ବକ୍ସିଂ ବିଶ୍ୱକପ: ପଙ୍ଘାଲଙ୍କୁ ସ୍ବର୍ଣ୍ଣ, ସତୀଶଙ୍କୁ ରୌପ୍ୟ
ନୂଆଦିଲ୍ଲୀ,୨୦।୧୨(ପି.ଟି.): ଜର୍ମାନୀର କଲୋନେଠାରେ ଚାଲିଥିବା ବକ୍ସିଂ ବିଶ୍ୱକପରେ ଶନିବାର ବିଶ୍ୱ ଚାମ୍ପିୟନଶିପ୍ ରୌପ୍ୟ ବିଜେତା ଭାରତର ଅମିତ ପଙ୍ଘାଲ ୫୨ କେ.ଜି. ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି +୯୧ କେ.ଜି. ବର୍ଗରେ ସତୀଶ କୁମାର ରୌପ୍ୟ ପଦକ ଜିତିଛନ୍ତି।…
ମହମ୍ମଦ ଓ୍ବାସିମ ମୁଖ୍ୟ ଚୟନକର୍ତ୍ତା
ଇସ୍ଲାମାବାଦ, ୨୦ା୧୨-ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଶନିବାର ପୂର୍ବତନ ଟେଷ୍ଟ କ୍ରିକେଟର ମହମ୍ମଦ ଓ୍ବାସିମଙ୍କୁ ସିଲେକ୍ସନ କମିଟିର ଚେୟାରମ୍ୟାନ ଭାବେ ନିଯୁକ୍ତି ଦେଇଛି। ସେ ୨୦୨୩ ବିଶ୍ୱକପ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ। ମିସ୍ବା ଉଲ୍ ହକ୍ ଜାତୀୟ ଦଳର ମୁଖ୍ୟ…
ଇଣ୍ଡିଆନ ସୁପର ଲିଗ୍: ଚେନ୍ନାଇନ ବିଜୟୀ
ମାରଗାଓ,୨୦।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଶନିବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇନ୍ ଏଫ୍ସି ୨-୧ ଗୋଲରେ ଏଫ୍ସି ଗୋଆକୁ ପରାସ୍ତ କରିଛି। ଏଥିସହ ଚେନ୍ନାଇନ ୬ଟି ମ୍ୟାଚ ଖେଳି ୨ଟି ଲେଖାଏ ବିଜୟ, ଡ୍ର ଓ ପରାଜୟ ସହ ୮ ପଏଣ୍ଟ…
ରିୟଲ କଶ୍ମୀର ଜିତିଲା ଆଇଏଫ୍ଏ ଶିଲ୍ଡ
କୋଲକାତା,୨୦ା୧୨ (ପି.ଟି.)-ରିୟଲ କଶ୍ମୀର ଏଫ୍ସି ପ୍ରଥମଥର ଏକ ପ୍ରମୁଖ ଫୁଟ୍ବଲ ଟୁର୍ନାମେଣ୍ଟ ଜିତିବାରେ ସଫଳ ହୋଇଛି। ସ୍ଥାନୀୟ ସଲ୍ଟଲେକ୍ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ଜର୍ଜ ଟେଲିଗ୍ରାଫ୍କୁ ୨-୧ ଗୋଲରେ ପରାସ୍ତ କରି ଆଇଏଫ୍ଏ ଶିଲ୍ଡ ହାସଲ କରିଛି। ଯଦିଓ…
ଶାମିଙ୍କ ଖେଳିବା ସମ୍ଭାବନା କମ୍
ଆଡିଲେଡ୍, ୧୯।୧୨- ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ର ବଳକା ମ୍ୟାଚ୍ରେ ଭାରତୀୟ ପେସର ମହମ୍ମଦ ଶାମିଙ୍କ ଖେଳିବା ସମ୍ଭାବନା କମ୍। କାରଣ ପ୍ରଥମ ଟେଷ୍ଟରେ ବ୍ୟାଟିଂ କରୁଥିବାବେଳେ ଆହତ ହୋଇଛନ୍ତି ଏହି ପେସର। ତାଙ୍କ ରିଷ୍ଟରେ ଆଘାତ ଲାଗିଛି। ଏହି ଆହାତ…
ଟିମ୍ ଇଣ୍ଡିଆ, ଡିସେମ୍ବର ୧୯ ମଧ୍ୟରେ ରହିଛି ଅଜବ ସଂଯୋଗ
ନୂଆଦିଲ୍ଲୀ, ୧୯।୧୨- ଡିସେମ୍ବର ୧୯ ତାରିଖ ଭାରତୀୟ କ୍ରିକେଟ ଇତିହାସରେ ଲିପିବଦ୍ଧ ହୋଇଯାଇଛି। ଏହି ଦିନ ଓ ଟିମ୍ ଇଣ୍ଡିଆ ଟେଷ୍ଟ କ୍ରିକେଟ ମଧ୍ୟରେ ରହିଛି ଅଜବ ସଂଯୋଗ। ଭାରତୀୟ କ୍ରିକେଟ ଦଳ ତା’ର ସର୍ବାଧିକ ଓ ଅବିଶ୍ୱସନୀୟ ଭାବେ ସର୍ବନିମ୍ନ…
ପୃଥ୍ବୀ ଶ’ଙ୍କ ଦୁର୍ବଳତା ଜାଣିଦେଲେଣି ବିପକ୍ଷ ଟିମ୍, ଆଗାମୀ ଟେଷ୍ଟରେ ଦଳରୁ ବାହାରେ ରହିବେ: ଜାହିର
ନୂଆଦିଲ୍ଲୀ,୧୯।୧୨: ଭାରତୀୟ ଟିମ୍ର ପୂର୍ବ ବୋଲର ଜାହିର ଖାନ୍ ପୃଥ୍ବୀ ଶ’କୁ ନେଇ ବଡ଼ କଥା କହିଛନ୍ତି। ଆସନ୍ତା ଟେଷ୍ଟରେ ସେ ଦଳରୁ ବାହାରି ପାରନ୍ତି ବୋଲି ଜାହିର କହିଛନ୍ତି। ଆଡିଲେଡରେ ଜାରି ପ୍ରଥମ ଟେଷ୍ଟରେ ସେ ବିଫଳ ହୋଇଛନ୍ତି। କ୍ରିକେଟ…
ଲଜ୍ଜାଜନକ ସ୍କୋର ୩୬/୯: ସେହଓ୍ବାଗ କହିଲେ ‘ମ୍ୟାଚ୍କୁ ଭୁଲିବା ପାଇଁ ଓଟିପି ୪୯୨୦୪୦୮୪୦୪୧’
ନୂଆଦିଲ୍ଲୀ,୧୯।୧୨:ଆଡିଲେଡ୍ରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଇନିଂସରେ ୯/୧ରୁ ଖେଳ ଆରମ୍ଭ କରିଥିଲା ଭାରତୀୟ ଦଳ। ମାତ୍ର ୩୬ ରନ୍ କରି ଦଳ ୯ ଉଇକେଟ ହରାଇଥିଲା। ଶେଷରେ ୯୦ରନ୍ ବିଜୟଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା ଘରୋଇ ଟିମ୍।…
କୋଟି କୋଟି ପ୍ରଶଂସକଙ୍କୁ ନିରାଶ କରିବା ପରେ ଅଧିନାୟକ କୋହଲି ରଖିଲେ ଏଭଳି ପ୍ରତିକ୍ରିୟା, କହିଲେ..
ଆଡିଲେଡ୍,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିବାରାତ୍ର ଟେଷ୍ଟରେ ଭାରତ ୮ ଉଇକେଟରେ ପରାଜିତ ହୋଇଛି। ବିରାଟ କୋହଲୀଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଦଳ ୨୪୪ ରନ୍ କରିଥିବା…
ଆଡିଲେଡ୍ ଟେଷ୍ଟରେ ବିରାଟବାହିନୀର ଶୋଚନୀୟ ପରାଜୟ
ଆଡିଲେଡ୍,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିବାରାତ୍ର ଟେଷ୍ଟରେ ଶୋଚନୀୟ ପରାଜୟ ହାସଲ କରିଛି ଭାରତୀୟ ଦଳ। ଶନିବାର ମ୍ୟାଚ୍ର ତୃତୀୟ ଦିନରେ ମାତ୍ର ୯୦ ମିନିଟ୍ ମଧ୍ୟରେ ଖେଳାଳିମାନେ ଆଉଟ୍ ହୋଇ ଫେରିଥିଲେ। ମାତ୍ର ୩୬ ରନ୍ରେ ଭାରତ ଦ୍ୱିତୀୟ ଇନିଂସ…
ସକାଳ ୫ଟା ଯାଏ ଫ୍ୟାନ୍କୁ ଦେଖିଥିଲି, କ୍ୟାରିୟର ଶେଷ ହୋଇଯିବା ପରି ଲାଗିଥିଲା: ବିରାଟ
ନୂଆଦିଲ୍ଲୀ,୧୯।୧୨: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ନିଜର ଦୃଢ଼ ମାନସିକତା ପାଇଁ ଜଣାଶୁଣା। କ୍ରିକେଟ୍ ପଡ଼ିଆରେ ବିରାଟଙ୍କୁ ଦେଖିଲେ ଯେକେହି ତାହା ଠଉରାଇପାରିବ। ହେଲେ ସମସ୍ତଙ୍କ ଭଳି ପିରାଟଙ୍କ ଜୀବନରେ ମଧ୍ୟ ଖରାପ ସମୟ ଆସିଛି। ୨୦୧୪ରେ ଇଂଲଣ୍ଡ ବିପକ୍ଷରେ…
ବୋଲ୍ଡ ଫଟୋଶୁଟ୍ କରି ଚର୍ଚ୍ଚାରେ ଏହି କ୍ରିକେଟରଙ୍କ ସ୍ତ୍ରୀ
ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କ ଠାରୁ ଅଲଗା ହେବା ପରଠାରୁ ତାଙ୍କର ପୂର୍ବତନ ସ୍ତ୍ରୀ ହସିନ ଜହାଁ ଚର୍ଚ୍ଚାରେ ରହିଛନ୍ତି। ଏବେ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ହୋଇଯାଇଛନ୍ତି। ନିଜର ଫଟୋ ଏବଂ ଭିଡିଓ ସେ ସବୁ ସମୟରେ ଶୋସିଆଲ…

