ଖେଳ

ଦ୍ୱିତୀୟ ଦିନିକିଆ ପୂର୍ବରୁ ଇଂଲଣ୍ଡଙ୍କୁ ଲାଗିଲା ବଡ଼ ଝଟ୍‌କା

ପୁଣେ,୨୬।୩: ଭାରତ ଗସ୍ତରେ ଇଂଲଣ୍ଡ ସମସ୍ୟା ବଢିବାରେ ଲାଗିଛି। ଇଂଲଣ୍ଡ ପ୍ରଥମେ ଟେଷ୍ଟ ସିରିଜ ଏବଂ ତା’ପରେ ଟି -୨୦ ସିରିଜରେ ଭାରତଠାରୁ ପରାଜୟର ସାମ୍ନା କରିଛି। ଏବେ ଇଂଲଣ୍ଡକୁ ଆଉ ଏକ ବଡ଼ ଝଟକା ଲାଗିଛି। ଆହତ କାରଣରୁ ଇଂଲଣ୍ଡ…

ମାତ୍ର ୪୦ ଦିନରେ ଭାରତକୁ ମିଳିଲା ୫ ବଡ଼ ସୁପରଷ୍ଟାର୍‌

ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା କ୍ରିକେଟ ସିରିଜରେ ଭାରତ ପକ୍ଷରୁ ଡେବ୍ୟୁ କରିଥିବା ଖେଳାଳି ଏବେ ରେକର୍ଡ ଭାଙ୍ଗିବାରେ ବ୍ୟସ୍ତ ଅଛନ୍ତି। ଏହି ପ୍ରଦର୍ଶନ ସୂଚାଇ ଦେଉଛି ଯେ ଭାରତୀୟ କ୍ରିକେଟର ଭବିଷ୍ୟତ ଭଲ ହେବ। ଏଥିସହ ଟେଷ୍ଟ ଏକଦିବସୀୟ ଏବଂ ଟି୨୦…

ଦିନକୁ ଥରେ ଖାଆନ୍ତି ବିସ୍ଫୋରକ କ୍ରିକେଟର୍‌ ବୀରେନ୍ଦ୍ର ସେହ୍ବାଗ, ଜାଣନ୍ତୁ କାହିଁକି

ନଜଫଗଡର ନବାବ ତଥା ମୁଲତାନର ସୁଲତାନ ଭାବରେ ଜଣାଶୁଣା ବୀରେନ୍ଦ୍ର ସେହ୍ବାଗ ନିଜ କ୍ରିକେଟ୍‌ କ୍ୟାରିୟର୍‌ରେ ଚୌକା ଏବଂ ଛକା ବର୍ଷା କରି ଭାରତକୁ ଅନେକ ମ୍ୟାଚ୍‌ ଜିତାଇଛନ୍ତି। ଏଥିପାଇଁ ସେ ପୁରସ୍କାର ଜିତିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି କୋଟି…

ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌: ୨୫ ମି. ଟିମ୍‌ ପିସ୍ତଲରେ ଭାରତୀୟ ମହିଳାଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୬।୩(ପି.ଟି.): ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ରେ ଭାରତୀୟ ମହିଳାମାନେ ଆଉ ଏକ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି। ଚିଙ୍କି ଯାଦବ, ମନୁ ଭାକର ଓ ରାହି ସର୍ନୋବତଙ୍କୁ ନେଇ ଗଠିତ ଭାରତୀୟ ମହିଳା ଦଳ ଗୁରୁବାର ମହିଳା ୨୫ ମି.…

ଜାତୀୟ ଏକାଡେମୀ ମହିଳା ହକି : ସାଇ ଏକାଡେମୀ ଚାମ୍ପିୟନ

ଭୁବନେଶ୍ୱର, ୨୬।୩(କ୍ରୀଡ଼ା ପ୍ରତିନିଧି)-ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟର ସବ୍‌ଜୁନିୟର ବିଭାଗରେ ସାଇ ଏକାଡେମୀ ଚାମ୍ପିୟନ ହୋଇଛି। ଗୁରୁବାର ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ସାଇ ସଡନ୍‌ ଡେଥ୍‌ ୫-୪ (ଶୁଟ୍‌…

୪୦୦ ମିଟରରେ ଜୟନ୍ତୀଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୬।୩(କ୍ରୀଡ଼ା ପ୍ରତିନିଧି)-ବେଙ୍ଗାଲୁରୁଠାରେ ଚାଲିଥିବା ୧୯ତମ ଜାତୀୟ ପାରା ଆଥ୍‌ଲେଟିକ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣିମ ସଫଳତା ଅର୍ଜନ କରି ରାଜ୍ୟକୁ ଗର୍ବିତ କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାବିକା ଜୟନ୍ତୀ ବେହେରା। ପ୍ରତିଯୋଗିତାର ୪୦୦ ମିଟର ଟି-୪୭ କାଟେଗୋରିରେ ଜୟନ୍ତୀ ୫୯.୪୩ ସେକେଣ୍ଡ ସମୟ…

ଓଡ଼ିଶା ଉସୁ ଦଳକୁ ୧ ସ୍ବର୍ଣ୍ଣ ସହ ୫ ପଦକ

ଭୁବନେଶ୍ୱର, ୨୬।୩(କ୍ରୀଡ଼ା ପ୍ରତିନିଧି)-ଝାଡ଼ଖଣ୍ଡର ରାଞ୍ଚତ୍ଠାରେ ୨୧ରୁ ୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ୨୦ତମ ଜାତୀୟ ସବ୍‌ଜୁନିୟର ଉସୁ ପ୍ରତିଯୋଗିତାରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଭାବୀ ପ୍ରଦର୍ଶନ କରି ରାଜ୍ୟକୁ ଗର୍ବିତ କରିଛନ୍ତି। ଏଥିରୁ ଓଡ଼ିଶାକୁ ୧ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୧…

ହାଇଦ୍ରାବାଦ ଷ୍ଟ୍ରାଇକର୍ସର ନେତୃତ୍ୱ ନେବେ ଅଙ୍କିତା

ହାଇଦ୍ରାବାଦ, ୨୬ା୩ (ପି.ଟି.)- ଚଳିତବର୍ଷ ପରବର୍ତ୍ତୀ ଭାଗରେ ମୁମ୍ବାଇରେ ଖେଳାଯିବାକୁ ଥିବା ଟେନିସ ପ୍ରିମିୟର ଲିଗ୍‌ରେ ଭାରତର ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ମହିଳା ଖେଳାଳି ଅଙ୍କିତା ରାଇନା ହାଇଦ୍ରାବାଦ ଷ୍ଟ୍ରାଇକର୍ସ ଦଳର ନେତୃତ୍ୱ ନେବେ। ମଙ୍ଗଳବାର ହୋଇଥିବା ଖେଳାଳି ନିଲାମରେ ମହିଳା ଖେଳାଳିଙ୍କ…

କୋହଲି-ରୋହିତ କରୁଥିଲେ ମସ୍ତି, ସେମାନଙ୍କ ପିଲାଙ୍କୁ ସମ୍ଭାଳିଥିଲେ ଏହି କ୍ରିକେଟର୍‌

କୋହଲି-ରୋହିତ କରୁଥିଲେ ମସ୍ତି, ସେମାନଙ୍କ ପିଲାଙ୍କୁ ସମ୍ଭାଳିଥିଲେ ଏହି କ୍ରିକେଟର୍‌ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ମାର୍ଚ୍ଚ ୨୬ରେ ପୁଣେରେ ଖେଳାଯିବ। ପ୍ରଥମ ଦିନିକିଆ ଜିତି ଭାରତ ସିରିଜ୍‌ରେ ଦୃଢ ସ୍ଥିତିରେ ଅଛି। ଏହି ସମୟରେ ଭାରତୀୟ…

ଇଂଲଣ୍ଡକୁ ଲାଗିଲା ଶକ୍ତ ଧକ୍କା

ପୁଣେ, ୨୫ା୩: ପରାଜୟ ସହ ଦିନିକିଆ ସିରିଜ୍‌ ଆରମ୍ଭ କରିଥିବା ଇଂଲଣ୍ଡ ଦଳକୁ ଗୁରୁବାର ଦ୍ୱିତୀୟ ମ୍ୟାଚ୍‌ ପୂର୍ବରୁ ଲାଗିଛି ଶକ୍ତ ଧକ୍କା। ସିରିଜ୍‌ର ଅନ୍ତିମ ଦୁଇ ଦିନିକିଆ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି ଭ୍ରମଣକାରୀ ଦଳର ଅଧିନାୟକ ଇଆନ ମୋର୍ଗାନ। ଆହତ…

ଟି୨୦ ପରେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ମିଳିପାରେ ଦିନିକିଆରେ ପ୍ରଥମ ସୁଯୋଗ

ପୁଣେ,୨୫।୩ : ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍‌ରେ ବିସ୍ଫୋରକ ବ୍ୟାଟିଂର ନମୁନା ଦେଖାଇଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିପାରେ ଦିନିକିଆରେ ପଦାର୍ପଣ ସୁଯୋଗ। କାରଣ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର ଆହତ ଜନିତ ସମସ୍ୟା ଯୋଗୁ ସିରିଜ୍‌ରୁ ବାଦ୍‌…

ରାହାନେ ଧରିବେ ଦିଲ୍ଲୀ କ୍ୟାପିଟାଲ୍ସର ମଙ୍ଗ! ଏଭଳି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୩: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ବେଳେ ଆହତ ହୋଇଥିଲେ ଶ୍ରେୟାସ ଆୟାର। ସମସ୍ୟା ଗମ୍ଭୀର ହୋଇଥିବା ହେତୁ ତାଙ୍କୁ ଫିଟ୍‌ ହେବାକୁ ସମୟ ଲାଗିବ। ଏହାକୁ ଦୃଷ୍ଟିରେ ରଖି ଆୟାରଙ୍କୁ ଉଭୟ ଟିମ୍‌ ଇଣ୍ଡିଆ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?