Posted inଖେଳ

ପ୍ରଥମ ଥର ଝିଅଙ୍କ ସହ ବିଜ୍ଞାପନରେ ନଜର ଆସିଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିଭା ଏବେ ମାତ୍ର ୫ ବର୍ଷର। ମାତ୍ର ୫ ବର୍ଷ ବୟସରୁ ସେ ଆୟ କରିବା ଆରମ୍ଭ କରିଦେଇଛନ୍ତି। ନିକଟରେ ଜିଭା ବାପା ଧୋନୀଙ୍କ ସହ ଏକ ବିସ୍କୁଟ ବିଜ୍ଞାପନରେ କାମ କରିଥିଲେ। ଏହାର ଫଟୋ ଏବେ ଜିଭା ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଫଟୋରେ ତାଙ୍କୁ ଧୋନୀଙ୍କ କାନ୍ଧରେ ବସିଥିବାର ଦେଖିବାକୁ ମିଳୁଛି।
ଜିଭାଙ୍କ ଦ୍ୱାରା ଶେୟାର ହୋଇଥିବା ଏହି ଫଟୋରେ ଧୋନୀ ନୀଳ ରଙ୍ଗର ଏକ ଟି-ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳୁଛି। ଏହି ଫଟୋ ଶେୟାର ହେବାର ମାତ୍ର ୧ ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୩ ହଜାରରରୁ ଊର୍ଦ୍ଧ୍ୱ ଲୋକ ଲାଇକ୍‌ କହିଛନ୍ତି। ଜିଭାଙ୍କ ଆକାଉଣ୍ଟରେ ୧୮ ଲକ୍ଷ ଫଲୋଅର୍ସ ରହିଛନ୍ତି। ୧୫ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପରେ ଏବେ ବି ଧୋନୀ ଡର୍ଜନରୁ ଅଧିକ ବ୍ରାଣ୍ଡର ପ୍ରମୋଶନ କରୁଛନ୍ତି। ମାତ୍ର ଝିଅଙ୍କ ସହ ଏହା ହେଉଛି ଧୋନୀଙ୍କର ପ୍ରଥମ ବିଜ୍ଞାପନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅର୍ଶଦ, ସୁମିତଙ୍କ ଶତକ, ଦେବାଶିଷ, ଗୌତମଙ୍କୁ ୫ ଉଇକେଟ

ଭୁବନେଶ୍ୱର,୨୩ା୩ (ସ୍ପୋଟର୍‌ସ ବ୍ୟୁରୋ): ରାଜ୍ୟସ୍ତରୀୟ କଳାହାଣ୍ଡି କପ୍‌ କ୍ରିକେଟରେ ବୁଧବାର ସମ୍ବଲପୁର, କିଟ୍‌, ବୌଦ୍ଧ, କୋରାପୁଟ ଓ ବଲାଙ୍ଗୀର ବିଜୟ ହାସଲ କରିଛନ୍ତି। ବରଗଡର ସୁମିତ...

ତାମିଲ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ଏହି କ୍ରିକେଟର

ମୁମ୍ବାଇ, ୧୬।୨ : ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ ଅଭିନୟ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି। ‘ଫ୍ରେଣ୍ଡଶିପ୍‌’ ନାମକ ତାମିଲ ଫିଲ୍ମ ଜରିଆରେ ଡେବ୍ୟୁ...

ମାତ୍ର ୫୯ ବଲ୍‌ରେ ୧୨୨ ରନ୍‌ର ପାଳି ଖେଳିଲେ ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ୍‌: ଭାଙ୍ଗିଲେ ଅନେକ ରେକର୍ଡ

ଜୋହାନ୍ସବର୍ଗ,୧୬।୪: ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ୯ ଉଇକେଟ୍‌ରେ ବିଜୟ ହାସଲ କରିଛି। ଚାରି ମ୍ୟାଚ...

କୋହଲି କ୍ରିକେଟର ଆଉ ଏକ ‘ବିରାଟ’ ତାରକା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆଜି ୩୧ତମ ଜନ୍ମଦିବସ। ଏହି ଦିନକୁ ଖାସ୍‌ କରିବା ପାଇଁ ସ୍ତ୍ରୀ ଅନୁଷ୍କା ସହ ଭୂଟାନରେ ପହଞ୍ଚିଛନ୍ତି...

ପ୍ରଥମ ଭାରତୀୟ ଭାବେ ଏଭଳି କାରନାମା କଲେ କୋହଲି

କ୍ରିକେଟ୍‌ ପରେ ସୋସିଆଲ ମିଡିଆରେ ମଧ୍ୟ କୋହଲିଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ନିକଟରେ କୋହଲିଙ୍କ ଇନ୍‌ଗ୍ରାମ ଫଲୋଅର୍ସ ସହଖ୍ୟା ୧୦କୋଟିରେ ପହଞ୍ଚିଛି। ଏହି ଉପଲବ୍ଧି ହାସଲ...

ଏଭଳି ଭାବେ ପାଇପାରିବେ ଟି୨୦ ବିଶ୍ୱକପ୍‌ ଫାଇନାଲ ଲାଗି ମାଗଣା ଟିକେଟ୍‌; ଜାଣନ୍ତୁ…

ମେଲବର୍ନ,୨।୯: ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ପ୍ରଶଂସକଙ୍କ କ୍ରେଜ୍‌ କାହିଁରେ କେତେ। ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାଗ ନେବାକୁ...

ବାଂଲାଦେଶ ବିପକ୍ଷ ଟେଷ୍ଟ ପରେ ନବୀ ଅବସର ନେବେ

ଚିଟ୍ଟାଗଙ୍ଗ,୮।୯(ପି.ଟି.)- ଆଫଗାନିସ୍ତାନ ପୂର୍ବତନ ଅଧିନାୟକ ମହମ୍ମଦ ନବୀ ଟେଷ୍ଟ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ଏଠାରେ ଚାଲିଥିବା ଘରୋଇ ବାଂଲାଦେଶ ବିପକ୍ଷ ଏକମାତ୍ର...

କନ୍‌କସନ ସବ୍‌ଷ୍ଟିଚ୍ୟୁଟ ଚହଲଙ୍କ କମାଲ:ଭାରତ ଜିତିଲା ପ୍ରଥମ ଟି୨୦

କାନବେରା, ୫।୧୨(ପି.ଟି.)- ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଦୃଢ଼ ବ୍ୟାଟିଂ ପରେ ୟୁଜବେନ୍ଦ୍ର ଚହଲ ଓ ଟି.ନଟରାଜନଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ଶୁକ୍ରବାର...

Advertisement
Archives

Model This Week