ଖେଳ

ଆଡିଲେଡ୍‌ ଟେଷ୍ଟରେ ଭାରତର ଲଜ୍ଜାଜନକ ରେକର୍ଡ: ୩୬/୯ ଦ୍ୱିତୀୟ ଇନିଂସ ଘୋଷଣା

ଆଡିଲେଡ୍‌,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ଚାଲିଥିବା ପ୍ରଥମ ତଥା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ଭାରତ ଖରାପ ପ୍ରଦର୍ଶନ କରିଛି। ଶନିବାର ମ୍ୟାଚ୍‌ର ତୃତୀୟ ଦିନରେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ମାତ୍ର ୩୬ ରନ୍‌ରେ ୯ ଉଇକେଟ…

ଇଣ୍ଡିଆନ ସୁପରଲିଗ୍‌: ନର୍ଥଇଷ୍ଟର ପ୍ରଥମ ପରାଜୟ

ଭାସ୍କୋ, ୧୯।୧୨- ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ନର୍ଥଇଷ୍ଟ ୟୁନାଇଟେଡ ଶୁକ୍ରବାର ପ୍ରଥମ ପରାଜୟ ବରଣ କରିଛି। ଅନିକେତ ଯାଦବଙ୍କ ଗୋଲ ବଳରେ ଜାମସେଦପୁର ଏଫ୍‌ସି ରୋମାଞ୍ଚକ ମ୍ୟାଚରେ ୧-୦ ଗୋଲରେ ନର୍ଥଇଷ୍ଟକୁ ପରାସ୍ତ କରିଛି। ଆଇଏସ୍‌ଏଲ୍‌ରେ ଏହାଥିଲା ୫୦୦ତମ ମ୍ୟାଚଥିବାବେଳେ…

ଓସିଏ ଆନ୍ତଃ ଜିଲା ସିନିୟର ଟି୨୦ ଲିଗ୍‌

ଭୁବନେଶ୍ୱର, ୧୯।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି୨୦ କ୍ରିକେଟ ଲିଗ୍‌ରେ ଶୁକ୍ରବାର ରାଉରକେଲା, କଟକ-ଏ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଜଗତ୍‌ସିଂହପୁର, ଭୁବନେଶ୍ୱର-ବି, ଭୁବନେଶ୍ୱର-ଏ,…

ବକ୍ସିଂ ବିଶ୍ୱକପ: ଫାଇନାଲରେ ସିମରନଜିତ

ନୂଆଦିଲ୍ଲୀ, ୧୯।୧୨(ପି.ଟି.)- ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ମେଡାଲିଷ୍ଟ ସିମରନଜିତ କୌର (୬୦ କେଜି) ଜର୍ମାନୀର କଲୋନରେ ଚାଲିଥିବା ବକ୍ସିଂ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଶୁକ୍ରବାର ୟୁକ୍ରେନର ମାରିଆନା ବାସନେଟ୍ସଙ୍କୁ ୪-୧ରେ ପରାସ୍ତ କରିଛନ୍ତି। ଶନିବାର ଫାଇନାଲ ଅନୁଷ୍ଠିତ ହେବ।…

ସିନ୍ଧୁଙ୍କ ଅନୁରୋଧ ରକ୍ଷା କଲା ସାଇ

ନୂଆଦିଲ୍ଲୀ,୧୯।୧୨(ପି.ଟି.): ଅଲିମ୍ପିକ୍‌ ରୌପ୍ୟ ପଦକ ବିଜୟିନୀ ତଥା ବିଶ୍ୱ ଚାମ୍ପିୟନ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁଙ୍କ ଅନୁରୋଧକୁ ଶେଷରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ରକ୍ଷା କରିଛି। ଆସନ୍ତାବର୍ଷ ଜାନୁୟାରୀରେ ଆୟୋଜନ ହେବାକୁ ଥିବା ୩ଟି ଟୁର୍ନାମେଣ୍ଟ ଖେଳିବା ଅବସରରେ…

୨୦୨୨ ବେଜିଂ ଶୀତକାଳୀନ ଅଲିମ୍ପିକ୍ସ: ଆଇଓସି ମାନବିକ ଅଧିକାର ଉଲ୍ଲଂଘନ କରିବା ନେଇ ଅଭିଯୋଗ

ଓ୍ବାଶିଂଟନ,୧୯।୧୨(ଏପି): ବେଜିଂରେ ୨୦୨୨ ଶୀତକାଳୀନ ଅଲିମ୍ପିକ୍ସ ଆୟୋଜନ ହେବାକୁ ଯାଉଛି। ତେବେ ଏହି ମେଗା ଇଭେଣ୍ଟର ପ୍ରସ୍ତୁତି ପାଇଁ ବ୍ୟାପକ ଭାବେ ମାନବିକ ଅଧିକାରର ଉଲ୍ଲଂଘନ ହେଉଛି ଓ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓଏ) ବିରୋଧରେ ଅଭିଯୋଗ ଆସିଛି। ଚାଇନାରେ ପାରମ୍ପରିକ…

ସିଡ୍‌ନୀ କରୋନା ପ୍ରକୋପ: ସ୍ଥିତି ଉପରେ କଡ଼ା ନଜର ରଖିଛୁ: ସିଏ

ମେଲବୋର୍ନ,୧୯।୧୨(ପି.ଟି.): ସିଡ୍‌ନୀରେ କରୋନା ପ୍ରକୋପ ଜାରି ରହିଛି। ଏହାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମଧ୍ୟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ତେଣୁ ପରିସ୍ଥିତି ଉପରେ କଡ଼ା ନଜର ରଖିଛୁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ତରଫରୁ କୁହାଯାଇଛି।…

ଫିଫା ପୁରସ୍କାର: ଲଓ୍ବୋଣ୍ଡୋସ୍କି ଶ୍ରେଷ୍ଠ ପୁରୁଷ ଖେଳାଳି

ଜେନିଭା,୧୯।୧୨(ଏପି): ତାରକା ଫୁଟବଲର ତଥା ପୋଲାଣ୍ଡ ଅଧିନାୟକ ରବର୍ଟ ଲଓ୍ବୋଣ୍ଡୋସ୍କି ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି ବିବେଚିତ ହୋଇଛନ୍ତି। ମତଦାନ ମାଧ୍ୟମରେ ଲିଓନେଲ ମେସି ଓ ରୋନାଲ୍ଡୋଙ୍କ ଭଳି ସୁପରଷ୍ଟାରଙ୍କୁ ପଛରେ ପକାଇ ଲଓ୍ବୋଣ୍ଡୋସ୍କି ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା…

ଆଇଏସ୍‌ଏଲ: ପରାଜୟ ସ୍ବାଦ ଚାଖିଲା ନର୍ଥଇଷ୍ଟ

ଭାସ୍କୋ, ୧୮।୧୨- ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ନର୍ଥଇଷ୍ଟ ୟୁନାଇଟେଡ ଶୁକ୍ରବାର ପ୍ରଥମ ଥର ପରାଜୟ ସ୍ବାଦ ଚାଖିଛି। ଅନିକେତ ଯାଦବଙ୍କ ଗୋଲ ବଳରେ ଜାମସେଦପୁର ଏଫ୍‌ସି ରୋମାଞ୍ଚକ ମ୍ୟାଚରେ ୧-୦ ଗୋଲରେ ନର୍ଥଇଷ୍ଟକୁ ପରାସ୍ତ କରିଛି। ଆଇଏସ୍‌ଏଲ୍‌ରେ ଏହାଥିଲା ୫୦୦ତମ…

ପ୍ରଥମ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ, ୧୮।୧୨- ସ୍ଥାନୀୟ ଇଡେନ ପାର୍କଠାରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌କୁ ଅତି ସହଜରେ ୫ ଉଇକେଟରେ ଜିତି ନେଇଛି ନ୍ୟୁଜିଲାଣ୍ଡ। ଏହି ବିଜୟ ସହ ଘରୋଇ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ର ଅଗ୍ରଣୀ ହାସଲ…

ଆଡିଲେଡ୍‌ ଦିବାରାତ୍ର ଟେଷ୍ଟ: ପ୍ରଥମ ଇନିଂସରେ ଭାରତ ଅଗ୍ରଣୀ

ଆଡିଲେଡ୍‌, ୧୮।୧୨- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ପ୍ରଥମ ତଥା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଭାରତୀୟ ଦଳ ୫୩ ରନ୍‌ର ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଦିନରେ ଦେଖିବାକୁ ମିଳିଥିଲା କେବଳ ବୋଲରଙ୍କ ରାଜୁତି । ପ୍ରଥମ ଦିନ…

ଭାରତୀୟ ବୋଲିଂ ଆଗରେ ଫିକା ପଡ଼ିଲା ବ୍ୟାଟିଂ: ୧୪୩ ରନ୍‌ରେ ୮ ଉଇକେଟ ହରାଇଲା ଅଷ୍ଟ୍ରେଲିଆ

ଆଡିଲେଡ୍‌, ୧୮।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିବାରାତ୍ର ମ୍ୟାଚ୍‌ରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି କଙ୍ଗାରୁ ଦଳ। ଶୁକ୍ରବାର ପ୍ରଥମ ଇନିଂସର ୬୧ ଓଭର ସୁଦ୍ଧା ଅଷ୍ଟ୍ରେଲିଆ ଦଳ ୧୪୩ ରନ୍‌ କରି ୮ ଉଇକେଟ ହରାଇଛି। ଟିମ୍‌ ପେନ୍‌(୪୨) ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?