Posted inଖେଳ

ଆଇପିଏଲ୍‌ରେ ସବୁଠୁ ବୟସ୍କ, କନିଷ୍ଠ ଦଳ ବିଷୟରେ ଜାଣନ୍ତି

ଚେନ୍ନାଇ,୨୦।୨:ଇଣ୍ଡିଆନ ପ୍ରିମିୟର ଲିଗ୨୦୨୧ର ନିଲାମରେ ମୋଟ ୫୭ ଖେଳାଳି ବିକ୍ରି ହୋଇଛନ୍ତି। କିଙ୍ଗସ ଏକାଦଶ ପଞ୍ଜାବ ସର୍ବାଧିକ ୯ ଖେଳାଳି କିଣିଥିବାବେଳେ ସନରାଇଜର୍ସ ହାଇଦ୍ରାବାଦ ମାତ୍ର ୩ ଖେଳାଳିଙ୍କ ଉପରେ କିଣିଥିଲା। ତେବେ ୮ଟି ଦଳ ମଧ୍ୟରୁ କେଉଁ ଦଳ ସବୁଠାରୁ କନିଷ୍ଠ ଏବଂ ଏକ ଦଳର ଖେଳାଳିଙ୍କ ହାରାହାରି ବୟସ ସର୍ବାଧିକ ଜାଣନ୍ତୁ।
ଚେନ୍ନାଇ ସୁପରକିଙ୍ଗ୍ସ ପୁଣି ଥରେ ଆଇପିଏଲର ବୟସ୍କ ଦଳ ହୋଇପାରିଛି। ଯଦି ଚେନ୍ନାଇ ଖେଳାଳିଙ୍କ ହାରାହାରି ବୟସ ଗଣନା କରାଯାଏ, ତେବେ ଏହା ୩୦.୪୦ ଅଟେ। ଦ୍ୱିତୀୟରେ କୋଲକାତା ନାଇଟ ରାଇଡର୍ସ ରହିଛି, ଯାହାର ଖେଳାଳିଙ୍କ ହାରାହାରି ବୟସ ୨୯। ହାରାହାରି ବୟସ ୨୬.୧୬ ଥିବା ରାଜସ୍ଥାନ ରୟାଲ୍ସ ହେଉଛି ସର୍ବକନିଷ୍ଠ ଦଳ। ଆଇପିଏଲ୍‌ର ସବୁଠୁ ବୟସ୍କ ଖେଳାଳି ହେଉଛନ୍ତି ଇମ୍ରାନ ତାହିର, ଯିଏ ମାର୍ଚ୍ଚ ୨୭ରେ ୪୨ ବର୍ଷରେ ପଦାର୍ପଣ କରିବେ। ତାଙ୍କ ପରେ କ୍ରିସ ଗେଲ ୪୧ ବର୍ଷ ଏବଂ ହରଭଜନ ସିଂଙ୍କୁ ୪୦ବର୍ଷ ବୟସ। ଚେନ୍ନାଇ ଏବଂ ପଞ୍ଜାବକୁ ତାହିର ଏବଂ ଗେଲ ରଖିଥିବାବେଳେ ହରଭଜନଙ୍କୁ କୋଲକାତା ନାଇଟ ରାଇଡର୍ସ ୨ କୋଟି ଟଙ୍କାରେ କିଣିଛନ୍ତି। ରାଜସ୍ଥାନ ରୟାଲ୍ସ ଦଳର ସିଜିନତୁରେ ୩ଟି କନିଷ୍ଠ ଖେଳାଳି ଅଛନ୍ତି। ଯଶସୱୀ ଜୟସୱାଲ ଏବଂ ରିଆନ ପାରାଗଙ୍କୁ ୧୯ ବର୍ଷ ବୟସ। ସନରାଇଜର୍ସ ହାଇଦ୍ରାବାଦରେ ଯୋଗ ଦେଇଥିବା ମୁଜିବ ଉର ରେହମାନଙ୍କୁ ମଧ୍ୟ ୧୯ ବର୍ଷ ବୟସ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri