ଖେଳ

ଭାରତୀୟ ଅଧିନାୟକଙ୍କ କଥା ଶୁଣିଲେନି ଅମ୍ପାୟାର, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୨୭।୩: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ କଥା ଶୁଣିଲେ ନାହିଁ ଅମ୍ପାୟାର ନିତୀନ ମେନନ। ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହେଉଛି। ତେବେ ଦ୍ୱିତୀୟ ଦିନିକିଆରେ ଭାରତକୁ ୬ ଉଇକେଟରେ ପରାସ୍ତ କରିଛି ଅତିଥି ଇଂଲଣ୍ଡ ଟିମ୍‌।…

ଦୁଇ ବର୍ଷ, ୪୩ ପାଳି; ହେଲେ ଗୋଟିଏ ଶତକ ନାହିଁ: ଜବାବରେ କୋହଲି କହିଲେ…

ନୂଆଦିଲ୍ଲୀ,୨୭।୩: ଭାରତୀୟ ଅଧିନାୟକ ବିରାଟ କୋହଲି ଶୁକ୍ରବାର ପୁଣେରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୬୬ରନ୍‌ କରିଥିଲେ। ସେ ପୁଣି ଥରେ ଶତକ ମାରିବାରୁ ବଞ୍ଚିତ ହୋଇଥିଲେ। ଏଯାବତ ବିରାଟ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୭୦ ଶତକ ମାରିଛନ୍ତି। ହେଲେ ଗତ…

ଏହି ବୋଲରଙ୍କ ସାମ୍ନାରେ ବିବଶ ହୋଇଯାଉଛନ୍ତି କୋହଲି; ଆଉଟ୍‌ ହେବା ପରେ ସାମ୍ନାକୁ ଆସିଲା….

ନୂଆଦିଲ୍ଲୀ,୨୭।୩: ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲି ଏଭଳି ଜଣେ ଷ୍ଟାର ବ୍ୟାଟ୍ସମ୍ୟାନ୍‌, ଯାହାଙ୍କୁ ସାମ୍ନା କରିବାକୁ ବୋଲରମାନେ ଦ୍ୱିଧା ପ୍ରକାଶ କରିଥାନ୍ତି। ଘରୋଇ ହେଉ ଅଥବା ବିଦେଶ ମଇଦାନରେ ଏହି ବ୍ୟlଟ୍ସମ୍ୟାନ୍‌ ନିଜର ଦମ୍‌ ଦେଖାଇବାର କ୍ଷମତା ରଖିଛନ୍ତି। ହେଲେ…

ଭାରତକୁ ହରାଇବା ନେଇ ଏଭଳି କହିଲେ ଇଂଲଣ୍ଡ ଅଧିନାୟକ, ବୋଲରମାନେ…

ପୁଣେ,୨୭।୩: ଭାରତକୁ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ୬ ଉଇକେଟରେ ପରାସ୍ତ କରିଛି ଇଂଲଣ୍ଡ ଟିମ୍‌। ଫଳରେ ଦଳ ପ୍ରଥମ ଦିନିକିଆରେ ମିଳିଥିବା ପରାଜୟର ପ୍ରତିଶୋଧ ନେଇଛି ବୋଲି ଚର୍ଚ୍ଚା ହେଉଛି। ଏପରି ସ୍ଥଳେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର କହିଛନ୍ତି, ଭାରତକୁ…

ଭାରତଠାରୁ ବିଜୟ ଛଡ଼ାଇ ନେଲା ଇଂଲଣ୍ଡ: ପରାଜୟକୁ ନେଇ ଏଭଳି କହିଲେ ଅଧିନାୟକ

ପୁଣେ,୨୭।୩: ଭ୍ରମଣକାରୀ ଇଂଲଣ୍ଡ ଦଳ ପ୍ରଥମ ଦିନିକିଆରେ ପରାଜୟ ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ଦିକିକିଆରେ ୬ ଉଇକେଟରେ ଭାରତକୁ ପରାସ୍ତ କରିଛି ଦଳ। ଟସ୍‌ ହାରି ପ୍ରଥମ ବ୍ୟାଟିଂ କରି…

ଗୋଟିଏ ହାତରେ ଏଭଳି ଛକା ମାରିଲେ ଏହି କ୍ରିକେଟର, ଚକିତ ହେଲେ…

ପୁଣେ, ୨୭।୩: ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ହାଇସ୍କୋରିଂ ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ୬ ଉଇକେଟରେ ଭାରତକୁ ପରାସ୍ତ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ୬ ଉଇକେଟ ହରାଇ ୩୩୬ ରନ ସଂଗ୍ରହ କରିଥିଲା।…

ଶତକ ମାରିବା ପରେ କାନ ଧରିଥିଲେ ଏହି ଭାରତୀୟ ଖେଳାଳି: କାରଣ ଜାଣିଲେ…

ପୁଣେ, ୨୭।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ଭାରତ ୬ ଓ୍ବିକେଟ ହରାଇ ୩୩୬ ରନ କରିଥିଲା। ଇଂଲଣ୍ଡ ବିଜୟରେ ଜନ ବେୟାରଷ୍ଟୋ ଏବଂ ବେନ୍‌ ସ୍କୋକ୍ସ ଭଲ ପ୍ରଦର୍ଶନ କରିଥିଲେ। ତେବେ…

ସଲମାନ୍‌ଙ୍କୁ ପସନ୍ଦ କରନ୍ତିନି ବିରାଟ କୋହଲି: କାରଣ ଜାଣିଲେ…

ମହାମାରୀ କରୋନା ସମୟରେ କଳାକାରଙ୍କ ଥ୍ରୋବ୍ୟାକ୍‌ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ସଲମାନ୍‌ ଖାନ୍‌, ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ ଏକ କାହାଣୀ ଭାଇରାଲ ହେଉଛି। ଏମିତିରେ ବର୍ତ୍ତମାନ ଦେଖିବାକୁ…

ସଚିନ୍‌ କରୋନା ପିଜିଟିଭ୍‌

ନୂଆଦିଲ୍ଲୀ,୨୭।୩: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଘରେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା…

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଓ୍ବେଲିଂଟନ, ୨୭ା୩ (ଏପି)-ଡେଭନ କନଓ୍ବେ ଓ ଅଲରାଉଣ୍ଡର ଡେରିଲ ମିଚେଲଙ୍କ ପ୍ରଥମ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ଏଠାରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୧୬୪ରନରେ ପରାସ୍ତ କରିଛି। ଏଥିସହିତ ଦଳ ୩ ମ୍ୟାଚ ବିଶିଷ୍ଟ…

ସାଇନା ସେମିଫାଇନାଲରେ

ପ୍ୟାରିସ, ୨୭ା୩ (ପି.ଟି.)-ଯୁକ୍ତରାଷ୍ଟ୍ର ଆମେରିକାର ଇରିସ ଓ୍ବାଙ୍ଗ୍‌ ବିପକ୍ଷରେ ବିଜୟ ହାସଲ ସହ ଭାରତର ଷ୍ଟାର ଖେଳାଳି ସାଇନା ନେହ୍ବାଲ ଏଠାରେ ଚାଲିଥିବା ଓର୍ଲିନ୍ସ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ୨୦ ନମ୍ବର ମାନ୍ୟତାପ୍ରାପ୍ତ…

ଜାତୀୟ ଏକାଡେମୀ ମହିଳା ହକି : ସାଇ ଏକାଡେମୀକୁ ଡବଲ ଟାଇଟଲ

ଭୁବନେଶ୍ୱର, ୨୭।୩(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟରେ ସାଇ ଏକାଡେମୀକୁ ଡବଲ ଟାଇଟଲ ମିଳିଛି। ଗୁରୁବାର ସବ୍‌ଜୁନିୟର ବିଭାଗ ଫାଇନାଲରେ ସଡନ୍‌ ଡେଥ୍‌ ୫-୪ (ଶୁଟ୍‌ ଆଉଟ) ଗୋଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?