ଦିବାରାତ୍ର ଟେଷ୍ଟରେ ଟସ୍ ଜିତିଲା ଭାରତ
ଆଡିଲେଡ୍,୧୭।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦିବାରାତ୍ର ପ୍ରଥମ ଟେଷ୍ଟ ଆଡିଲେଡରେ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରୁଛି। ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ ଜିତି ପ୍ରଥମେ ବ୍ୟାଟିଂ…
୨୦୨୩ ବିଶ୍ୱକପ୍ କ୍ୱାଲିଫାୟର୍ସ ଆୟୋଜନ କରିବ ଜିମ୍ବାଓ୍ବେ
ଦୁବାଇ,୧୭।୧୨(ପି.ଟି.): ଭାରତରେ ଆୟୋଜନ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପ୍ର କ୍ୱାଲିଫାୟର୍ସ ଜିମ୍ବାଓ୍ବେରେ ଖେଳାଯିବ। କୋଭିଡ୍-୧୯ ମହାମାରୀ ପାଇଁ ଟୁର୍ନାମେଣ୍ଟ ଘୁଞ୍ଚାଇବାକୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ବାଧ୍ୟ ହୋଇଥିଲା। ଫଳରେ ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁସାରେ ଏହି କ୍ୱାଲିଫାୟର୍ସ ଟୁର୍ନାମେଣ୍ଟ ଜୁନ୍ ୧୮ରୁ…
ନୂଆ ଭାରତର ପ୍ରତିନିଧିତ୍ୱ କରୁଛି: କୋହଲି
ଆଡିଲେଡ୍,୧୭।୧୨(ପି.ଟି.): ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ଗ୍ରେଗ୍ ଚାପେଲଙ୍କୁ କଡ଼ା ଜବାବ୍ ଦେଇଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଚାପେଲ କୋହଲିଙ୍କୁ ‘ଅଣ ଅଷ୍ଟ୍ରେଲୀୟ ଖେଳାଳିଙ୍କ ମଧ୍ୟ ସର୍ବକାଳୀନ ଶ୍ରେଷ୍ଠ ଅଷ୍ଟ୍ରେଲିଆ କ୍ରିକେଟର ବା ଅଷ୍ଟ୍ରେଲୀୟ ମାନସିକତା ରଖୁଥିବା ଖେଳାଳି’ ବୋଲି କହିଥିଲେ।…
ଇଲି ସିଦ୍ଧିକିଙ୍କୁ ବାହାହେଲେ ମନପ୍ରୀତ୍
ଜଳନ୍ଧର,୧୭।୧୨: ଭାରତୀୟ ହକି ଅଧିନାୟକ ମନପ୍ରୀତ୍ ସିଂ ଦୀର୍ଘଦିନର ବାନ୍ଧବୀ ମାଲେସିଆର ଇଲି ନଜବା ସିଦ୍ଧିକିଙ୍କୁ ବିବାହ କରିଛନ୍ତି। ଗତ ୯ ବର୍ଷ ହେବ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଥିଲା ଓ ଉଭୟ ଡେଟିଂ କରିଆସୁଥିଲେ। ବୁଧବାର ସ୍ଥାନୀୟ ଗୁରୁ ତେଜ୍…
ଦିଆସିଲି କାଠିରେ ବର୍ଡର-ଗାଭାସ୍କର ଟ୍ରଫି
ଭୁବନେଶ୍ୱର, ୧୭।୧୨(କ୍ରୀଡ଼ା ପ୍ରତିନିଧି)- ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ କ୍ରିକେଟ ସିରିଜ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ମ୍ୟାଚ ଆଡିଲେଡରେ ଦିବାରାତ୍ର ବିଶିଷ୍ଟ ହେବ। ଏହି ସିରିଜ ଦୁଇ ଦେଶର କିମ୍ବଦନ୍ତୀ ଖେଳାଳି ଅଷ୍ଟ୍ରେଲିଆର ଆଲାନ ବର୍ଡର…
ଭାଗ୍ୟ ପରିବର୍ତ୍ତନ ଆଶାରେ ଓଡ଼ିଶା ଏଫ୍ସି
ବାମ୍ବୋଲିମ୍, ୧୭।୧୨- ଚଳିତ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍)ରେ ଗୁରୁବାର ଓଡ଼ିଶା ଏଫ୍ସି ଓ ବେଙ୍ଗାଲୁରୁ ଏଫ୍ସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍ ଓଡ଼ିଶା ଏଫ୍ସି ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳି ସାରିଥିଲେ ହେଁ ବିଜୟ ସ୍ବାଦ ପାଇନାହିଁ।…
କାତାରରେ ୨୦୩୦ ଏସିଆନ ଗେମ୍ସ
ମସ୍କଟ(ଓମାନ), ୧୭।୧୨(ଏପି)- କାତାରର ଦୋହାକୁ ୨୦୩୦ ଏସିଆନ ଗେମ୍ସ ଆୟୋଜନ ଅଧିକାର ମିଳିଛି। ୨୦୩୪ ଇଭେଣ୍ଟ ସାଉଦି ଆରବର ରିୟାଧରେ ହେବ ବୋଲି ବୁଧବାର ଘୋଷଣା କରାଯାଇଛି। ଅଲିମ୍ପିକ୍ କାଉନ୍ସିଲ ଅଫ୍ ଏସିଆର ବାର୍ଷିକ ଅଧିବେଶନ ଅବସରରେ ୨୦୩୦ ଗେମ୍ସ ପାଇଁ…
ଏହି ଖେଳାଳି ବ୍ୟାଟିଂ କରୁଥିବାବେଳେ ଟିଭି ପାଖରୁ ଉଠନ୍ତି ନାହିଁ ସଚିନ ତେନ୍ଦୁଲକରଙ୍କ ଝିଅ
କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ନାଁରେ ଅନେକ ରେକର୍ଡ ରହିଛି। ଯାହାକୁ ଭାଙ୍ଗିବା ଯେକୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟକର। ଆଜିକାଲିର ଯୁବ କ୍ରିକେଟରଙ୍କ ପାଇଁ ସେ ପ୍ରେରଣା। ସଚିନଙ୍କ ବ୍ୟାଟିଂ ବିଶ୍ୱର ଅନେକ କ୍ରିକେଟରଙ୍କୁ ମଧ୍ୟ ପସନ୍ଦ ଆସିଥାଏ। ସଚିନଙ୍କ…
ହୋଲ୍ଡିଂ ଓ ଇବୋନୀଙ୍କୁ ଫ୍ରିଡମ୍ ଅଫ୍ ଦି ସିଟି ଅଫ୍ ଲଣ୍ଡନ ପୁରସ୍କାର
ଲଣ୍ଡନ,୧୭।୧୨(ପି.ଟି.): ଓ୍ବେଷ୍ଟଇଣ୍ଡିଜ୍ କ୍ରିକେଟ ଲିଜେଣ୍ଡ ମାଇକେଲ ହୋଲ୍ଡିଂ ଓ ପୂର୍ବତନ ଇଂଲଣ୍ଡ ମହିଳା କ୍ରିକେଟର ଇବୋନୀ ରେନଫୋର୍ଡ- ବ୍ରେଣ୍ଟଙ୍କୁ ଫ୍ରିଡମ୍ ଅଫ୍ ଦି ସିଟି ଅଫ୍ ଲଣ୍ଡନ ପୁରସ୍କାର ପ୍ରଦାନ କରାଯାଇଛି। ବର୍ଣ୍ଣବୈଷମ୍ୟ ବିରୋଧରେ ଏହି ଦୁଇ ପୂର୍ବତନ ଖେଳାଳି ଦୃଷ୍ଟାନ୍ତମୂଳକ…
ଓସିଏ ଆନ୍ତଃଜିଲା ସିନିୟର ଟି୨୦ ଲିଗ୍ କ୍ରିକେଟ: କଟକ-ଏ, ଭଦ୍ରକ, ସୁନ୍ଦରଗଡ଼ ୧୦ ଉଇକେଟରେ ବିଜୟୀ
*ଇକୋର୍ସା, ଖୋର୍ଦ୍ଧାର ବୃହତ୍ ବିଜୟ * ଜୟନ୍ତ ବେହେରାଙ୍କୁ ୬ ଉଇକେଟ ସଫଳତା ଭୁବନେଶ୍ୱର, ୧୭।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ ଚାଲିଥିବା ଆନ୍ତଃଜିଲା ସିନିୟର ପୁରୁଷ ଟି୨୦ କ୍ରିକେଟ ଲିଗ୍ରେ…
ଲାଲା ଅମରନାଥ ୮୭ ବର୍ଷ ତଳେ ଇଂଲଣ୍ଡ ବିପକ୍ଷରେ କରିଥିଲେ ଶତକ
ନୂଆଦିଲ୍ଲୀ, ୧୭।୧୨: କ୍ରିକେଟର ଲାଲା ଅମରନାଥ ୮୭ ବର୍ଷ ତଳେ ୧୯୩୩ ଡିସେମ୍ବର ୧୭ରେ ଭାରତର ପ୍ରଥମ ଖେଳାଳି ଭାବେ ଶତକ ପୂରଣ କରିଥିଲେ। ମୁମ୍ବାଇର ତତ୍କାଳୀନ ଜିମ୍ଖାନା ଷ୍ଟାଡିୟମ୍ରେ ଇଂଲଣ୍ଡ ବିପକ୍ଷରେ ଖେଳି ଲାଲା ଅମରନାଥ ୧୧୮ ରନ୍ ସଂଗ୍ରହ…
ଇଣ୍ଡିଆନ ସୁପରଲିଗ୍: ଦ୍ୱିତୀୟକୁ ଉଠିଲା ଏଟିକେ ମୋହନବାଗାନ
ଫତୋର୍ଦା, ୧୬।୧୨- ରୟ କ୍ରିଷ୍ଣାଙ୍କ ବିଳମ୍ବିତ ଗୋଲ ପୁଣିଥରେ ଏଟିକେ ମୋହନବାଗାନକୁ ଫାଇଦାରେ ରଖିଛି। କ୍ରିଷ୍ଣାଙ୍କ ପେନାଲ୍ଟି ଗୋଲ ବଳରେ ଏଟିକେ ବୁଧବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ) ମ୍ୟାଚରେ ଏଫସି ଗୋଆକୁ ୧-୦ ଗୋଲରେ ପରାସ୍ତ କରିଛି। ଦୁଇ ସମକକ୍ଷ…

