Posted inଖେଳ

ଏହି ଖେଳାଳିଙ୍କ ଭଉଣୀ ହେଉଛନ୍ତି ସୋସିଆଲ ମିଡିଆର କୁଇନ୍‌

ଅଷ୍ଟ୍ରେଲିଆ ଗ୍ରାଉଣ୍ଡରେ ବ୍ୟାଟିଂକରି କଙ୍ଗାରୁଙ୍କୁ ଧୂଳି ଚଟାଇବା ପରେ ଭାରତୀୟ ଖେଳାଳିମାନେ ଏବେ ଚର୍ଚ୍ଚାରେ ରହିଛନ୍ତି। ରିଷଭ ପନ୍ତ ଭାରତୀୟ କ୍ରିକେଟର ଉଦୀୟମାନ ତାରକାଙ୍କ ମଧ୍ୟରୁ ଅନ୍ୟତମ। ଏହି ୨୨ ବର୍ଷୀୟ ଖେଳାଳିଙ୍କର ସବୁଆଡେ ପ୍ରଶଂସା ହେଉଛି। ଆଇପିଏଲ୍‌ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ଖେଳ ପର୍ଯ୍ୟନ୍ତ ଏହି ଖେଳାଳିଙ୍କ କ୍ୟାରିୟର ଗ୍ରାଫ୍‌ ବହୁତ ଭଲ ରହିଛି।
ରିଷଭଙ୍କ ପରିବାର ବିଷୟରେ କହିଲେ, ତାଙ୍କ ଘରେ ମା’, ବାପାଙ୍କ ସମେତ ତାଙ୍କର ଜଣେ ଭଡ଼ ଭଉଣୀ ଅଛନ୍ତି। ତାଙ୍କ ଭଉଣୀ ସାକ୍ଷୀ ପନ୍ତ ଏମ୍‌ବିଏ କରିଛନ୍ତି। କିନ୍ତୁ ସେ ନିଜର ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ସବୁଠୁ ପ୍ରସିଦ୍ଧ। ତାଙ୍କର ଲାଇଫ୍‌ଷ୍ଟାଇଲ୍‌ କଳାକାରଙ୍କଠାରୁ କିଛି କମ୍‌ ନୁହେଁ। ସାକ୍ଷୀ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାଆନ୍ତି। ଅନେକ ସମୟରେ ସେ ନିଜର ହଟ୍‌ ଫଟୋ ସାଙ୍ଗକୁ ଭାଇଙ୍କ ସହ ମଧ୍ୟ ଫଟୋ ଶେୟାର କରିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ପ୍ରାୟ ୧ ଲକ୍ଷ ଫଲୋଅର୍ସ ରହିଛନ୍ତି। ଉଭୟ ଭଉଣୀ-ଭାଇ ଖେଳପ୍ରେମୀ। ରିଷଭ ଭାରତୀୟ କ୍ରିକେଟ ଖେଳାଳି ହୋଇଥିବା ବେଳେ ସାକ୍ଷୀ ବାସ୍କେଟ ବଲ ଖେଳିବାକୁ ଭଲ ପାଆନ୍ତି। ବୁଲାବୁଲି କରିବାକୁ ମଧ୍ୟ ସାକ୍ଷୀ ଭଲ ପାଆନ୍ତି। ସାକ୍ଷୀ ନିଜର ୧୯ କେଜି ଓଜନ କମ୍‌କରି ଚର୍ଚ୍ଚାକୁ ଆସିଥିଲେ। ସେ ଟୁଇଟରରେ ନିଜର କିଛି ଫଟୋ ଶେୟାର କରି ଲେଖିଥିଲେ, ‘ଜର୍ନି ଫ୍ରମ୍‌ ଫ୍ୟାଟ୍‌ ଟୁ ଫିଟ୍‌’।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋନାଲ୍ଡୋଙ୍କ ରେକର୍ଡ

ବୁଦାପେଷ୍ଟ,୧୬।୬: ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଡବଲ୍‌ ଗୋଲ ବଲରେ ପର୍ତ୍ତୁଗାଲ ୟୁରୋକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ୩-୦ ଗୋଲ ବୃହତ୍‌ ବ୍ୟବଧାନରେ ହଙ୍ଗେରୀକୁ ହରାଇଛି। ରୋନାଲ୍ଡୋ...

ବୀରେନ୍ଦ୍ର ସେହ୍ବାଗଙ୍କ ଘର ଉପରେ ଆକ୍ରମଣ, ଭିଡିଓ ଶେୟାର କରି ଦେଲେ ସୂଚନା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ଆଜିକାଲି ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଛନ୍ତି। ବେବେଳେ ମଜାଦାର ଟୁଇଟ୍‌ କରି ସେହ୍ବାଗ...

ଏହି ଖାସ୍‌ ବନ୍ଧୁଙ୍କ ପାଇଁ ଭାବପ୍ରବଣ ହେଲେ ଗାଙ୍ଗୁଲି

କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ସୌରଭ ଗାଙ୍ଗୁଲିଙ୍କୁ ଗୁରୁବାର କୋଲକାତାର ଉଡଲାଣ୍ଡ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ସେ ତାଙ୍କ...

ଓ୍ବେଷ୍ଟଇଣ୍ଡିଜ କୋଚ୍‌ ପଦକୁ ଫେରିଲେ ସିମନ୍ସ

ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ), ୧୫।୧୦ (ଏଏଫ୍‌ପି)- ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳର କୋଚ୍‌ ପଦକୁ ପୁଣିଥରେ ଫିଲ୍‌ ସିମନ୍ସ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ...

୩୦ ବଲ୍‌ରେ ଲୋଡା ଥିଲା ୩୧ ରନ୍‌: ଘଟିଲା କିଛି ଅପ୍ରତ୍ୟାଶିତ; ଚମକି ଯାଇଥିଲେ ପ୍ରଶଂସକ

ନୂଆଦିଲ୍ଲୀ,୧୪।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ର ପଞ୍ଚମ ମୁକାବିଲା କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ମଧ୍ୟରେ ଖେଳାଯାଇଛି। ଏଥିରେ କୋଲକାତା ଟିମ୍‌ ଟସ୍‌...

ଓସିଏ ଆନ୍ତଃ ଜିଲା ସିନିୟର ଟି୨୦: ସୁପର ଲିଗ୍‌ରେ କଟକ- ବି, ସୁକେଶଙ୍କ ଶତକ

ଭୁବନେଶ୍ୱର,୨୦।୧୨(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱର ଓ କଟକର ବିଭିନ୍ନ ଗ୍ରାଉଣ୍ଡରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି ୨୦ କ୍ରିକେଟ...

କ୍ରିକେଟକୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଅନେକ ସମୟରେ ତାଙ୍କ ବିବୃତ୍ତି ଯୋଗୁ ବିବାଦରେ ରହୁଥିବା ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ ମାର୍ଲନ ସାମୁଏଲ୍ସ କ୍ରିକେଟର ସମସ୍ତ ଫର୍ମାଟ ଅବସର ନେଇଛନ୍ତି। ୱେଷ୍ଟଇଣ୍ଡିଜ କ୍ରିକେଟ...

ବିଶ୍ୱକପ ବିଜେତା ଅଧିନାୟକ ନେଲେ ପ୍ରଥମ ଡୋଜ ଟିକା

ନୂଆଦିଲ୍ଲୀ,୩।୨: ବିଶ୍ୱକପ ବିଜେତା ଅଧିନାୟକ ତଥା ପୂର୍ବତନ ଭାରତ ଅଲ୍‌ରାଉଣ୍ଡର କପିଲ ଦେବ ବୁଧବାର କରୋନା ଟିକା ନେଇଛନ୍ତି। କପିଲ ହୃଦରୋଗ ନିର୍ଦ୍ଦେଶକ ଡକ୍ଟର ଅତୁଲ...

Ten Cric Info
Advertisement


Archives

Model This Week

Why Dharitri