ଖେଳ

ଖୋଲିବ କ୍ରୀଡ଼ାବିତ୍‌ଙ୍କ ଭାଗ୍ୟ

କାମାକ୍ଷାନଗର, ୧୮।୩ (ଡି.ଏନ.ଏ.): ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କ ପେଣ୍ଠସ୍ଥଳ ଓଡ଼ିଶାର ଗ୍ରାମାଞ୍ଚଳ। ହେଲେ ସମସ୍ତଙ୍କୁ ମିଳୁନି ପ୍ରତିଭା ପ୍ରଦର୍ଶନର ସୁଯୋଗ। ଲୋକଲୋଚନକୁ ଆସି ନ ପାରି ଲୁଚି ରହିଯାଉଛି ସେମାନଙ୍କ ଦକ୍ଷତା। ଏଭଳି ଦକ୍ଷ କ୍ରୀଡ଼ାବିତ୍‌ଙ୍କୁ ପରିଚୟ ଦେବାକୁ ସରକାର ଗୁରୁତ୍ୱ ଦେଉଛନ୍ତି।…

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ଟପ୍‌ ୫କୁ ଫେରିଲେ କୋହଲି

ଦୁବାଇ,୧୮।୩(ପି.ଟି.): ଇଂଲଣ୍ଡ ବିପକ୍ଷ ଚଳିତ ଟି୨୦ ସିରିଜରେ ଦମ୍‌ଦାର ପ୍ରଦର୍ଶନ କରି ଭାରତୀୟ ଅଧିନାୟକ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍‌ର ଶ୍ରେଷ୍ଠ ୫ଟି ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବୁଧବାର ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ରେ କୋହଲି ବ୍ୟାଟିଂ ତାଲିକାରେ…

ଜାତୀୟ ଶକ୍ତି ଉତ୍ତୋଳନରେ ରାଜ୍ୟର ୫୧ ପ୍ରତିଯୋଗୀ

ଭୁବନେଶ୍ୱର, ୧୮।୩ (କ୍ରୀଡ଼ା ପ୍ରତିନିଧି)- ଜାମସେଦପୁରରେ ବୁଧବାରଠାରୁ ଆରମ୍ଭ ହୋଇଥିବା ୩୮ତମ ମହିଳା ଓ ୪୬ତମ ପୁରୁଷ ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ରାଜ୍ୟର ୫୧ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶା ଦଳ ସହ ଜାଓ୍ବେଦ ଅର୍ଶାଦ ଓ ସୋମନାଥ ପଟ୍ଟନାୟକ…

ଚତୁର୍ଥ ଟି୨୦: ଭାରତ ପାଇଁ କର ବା ମର ସ୍ଥିତି

ଅହମଦାବାଦ,୧୮।୩(ପି.ଟି.): ଇଂଲଣ୍ଡ ବିପକ୍ଷ ଚଳିତ ଟି୨୦ ସିରିଜରେ ଭାରତ କର ବା ମର ସ୍ଥିତିରେ ଉପନୀତ ହୋଇଛି। ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ପଛରେ ପଡିଥିବା ବେଳେ ଗୁରୁବାର ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚତୁର୍ଥ ଟି୨୦…

ମହିଳା ଦିନିକିଆ: ନାଗାଲାଣ୍ଡ ୧୭ରେ ଅଲଆଉଟ, ୪ଟି ବଲ୍‌ରେ ମୁମ୍ବାଇ ବିଜୟୀ

ଇନ୍ଦୋର,୧୮।୩ (ପି.ଟି.): ମହିଳା କ୍ରିକେଟରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚଳିତ ସିନିୟର ମହିଳା ଦିନିକିଆ ଟ୍ରଫିରେ ନାଗାଲାଣ୍ଡ ଦଳ ମାତ୍ର ୧୭ ରନକରି ଅଲଆଉଟ ହୋଇଛି। ଜବାବରେ ମୁମ୍ବାଇ ମାତ୍ର ୪ଟି ବଲ ଖେଳି ବିନା କ୍ଷତିରେ…

ବୋସଫୋରସ୍‌ ବକ୍ସିଂ ଟୁର୍ନାମେଣ୍ଟ: କ୍ୱାର୍ଟର ଫାଇନାଲରେ ସୋଲାଙ୍କି

ନୂଆଦିଲ୍ଲୀ,୧୮।୩(ପି.ଟି.): ତୁର୍କୀର ଇସ୍ତାନବୁଲଠାରେ ଚାଲିଥିବା ବୋସଫୋରସ୍‌ ବକ୍ସିଂ ଟୁର୍ନାମେଣ୍ଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣପଦକ ବିଜେତା ଗୌରବ ସୋଲାଙ୍କି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସୋଲାଙ୍କି ୫-୦ରେ କାଜାଖସ୍ତାନର ଆରାପୋଭ ଏଇଡୋସଙ୍କୁ ପରାସ୍ତ କରି ଅଗ୍ରଗତି କରିଛନ୍ତି। ସେହିପରି ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ…

ମହିଳା ଦିନିକିଆ ସିରିଜ: ଦକ୍ଷିଣ ଆଫ୍ରିକାଠାରୁ ଭାରତ ହାରିଲା

ଲକ୍ଷ୍ନୌ,୧୮।୩: ଭାରତ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଦିନିକିଆରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମହିଳା ଦଳ ୫ ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦକ୍ଷିଣ ଆଫ୍ରିକା ୪-୧ରେ ସିରିଜ ହାତେଇ ନେଇଛି। ଦକ୍ଷିଣ ଆଫ୍ରିକାର ଲିଜେଲ ଲି ପ୍ଲେୟର ଅଫ୍‌…

ତନିସ୍କାଙ୍କୁ ୧ ରୌପ୍ୟ, ୨ ବ୍ରୋଞ୍ଜ

ଭୁବନେଶ୍ୱର, ୧୮।୩ (କ୍ରୀଡ଼ା ପ୍ରତିନିଧି)- ପଶ୍ଚିମବଙ୍ଗର ଆସନସୋଲଠାରେ ଚଳିତ ମାସ ୧୧ରୁ ୧୪ ପର୍ଯ୍ୟନ୍ତ ପୂର୍ବାଞ୍ଚଳ ବନ୍ଧୁକ ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଗ ନେଇଥିବା ଓଡ଼ିଶାର ୩୦ ପ୍ରତିଯୋଗୀଙ୍କ ମଧ୍ୟରୁ ୧୧ ଜଣ ଜାତୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା…

ସିଂହ କଦାପି ଭୁଲେନି ଶିକାର କରିବା

ଜୟପୁର,୧୭।୩: କଥାରେ ଅଛି ସିଂହ କଦାପି ଭୁଲେନି ଶିକାର କରିବା। ଠିକ୍‌ ସେହିଭଳି ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ସାରିଥିବା ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ (ଯୁବି) ଏବେବି ଭୁଲି ନାହାନ୍ତି ଶିକାର କରିବା। ତାଙ୍କୁ ପୁଣି ଥରେ ଦେଖିବାକୁ…

ସମସ୍ତ ଫର୍ମାଟର ଟପ୍‌-୫ରେ କୋହଲି ଏକା

ଦୁବାଇ,୧୭।୩ : ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ରେ କ୍ରମାଗତ ଅର୍ଦ୍ଧଶକତ ହାସଲ କରିଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ଟି୨୦ ବ୍ୟାଟ୍ସମ୍ୟାନଙ୍କ ତାଲିକାର ଟପ୍‌-୫ରେ ପ୍ରବେଶ କରିଛନ୍ତି। ପୂର୍ବ ଅପେକ୍ଷା ସେ ର଼୍ୟାଙ୍କିଙ୍ଗ୍‌ର ଗୋଟିଏ ସୋପାନ ଉପରକୁ ଉଠିଛନ୍ତି।…

କୋହଲିଙ୍କ ପରେ କେ.ଏଲ୍‌ ରାହୁଲଙ୍କ ସମର୍ଥନରେ ବାହାରିଲେ କୋଚ୍‌, କହିଲେ ସେ ଭାରତର ସର୍ବଶ୍ରେଷ୍ଠ…

ଅହମ୍ମଦାବାଦ,୧୭।୩: ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌. ରାହୁଲ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ନୈରାଶ୍ୟଜନକ ଫର୍ମକୁ ନେଇ ସମାଲୋଚିତ ହେଉଛନ୍ତି। କାରଣ ସିରିଜର ୩ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ସେ ମାତ୍ର ୧ ରନ୍‌ କରିଛନ୍ତି। ଏପରିକି ଦୁଇଟିରେ ସେ ଶୂନରେ…

ଭାରତ ଆଗରେ ‘କର ବା ମର ସ୍ଥିତି’, ସିରିଜ ଜିତିବା ଲକ୍ଷ୍ୟରେ…

ଅହମ୍ମଦାବାଦ,୧୭।୩: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ଭାରତୀୟ କ୍ରିକେଟ ଟିମ୍‌ ଆଶା ମୁତାବକ ପ୍ରଦର୍ଶନ କରିପାରିନାହିଁ। ଏଣୁ ଏବେ ମ୍ୟାଚ୍‌ର ସ୍ଥିତି ୨-୧ରେ ରହିଛି। ଗୁରୁବାର ସିରିଜର ଚତୁର୍ଥ ମ୍ୟାଚ୍‌ ଖେଳାଯିବ। ଏଥିରେ ଭାରତୀୟ ଦଳ ସିରିଜ ସମାନ ସ୍ଥିତିକୁ ଆଣିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?