ସାଢେ ୪ ମାସରେ ୨୨ଥର କରୋନା ଟେଷ୍ଟ କରିସାରିଲେଣି ସୌରଭ ଗାଙ୍ଗୁଲି
କୋଲକତା,୨୫।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ଭାରତର ପୂର୍ବତନ ଅଧନାୟକ ସୌରଭ ଗାଙ୍ଗୁଲି ମଧ୍ୟ ଥରେ କି ଦୁଇଥର ନୁହେଁ, ପାଖାପାଖି ୨୨ଥର ନିଜର କୋଭିଡ ଟେଷ୍ଟ କରାଇ ସାରିଲେଣି। ଗାଙ୍ଗୁଲି ନିଜେ ଏକଥା ଖୁଲାସା କରିଛନ୍ତି। ‘ଲିଭିଙ୍ଗାର୍ଡ…
ଆଇଏସଏଲ ୨୦୨୦: ଗୋଆ-ମୁମ୍ବାଇ ସିଟି ମୁକାବିଲା
ମାର୍ଗାଓ, ୨୫।୧୧(ପି.ଟି.)- ଇଣ୍ଡିଆନ ସୁପରଲିଗ୍(ଆଇଏସଏଲ)ରେ ବୁଧବାର ଏଫସି ଗୋଆ ଓ ମୁମ୍ବାଇ ସିଟି ଏଫସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ନିଜର ପ୍ରଥମ ମ୍ୟାଚରେ ନର୍ଥଇଷ୍ଟ ୟୁନାଇଟେଡ ନିକଟରୁ ହାରିଥିବାରୁ ମୁମ୍ବାଇ ସଫଳ ପ୍ରତ୍ୟାବର୍ତ୍ତନ ପଥରେ ରହିଛି। ଅନ୍ୟପକ୍ଷରେ ମ୍ୟାଚର ଅର୍ଦ୍ଧାଧିକ…
ଇଣ୍ଡିଆନ ସୁପରଲିଗ୍: ଚେନ୍ନାଇନ୍ର ବିଜୟ ଅଭିଯାନ
ଭାସ୍କୋ, ୨୫।୧୧- ସ୍ଥାନୀୟ ତିଳକ ମଇଦାନରେ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍(ଆଇଏସ୍ଏଲ୍) ମ୍ୟାଚରେ ଚେନ୍ନାଇନ୍ ଏଫ୍ସି ୨-୧ ଗୋଲରେ ଜାମସେଦପୁର ଏଫ୍ସିକୁ ପରାସ୍ତ କରିଛି। ଫଳରେ ଦୁଇଥର ଚାମ୍ପିୟନ ଚେନ୍ନାଇନ ଚଳିତ ସଂସ୍କରଣରେ ପୁରା ୩ ପଏଣ୍ଟ ସହ ଅଭିଯାନ ଆରମ୍ଭ…
ମୁମ୍ବାଇ ସିଟି ଏଫ୍ସି ଖେଳାଳି ଜାହୋଙ୍କୁ ଚେତାବନୀ
ବାମ୍ବୋଲିମ୍ (ଗୋଆ), ୨୫ା୧୧ (ପି.ଟି.)-ବିପଜ୍ଜନକ ଖେଳ ପାଇଁ ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଏଫ୍)ର ଶୃଙ୍ଖଳା କମିଟି ମୁମ୍ବାଇ ସିଟି ଏଫ୍ସି ଖେଳାଳି ଅହମ୍ମଦ ଜାହୋଙ୍କୁ ଚେତାବନୀ ଶୁଣାଇଛି। ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଭବିଷ୍ୟତରେ ଏହି ତ୍ରୁଟି ଦୋହରାଇଲେ ତାଙ୍କୁ ଦୃଷ୍ଟାନ୍ତମୂଳକ…
ଇଂଲିଶ ପ୍ରିମିୟର ଲିଗ୍: ପଡ଼ିଆକୁ ଆଂଶିକ ଦର୍ଶକ ଫେରିବେ
ଲଣ୍ଡନ, ୨୫ା୧୧ (ଏପି)-ମାର୍ଚ୍ଚ ମାସ ପରେ ଆସନ୍ତା ସପ୍ତାହରେ ଇଂଲିଶ ପ୍ରିମିୟର ଲିଗ୍ ମ୍ୟାଚ୍ରେ ପ୍ରଥମ ଥର ଆଂଶିକ ଦର୍ଶକଙ୍କୁ ଦେଖିବାଲାଗି ମିଳିବ। ଡିସେମ୍ବର ୨ରେ ଦେଶରେ ନ୍ୟାଶନାଲ ଲକ୍ଡାଉନ୍ ଶେଷ ହେବାପରେ କରୋନାଭାଇରସ୍ କଟକଣା ହ୍ରାସ ପାଇବ। ବ୍ରିଟିଶ ପ୍ରଧାନମନ୍ତ୍ରୀ…
ଫିଟ୍ନେସ୍ ପ୍ରୋଟୋକଲ ଓଡ଼ିଆ ପୁସ୍ତକ ଲୋକାର୍ପିତ
ଭୁବନେଶ୍ୱର, ୨୫ା୧୧ (ସ୍ପୋଟର୍ସ ବ୍ୟୁରୋ): ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ମଙ୍ଗଳବାର ଏକ ଭର୍ଚୁଆଲ କନଫରେନ୍ସିଂ ଜରିଆରେ ଓଡ଼ିଆ ଭାଷାରେ ବିଭିନ୍ନ ବୟସବର୍ଗ ପାଇଁ ଫିଟ୍ନେସ୍ ପ୍ରୋଟୋକଲ ଲୋକାର୍ପଣ କରିଛନ୍ତି। ଜନସାଧାରଣ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ମୂଲ୍ୟାୟନ…
ସୀମିତ ଓଭରରେ ସଫଳ ନ ହେଲେ ଭାରତ ୪-୦ରେ ଟେଷ୍ଟ ସିରିଜ ହାରିବ: କ୍ଲାର୍କ
ସିଡ୍ନୀ,୨୫।୧୧(ପି.ଟି.): ଅଷ୍ଟ୍ରେଲିଆରୁ ଭାରତ ଫେରିବା ପୂର୍ବରୁ ଅଧିନାକୟ ବିରାଟ କୋହଲିଙ୍କୁ ଦିନିକିଆ ଓ ଟି୨୦ ସିରିଜରେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ ସହ ଉତ୍କୃଷ୍ଟ ନେତୃତ୍ୱ ପ୍ରତିପାଦନ କରିବାକୁ ହେବ। କୋହଲିଙ୍କୁ ଆଗରେ ରହି ନେତୃତ୍ୱ ନେବା ସହ ଭାରତକୁ ଦିନିକିଆ ଓ ଟି୨୦…
ରୋହିତ, ଈଶାନ୍ତ ପ୍ରଥମ ଦୁଇ ଟେଷ୍ଟରୁ ବାଦ୍: ବାକି ଦୁଇଟି ମ୍ୟାଚ୍ ଖେଳିବା ନେଇ ଆଶଙ୍କା
ନୂଆଦିଲ୍ଲୀ,୨୫।୧୧(ପି.ଟି.): ଭାରତୀୟ ତାରକା ଓପନର ରୋହିତ ଶର୍ମା ଓ ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ରୁ ବାଦ୍ ପଡିଛନ୍ତି। କେବଳ ସେତିକି ନୁହେଁ ସିରିଜର ବାକି ଦୁଇଟି ଟେଷ୍ଟରେ ଏହି…
ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ଦୌଡ଼ରେ କୋହଲି, ଅଶ୍ୱିନ
ଦୁବାଇ,୨୫।୧୧(ପି.ଟି.): ସୁପରଷ୍ଟାର ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍ (ଆଇସିସି) ପ୍ଲେୟର ଅଫ୍ ଦି ଡିକେଡ୍ ଅର୍ଥାତ୍ ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ଦୌଡ଼ରେ ସାମିଲ ହୋଇଛନ୍ତି। ଗତ ଏକ ଦଶନ୍ଧିରେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଥିବାରୁ…
୧୯୯୨ ବିଶ୍ୱକପ୍ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇବ ଭାରତୀୟ ଦଳ
ସିଡନୀ.୨୪।୧୧: ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜରେ ଭାରତୀୟ ଦଳ ନୂଆ ଜର୍ସିରେ ପଡିଆକୁୁ ଓହ୍ଲାଇବ। ୧୯୯୨ ୱାଲର୍ଡ କପରେ ଭାରତୀୟ ଦଳ ଯେଉଁ ଭଳି ଜର୍ସି ପିନ୍ଧିଥିଲା ସେଭଳି ଜର୍ସି ପିନ୍ଧି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବ୍ୟାଚ୍ ଖେଲିବେ ବୋଲି ଜଣାପଡିଛି। ଭାରତୀୟ…
ଅବସର ପରେ ଟମାଟୋ-ଦୁଗ୍ଧ ବିକ୍ରି କରୁଛନ୍ତି ଧୋନୀ
ରାଞ୍ଚି,୨୪।୧୧: ବଡ଼ ବଡ଼ ସେଲିବ୍ରିଟି ନିଜ ଜୀବନରେ କ’ଣ କରୁଛନ୍ତି କେମିତି ଜୀବନ ବିତାଉଛନ୍ତି ସେ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ଭିତରେ ଉତ୍କଣ୍ଠା ଭରି ରହିଥାଏ। ଏହି କ୍ରମରେ ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧାନୀ…
ଆଇପିଏଲ୍ ଆବିଷ୍କାର ଟି. ନଟରାଜନ
ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ସନ୍ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ପ୍ରତିନିଧିତ୍ୱ କରଥିବା ତାମିଲନାଡୁର ଯୁବ ଦ୍ରୁତ ବୋଲର ଟି. ନଟରାଜନ ଏବେ ଚର୍ଚ୍ଚାରେ। ପ୍ରଭାବୀ ପ୍ରଦର୍ଶନ କରି ଆଇପିଏଲରୁ ଆବିଷ୍କାର ହୋଇଥିବା କେତେକ ଯୁବ ଖେଳାଳିଙ୍କ ମଧ୍ୟରେ ନଟରାଜନ ଅନ୍ୟତମ। ଯୁବ…

