Posted inଖେଳ

ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ୟୁନୁସଙ୍କ ପରଲୋକ

 

ଭୁବନେଶ୍ୱର, ୪।୫(କ୍ରୀଡ଼ା ପ୍ରତିନିଧି)-
ରାଜ୍ୟର ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ସେକ୍‌ ୟୁନୁସଙ୍କର ସୋମବାର ସକାଳ ୫ଟାରେ ପରଲୋକ ଘଟିଛି। କଟକ ସେକ୍‌ ବଜାର ବାସିନ୍ଦା ୟୁନୁସ କିଛିଦିନ ହେବ ଅସୁସ୍ଥ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ୟୁନୁସ ୧୯୭୭ରେ ଭାରତୀୟ ଜୁନିୟର ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ରାଜ୍ୟ ପକ୍ଷରୁ ସେ ଅନେକ ଜାତୀୟ ଚାମ୍ପିୟନଶିପ୍‌ରେ ଖେଳିବା ସହ ଅନେକ ଖ୍ୟାତନାମା କ୍ଲବ ପକ୍ଷରୁ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ। ଇଷ୍ଟକୋଷ୍ଟ ରେଲ୍‌ଓ୍ବେରେ କାର୍ଯ୍ୟକରି ସେ ଅବସର ନେଇଥିଲେ। ତାଙ୍କ ସ୍ତ୍ରୀ ନୈମାତୁନ ନିଶା ବେଗମ ଏବଂ ଗୋଟିଏ ଝିଅ ଓ ପୁଅ ଅଛନ୍ତି। ୟୁନୁସଙ୍କ ମୁତ୍ୟୁରେ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ କ୍ରିକେଟ୍‌ ଦଳର ଏହି ସ୍ପିନରଙ୍କ ଭାବି-ସ୍ତ୍ରୀଙ୍କ ନୃତ୍ୟ ଭିଡିଓ ଭାଇରାଲ: ସୋସିଆଲ ମିଡିଆରେ ଚର୍ଚ୍ଚା

ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କର ନିକଟରେ ନୃତ୍ୟଶିଳ୍ପୀ ଧନଶ୍ରୀ ବର୍ମାଙ୍କ ସହ ନିର୍ବନ୍ଧ ହୋଇଥିଲା। ଯଦିଓ ଧନଶ୍ରୀ ଜଣେ ଡାକ୍ତର, ସେ...

କରୋନା ଭାଇରସ୍‌: କ୍ଲବ, ଫୁଟ୍‌ବଲର ଭବିଷ୍ୟତ ଅନିଶ୍ଚିତ

ଲଣ୍ଡନ, ୧୮।୩ (ପି.ଟି.)- କରୋନା ଭାଇରସ୍‌ ସାରା ବିଶ୍ୱରେ ଏବେ ମହାମାରୀ ରୂପ ନେଇଥିବା ବେଳେ କ୍ରୀଡ଼ା ଏଥିରେ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ଖାସ୍‌...

୧୨ ବର୍ଷ ବୟସରେ ପିତାଙ୍କୁ ହରାଇଥିଲେ, ଟେଷ୍ଟରେ ପ୍ରଥମ ଶତକ ଲଗାଇବା ପରେ ପଡ଼ିଆରେ ଭାବୁକ ହେଲେ ହନୁମା

କିଙ୍ଗଷ୍ଟନ,୧।୯:ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ତା’ର ଦୃଢ ସ୍ଥିତିରେ ରହିଛି। ଏହି ମ୍ୟାଚ୍‌ରେ ଯୁବ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ହନୁମା ବିହାରୀ...

ବ୍ରାଡମ୍ୟାନ, ଆଝାର ଅଲିଙ୍କ ରେକର୍ଡ ଭାଙ୍ଗିଲେ ଓ୍ବାର୍ନର

ଆଡିଲେଡ୍‌,୩୦।୧୧- ଅଷ୍ଟ୍ରେଲିଆନ ଓପନର ଡେଭିଡ ଓ୍ବାର୍ନର ପାକିସ୍ତାନ ବିପକ୍ଷ ଦିବାରାତ୍ର ତଥା ଦ୍ୱିତୀୟ ଟେଷ୍ଟରେ ୩୩୫ ରନ୍‌ର ତ୍ରିଶତକ ହାସଲ କରିଛନ୍ତି। ଏଥିସହ ଆଡିଲେଡ ଓଭାଲ...

ଅନ୍ତର୍ଜାତୀୟ କ୍ରିକେଟରେ ଧୋନୀଙ୍କୁ ପୂରିଲା ୧୫

ନୂଆଦିଲ୍ଲୀ,୨୩।୧୨: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋମବାର ଅନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି। ଆଜିକୁ ଠିକ୍‌ ୧୫ ବର୍ଷ ତଳେ...

ଅଜଗରକୁ ବେକରେ ଗୁଡାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର ୟୁଜଭେନ୍ଦ୍ର ଚହଲ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଅଷ୍ଟ୍ରେଲିଆରୁ ଫେରିବା ଚହଲ...

ଆଇପିଏଲ୍‌: ଟଓ୍ବୋଟିଆ, ପରାଗ ରାଜସ୍ଥାନକୁ ଜିତାଇଲେ

ଦୁବାଇ,୧୨।୧୦(ପି.ଟି.): ରାହୁଲ ଟଓ୍ବୋଟିଆ ଓ ଯୁବ ବ୍ୟାଟ୍ସମ୍ୟାନ ରିଆନ ପରାଗ ଉପଯୋଗୀ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷରେ ରାଜସ୍ଥାନ ରୟାଲ୍ସକୁ ୫ ଉଇକେଟରେ ବିଜୟୀ...

ରେଷ୍ଟୁରାଣ୍ଟର ମାଲିକାଣୀ ଏହି କ୍ରିକେଟରଙ୍କ ସ୍ତ୍ରୀ

ଟିମ ଇଣ୍ଡିଆର ଷ୍ଟାର ଉଇକେଟ କିପର ରିଦ୍ଧିମାନ ସାହା ୨୦୧୧ରେ ରୋମି ମିତ୍ରଙ୍କୁ ବିବାହ କରିଥିଲେ। ବିବାହ ପରେ ରୋମି ତାଙ୍କ ନାମ ଦେବାରତୀ ସାହା...

Advertisement


Archives

Model This Week

Why Dharitri