Posted inଖେଳ

ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଇତିହାସ ରଚିଲେ ମିତାଲି; ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ…

ଲକ୍ଷ୍ନୌ,୧୨।୩: ଭାରତୀୟ ମହିଳା ଦିନିକିଆ କ୍ରିକେଟ ଟିମ୍‌ର ଅଧିନାୟକ ମିତାଲି ରାଜ ଶୁକ୍ରବାର ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଟିମ୍‌ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ରେକର୍ଡ କରିଛନ୍ତି। ୩୮ ବର୍ଷୀୟ ମିତାଲି କ୍ରିକେଟର ଭାବେ ନିଜର ୧୦,୦୦୦ ରନ୍‌ ପୂରଣ କରିଛନ୍ତି। ତେବେ ସେ ଏଭଳି କରିଥିବା ପ୍ରଥମ ଭାରତୀୟ ମହିଳା କ୍ରିକେଟର ପାଲଟିଛନ୍ତି। ସେହିଭଳି ବିଶ୍ୱରେ ୧୦,୦୦୦ ରନ୍‌ ପୂରଣ କରିଥିବା ଦ୍ୱିତୀୟ ମହିଳା କ୍ରିକେଟର ସେ ପାଲଟିଛନ୍ତି। ତୃତୀୟ ଦିନିକିଆରେ ୩୫ରନ୍‌ ପୂରଣ କରିବା ମାତ୍ରେ ସେ ଇତିହାସ ରଚିଥିଲେ। ଏଯାବତ ସେ ୩୧୧ ମ୍ୟାଚ୍‌ ଖେଳିଥିବା ବେଳେ ୭୫ ଅର୍ଦ୍ଧଶତକ ଏବଂ ୮ ଶତକ ବଳରେ ୧୦୦୦୧ରନ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରତିଶ୍ରୁତି ଦେଇ ରଖିଲେ ଏହି କ୍ରିକେଟର୍‌, କଲେ ଏମିତି କାମ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ମହମ୍ମଦ କୈଫଙ୍କ ‘ନାଗିନ ଡ୍ୟାନ୍ସ’ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ନାଗିନ ଡ୍ୟାନ୍ସର...

ଭାରତୀୟ ଦଳକୁ ବଡ଼ ଝଟ୍‌କା

ଲଣ୍ଡନ,୧୯।୬(ପି.ଟି.)- ଭାରତୀୟ କ୍ରିକେଟ ଦଳର ବିଶ୍ୱକପ୍‌ ଅଭିଯାନକୁ ବୁଧବାର ବଡ଼ ଝଟ୍‌କା ଲାଗିଛି। ଦକ୍ଷ ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ...

ସହିଦ ନଗର ଏକାଦଶ ଚାମ୍ପିୟନ

ଭୁବନେଶ୍ୱର, ୨।୧(କ୍ରୀଡ଼ା ପ୍ରତିନିଧି): ରସୁଲଗଡ଼ ୟୁଥ୍‌ କ୍ଲବ ଆନୁକୂଲ୍ୟରେ ଆୟୋଜିତ ସନ୍ତୋଷ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ୨୩ତମ ସଂସ୍କରଣରେ ସହିଦ ନଗର ଏକାଦଶ ଚାମ୍ପିୟନ ହୋଇଛି।...

ଭାରତୀୟ ଟିମ୍‌ରୁ ବାହାର ହେଲେ କୁଲଦୀପ, ଜବାବରେ କୋହଲି କହିଲେ ଏଭଳି

ନୂଆଦିଲ୍ଲୀ,୨୫।୨: ଭାରତ-ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଜାରି ରହିଛି ତୃତୀୟ ଟେଷ୍ଟ ମ୍ୟାଚ୍‌। ଏଥିପାଇଁ ଘୋଷିତ ଭାରତୀୟ ଟିମ୍‌ରେ କୁଲଦୀପ ଯାଦବଙ୍କୁ ସାମିଲ...

ମହିଳା ପ୍ରିମିୟର ଲିଗର ସର୍ବାଧିକ ବେସ ପ୍ରାଇସ୍‌ ୫୦ ଲକ୍ଷରେ ୨୪ ଖେଳାଳି, ହରମାନପ୍ରୀତ-ସ୍ମୃତି ସାମିଲ…

ନୂଆଦିଲ୍ଲୀ,୮।୨ : ମହିଳା ପ୍ରିମିୟର ଲିଗ (ଡବ୍ଲୁପିଏଲ) ର ପ୍ରଥମ ସଂସ୍କରଣ ଚଳିତ ବର୍ଷ ମାର୍ଚ୍ଚ ୪ ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ...

କଳିଙ୍ଗରେ ହକି କ୍ୟାମ୍ପ ଆରମ୍ଭ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି)- ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ ହେବାକୁଥିବା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ମହିଳା...

ଆଜି ଇତିହାସ ରଚିଥିଲେ ସଚିନ

ନୂଆଦିଲ୍ଲୀ,୨୪ା୨- ୨୦୧୦ ମସିହା ଫେବୃୟାରୀ ୨୪ ତାରିଖ ଅର୍ଥାତ ଆଜିର ଦିନରେ ସଚିନ ତେନ୍ଦୁଲକର ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ ଫର୍ମାଟରେ ଦ୍ୱିଶତକ ହାସଲ...

ଅପରାଜିତା ଭାରତୀୟ ଦଳର କୋଚ୍‌

ଭୁବନେଶ୍ୱର, ୭।୯(କ୍ରୀଡ଼ା ପ୍ରତିନିଧି): ଚଳିତମାସ ୧୫ରୁ ୨୮ ପର୍ଯ୍ୟନ୍ତ ଜର୍ଜିଆର ବାଟୁମିଠାରେ ହେବାକୁ ଯାଉଛି ଫିଡେ (ଆନ୍ତର୍ଜାତୀୟ ଚେସ୍‌ ଫେଡେରେଶନ୍‌) ୱାଲର୍‌ଡ କ୍ୟାଡେଟ୍‌ ଚେସ୍‌ ଚାମ୍ପିୟନଶିପ୍‌।...

Advertisement
Archives

Model This Week