ମାର୍ଗାଓ, ୨୦ା୨: ରୟ କ୍ରିଷ୍ଣାଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଚଳିତ ହିରୋ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ)ର ଶୁକ୍ରବାର ମ୍ୟାଚରେ ଟେବୁଲ ଟପ୍ପର ଏଟିକେ ମୋହନବାଗାନ ୩-୧ ଗୋଲ୍ରେ ଏସ୍ସି ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି। କ୍ରିଷ୍ଣା ୧୫ତମ ମିନିଟ୍ରେ ପ୍ରଥମ ଗୋଲ ଦେଇଥିଲେ। ମାତ୍ର ଅସାବଧାନତା ଯୋଗୁ ୪୧ତମ ମିନିଟରେ ଦଳର ଜୋସ୍ ଲୁଇସ୍ ଏସ୍ପିନୋସା ଆରୋୟୋ ଏକ ଆତ୍ମଘାତୀ ଗୋଲ କରିବାରୁ ମ୍ୟାଚ ୧-୧ ସ୍ତରକୁ ଚାଲିଆସିଥିଲା। ପ୍ରଥମାର୍ଦ୍ଧ ଖେଳ ଏହି ସ୍ଥିତିରେ ଶେଷ ହୋଇଥିଲା। ରୟ କ୍ରିଷ୍ଣାଙ୍କ ସହାୟତାରେ ଡେଭିଡ୍ ଓ୍ବିଲିୟମ୍ସ (୭୨ତମ) ଏବଂ ଜାଭିହର୍ନାଣ୍ଡେଜ ୮୯ତମ) ଅନ୍ୟ ଦୁଇଟି ଗୋଲ ସ୍କୋର କରିଥିଲେ। ଏହି ଏକତରଫା ମ୍ୟାଚର ୫୫% ପ୍ରତିଶତ ସମୟ ବଲ୍ ପରାଜିତ ଦଳ ନିକଟରେ ରହିଥିଲା। ଇଷ୍ଟବେଙ୍ଗଲର ପାସ୍ ଆକୁରେସି ହାର ୭୧ % ରହିଥିବା ବେଳେ ମୋହନ ବାଗାନର ୬୭% ଥିଲା। ଉଭୟ ଦଳର ଫାଉଲ ସଂଖ୍ୟା ସମାନ ୧୬ ରହିଥିଲା। ସେହିପରି ପରାଜିତ ଦଳ ୬ଟି କର୍ନର ପାଇଥିବାବେଳେ ବିଜୟୀ ଦଳକୁ ୪ଟି କର୍ନର ମିଳିଥିଲା।

ପ୍ରଥମ କେତୋଟି ମ୍ୟାଚ ଖେଳି ନ ପାରନ୍ତି ମାଲିଙ୍ଗା
ନୂଆଦିଲ୍ଲୀ, ୨୨ା୮ (ପି.ଟି.)- ବ୍ୟକ୍ତିଗତ କାରଣରୁ ଆସନ୍ତା ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରଥମ କେତୋଟି ମ୍ୟାଚ୍ ଲାଗି ଉପଲବ୍ଧ ହୋଇ ନ ପାରନ୍ତି ଶ୍ରୀଲଙ୍କାର...

ଓଡ଼ିଶା ଏଫସି ଛାଡ଼ିଲେ ଗମ୍ବାଉ
ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପର ଲିଗ୍(ଆଇଏସଏଲ)ରେ ପ୍ରଥମ ପଦାର୍ପଣରେ ପ୍ରଦର୍ଶନର ଛାପ ଛାଡ଼ିଥିବା ଓଡ଼ିଶା ଏଫସି କୋଚ୍ ଜୋସେପ ଗମ୍ବାଉ ପଦ ଛାଡ଼ିବାକୁ ନିଷ୍ପତ୍ତି...

ଇନ୍ଷ୍ଟାଗ୍ରାମ୍ରେ କୋହଲିଙ୍କ ଅନୁସରଣକାରୀ ସର୍ବାଧିକ
ନୂଆଦିଲ୍ଲୀ, ୩ା୩ (ପି.ଟି.)-ଭାରତୀୟ ଅଧିନାୟକ ବିରାଟ କୋହଲି ହେଉଛନ୍ତି ପ୍ରଥମ କ୍ରିକେଟର, ଯାହାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ୍ରେ ଅନୁସରଣକାରୀଙ୍କ ସଂଖ୍ୟା ପ୍ରାୟ ୧୦୦ ନିୟୁତ।...

ଇଂଲଣ୍ଡ ଗସ୍ତରୁ ଓହରିଲା ଭାରତୀୟ ମହିଳା କ୍ରିକେଟ୍ ଦଳ
ଲଣ୍ଡନ,୨୧।୭(ପି.ଟି.): ପ୍ରାସ୍ତାବିତ ଇଂଲଣ୍ଡ ଗସ୍ତରୁ ଭାରତୀୟ ମହିଳା ଦଳ ଓହରିଯାଇଛି। କୋଭିଡ୍-୧୯ ମହାମାରୀକୁ ଦୃଷ୍ଟିରେ ରଖି ଦଳ ଏହି ନିଷ୍ପତ୍ତି ନେଇଛି। ଇଂଲଣ୍ଡ ଗସ୍ତରେ ଭାରତ...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: କୋହଲିଙ୍କୁ ହଟାଇ ଶୀର୍ଷରେ ସ୍ମିଥ୍
ଦୁବାଇ,୪।୯(ପି.ଟି.)- ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କର ୧ ନମ୍ବର ସ୍ଥାନ ହରାଇଛନ୍ତି। ସେ...

ଗୋଟିଏ ବର୍ଷରେ ସର୍ବାଧିକ ଶତକ
ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଅଧିକ ସଂଖ୍ୟାରେ ଶତକ ହାସଲ କରିବା ନିଶ୍ଚିତ ଭାବେ ଏକ ବଡ଼ ସଫଳତା। ଏଥିରେ ସଚିନ ତେନ୍ଦୁଲକର, ରିକି ପଣ୍ଟିଂ, ବିରାଟ...

୮ ବର୍ଷ ପରେ ପଡିଆକୁ ଓହ୍ଲାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଥିରୁଭାନନ୍ତପୁରମ୍,୧।୧: ପ୍ରାୟ ୮ ବର୍ଷର ଦୀର୍ଘ ବ୍ୟବଧାନ ପରେ ଭାରତୀୟ କ୍ରିକେଟର୍ ଏସ୍ ଶ୍ରୀସନ୍ତ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଘରୋଇ ସିରିଜ...

ଏନଡିିଟିଏଲ୍ ଉପରୁ ସସ୍ପେଣ୍ଡ ପ୍ରତ୍ୟାହାର ଉଦ୍ୟମ ଚାଲିଛି: କ୍ରୀଡ଼ା ମନ୍ତ୍ରୀ
ନୂଆଦିଲ୍ଲୀ, ୨୭ା୮ (ପି.ଟି.)-ନ୍ୟାଶନାଲ ଡୋପ୍ ଟେଷ୍ଟିଂ ଲାବରୋଟୋରିରୁ ଆସନ୍ତା ଦୁଇ ମାସ ମଧ୍ୟରେ ସସ୍ପେଣ୍ଡ ଆଦେଶ ପ୍ରତ୍ୟାହାର ଉଦ୍ୟମ ହେଉଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କରିନ...