Posted inଖେଳ

ଏହି ଖେଳାଳିଙ୍କ ଭଉଣୀ ହେଉଛନ୍ତି ସୋସିଆଲ ମିଡିଆର କୁଇନ୍‌

ଅଷ୍ଟ୍ରେଲିଆ ଗ୍ରାଉଣ୍ଡରେ ବ୍ୟାଟିଂକରି କଙ୍ଗାରୁଙ୍କୁ ଧୂଳି ଚଟାଇବା ପରେ ଭାରତୀୟ ଖେଳାଳିମାନେ ଏବେ ଚର୍ଚ୍ଚାରେ ରହିଛନ୍ତି। ରିଷଭ ପନ୍ତ ଭାରତୀୟ କ୍ରିକେଟର ଉଦୀୟମାନ ତାରକାଙ୍କ ମଧ୍ୟରୁ ଅନ୍ୟତମ। ଏହି ୨୨ ବର୍ଷୀୟ ଖେଳାଳିଙ୍କର ସବୁଆଡେ ପ୍ରଶଂସା ହେଉଛି। ଆଇପିଏଲ୍‌ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ଖେଳ ପର୍ଯ୍ୟନ୍ତ ଏହି ଖେଳାଳିଙ୍କ କ୍ୟାରିୟର ଗ୍ରାଫ୍‌ ବହୁତ ଭଲ ରହିଛି।
ରିଷଭଙ୍କ ପରିବାର ବିଷୟରେ କହିଲେ, ତାଙ୍କ ଘରେ ମା’, ବାପାଙ୍କ ସମେତ ତାଙ୍କର ଜଣେ ଭଡ଼ ଭଉଣୀ ଅଛନ୍ତି। ତାଙ୍କ ଭଉଣୀ ସାକ୍ଷୀ ପନ୍ତ ଏମ୍‌ବିଏ କରିଛନ୍ତି। କିନ୍ତୁ ସେ ନିଜର ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ସବୁଠୁ ପ୍ରସିଦ୍ଧ। ତାଙ୍କର ଲାଇଫ୍‌ଷ୍ଟାଇଲ୍‌ କଳାକାରଙ୍କଠାରୁ କିଛି କମ୍‌ ନୁହେଁ। ସାକ୍ଷୀ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାଆନ୍ତି। ଅନେକ ସମୟରେ ସେ ନିଜର ହଟ୍‌ ଫଟୋ ସାଙ୍ଗକୁ ଭାଇଙ୍କ ସହ ମଧ୍ୟ ଫଟୋ ଶେୟାର କରିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ପ୍ରାୟ ୧ ଲକ୍ଷ ଫଲୋଅର୍ସ ରହିଛନ୍ତି। ଉଭୟ ଭଉଣୀ-ଭାଇ ଖେଳପ୍ରେମୀ। ରିଷଭ ଭାରତୀୟ କ୍ରିକେଟ ଖେଳାଳି ହୋଇଥିବା ବେଳେ ସାକ୍ଷୀ ବାସ୍କେଟ ବଲ ଖେଳିବାକୁ ଭଲ ପାଆନ୍ତି। ବୁଲାବୁଲି କରିବାକୁ ମଧ୍ୟ ସାକ୍ଷୀ ଭଲ ପାଆନ୍ତି। ସାକ୍ଷୀ ନିଜର ୧୯ କେଜି ଓଜନ କମ୍‌କରି ଚର୍ଚ୍ଚାକୁ ଆସିଥିଲେ। ସେ ଟୁଇଟରରେ ନିଜର କିଛି ଫଟୋ ଶେୟାର କରି ଲେଖିଥିଲେ, ‘ଜର୍ନି ଫ୍ରମ୍‌ ଫ୍ୟାଟ୍‌ ଟୁ ଫିଟ୍‌’।


Enter your email to get our daily news in your inbox.

All Right Reserved By Dharitri.Com

DA Hike Alert: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ୨୮ ଅକ୍ଟୋବରରେ ଡିଏ ଘୋଷଣା! କେତେ ବଢ଼ିବ ଦରମା?

ନୂଆଦିଲ୍‌ଲୀ,୨୫।୧୦:କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଅପେକ୍ଷା ଆହୁରି ଲମ୍ୱା ହେବାରେ ଲାଗିଛି। ଜୁଲାଇ ୨୦୨୬ ପାଇଁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ସହାୟତା (DR) ବୃଦ୍ଧି…

କୁମାର ପୂର୍ଣ୍ଣିମାରେ ଚମକିବ ୩ ରାଶିଙ୍କ ଭାଗ୍ୟ; ହୁ ହୁ ବଢିବ ଧନ, ଯାଚିକି ଟଙ୍କା ଦେବେ ଲୋକ…

ଆଜି ୨୫ ଅକ୍ଟୋବର ୨୦୨୬ ରବିବାର ଦିନ ଶରତ ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା) ପଡ଼ୁଛି। ଆଜି ଶରତ ପୂର୍ଣ୍ଣିମା ଅବସରରେ ଗ୍ରହମାନଙ୍କ ସଂଯୋଗରୁ ଅନେକ ଶୁଭ ଯୋଗ…

ବିଲ ହିଡ଼ଦେଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ହାତରେ ବହି, ଆଖିରେ ପଢ଼ିବାର ସ୍ୱପ୍ନ। ହେଲେ ସ୍କୁଲ ଯିବା ବାଟରେ ପାଦେ ପାଦେ ବିପଦ। କେଉଁଠି କାଦୁଅ ଓ ଖାଲଖମା ତ ଆଉ…

ଆଦିବାସୀଙ୍କ ସେବାରେ ନିୟୋଜିତ ଡାକ୍ତର ଏବେ ଜେଲରେ

ଭବାନୀପାଟଣା,୨୫ା୧୦(ଉତ୍ତମ କୁମାର ଦାଶ):ଆଦିବାସୀଙ୍କ ଚିକିତ୍ସା ସେବା ପାଇଁ ମୁମ୍ୱାଇ ଛାଡ଼ି କଳାହାଣ୍ଡିକୁ ଚାଲି ଆସିଥିଲେ ଡାକ୍ତର ରାଣ୍ଡାଲ ସେକ୍ୟୁରା। ଦୁର୍ଗମ ଅଞ୍ଚଳରେ ପହଞ୍ଚତ୍ ମ୍ୟାଲେରିଆ ଓ ଯକ୍ଷ୍ମା…

ଆଜି ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୫।୧୦ (ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ସେ ଅପରାହ୍ନ ୨ଟା ୪୫ ମିନିଟ୍‌ ସମୟରେ ଉତ୍ତରପ୍ରଦେଶର ବାରାଣସୀ…

ଆକାଶଛୁଆଁ ଦାମ: ୭ ହଜାରରେ ପହଞ୍ଚିଲା ଗ୍ୟାସ ସିଲିଣ୍ଡର, ଇରାନ ରୋକିଲା ସପ୍ଲାଏ!

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱର ବିଭିନ୍ନ ଦେଶ ଆଗରେ ହାତ ପତାଉଥିବା ପାକିସ୍ତାନର ସ୍ଥିତି ଏବେ ଅତ୍ୟନ୍ତ ଦୟନୀୟ। ମହଙ୍ଗା ମାଡ଼ ଓ ଆର୍ଥିକ ସଙ୍କଟ ପାକିସ୍ତାନକୁ ଅନ୍ୟ…

ଆନ୍ଧ୍ରରେ ମାଡ଼ହେବ ବାତ୍ୟା, ଓଡ଼ିଶାରେ ବର୍ଷା

ଭୁବନେଶ୍ୱର,୨୫ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ଇତିମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ରାତିରେ ଅବପାତରେ ପରିଣତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ରବିବାର…

ନଭେମ୍ବର ୨ରେ ଗଜକେଶରୀ ଯୋଗ: ବଢିବ ୪ ରାଶିର ଧନ, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ନୂଆଦିଲ୍ଲୀ, ୨୫।୧୦: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନଭେମ୍ବର ୨ ତାରିଖ ସକାଳେ ଚନ୍ଦ୍ରମା କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ। ସିଂହ ରାଶିରେ ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?