ଖେଳ

ଆଉ ଗୋଟିଏ ଶତକ ମାରିଲେ ବିଶ୍ୱ ରେକର୍ଡ ଭାଙ୍ଗିବେ କୋହଲି

ଅହମ୍ମଦାବାଦ,୨।୩: ମାର୍ଚ୍ଚ ୪ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଇଂଳଣ୍ଡ ମଧ୍ୟରେ ୪ର୍ଥ ଟେଷ୍ଟ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ଯଦି…

ଦ୍ୱିତୀୟ ପାଳି ଆରମ୍ଭ କଲେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ୍‌ସ୍ପିନର୍‌ ହରଭଜନ ସିଂ ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। କ୍ରିକେଟରେ ସଫଳ ହେବା ପରେ ସେ ଏବେ ବଲିଉଡ୍‌ ମୁହାଁ ହୋଇଛନ୍ତି। ଜେପିଆର ଏବଂ ଶ୍ୟାମ ସୂର୍ଯ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଫେଣ୍ଡ୍‌ସିପ୍‌’ରେ ହରଭଜନ ଲିଡ୍‌…

ଜେଲ୍‌ ଗଲେ ଏହି କ୍ରିକେଟର୍‌

ସିଡନୀ,୨।୩: ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଲୁକ ପୋମର୍ସବାକଙ୍କୁ ଅ ଡ୍ରଗ୍ସ ଏବଂ ଚୋରି ମାମଲାରେ ତାଙ୍କୁ ପୋଲିସ ଗିରଫ କରିଛି। ଚଳିତ ବର୍ଷ ଜାନୁୟାରୀ ୨୪ରୁ ଫେବୃୟାରୀ ୧୬ ମଧ୍ୟରେ ଦକ୍ଷିଣ ପର୍ଥ, ସ୍କାର୍ବୋରୋ ଏବଂ କାଠଯୋଡି ଅଞ୍ଚଳରୁ ଲୁକ ଅଳଙ୍କାର,…

ପ୍ରଥମ ଭାରତୀୟ ଭାବେ ଏଭଳି କାରନାମା କଲେ କୋହଲି

କ୍ରିକେଟ୍‌ ପରେ ସୋସିଆଲ ମିଡିଆରେ ମଧ୍ୟ କୋହଲିଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ନିକଟରେ କୋହଲିଙ୍କ ଇନ୍‌ଗ୍ରାମ ଫଲୋଅର୍ସ ସହଖ୍ୟା ୧୦କୋଟିରେ ପହଞ୍ଚିଛି। ଏହି ଉପଲବ୍ଧି ହାସଲ କରିବାରେ କୋହଲି ପ୍ରଥମ ଭାରତୀୟ ବୋଲି ଜଣାପଡିଛି। ଫଲୋଅର୍ସ ସଂଖ୍ୟ ୧୦ କୋଟି ଛୁଇଁବା…

ଭାରତୀୟ ପିଚ୍‌ର ସମାଲୋଚନାକୁ ରିଚାଡର୍‌ସଙ୍କ ବିରୋଧ

ନୂଆଦିଲ୍ଲୀ,୨।୩ (ପି.ଟି.): ଚଳିତ ଟେଷ୍ଟ ସିରିଜରେ ଇଂଲଣ୍ଡ କ୍ରମାଗତ ଦୁଇଟି ଟେଷ୍ଟରେ ପରାସ୍ତ ହେବା ପରେ ଭାରତୀୟ ପିଚ୍‌କୁ ନେଇ ଚର୍ଚ୍ଚା ଚାଲିଛି। ଇଂଲଣ୍ଡର କେତେକ ପୂର୍ବତନ ଓ ଏବେକାର କ୍ରିକେଟ ଏ ନେଇ ବିଳାପ କରୁଛନ୍ତି। ତେବେ ଏହାକୁ ଓ୍ବେଷ୍ଟଇଣ୍ଡିଜ୍‌…

ମାଳବିକାଙ୍କୁ ଇଣ୍ଟରନ୍ୟାଶନାଲ ଟାଇଟଲ

ନୂଆଦିଲ୍ଲୀ, ୨ା୩ (ପି.ଟି.)- ଭାରତର ବରୁଣ କପୁର ଓ ମାଳବିକା ବନ୍‌ସୋଡ୍‌ କାମ୍ପାଲାରେ ଚାଲିଥିବା ଉଗାଣ୍ଡା ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ୨୦୨୧ରେ ପୁରୁଷ ଓ ମହିଳା ଟାଇଟଲ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ଭାରତ ବ୍ୟତୀତ ଜର୍ମାନୀ ଓ ଆଫ୍ରିକୀୟ ଦେଶଗୁଡ଼ିକରୁ ଖେଳାଳିମାନେ…

ଟ୍ରେସ୍କୋଥିକ୍‌ ଇଂଲଣ୍ଡର ନୂଆ ବ୍ୟାଟିଂ କୋଚ୍‌

ଲଣ୍ଡନ,୨ା୩(ପି.ଟି.)-ସୋମବାର ଇଂଲଣ୍ଡ ପୂର୍ବତନ ଓପନର ମାର୍କସ ଟ୍ରେସ୍କୋଥିକ୍‌ଙ୍କୁ ଜାତୀୟ କ୍ରିକେଟ ଦଳର ନୂଆ ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଏହାଛଡ଼ା ଜନ୍‌ ଲିଓ୍ବିସ ଓ ନ୍ୟୁଜିଲାଣ୍ଡର ଜିତନ ପଟେଲଙ୍କୁ ଯଥାକ୍ରମେ ସ୍ଥାୟୀ ଭିତ୍ତିରେ ବୋଲିଂ ଓ ସ୍ପିନ ବୋଲିଂ କୋଚ୍‌…

ଏମିରେଟ୍ସ ଆମେଚର ଗଲ୍ଫ ଲିଗ୍‌: ଶିବ କପୁର ବ୍ରାଣ୍ଡ ଆମ୍ବାସାଡର

ଦୁବାଇ, ୨ା୩ (ପି.ଟି.)- ଭାରତର ଅନ୍ୟତମ ପ୍ରଫେଶନାଲ ଗଲ୍ଫ ଖେଳାଳି ଶିବ କପୁର ନବଗଠିତ ଏମିରେଟ୍ସ ଆମେଚର ଗଲ୍ଫ ଲିଗ୍‌ (ଇଗଲ) ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତି ପାଇଛନ୍ତି। ୩୯ ବର୍ଷୀୟ ଶିବ କପୁର ୩ଥର ଏସିଆନ ଟୁର୍‌ ଚାମ୍ପିୟନ ହୋଇଛନ୍ତି।…

ଅଶ୍ୱିନଙ୍କ ସପକ୍ଷରେ ହଗ୍‌

ସିଡ୍‌ନୀ, ୨ା୩ (ପି.ଟି.)- ସିନିୟର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବର୍ତ୍ତମାନ ଯେପରି ଖେଳୁଛନ୍ତି ତାଙ୍କୁ ପୁନର୍ବାର ଭାରତୀୟ ଅନ୍ତର୍ଜାତୀୟ ଦିନିକିଆ ଦଳରେ ସାମିଲ କରାଯିବା ଉଚିତ ବୋଲି ଅଷ୍ଟ୍ରେଲିଆର ପୂର୍ବତନ ଅଲ୍‌ରାଉଣ୍ଡର ବ୍ରାଡ୍‌ ହଗ୍‌ ମତ ଦେଇଛନ୍ତି। ଅଶ୍ୱିନ ଉଇକେଟ ନେବା…

ଅନ୍ତିମ ଟେଷ୍ଟରେ ଖେଳିବେନି ଏହି ଭାରତୀୟ ଷ୍ଟାର ଖେଳାଳି

ଅହମଦାବାଦ,୧।୩: ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ଗୁରୁବାରଠାରୁ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଛି। ରବିବାର ଭାରତୀୟ ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିଥିଲେ। ସୋମବାର ମଧ୍ୟ ଘରୋଇ ଦଳର ତାରକାମାନେ ନେଟ୍ସରେ ଝାଳ ବୁହାଇଥିଲେ। ଅଧିନାୟକ…

ମିଛ କହି ଟ୍ରୋଲ ହେଲେ ଆଫ୍ରିଦି: ଲୋକେ ପଚାରିଲେ ‘ସତ କୁହ ବୟସ କେତେ’

ନୂଆଦିଲ୍ଲୀ,୧।୩: ସୋମବାର ପାକିସ୍ତାନର ପୂର୍ବ ଅଲ୍‌ରାଉଣ୍ଡର ଶାହିଦ୍‌ ଆଫ୍ରିଦିଙ୍କ ଜନ୍ମଦିନ। ଏହି ଅବସରରେ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପରେ କ୍ରିକେଟର ତାଙ୍କୁ ଧନ୍ୟବାଦ ଜଣାଇ ଏକ ଟୁଇଟ୍‌ କରିଥିଲେ। ଏହା ବେଶ୍‌ ଭାଇରାଲ ହେବା ସହ ଲୋକମାନେ ତାଙ୍କୁ ଟ୍ରୋଲ…

ଜନ୍ମଦିନରେ ଟୁଇଟ୍‌ କରି ଫଶିଲେ କ୍ରିକେଟର

କରାଚୀ,୧।୩ : ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଥିବା ଫ୍ୟାନ ଓ ସାଥି ଖେଳାଳିଙ୍କୁ ଧନ୍ୟବାଦ୍‌ ଦେବାକୁ ଯାଇ ବିବାଦରେ ଘେରି ହୋଇଯାଇଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର ଶାହିଦ ଆଫ୍ରିଦୀ। ”ଜନ୍ମଦିନରେ ଦେଇଥିବା ଭଲପାଇବା ପାଇଁ ଧନ୍ୟବାଦ୍‌। ଆଜି ମୁଁ ୪୪ ବର୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?