ଖେଳ

ଗର୍ଭାବସ୍ଥାର ଶେଷ ମାସରେ ଏହା ଖାଇବାକୁ ମନ ବଳାଇଲେ ଅନୁଷ୍କା: ରେଷ୍ଟୁରାଣ୍ଟ ନେଲେ ବିରାଟ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ ଗର୍ଭାବସ୍ଥାର ଶେଷ ମାସରେ ଏକାକୀ ଛାଡିବାକୁ ଚାହୁଁ ନ ଥିଲେ। ତେଣୁ ସେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌କୁ ଅଧାରୁ ଛାଡି ଭାରତ ଫେରିଆସିଥିଲେ। ଏବେ ବିରାଟ ଅନୁଷ୍କାଙ୍କର ପୁରା…

ପ୍ରଥମ ଦିନରେ ନିରାଶ କଲେ ବୋଲର୍‌

ସିଡନୀ,୭।୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟର ପ୍ରଥମ ଦିନ ମାତ୍ର ୫୫ ଓଭର ଖେଳ ହୋଇଛି। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ଟେଷ୍ଟରେ ଅଷ୍ଟ୍ରେଲିଆ କ୍ୟାପଟେନ ଟିମ ପେନ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।…

ଏହି ଖାସ୍‌ ବନ୍ଧୁଙ୍କ ପାଇଁ ଭାବପ୍ରବଣ ହେଲେ ଗାଙ୍ଗୁଲି

କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ସୌରଭ ଗାଙ୍ଗୁଲିଙ୍କୁ ଗୁରୁବାର କୋଲକାତାର ଉଡଲାଣ୍ଡ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ସେ ତାଙ୍କ ପିଲାଦିନର ବନ୍ଧୁ ଜୟଦୀପଙ୍କୁ ଜୀବନର କଠିନ ସମୟରେ ତାଙ୍କ ପାଖରେ ଠିଆ ହୋଇଥିବାରୁ ଧନ୍ୟବାଦ…

ଅନୁଷ୍କାଙ୍କ ହାତଧରି କ୍ଲିନିକ୍‌ ନେଇ ଗଲେ ବିରାଟ କୋହଲି

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହି ସମୟରେ ସେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। କେବଳ ସୋସିଆଲ ମିଡିଆରେ ନୁହେଁ, ନିଜ ଶୁଟିଂରେ ମଧ୍ୟ ବ୍ୟସ୍ତ ରହୁଛନ୍ତି। ଏହାସହ ସେ ଚେକ୍‌ଅପ୍‌ ପାଇଁ ମଧ୍ୟ କ୍ଲିନିକ୍‌ ଯାଉଛନ୍ତି।…

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଗାଙ୍ଗୁଲି

କୋଲକାତା,୭।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଗୁରୁବାର ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ହସ୍ପିଟାଲରୁ ବାହାରକୁ ଆସି ଗାଙ୍ଗୁଲି କହିଛନ୍ତି, ମୁଁ ଏବେ ଠିକ୍‌ ଅଛି ଏବଂ ଖୁବ୍‌ଶୀଘ୍ର ଫେରିବି। କୋଲକାତାର ଉଡ୍‌ଲ୍ୟାଣ୍ଡ୍‌ ହସ୍ପିଟାଲରେ ଗାଙ୍ଗୁଲିଙ୍କ ଚିକିତ୍ସା…

ସାର୍କ ଧରିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ କୁନି ପୁଅ

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ନିଜ ପରିବାର ସହ ସମୟ ବିତାଉଛନ୍ତି। ନିକଟରେ ନିଜ ପୁଅ ସହ ଏକ ଫଟୋ ଶେୟାର କରିଛନ୍ତି। ଯାହା ଭାଇରାଲ ହୋଇଛି। ଫଟୋରେ ତାଙ୍କ ପୁଅ ଏକ ସାର୍କ ଧରିଥିବା ନଜର ଆସୁଛନ୍ତି।…

ଏହି ମହିଳା ରଚିଲେ ଇତିହାସ, ପୁରୁଷ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମ ମହିଳା ଭାବେ କଲେ ଅମ୍ପାୟାରିଂ

ସିଡନୀ,୭।୧: ସିଡନୀ କ୍ରିକେଟ ଗ୍ରାଉଣ୍ଡରେ (ଏସସିଜି) ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ କ୍ଲେର୍‌ ପୋଲୋସାକ ଅମ୍ପାୟାର୍‌ ହୋଇଛନ୍ତି। ଏହା ସହ ସେ ପୁରୁଷ କ୍ରିକେଟ ମ୍ୟାଚରେ ଅଫିସିଆଲ ପ୍ରଥମ ମହିଳା ଅମ୍ପାୟାର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।…

ଦିନେ ତାଙ୍କ ପ୍ରତିଭାକୁ ଚିହ୍ନିଥିଲେ ଗୌତମ ଗମ୍ଭୀର, ଆଜି ଭାରତୀୟ ଦଳରେ ପାଇଲେ ସ୍ଥାନ

ସିଡନୀ,୭।୧: ଭାରତୀୟ ଦ୍ରୁତ ବୋଲର ନବଦୀପ ସଇନି ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଛନ୍ତି। ଫଳରେ ସେ ଭାରତର ୨୯୯ତମ ଟେଷ୍ଟ କ୍ରିକେଟର ହୋଇଛନ୍ତି। ଆହତ ଉମେଶ ଯାଦବଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ସେ ଏକାଦଶରେ ସ୍ଥାନ…

ଜାତୀୟ ସଙ୍ଗୀତ ବାଜୁଥିବାବେଳେ ଭୋ ଭୋ ହୋଇ କାନ୍ଦିଲେ ଏହି କ୍ରିକେଟର୍‌

ସିଡନୀ,୭।୧: ସିଡନୀ କ୍ରିକେଟ ଗ୍ରାଉଣ୍ଡରେ (ଏସସିଜି) ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ ଜାତୀୟ ସଂଗୀତରେ ଭାବପ୍ରବଣ ହୋଇଥିଲେ। ସିରାଜ ତାଙ୍କ ଭାବନାକୁ ନିୟନ୍ତ୍ରଣ କରିପାରି ନ ଥିଲେ ଏବଂ…

ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟ୍‌କା

ସିଡନୀ,୭।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟେଷ୍ଟ ସିରଜ୍‌ର ତୃତୀୟ ମ୍ୟାଚ ସିଡନୀରେ ଆରମ୍ଭ ହୋଇଛି। ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଘରୋଇ ଟିମ୍‌ ପ୍ରଥମେ ବ୍ୟାଟିଂ କରିବାକୁ ଆସି ୩.୩…

ତୃତୀୟ ଟେଷ୍ଟ: ପ୍ରଥମ ମହିଳା ମ୍ୟାଚ ଅଫିସିଆଲ କ୍ଲେୟାର ପୋଲୋସାକ

ସିଡ୍‌ନୀ, ୭।୧(ପି.ଟି.): ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଏକ ନୂଆ କଥା ଦେଖିବାକୁ ମିଳିବ। ପ୍ରଥମଥର ପାଇଁ ଏକ ପୁରୁଷ ମ୍ୟାଚରେ ଜଣେ ମହିଳା ମ୍ୟାଚ ଅଫିସିଆଲ ଦାୟିତ୍ୱରେ ରହିବେ। ସେ ହେଉଛନ୍ତି ଅଷ୍ଟ୍ରେଲିଆର କ୍ଲେୟାର…

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ପୁମାସ ୫ ଉଇକେଟରେ ବିଜୟୀ

ଭୁବନେଶ୍ୱର, ୭।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ବୁଧବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ପୁମାସ ୫ ଉଇକେଟରେ ଜାଗୁଆର୍ସକୁ ପରାସ୍ତ କରିଛି। ଜାଗୁଆର୍ସ ୨୦ ଓଭରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?