ଖେଳ

ଆଶେସ ସିରିଜ୍‌ରୁ ବିଦା ହେଲେ ଦୁଇ ଅମ୍ପାୟର

ମାଞ୍ଚେଷ୍ଟର,୨୮।୮: ଚଳିତ ଆଶେସ ସିରିଜ୍‌ର ପ୍ରଥମ ୩ ଟେଷ୍ଟରେ ବହୁମାତ୍ରାରେ ଅମ୍ପାୟରଙ୍କ ତ୍ରୁଟି ପରିଲକ୍ଷିତ ହୋଇଛି। ଏଥିରେ ହେଡିଂଲେ ଟେଷ୍ଟରେ ବେନ ଷ୍ଟୋକ୍ସଙ୍କୁ ଏଲବିଡବ୍ଲ୍ୟୁ ଦେବାରେ ବିଫଳ ହୋଇଥିଲେ, ଯାହାକି ମ୍ୟାଚ୍‌ର ଫଳାଫଳ ବଦଳି ପାରିଥାନ୍ତା ଭଳି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ରହିଛି।…

୪ ତାରିଖରେ ଜଣାପଡ଼ିପାରେ ଧୋନୀଙ୍କ ଭାଗ୍ୟ

ନୂଆଦିଲ୍ଲୀ,୨୮।୮: ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ନାହାନ୍ତି। କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି ଭାରତୀୟ ଦଳରେ ତାଙ୍କ ସ୍ଥାନ ପାଇବାର ବିଶେଷ ସମ୍ଭାବନା ନାହିଁ। ଆସନ୍ତା ୧୫ ତାରିଖରୁ…

ପିଟି ଉଷାଙ୍କ ସହ ସିନ୍ଧୁଙ୍କ ଫଟୋ ଭାଇରାଲ

ନୂଆଦିଲ୍ଲୀ,୨୮।୮- କିମ୍ବଦନ୍ତୀ ଧାବିକା ପିଟି ଉଷା ୨୦୦୧ରେ ପି.ଭି. ସିନ୍ଧୁଙ୍କ ସହ ଫଟୋ ଉଠାଇଥିଲେ। ୨୦୦୦ ମସିହାରେ ଟ୍ରାକରୁ ଅବସର ନେଇଥିବା ପାୟୋଲି ଏକ୍ସପ୍ରେସ ଭାବେ ପରିଚିତ ଆଥ୍‌ଲେଟ ସେତେବେଳେ କଦାପି ଚିନ୍ତା କରି ନ ଥିଲେ କୋଳରେ ବସିଥିବା ଝିଅ…

ଏହି ବିଦେଶୀ କ୍ରିକେଟର ଶେୟାର କଲେ ଆଲିଆ ଭଟ୍ଟଙ୍କ ଫଟୋ

ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ହର୍ଶେଲ ଗିବ୍ସ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏକ ଆନିମେଟେଡ୍‌ ଫଟୋ ନିଜ ଟୁଇଟରରେ ଶେୟାର କରି ଟ୍ରୋଲ୍‌ ହୋଇଛନ୍ତି। ଗିବ୍ସଙ୍କ ଏକ ଟୁଇଟକୁ ଜଣେ ୟୁଜର୍ସ ଲାଇକ୍‌ କରିଥିଲେ। ସେ ଖୁସି ହୋଇ ଆଲିଆଙ୍କ…

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଇଣ୍ଡିଜ ଦଳରେ ପରିବର୍ତ୍ତନ

ଜାମାଇକା,୨୮।୮(ପିଟି): ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଏଠାରେ ଶୁକ୍ରବାରଠାରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ୧୩ ଜଣିଆ ଇଣ୍ଡିଜ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି। ଗୋଇଠି ଜନିତ ଆହତ ସମସ୍ୟା ଯୋଗୁ ପ୍ରଥମ ମ୍ୟାଚ୍‌ ଖେଳି ନ…

କେରଳର ନେତୃତ୍ୱ ନେବେ ଉଥାପ୍ପା

କୋଚି,୨୮।୮: ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ରବିନ ଉଥାପ୍ପା ସୀମିତ ଓଭର ଘରୋଇ କ୍ରିକେଟରେ କେରଳ ଦଳର ଅଧିନାୟକ ଭାବେ ମନୋନୀତ ହୋଇଛନ୍ତି। ନିକଟରେ ବେଙ୍ଗାଲୁରୁଠାରେ ହିମାଚଳ ପ୍ରଦେଶ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଉଥାପ୍ପା ଦଳର ନେତୃତ୍ୱ ନେଇଥିଲେ। ହେଲେ ଦଳର ନିୟମିତ…

କୋହଲି ପିଉଥିବା ପାଣିର ଦାମ୍‌ ଜାଣିଲେ ଉଡିଯିବ ହୋସ୍‌

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଜ ଫିଟ୍‌ନେସକୁ ବିଶେଷ ଗୁରୁତ୍ୱ ଦିଅନ୍ତି, ଯାହା ସଭିଙ୍କୁ ଜଣା। ସେ କଦାପି ଡାଏଟ୍‌ କିମ୍ବା ଏକ୍ସରସାଇଜ କରିବାକୁ ଭୁଲନ୍ତି ନାହିଁ। ଶରୀର ପାଇଁ ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ସେ ବେଶ…

ଭୁବନେଶ୍ୱରରେ ହେବ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌

ଭୁବନେଶ୍ୱର, ୨୮।୮ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ନୂଆ ଫର୍ଦ୍ଦ। ଦେଶର କ୍ରୀଡ଼ା ରାଜଧାନୀ ଭାବେ ପରିଚିତି ଲାଭ କରିଥିବା ଭୁବନେଶ୍ୱରରେ ପୁଣି ଗୋଟିଏ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଦେଖିବାକୁ ପାଇବେ ଓଡ଼ିଶାବାସୀ। ପୂର୍ବରୁ…

୧୫ ବର୍ଷରୁ କମ୍‌ ଫୁଟ୍‌ବଲ: ହିମାଂଶୁଙ୍କ ହ୍ୟାଟ୍ରିକ୍‌: ଭାରତର ସହଜ ବିଜୟ

କଲ୍ୟାଣି (ପଶ୍ଚିମବଙ୍ଗ), ୨୮ା୮ (ପି.ଟି.)- ଚଳିତ ୧୫ ବର୍ଷରୁ କମ୍‌ ବାଳକ ସାଫ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଭାରତ ଆଉ ଏକ ଚମତ୍କାର ପ୍ରଦର୍ଶନ କରିଛି। ଦଳ ମଙ୍ଗଳବାର ଏକ ମୁକାବିଲାରେ ଶ୍ରୀଲଙ୍କାକୁ ୫-୦ ଗୋଲରେ ପରାସ୍ତ କରିଛି। ମ୍ୟାଚର ଦୃଷ୍ଟି ଆକର୍ଷଣକାରୀ…

୮୫ବର୍ଷରେ ଅବସର ନେବେ ପେସ୍‌ ବୋଲର

ଲଣ୍ଡନ,୨୮ା୮(ଏଏଫ୍‌ପି)-ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ଭିଭିଆନ ରିଚାର୍ଡ, ଗ୍ୟାରି ସୋବର୍ସ ଏବଂ ଫ୍ରାଙ୍କ୍‌ ଓରେଲ୍‌ଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କ ସହିତ ଯଦିଓ ସମକକ୍ଷ ନୁହଁନ୍ତି କିନ୍ତୁ କ୍ରିକେଟରେ ଅଧିକ ଦିନ ଧରି ତିଷ୍ଠି ରହିବାରେ ଏହି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ସେସିଲ ରାଇଟ୍‌।…

ୟୁଏସ୍‌ ଓପନ୍‌: ସିଡେଡ୍‌ ଖେଳାଳିଙ୍କ ଅଗ୍ରଗତି

ନ୍ୟୁୟର୍କ, ୨୮।୮(ଏଏଫ୍‌ପି)- ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ୍‌ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ର ପୁରୁଷ ଓ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ସିଡେଡ ଖେଳାଳିମାନେ ଅଭିଯାନ ଆରମ୍ଭ କରିଛନ୍ତି। ସୋମବାର ଟପ୍‌ ସିଡ୍‌ ନୋଭାକ ଜୋକୋଭିଚ୍‌, ଫ୍ରେଞ୍ଚ୍‌ ଓପନ ଚାମ୍ପିୟନ ଆଶେଲେ ବାର୍ଟି,…

ଆହୁରି ଭଲ ଖେଳିବା ଲକ୍ଷ୍ୟରେ ରହିଛି: ନାଗାଲ

ନ୍ୟୁୟର୍କ,୨୮।୮- ଗ୍ରାଣ୍ଡସ୍ଲାମ ଡେବ୍ୟୁ ମ୍ୟାଚ୍‌ ମୋ ପାଇଁ ବିଶେଷ ଅଭିଜ୍ଞତା ଆଣିଦେଇଛି। ଟେନିସର ଭଗବାନ କୁହାଯାଉଥିବା ରୋଜର ଫେଡରରଙ୍କ ବିପକ୍ଷରେ ଗ୍ରାଣ୍ଡସ୍ଳାମ ପଦାର୍ପଣ କରିବାର ଓ ପ୍ରଥମ ସେଟ୍‌ ବିଜୟୀ ହେବା ମୋ ପାଇଁ ଅବିଶ୍ୱସନୀୟ ଥିଲା ବୋଲି ସୁମିତ ନାଗାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?