Posted inଖେଳ

ଆଇପିଏଲରେ ଅକ୍‌ସନର ସମ୍ମୁଖୀନ ହେବେ କେଉଁ ଖେଳାଳି

ନୂଆଦିଲ୍ଲୀ,୨୧।୧: ଆଇପିଏଲ୍‌ର ପ୍ରତ୍ୟେକ ଫ୍ରାଞ୍ଚାଇଜ ଦଳରେ ରଖିବାକୁ ଚାହୁଁଥିବା ଖେଳାଳି ଓ କେଉଁ ଖେଳାଳିଙ୍କୁ ଡ୍ରପ କରିବେ, ତାହା ସ୍ପଷ୍ଟ ହୋଇସାରିଛି। ସମସ୍ତ ଫ୍ରାଞ୍ଚାଇଜ ବୁଧବାର ଖେଳାଳିଙ୍କ ତାଲିକା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ପଠାଇ ଦେଇଛନ୍ତି। କେଉଁ କେଉଁ ଖେଳାଳିଙ୍କୁ ଫେବୃୟାରୀରେ ହେବାକୁ ଥିବା ଅକ୍‌ସନ (ଖେଳାଳିଙ୍କ ନିଲାମ ପ୍ରକ୍ରିୟା)ର ସମ୍ମୁଖୀନ ହେବାକୁ ପଡ଼ିବ। ଆଉ କେଉଁ ଦଳ ନିକଟରେ କେତେ ଅର୍ଥ ରହିଲା ଜାଣିବା ପାଇଁ ….

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଛାଡ଼ିଲା: କ୍ରିସ୍‌ ମୋରିସ, ଆରୋନ ଫିଞ୍ଚ୍‌, ମୋଇନ ଅଲୀ, ଇସୁରୁ ଉଡାନା, ଡେଲ୍‌ ଷ୍ଟେଇନ୍‌, ଶିବମ ଦୁବେ, ଉମେଶ ଯାଦବ, ପଓ୍ବନ ନେଗୀ, ଗୁରୁକୀରଟ ମାନ୍‌, ପାର୍ଥିବ ପଟେଲ।
ରହିଲେ: ବିରାଟ କୋହଲି (ଅଧିନାୟକ), ଏବି ଡି’ଭିଲର୍ସ, ଦେବଦତ୍ତ ପଡିକାଲ, ମହମ୍ମଦ ସିରାଜ, ନବଦୀପ ସଇନୀ, ଓ୍ବାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଜୋଶୁଆ ଫିଲିପ୍‌, ପବନ ଦେଶପାଣ୍ଡେ, ଶାହାବାଜ ଅହମଦ, ଆଡାମ ଜାମ୍ପା, କେନ୍‌ ରିଚାର୍ଡଶନ।
ବାକି ରହିଥିବା ଅର୍ଥ: ୩୫.୭ କୋଟି। ଖେଳାଳି କିଣିପାରିବ ୧୩(୪ ବିଦେଶୀ)।
ସନ୍‌ରାଇଜର୍ସ ହାଇଦ୍ରାବାଦ
ଛାଡ଼ିଲା: ସଞ୍ଜୟ ଯାଦବ, ବି. ସନ୍ଦୀପ, ବିଲି ଷ୍ଟାନଲେକ, ଫାବିଆନ ଆଲେନ, ୟାରା ପୃଥ୍ବୀରାଜ।
ରହିଲେ: ଡେଭିଡ ଓ୍ବାର୍ନର(ଅଧିନାୟକ), ଅଭିଷେକ ଶର୍ମା, ବାସିଲ ଥାମ୍ପି, ଭୁବନେଶ୍ୱର କୁମାର, ଜନି ବେୟାରଷ୍ଟୋ, କେନ୍‌ ଓ୍ବିଲିୟମସନ, ମନୀଷ ପାଣ୍ଡେ, ମହମ୍ମଦ ନବି, ରଶିଦ ଖାଁ, ସନ୍ଦୀପ ଶର୍ମା, ଶାହାବାଜ ନଦୀମ, ଶ୍ରୀବତ୍ସ ଗୋସ୍ବାମୀ, ସିଦ୍ଧାର୍ଥ କୌଲ, ଖଲିଲ ଅହମଦ, ଟି. ନଟରାଜନ, ବିଜୟ ଶଙ୍କର, ରିଦ୍ଧିମାନ ଶାହା, ଅବଦୁଲ ସମଦ, ମିଚେଲ ମାର୍ଶ, ଜାସନ ହୋଲ୍ଡର, ପ୍ରିୟମ ଗର୍ଗ, ବିରାଟ ସିଂ।
ଖେଳାଳି କିଣିପାରିବ ୩(୧ ବିଦେଶୀ)।

ଦିଲ୍ଲୀ କ୍ୟାପିଟାଲ୍ସ
ଛାଡ଼ିଲା: ଆଲେକ୍ସ କାରେ, କେମୋ ପଲ, ସନ୍ଦୀପ ଲାମିଚାନେ, ତୁଷାର ଦେଶପାଣ୍ଡେ, ମୋହିତ ଶର୍ମା, ଜାସନ ରେ।
ରହିଲେ: ଶ୍ରେୟାସ ଆୟାର(ଅଧିନାୟକ), ଅଜିଙ୍କ୍ୟ ରାହାନେ, ଅମିତ ମିଶ୍ର, ଆଭେଶ ଖାଁ, ଅକ୍ଷର ପଟେଲ, ହର୍ଶଲ ପଟେଲ, ଈଶାନ୍ତ ଶର୍ମା, କାଭିଶୋ ରାବାଡ଼ା, ପୃଥ୍ବୀ ଶ’, ରବିଚନ୍ଦ୍ରନ ଅଶ୍ୱିନ, ରିଷଭ ପନ୍ତ, ଶିଖର ଧାଓ୍ବନ, ଲଳିତ ଯାଦବ, ମାର୍କୁସ ଷ୍ଟୋଇନିସ, ଶିମରନ ହେଟମେର, ଡାନିଏଲ୍ସ ସାମ୍ସ, ଏନରିଚ୍‌ ନର୍ଜେ, ପ୍ରବୀଣ ଦୁବେ, କ୍ରିସ୍‌ ଓ୍ବକ୍ସ।
ଅର୍ଥ ରହିଲା ୧୨.୮ କୋଟି। ଖେଳାଳି କିଣିପାରିବେ ୬(୨ ବିଦେଶୀ)।

କୋଲକାତା ନାଇଟ ରାଇଡର୍ସ
ଛାଡ଼ିଲା: ଏମ. ସିଦ୍ଧାର୍ଥ, ନିଖିଲ ନାଏକ, ସିଦ୍ଧେଶ ଲାଡ୍‌, କ୍ରିସ୍‌ ଗ୍ରୀନ୍‌, ଟମ୍‌ ବାଣ୍ଟନ
ରହିଲେ: ଦୀନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ, କମଲେଶ ନାଗରକୋଟି, କୁଲଦୀପ ଯାଦବ, ଲୋକି ଫର୍ଗୁସନ, ନୀତୀଶ ରାଣା, ପ୍ରସିଦ୍ଧା କ୍ରିଷ୍ଣା, ରିଙ୍କୁ ସିଂ, ସନ୍ଦୀପ ଓ୍ବାରିୟର, ଶିବମ ମାଭି, ଶୁବମନ ଗିଲ୍‌, ସୁନୀଲ ନାରିନ, ଇଅନ ମୋର୍ଗାନ (ଅଧିନାୟକ), ପ୍ୟାଟ କୁମିନ୍ସ, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ, ଅଲୀ ଖାଁ, ଟିମ୍‌ ସେଫର୍ଟ।
ଅର୍ଥ ରହିଲା: ୧୦.୮୫ କୋଟି। ଖେଳାଳି କିଣିପାରିବେ ୭(୧ ବିଦେଶୀ)।

ରାଜସ୍ଥାନ ରୟାଲ୍ସ
ଛାଡ଼ିଲା: ଷ୍ଟିଭ୍‌ ସ୍ମିଥ, ଅଙ୍କିତ ରାଜପୁତ, ଓଶାନେ ଥୋମାସ, ଆକାଶ ସିଂ, ବରୁଣ ଆରୋନ, ଟମ୍‌ କୁରାନ, ଅନିରୁଦ୍ଧ ଯୋଶୀ, ଶଶାଙ୍କ ସିଂ।
ରହିଲେ: ସଞ୍ଜୁ ସାମସନ(ଅଧିନାୟକ), ବେନ୍‌ ଷ୍ଟୋକ୍ସ, ଜୋଫ୍ରା ଆର୍ଚର, ଜୋସ୍‌ ବଟଲର, ରିୟାନ ପରାଗ, ଶ୍ରେୟାସ ଗୋପାଳ, ରାହୁଲ ଟଓ୍ବୋଟିଆ, ମହିପାଲ ଲୋମରୋର, କାର୍ତ୍ତିକ ତ୍ୟାଗୀ, ଆଣ୍ଡ୍ର୍ୟୁ ଟାଏ, ଜୟଦେବ ଉନାଡକଟ, ମୟଙ୍କ ମାର୍କଣ୍ଡେ, ଯଶସ୍ବୀ ଜୟସ୍ବାଲ, ଅନୁଜ ରାଓ୍ବତ, ଡେଭିଡ ମିଲର, ମନନ ଭୋର, ରବିନ ଉଥପ୍ପା।
ଅର୍ଥ ରହିଲା: ୩୪.୮୫ କୋଟି। ଖେଳାଳି କିଣିବେ ୮(୩ ବିଦେଶୀ)।

କିଙ୍ଗ୍ସ ଇଲେଭେନ ପଞ୍ଜାବ
ଛାଡ଼ିଲା: ଗ୍ଲେନ ମ୍ୟାକ୍ସଓ୍ବେଲ, କରୁଣ ନାୟାର, ହର୍ଡୁସ ଭିଲଜନ, ଜଗଦୀଶ ସୁଚିଥ, ମୁଜିବ ଉର୍‌ ରହମାନ, ଶେଲଡନ କଟ୍ରେଲ, ଜିମି ନିଶାମ, କ୍ରିଷ୍ଣାପ୍ପା ଗୋଥାମ, ତାଜିନ୍ଦର ସିଂ।
ରହିଲେ: ଲୋକେଶ ରାହୁଲ(ଅଧିନାୟକ), କ୍ରିସ୍‌ ଗେଲ୍‌, ମୟଙ୍କ ଅଗ୍ରଓ୍ବାଲ, ନିକୋଲାସ ପୁରନ, ମନଦୀପ ସିଂ, ସର୍ଫରାଜ ଖାଁ, ଦୀପକ ହୁଦା, ପ୍ରଭସିମରନ ସିଂ, ମହମ୍ମଦ ଶାମି, କ୍ରିସ୍‌ ଜୋର୍ଡାନ, ଦର୍ଶନ ନଲକନ୍ଦେ, ରବି ବିଷ୍ଣୋଇ, ମୁରୁଗାନ ଅଶ୍ୱିନ, ଅର୍ଶଦୀପ ସିଂ, ହରପ୍ରୀତ ବ୍ରାର, ଇଶାନ ପୋରେଲ।
ଅର୍ଥ ରହିଲା: ୫୩.୨ କୋଟି। ଖେଳାଳି କିଣିବେ ୯(୫ ବିଦେଶୀ)।

ଚେନ୍ନାଇ ସୁପରକିଙ୍ଗ୍ସ
ଛାଡ଼ିଲା: କେଦାର ଯାଦବ, ହରଭଜନ ସିଂ, ଶେନ ଓ୍ବାଟସନ, ମୋନୁ ସିଂ, ପୀୟୂଷ ଚାଓ୍ବଲା, ମୁରଲୀ ବିଜୟ।
ରହିଲେ: ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡ଼ୁ, କେ.ଏମ. ଅସିଫ, ଦୀପକ ଚହର, ଡ୍ବେନ ବ୍ରାଭୋ, ଫାଫ୍‌ ଡୁ’ପ୍ଲେସି, ଇମ୍ରାନ ତାହିର, ନାରାୟଣ ଜଗଦୀଶନ, କର୍ନ ଶର୍ମା, ଲୁନ୍‌ଗି ଏନ୍‌ଗିଡି, ମିଚେଲ ସାଣ୍ଟନର, ରବୀନ୍ଦ୍ର ଜାଡେଜା, ଋତୁରାଜ ଗାଏକ୍ୱାଡ, ଶାର୍ଦ୍ଦୁଳ ଠାକୁର, ଜୋଶ୍‌ ହାଜେଲଉଡ୍‌, ଆର. ସାଇକିଶୋର, ସାମ୍‌ କୁରାନ।
ଅର୍ଥ ରହିଲା: ୨୨.୯ କୋଟି। ଖେଳାଳି କିଣିବ ୭(୧ ବିଦେଶୀ)।

ମୁମ୍ବାଇ ଇଣ୍ଡିଆନ୍ସ
ଛାଡ଼ିଲା: ମିଚେଲ ମ୍ୟାକକ୍ଲିନଘାନ, ଜେମ୍ସ ପ୍ୟାଟିନସନ, ଲସିଥ ମାଲିଙ୍ଗା, ନାଥାନ କୁଲ୍ଟର-ନାଇଲ, ଶେର୍ଫାନେ ରୁଥରଫୋର୍ଡ, ଦିଗ୍‌ବିଜୟ ଦେଶମୁଖ, ପ୍ରିନ୍ସ ବଲବନ୍ତ ରାୟ ସିଂ।
ରହିଲେ: ରୋହିତ ଶର୍ମା(ଅଧିନାୟକ), ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂ, ଅନୁକୂଳ ରୟ, ଧାଓ୍ବଲ କୁଲକର୍ନୀ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ, ଯଶପ୍ରୀତ୍‌ ବୁମ୍‌ରା, ଜୟନ୍ତ ଯାଦବ, କିରନ ପୋଲାର୍ଡ, କୃନାଲ ପାଣ୍ଡ୍ୟା, କ୍ୱିଣ୍ଟନ ଡି’କକ୍‌, ରାହୁଲ ଚହର, ସୂର୍ଯ୍ୟକୁମାର ଯାଦବ, କ୍ରିସ୍‌ ଲିନ୍‌, ମହସିନ ଖାଁ, ସୌରଭ ତିଓ୍ବାରୀ, ଟ୍ରେଣ୍ଟ ବୋଲ୍ଟ।
ଅର୍ଥ ରହିଲା: ୧୫.୩୫ କୋଟି। ଖେଳାଳି କିଣିବ ୭(୪ ବିଦେଶୀ)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ...

ବାଂଲାଦେଶକୁ ହରାଇ ଫାଇନାଲ୍‌ରେ ପ୍ରବେଶ କଲା ଭାରତ, ପାକିସ୍ତାନ ସହ ହୋଇପାରେ ବଡ଼ ମୁକାବିଲା

ନୂଆଦିଲ୍ଲୀ,୨୬।୦୭: ବାଂଲାଦେଶକୁ ୧୦ ୱିକେଟ୍‌ରେ ହରାଇ ଭାରତୀୟ ଟିମ୍‌ ମହିଳା ଏସିଆ କପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି । ଫାଇନାଲ୍‌ରେ ଇଣ୍ଡିଆ ଟିମ୍‌ ପାକିସ୍ତାନକୁ ଭେଟିପାରେ...

ଅଲିମ୍ପିକ୍ସରେ ଏହି ଖେଳାଳି ଜିତିବେ ପଦକ: ପ୍ରକାଶ ପାଦ୍ୟୁକୋନ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୬।୭: ଭେଟେରାନ ବ୍ୟାଡମିଣ୍ଟନ ଖେଳାଳି ତଥା ଟପ ସଟଲର ପି.ଭି ସିନ୍ଧୁଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି କୋଚ ପ୍ରକାଶ ପାଦୁକୋନ। ପ୍ୟାରିସ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ...

ମୁମ୍ବାଇରେ ରୋହିତ-ପାଣ୍ଡ୍ୟାଙ୍କ ଅଧିନାୟକ ବିବାଦକୁ ନେଇ ବଡ଼ ପୋଲ୍‌ ଖୋଲିଦେଲେ ବୁମ୍‌ରା, ଭୁଲ୍‌ରେ କହିଦେଲେ…

ନୂଆଦିଲ୍ଲୀ,୨୬।୭: ଆଇପିଏଲ ୨୦୨୪ ସମୟରେ ମୁମ୍ବାଇ ଇଣ୍ଡିଆନ୍ସରେ ବହୁତ କିଛି ଦେଖିବାକୁ ମିଳିଥିଲା। ମୁମ୍ବାଇ ପାଞ୍ଚ ଥର ଟାଇଟଲ ଜିତିଥିବା ଅଧିନାୟକ ରୋହିତ ଶର୍ମାଙ୍କୁ ହାର୍ଦ୍ଦିକ...

ଆମେ ବହୁତ ଭଲ ଲୋକ, ଦୟାକରି ପାକିସ୍ତାନ ଆସନ୍ତୁ: ଭାରତକୁ ଏମିତି ଅନୁରୋଧ କଲେ ପାକିସ୍ତାନ ଖେଳାଳି

ଇସଲାମାବାଦ୍‌,୨୬।୭: ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ କରୁଛି। କିନ୍ତୁ ଟିମ ଇଣ୍ଡିଆ କୌଣସି ମୂଲ୍ୟରେ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବାକୁ ରାଜି ନୁହେଁ।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri