Posted inଖେଳ

ପ୍ରଥମେ ବ୍ୟାଟିଂ କରିବ ଭାରତ

ଅହମ୍ମଦାବାଦ,୧୨।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ଆଗ ବ୍ୟାଟିଂ କରିବ। ଭ୍ରମଣକାରୀ ଦଳର ଅଧିନାୟକ ଇଆନ ମୋର୍ଗାନ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନେଇଛନ୍ତି ନିଷ୍ପତ୍ତି।

ବରିଷ୍ଠ ଓପନର ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ବଦଳରେ ଲୋକେଶ ରାହୁଲଙ୍କ ସହ ଶିଖର ଧାଓ୍ବନ ଓପନିଂ କରିବେ। ଏହା ବ୍ୟତୀତ ଦଳରେ ଋଷଭ ପନ୍ତ ଓ ଭୁବନେଶ୍ୱର କୁମାରଙ୍କୁ ଯାଗା ଦିଆଯାଇଛି।

ଭାରତୀୟ ଦଳ : ଲୋକେଶ ରାହୁଲ, ଶିଖର ଧାଓ୍ବନ, ବିରାଟ କୋହଲି (ଅଧିନାୟକ), ଶ୍ରେୟାସ ଆୟର, ଋଷଭ ପନ୍ତ (ଉଇକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଶାର୍ଦ୍ଦୁଳ ଠାକୁର ଓ ୟୁଜଭେନ୍ଦ୍ର ଚହଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ୱିତୀୟ ଦିନ ଖେଳ ଶେଷ: ଭାରତ ୯୬/୨

ସିଡନୀ,୮।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଭାରତୀୟ ଭଲ ଆରମ୍ଭ ଦେଇଛନ୍ତି ରୋହିତ୍‌ ଶର୍ମା ଓ ଶୁବମାନ ଗିଲ। ଷ୍ଟିଭ ସ୍ମିଥଙ୍କ...

ବ୍ୟସ୍ତବହୁଳ କାର୍ଯ୍ୟସୂଚୀ

ଆଗକୁ ଟିମ୍‌ ଇଣ୍ଡିଆ ପାଇଁ ଅନେକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି। ଅକ୍ଟୋବର ଏବଂ ନଭେମ୍ବରରେ ଏକଦିବସୀୟ ଆଇସିସି ବିଶ୍ୱକପ୍‌ ଭାରତରେ ଖେଳାଯିବ। ଚଳିତ ବର୍ଡର-ଗାଭାସ୍କର ସିରିଜ୍‌...

ମୁଁ କାର୍ତ୍ତିକଙ୍କୁ ଟି୨୦ ବିଶ୍ୱକପ୍‌ ଟିମ୍‌ରେ ରଖିବି ନାହିଁ: ଗମ୍ଭୀର

ନୂଆଦିଲ୍ଲୀ,୧୫।୬: ଆଇପିଏଲ୍‌ ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଏକ ଫିନିଶର ଭାବେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ଦୀନେଶ କାର୍ତ୍ତିକ। ଏହାକୁ ନେଇ ତାଙ୍କୁ ଟି-୨୦...

ସିଜନର ଶେଷ ଗେମ୍‌ ଖେଳିବ ଓଏଫ୍‌ସି: ବିଜୟ ସହ ପ୍ଲେ ଅଫ୍‌ ଲକ୍ଷ୍ୟ

ଭୁବନେଶ୍ୱର,୨୨।୨(ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ୍‌ ସୁପର ଲିଗ୍‌ରେ ସିଜନର ନିଜର ଅନ୍ତିମ ମ୍ୟାଚ ଜାମସେଦପୁର ଏଫ୍‌ସି ବିପକ୍ଷରେ ଖେଳିବ ଓଡ଼ିଶା ଏଫ୍‌ସି (ଓଏଫ୍‌ସି)। କଳିଙ୍ଗ ଷ୍ଟାଡିୟମରେ ବୁଧବାର...

ଭାରତୀୟ କ୍ରିକେଟର ଅଭୁଲା ଦିନ

ନୂଆଦିଲ୍ଲୀ,୧୪।୯: ଆଜିକୁ ଠିକ୍‌ ୧୪ ବର୍ଷ ତଳେ ଅର୍ଥାତ ୨୦୦୭, ସେପ୍ଟେମ୍ବର ୧୪ ତାରିଖରେ ଭାରତୀୟ ଦଳ ଟି୨୦ ଫର୍ମାଟରେ ପ୍ରଥମ ଥର ପାଇଁ ପାକିସ୍ତାନକୁ...

ବସନ୍ତ ରାୟଜୀଙ୍କୁ ପୂରିଲା ଶହେ ବର୍ଷ: ସଚିନ-ଷ୍ଟିଭ୍‌ ଓ୍ବଗ୍‌ କାଟିଲେ କେକ୍‌

ନୂଆଦିଲ୍ଲୀ,୨୬।୧: ବରିଷ୍ଠ କ୍ରିକେଟର ବସନ୍ତ ରାୟଜୀଙ୍କୁ ରବିବାର ଶହେ ବର୍ଷ ପୂରିଛି। ଏହି ଅବସରରେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଏବଂ ଅଷ୍ଟ୍ରେଲିଆ କ୍ରିକେଟର ଷ୍ଟିଭ୍‌...

ଇର୍ଫାନ, କପିଳଙ୍କ ସମକକ୍ଷ ହେଲେ ବୁମରା

କେପ୍‌ ଟାଉନ,୧୨।୧: ନ୍ୟୁଲାଣ୍ଡ୍ସରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ପ୍ରଥମ ଇନିଂସରେ ୫ ଉଇକେଟ ସଫଳତା ହାସଲ କରିଛନ୍ତି ଯଶପ୍ରୀତ ବୁମରା। ଏହା ତାଙ୍କ...

କୋରିଓଗ୍ରାଫର ଧନଶ୍ରୀଙ୍କୁ ବିବାହ କରିବେ ଚହଲ

ନୂଆଦିଲ୍ଲୀ, ୮।୮: ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଭାରତୀୟ ସୀମିତ ଓଭର କ୍ରିକେଟ୍‌ ଦଳର ପ୍ରମୁଖ ସ୍ପିନର ୟୁଜବେନ୍ଦ୍ର ଚହଲ। ସେ ତାଙ୍କ ଜୀବନ...

Advertisement
Archives

Model This Week