Posted inଖେଳ

ଭାରତ ପାଇଁ ଧୋନୀ ଯେଭଳି ଥିଲେ, ଇଂଲଣ୍ଡ ପାଇଁ ଇୟୋନ ମୋର୍ଗାନ ସେଭଳି ବୋଲି କହିଲେ ଏହି କ୍ରିକେଟର; ଏଭଳି କଲେ ପ୍ରଶଂସା

ଅହମ୍ମଦାବାଦ,୧୨।୩: ଭାରତ ବିପକ୍ଷ ଟେଷ୍ଟ ସିରିଜରେ ୧-୩ରେ ପରାଜିତ ହେବା ପରେ ଏବେ ଦଳ ସୀମିତ ଓଭର ସିରିଜ୍‌ରେ ନିଜର ଦମ୍‌ ଦେଖାଇବାକୁ ଅଣ୍ଟା ଭିଡିଛି। ଶୁକ୍ରବାର ଉଭୟ ଟିମ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ସିରିଜର ପ୍ରଥମ ମୁକାବିଲା ଖେଳାଯିବ। ଏହା ପୂର୍ବରୁ ଇଂଲଣ୍ଡର ପୂର୍ବ ଅଫ୍‌ ସ୍ପିନର ଗ୍ରୀମ୍‌ ସ୍ବାନ୍‌ ନିଜ ଟିମ୍‌ ଭଲ ଖେଳିବ ବୋଲି ଆଶା ପ୍ରକାଶ କରିଛନ୍ତି। ଟେଷ୍ଟ ସିରିଜର ବିଫଳତାକୁ ଭୁଲି ଦଳ ଉଲ୍ଲେଖନୀୟ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି।

ସ୍ବାନ୍‌ ଇଂଲଣ୍ଡକୁ ବିଶ୍ୱକପ୍‌ ଜିତାଇଥିବା ଅଧିନାୟକ ଇୟୋନ୍‌ ମୋର୍ଗାନଙ୍କ ଉପରେ ବିଶ୍ୱାସ ରହିଛି। ତାଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ଟିମ୍‌ ବେଶ ଭଲ ଖେଳୁଛି। ଇଂଲଣ୍ଡ ପାଇଁ ମୋର୍ଗନ ଏମିତି ଏକ ଖେଳାଳି ପାଲଟିଛନ୍ତି, ଏକ ସମୟରେ ଏମ୍‌ଏସ୍‌ ଧୋନୀ ସେଭଳି ଥିଲେ ବୋଲି ସେ କହିଛନ୍ତି। ଅଧିନାୟକ ଏବଂ ଲିଡର୍‌ ଭାବେ ମଇଦାନରେ ତାଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଏବେ ଖେଳାଳି ତାଙ୍କ ପାଇଁ ଖେଳୁଛନ୍ତି। ଆଗାମୀ ସିରିଜ ତାଙ୍କ ଖେଳ ଉପରେ ନିର୍ଭର କରିବ। ଯଦି ଉଭୟ ଅଧିନାୟକ ଏବଂ ବ୍ୟାଟ୍ସମ୍ୟାନ୍‌ ଭାବେ ସେ ସଫଳ ହୁଅନ୍ତି ତେବେ ଦଳ ବେଶ୍‌ ମଜଭୂତ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟଙ୍କ ସମକକ୍ଷ ହେଲେ ରୋହିତ, ପଛରେ ପଡ଼ିଲେ ବାବର

ରାଞ୍ଚି, ୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା ଭାରତ। ଦଳ ଏହି ମ୍ୟାଚ୍‌ରେ ଅତିଥି ଟିମ୍‌କୁ ପରାସ୍ତ କରି...

ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡର କ୍ରିକେଟ ମ୍ୟାଚ ଯୋଜନା

ମେଲବୋର୍ନ, ୧୩ା୫ (ପି.ଟି.)- କରୋନା ଭାଇରସ୍‌ ମହାମାରୀ ଯୋଗୁ ବର୍ତ୍ତମାନ ସ୍ଥିତିରେ ଇଣ୍ଟରନ୍ୟାଶନାଲ ଟୁର୍‌ ସମ୍ଭବନା ଦେଖା ଯାଉ ନ ଥିବାରୁ ଦୁଇ ପଡ଼ୋଶୀ ଦେଶ...

ରବି ଡୋପ୍‌ ଟେଷ୍ଟରେ ବିଫଳ

ନୂଆଦିଲ୍ଲୀ, ୧୮ା୬ (ପି.ଟି.)-୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଓଡ଼ିଶା ଭାରୋତ୍ତୋଳକ କେ. ରବି କୁମାର ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବାରୁ ତାଙ୍କୁ ସାମୟିକ...

ଫିଲ୍ମ ‘୮୩’ ଦେଖି କାନ୍ଦିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତା ରଣଭୀର ସିଂ ତାଙ୍କର ଆଗାମୀ ଫିଲ୍ମ ‘୮୩’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ୧୯୮୩ ମସିହାରେ ଭାରତର କ୍ରିକେଟ ବିଶ୍ୱକପ ବିଜୟ...

ନିଜ ଦୁଃଖ ବଖାଣିଲେ ଧୋନୀ

ମୁମ୍ବାଇ, ୨୦।୪: ଆଇପିଏଲ୍‌ ୨୦୨୧ରେ ଏମଏସ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ନିଜ ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ବିଜୟ...

ରୁଟ୍‌ ଖେଳିବେନି, ଷ୍ଟୋକ୍ସ ନେତୃତ୍ୱ ନେବେ

ଲଣ୍ଡନ, ୩୦।୬(ପି.ଟି.):ଦ୍ୱିତୀୟ ସନ୍ତାନର ଜନକ ହେବାକୁ ଯାଉଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଖେଳିବେ ନାହିଁ। ଆସନ୍ତା ସପ୍ତାହରୁ...

ଟପ୍‌ ୩ ବ୍ୟାଟ୍ସଓମେନଙ୍କ ମଧ୍ୟରେ ଭାରତର ୨

ଦୁବାଇ,୨୦।୭: ଆଇସିସି ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍‌ର ଟପ୍‌-୩ରେ ସ୍ଥାନ ପାଇଛନ୍ତି ଦୁଇ ଭାରତୀୟ। ଭାରତୀୟ ଦଳର ଅଧିନାୟିକା ମିଥାଲି ରାଜ ପୁଣି ଥରେ ଶୀର୍ଷକୁ ଫେରିଥିବାବେଳେ...

ଟି-୨୦ କ୍ରିକେଟରେ ଗୋଟିଏ ବି ନୋ’ ବଲ୍‌ ପକାଇନାହାନ୍ତି ଏହି ୩ ଭାରତୀୟ ବୋଲର୍‌

କ୍ରିକେଟରେ ନୋ ବଲ୍‌ ଏକ ସାଧାରଣ କଥା। କିନ୍ତୁ ଥରେ ଥରେ ଏହି ନୋ ବଲ୍‌ ଯୋଗୁ ମ୍ୟାଚ୍‌ର ରୂପରେଖ ବଦଳିଯାଇଥାଏ। ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ...

Advertisement
Archives

Model This Week