ଖେଳ

ଏହି କ୍ରିକେଟରଙ୍କ ନାଁରେ ରହିଛି ବିଶ୍ୱର ବଡ ବଡ ସହର

ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି, ଯେଉଁମାନଙ୍କ ନାଁରେ ବିଶ୍ୱର ବଡ ବଡ ସହର ରହିଛି। ଅବଶ୍ୟ ଏହା ସଂଯୋଗ ମାତ୍ର। କିନ୍ତୁ ଏହି ଖେଳାଳିଙ୍କ କଥା ଉଠିଲେ, ସେହି ସହର କଥା ମନେପଡିଯାଏ। ସେମିତି କିଛି କ୍ରିକେଟରଙ୍କ ବିଷୟରେ ଜାଣନ୍ତୁ।…

ଇଣ୍ଡିଆନ ସୁପର ଲିଗ୍‌ : ହାଇଦ୍ରାବାଦ୍‌ର ପ୍ରଥମ ପରାଜୟ

ସ୍କୋ,୨୦।୧୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ମୁମ୍ବାଇ ସିଟି ଏଫ୍‌ସି ୨-୦ ଗୋଲରେ ହାଇଦ୍ରାବାଦ ଏଫ୍‌ସିକୁ ପରାସ୍ତ କରିଛି। ହାଇଦ୍ରାବାଦ ଚଳିତ ସିଜନରେ ପ୍ରଥମ ପରାଜୟ ବରଣ କରିଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ ଏହି…

ବିସିସିଆଇକୁ ଦିଲୀପ ଭେଙ୍ଗସରକରଙ୍କ ପରାମର୍ଶ

ମୁମ୍ବାଇ,୨୦।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ୍‌ ଟେଷ୍ଟରେ ଭାରାତୀୟ ଦଳ ମାତ୍ର ୩୬ ରନ୍‌ରେ ଅଲଆଉଟ୍‌ ହେବା ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଏକ ପରାମର୍ଶ ଦେଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ଦିଲୀପ ଭେଙ୍ଗସରକର। ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ) ମୁଖ୍ୟ…

କି ଦୋଷ କଲେ ଅନୁଷ୍କା ଶର୍ମା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ତାଙ୍କ ଗର୍ଭାବସ୍ଥାକୁ ଉପଭୋଗ କରୁଛନ୍ତି। ତେବେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଅନୁଷ୍କା ଶର୍ମା ଅନେକ ଥର ଟ୍ରୋଲର ଟାର୍ଗେଟରେ ଆସିଛନ୍ତି। ଏବେ ପୁଣି ଥରେ…

ଭାରତୀୟ ଦଳ ପାଇଁ ଖୁସି ଖବର

ଦୁବାଇ,୨୦।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ଲଜ୍ଜାଜନକ ପରାଜୟ ବରଣ କରିଛି। ଦଳ ପାଇଁ ଗୋଟିଏ ଭଲ ଖବର ହେଲା ଅଧିନାୟକ ବିରାଟ କୋହଲି ଟପ୍‌ ର଼୍ୟାଙ୍କଧାରୀ ଷ୍ଟିଭ୍‌ ସ୍ମିଥଙ୍କ ନିକଟତର ହୋଇଛନ୍ତି। ଆଡିଲେଡ୍‌ ଟେଷ୍ଟର…

ଅନୁଷ୍କା ଓ ବିରାଟଙ୍କ ଘରକୁ ଆସିବାକୁ ଥିବା କୁନି ଅତିଥିଙ୍କ ଲାଗି ବ୍ରେଟ ଲି କହିଲେ ଏମିତି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନୂଆ ଅତିଥିଙ୍କ ଅପେକ୍ଷାରେ ଅଛନ୍ତି। ୨୦୨୧ ଜାନୁୟାରୀରେ ଅନୁଷ୍କା ଏବଂ ବିରାଟଙ୍କ ଘରକୁ ଏହି କୁନି ଅତିଥି ଆସିବାକୁ ଥିବା ବେଳେ ବିରାଟ ଏବଂ ଅନୁଷ୍କାଙ୍କ…

ଭାରତୀୟ ଦଳ ପାଇଁ ଖରାପ ଖବର!

ଆଡିଲେଡ୍‌,୨୦।୧୨: ଘରୋଇ ଅଷ୍ଟ୍ରେଲିଆଠାରୁ ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ଭୋଗିବା ପରେ ଭାରତୀୟ ଦଳକୁ ଚାରିଆଡୁ ସମାଲୋଚନା କରାଯାଉଛି। ଏହି ସମୟରେ ଭାରତୀୟ ଦଳ ପାଇଁ ଆଉ ଏକ ଖରାପ ଖବର ଆସିଛି। ଦଳର ଷ୍ଟାର ବୋଲର ମହମ୍ମଦ ସାମି ଟେଷ୍ଟ…

କୋହଲିଙ୍କ ସମର୍ଥନରେ ବାହାରିଲେ ବିଗ୍‌ ବି: କହିଲେ ‘ଆମ ସମସ୍ତଙ୍କ ଜୀବନରେ ଖରାପ ଦିନ ଆସେ’

ନୂଆଦିଲ୍ଲୀ,୨୦।୧୨: ଆଡିଲେଡ୍‌ ଟେଷ୍ଟରେ ୮ ଉଇକେଟରେ ଅଷ୍ଟ୍ରେଲିଆଠାରୁ ପରାଜିତ ହେବା ପରେ ଭାରତୀୟ ଦଳକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। କୌଣସି ବ୍ୟାଟ୍ସମ୍ୟାନ୍‌ ଗୋଟିଏ ଇନିଂସରେ ଦୁଇଅଙ୍କ ଛୁଇଁ ନ ପାରିବାକୁ ନେଇ ସୋସିଆଲ ମିଡିଆରେ ତାତ୍ସଲ୍ୟ କରାଯାଉଛି। ହେଲେ ମେଗାଷ୍ଟାର…

ଟେଷ୍ଟ କ୍ୟାରିୟରରେ ଅଧିନାୟକ ଭାବେ ବିରାଟଙ୍କ ସହ ପ୍ରଥମ ଥର ଘଟିଲା ଏପରି: ଶେଷ ହେଲା..

ଆଡିଲେଡ,୨୦।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଜିତି ସ୍ବଦେଶ ଫେରିବାକୁ ଆଶା ରଖିଥିଲେ ଅଧିନାୟକ ବିରାଟ କୋହଲି। ହେଲେ ତାହା ହୋଇପାରିଲା ନାହିଁ। ବିରାଟଙ୍କ ନେତୃତ୍ୱରେ ଦଳ ଇତିହାସରେ ସବୁଠାରୁ ଖରାପ ପ୍ରଦର୍ଶନ କରିଥିଲା। ମାତ୍ର ଅଢ଼େଇ ଦିନରେ ଅଷ୍ଟ୍ରେଲିଆ…

ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଗାଭାସ୍କରଙ୍କ ସମର୍ଥନ

ଆଡିଲେଡ,୨୦।୧୨(ପି.ଟି.): ପରାଜୟ ସତ୍ତ୍ୱେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମର୍ଥନ କରିଛନ୍ତି। ଅଷ୍ଟ୍ରେଲୀୟ ବୋଲରମାନେ ଉଚ୍ଚକୋଟୀର ବୋଲିଂ ପ୍ରଦର୍ଶନ କରିଥିଲେ। ତେଣୁ ବିପର୍ଯ୍ୟୟ ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମାଲୋଚନା କରିବା ଠିକ୍‌ ହେବ ନାହିଁ ବୋଲି ସେ କହିଛନ୍ତି।…

ଉତ୍ଥାନ ଓ ପତନ: କୋହଲିଙ୍କ ନେତୃତ୍ୱରେ ସର୍ବାଧିକ, ସର୍ବନିମ୍ନ ସ୍କୋର

ଆଡିଲେଡ,୨୦।୧୨(ପି.ଟି.): ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଟେଷ୍ଟରେ ସର୍ବାଧିକ ଓ ସର୍ବନିମ୍ନ ସ୍କୋର ହାସଲ କରିଛି। ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ୩୬ ରନରେ ଅଲ୍‌ଆଉଟ ହୋଇ ସର୍ବନିମ୍ନ ସ୍କୋର କରିଛି। ସେହିପରି କୋହଲିଙ୍କ ଅଧିନାୟକତ୍ୱରେ ଭାରତ ଚେନ୍ନାଇର ଚିପକ…

ଓସିଏ ଆନ୍ତଃ ଜିଲା ସିନିୟର ଟି୨୦: ସୁପର ଲିଗ୍‌ରେ କଟକ- ବି, ସୁକେଶଙ୍କ ଶତକ

ଭୁବନେଶ୍ୱର,୨୦।୧୨(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱର ଓ କଟକର ବିଭିନ୍ନ ଗ୍ରାଉଣ୍ଡରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି ୨୦ କ୍ରିକେଟ ଲିଗ୍‌ରେ ଶନିବାର ୬ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ନବରଙ୍ଗପୁର, ପାରାଦୀପ, ଢେଙ୍କାନାଳ, କଟକ-ବି, କେନ୍ଦ୍ରାପଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?