inଖେଳ

କନ୍ୟା ସନ୍ତାନର ବାପା ହେଲେ ଉମେଶ ଯାଦବ

ନୂଆଦିଲ୍ଲୀ,୧ା୧- ଭାରତୀୟ କ୍ରିକେଟର ଉମେଶ ଯାଦବ ଶୁକ୍ରବାର ଫ୍ୟାନମାନଙ୍କ ସହ ଏକ ଖୁସି ଖବର ଶେୟାର କରିଛନ୍ତି। କନ୍ୟା ସନ୍ତାନର ବାପା ହେବାର ସୌଭାଗ୍ୟ ଲାଭ କରିଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ୩୩ ବର୍ଷୀୟ ପେସର। ‘ ରାଜକୁମାରୀଙ୍କୁ ଦୁନିଆକୁ ସ୍ବାଗତ। ତୁମେ ଏଠାରେ ଥିବାରୁ ମୁଁ ଉତ୍ସାହିତ ’ ବୋଲି ଟୁଇଟ୍‌ କରିଛନ୍ତି ଉମେଶ। ଏହି ପେସର ୨୦୧୩ରେ ତାନ୍ୟା ଓ୍ବାଧଓ୍ବାଙ୍କୁ ବିବାହ କରିଥିଲେ। ଝିଅ ସହ ଉମେଶ କିଛି ସମୟ ବିତାଇପାରିବେ। କାରଣ ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ର ବଳକା ଦୁଇଟି ମ୍ୟାଚ୍‌ରୁ ଆହତ ସମସ୍ୟା କାରଣରୁ ଉମେଶ ବାଦ୍‌ ପଡ଼ିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜୁନ୍‌ ୧୦ ପର୍ଯ୍ୟନ୍ତ ବଢିଲା ସ୍କଟିଶ ଫୁଟବଲ୍‌ ସସ୍‌ପେନ୍‌ଶନ

ଗ୍ଲାସ୍‌ଗୋ, ୧୦।୪(ଏଏଫ୍‌ପି): ଭୋଭିଡ-୧୯ ମହାମାରୀ ପାଇଁ ସ୍କଟଲାଣ୍ଡ ଫୁଟବଲ୍‌ ପ୍ରଭାବିତ ହୋଇଛି। ଏହି କାରଣରୁ ସ୍କଟିଶ ଫୁଟବଲ ସେସେନର ସସ୍‌ପେନ୍‌ଶନକୁ ଜୁନ୍‌ ୧୦ ତାରିଖକୁ ବୃଦ୍ଧି...

ଧୋନୀଙ୍କ ମୁଣ୍ଡ ଉପରେ ଝୁଲୁଛି ବ୍ୟାନ ହେବାର ଆଶଙ୍କା

ମୁମ୍ବାଇ,୧୯।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ମୁଣ୍ଡ ଉପରେ ଝୁଲୁଛି ବ୍ୟାନ ହେବାର ଆଶଙ୍କା। ନିକଟରେ ସିଏସ୍‌କେ ପାଇଁ ୨୦୦...

ସାଥିୟାଁ-ଅମଲରାଜଙ୍କୁ ବ୍ରୋଞ୍ଜ

ମେଲବୋର୍ନ, ୧୩ା୭ (ପି.ଟି.)-ଭାରତୀୟ ଯୋଡ଼ି ଜି. ସାଥିୟାଁ ଓ ଆନ୍ଥୋନୀ ଅମଲରାଜ ପୁରୁଷ ଡବଲ୍ସରେ ଏକ ବ୍ରୋଞ୍ଜ ପଦକ ସହ ସେମାନଙ୍କ ଓ୍ବାଲର୍‌ଡ ଟୁର୍‌ ପ୍ଲାଟିନମ...

ମୁମ୍ବାଇର ଅବିଶ୍ୱସନୀୟ ବିଜୟ

ମୁମ୍ବାଇ,୬।୫: ଶେଷ ଓଭରରେ ୯ ରନ କରିପାରିଲାନି ଗୁଜରାଟ ଟାଇଟାନ୍ସ। ଡେଥ୍‌ ଓଭରରେ ଡାନିଏଲ୍‌ ସାମ୍ସ ଚମତ୍କାର ବୋଲିଂ କରି ମାତ୍ର ୩ ରନ ବ୍ୟୟ...

ବିବାହ ପୂର୍ବରୁ ଏହି କ୍ରିକେଟରଙ୍କ ପ୍ରେମରେ ପାଗଳ ଥିଲେ ଅମୃତା ସିଂ

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରଙ୍କ ଅନେକ ଫଟୋ, ଭିଡିଓ ଏବଂ ସେମାନଙ୍କ ସହ ଜଡିତ କାହାଣୀ ଭାଇରାଲ ହେବାରେ ଲାଗିଛି। ତେବେ ବର୍ତ୍ତମାନ ଦୁବାଇରେ...

ସର୍ବାଧିକ ଆୟକର ଦେଲେ ଧୋନୀ: ପୈଠ କଲେ ୨୮ କୋଟି

ରାଞ୍ଚି,୨୬।୨: କ୍ରିକେଟ ପଡ଼ିଆରେ ହେଲିକପ୍ଟର ସଟ୍‌ ମାରି ପ୍ରଂଶସକଙ୍କୁ ରୋମାଞ୍ଚିତ କରୁଥିବା ମହେନ୍ଦ୍ର ସିଂ ଧୋନୀ ଏବେ ସର୍ବାଧିକ ଆୟକର ଦାଖଲ କରି ଚର୍ଚ୍ଚାରେ ରହିଛନ୍ତି।...

ଆଜି ସଚିନଙ୍କ ପାଇଁ ସ୍ମରଣୀୟ ଦିନ

ଭାରତୀୟ କ୍ରିକେଟରେ ଯେତେବେଳେ କୌଣସି ମହାନ ବ୍ୟାଟ୍ସମ୍ୟାନ୍‌ ବିଷୟରେ କୁହାଯାଏ ସର୍ବପ୍ରଥମେ ନାମ ଆସିଥାଏ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମ। ସେ କେବଳ ନିଜ...

ବାଲକୋନିରୁ ଧୋନୀଙ୍କ ଜର୍ସି ଦେଖାଇଲେ ଶାସ୍ତ୍ରୀ

ନୂଆଦିଲ୍ଲୀ,୧୪।୬: ଟ୍ରେଣ୍ଟବ୍ରିଜଠାରେ କ୍ରମାଗତ ବର୍ଷା ଯୋଗୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍‌ ଖେଳାଯାଇ ପାରି ନ ଥିଲା। ଏଥିଯୋଗୁ ଷ୍ଟାଡିୟମ୍‌ରେ ଉପସ୍ଥିତ ଦର୍ଶକ ପଡ଼ିଆରେ...

Advertisement
Archives

Model This Week