ଯୁବରାଜଙ୍କ ଘରେ ପଶିଲା ବର୍ଷା ପାଣି; ଦେଖନ୍ତୁ ଭିଡ଼ିଓ
ମୁମ୍ବାଇ, ୬।୮: ଲଗାଣ ବର୍ଷା କାରଣରୁ ଦେଶର ଅନେକ ସହରର ଅବସ୍ଥା ବେହାଲ୍ ହୋଇଯାଇଛି। ବିଶେଷ କରି ମୁମ୍ବାଇରେ ବର୍ଷା ଯୋଗୁ ସ୍ଥିତି ଅତି ଗମ୍ଭୀର ହୋଇଛି। ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇ ରହିଥିବାରୁ ଲୋକ ନାନା ଅସୁବିଧାର...
କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଲାରାଙ୍କ କରୋନା ରିପୋର୍ଟ କ’ଣ ବାହାରିଲା ଜାଣନ୍ତୁ…
ନୂଆଦିଲ୍ଲୀ,୬।୮: ଓ୍ବେଷ୍ଟଇଣ୍ଡିଜ୍ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି ଓ ସେ ପଜିଟିଭ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ସେ ଏହାକୁ ଖଣ୍ଡନ କରିଛନ୍ତି। ଟେଷ୍ଟରେ ମୋର ନେଗେଟିଭ୍ ବାହାରିଛି ବୋଲି ଲାରା ସ୍ପଷ୍ଟ...
ଭେନେଜୁଏଲା ଫୁଟବଲ ଫେଡେରେଶନ ଅଧ୍ୟକ୍ଷଙ୍କ ପରଲୋକ
କାରାକାସ,୬।୮(ଏପି): ଦକ୍ଷିଣ ଆମେରିକୀୟ ଫୁଟବଲ ପାଓ୍ବାର ହାଉସ୍ ଭେନେଜଏଲାର ଫୁଟବଲ ଫେଡେରେଶନ ଅଧ୍ୟକ୍ଷ ଜେସସ୍ ବେରାର୍ଡିନେଲିଙ୍କ ବୁଧବାର ପରଲୋକ ହୋଇଛି। ସେ ହଠାତ୍ ଅଚେତ୍ ହୋଇପଡିଥିଲେ ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାର ଠିକ୍ ଦୁଇ ସପ୍ତାହପରେ ସେ...
ରୋହିତ ଶର୍ମାଙ୍କ ପ୍ରଥମ ଦରମା କେତେ ଥିଲା ଜାଣନ୍ତି କି, ଏମିତି କରିଥିଲେ ଖର୍ଚ୍ଚ
ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆଜି କୋଟି କୋଟି ଟଙ୍କାର ମାଲିକ। କିନ୍ତୁ ତାଙ୍କର ପ୍ରଥମ ଦରମା ପାଇ ସେ କ’ଣ କରିଛନ୍ତି ତାହା ଖୁବ କମ ଲୋକ ଜାଣିଥିବେ। ଟିମ ଇଣ୍ଡିଆର ଉପଅଧିନାୟକ ରୋହିତ ଶର୍ମା ସେ...
ରୋଜେରିଓ ରାମୋସ୍ ଓଡ଼ିଶା ଏଫ୍ସି ଗୋଲକିପିଂ କୋଚ୍
ଭୁବନେଶ୍ୱର,୬।୮(ସ୍ପୋଟର୍ସ ବ୍ୟୁରୋ): ବ୍ରାଜିଲର ରୋଜେରିଓ ରାମୋସ୍ଙ୍କୁ ଓଡ଼ିଶା ଏଫ୍ସି ତା’ର ନୂଆ ଗୋଲକିପିଂ କୋଚ୍ ହିସାବରେ ନିଯୁକ୍ତ କରିଛି। ହିରୋ ଇଣ୍ଡିଆ ସୁପର ଲିଗ୍ (ଆଇଏସ୍ଏଲ୍)ର ସପ୍ତମ ସଂସ୍କରର ପୂର୍ବରୁ ଓଡ଼ିଶା ଏଫ୍ସି ଏହି ନିଷ୍ପତ୍ତି ନେଇଛି। ରାମୋସ ପୂର୍ବରୁ...
ଘରୋଇ କୋଚ୍ ପ୍ରସ୍ତାବକୁ ଭେଙ୍କଟେଶ୍ଙ୍କ ସମର୍ଥନ
ନୂଆଦିଲ୍ଲୀ, ୬।୮(ପି.ଟି.)- ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ଆଗାମୀ କିଛି ବର୍ଷ ପାଇଁ ଜାତୀୟ ଫୁଟବଲ ଦଳଲାଗି ଜଣେ ଘରୋଇ କୋଚ୍ଙ୍କୁ ନିଯୁକ୍ତି ଦେବା ପ୍ରସଙ୍ଗରେ ଚିନ୍ତା କରୁଛି। ଏହାକୁ ସମର୍ଥନ କରିଛନ୍ତି ପୂର୍ବତନ ଅଧିନାୟକ ଭେଙ୍କଟେଶ୍ ଶନ୍ମୁଗମ୍। ସମ୍ପ୍ରତି...
ଇଂଲଣ୍ଡ- ପାକିସ୍ତାନ ଟେଷ୍ଟ ସିରିଜ: ଫ୍ରଣ୍ଟଫୁଟ୍ ନୋ ବେଲ୍ ନେଇ ଟିଭି ଅମ୍ପାୟର ନିଷ୍ପତ୍ତି ନେବେ
ଦୁବାଇ,୬।୮(ପି.ଟି.): ପ୍ରଥମଥର ପାଇଁ ଟେଷ୍ଟ କ୍ରିକେଟରେ ଫ୍ରଣ୍ଟ ଫୁଟ୍ ନୋ ବଲ ସଂକ୍ରାନ୍ତରେ ଫିଲ୍ଡ ଅମ୍ପାୟର ନୁହେଁ ଟିଭି ଅମ୍ପାୟର ନିଷ୍ପତ୍ତି ନେବେ। ବୁଧବାରଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ- ପାକିସ୍ତାନ ଟେଷ୍ଟ ସିରିଜରେ ଟିଭି ଅମ୍ପାୟରଙ୍କୁ ଏହି ବିଶେଷ ଅଧିକାର...
ନୂଆ ଟାଇଟଲ ସ୍ପୋନ୍ସର ସନ୍ଧାନ ପ୍ରସଙ୍ଗ: ବିସିସିଆଇ ଆଗରେ ଚ୍ୟାଲେଞ୍ଜ
ମୁମ୍ବାଇ,୬।୮: ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଆଗାମୀ ୧୩ତମ ସଂସ୍କରଣରେ ଟାଇଟଲ ପ୍ରାୟୋଜକ ତଥା ଚାଇନା ମୋବାଇଲ୍ କମ୍ପାନୀ ଭିଭୋ ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପରସ୍ପରଠାରୁ ଅଲଗା ଓ ଚୁକ୍ତିରୁ ଓହଯିବା ପାଇଁ ମିଳିତଭାବେ...
ଷ୍ଟିର୍ଲିଂ-ବାଲବିର୍ନିଙ୍କ ଦ୍ୱିଶତକୀୟ ଭାଗୀଦାରି: ଇଂଲଣ୍ଡ ବିପକ୍ଷରେ ଆୟର୍ଲାଣ୍ଡର ଦ୍ୱିତୀୟ ବିଜୟ
ସାଉଥାମ୍ପଟନ, ୬।୮- ଆୟର୍ଲାଣ୍ଡ ଏହାର ଏକଦିବସୀୟ କ୍ରିକେଟ ଇତିହାସରେ ଦ୍ୱିତୀୟଥର ପାଇଁ ଇଂଲଣ୍ଡକୁ ପରାସ୍ତ କରିଛି। ସ୍ଥାନୀୟ ରୋଜ ବାଓଲ ଷ୍ଟାଡିୟମରେ ଅନୁଷ୍ଠିତ ଏକ ହାଇସ୍କୋରିଂ ମ୍ୟାଚରେ ଆୟର୍ଲାଣ୍ଡ ୭ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ...
୩ ଦିନିଆ କ୍ୱାରାଣ୍ଟାଇନ୍ ଚାହାନ୍ତି ଆଇପିଏଲ୍ ଦଳ
ନୂଆଦିଲ୍ଲୀ,୬।୮(ପି.ଟି.): ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚିବା ପରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଦଳଗୁଡିକ ୬ ବଦଳରେ ୩ ଦିନିଆ କ୍ୱାରାଣ୍ଟାଇନ୍ ଚାହାନ୍ତି ବୋଲି କହିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଡ୍ରାଫ୍ଟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁୟର...
ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍: କୋହଲି, ରୋହିତ ଟପ୍-୨ରେ ଅପରିବର୍ତ୍ତିତ
ଦୁବାଇ, ୫।୮(ପି.ଟି.)- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଉପ-ଅଧିନାୟକ ରୋହିତ ଶର୍ମା ବୁଧବାର ପ୍ରକାଶିତ ଆଇସିସି ଦିନିକିଆ କ୍ରିକେଟ ର଼୍ୟାଙ୍କିଙ୍ଗ୍ ବ୍ୟାଟ୍ସମ୍ୟାନ ତାଲିକାର ଶୀର୍ଷ ୨ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ବୋଲିଂ ବିଭାଗରେ ଯଶପ୍ରୀତ ବୁମ୍ରା...
ୟୁଏସ୍ ଓପନ କାହିଁକି ଖେଳିବେନି ନାଡାଲ
ମାଡ୍ରିଡ, ୫।୮(ଏପି)- ଡିଫେଣ୍ଡିଂ ଚାମ୍ପିୟନ ରାଫାଲ ନାଡାଲ ଆଗାମୀ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି। ବିଶ୍ୱବ୍ୟାପୀ ଏବେ ଜଟିଳ ପରିସ୍ଥିତି...
Archives


