Posted inଖେଳ

ଗର୍ଲଫ୍ରେଣ୍ଡଙ୍କୁ କ୍ଷମା ମାଗିଲେ ଏହି କ୍ରିକେଟର୍‌

ଆଇପିଏଲ୍‌ ୨୦୨୧ କରୋନା ଯୋଗୁ ସ୍ଥଗିତ ରହିଛି। ଟୁର୍ନାମେଣ୍ଟ ସ୍ତଗିତ ହେବାରେ ଖେଳାଳିମାନେ ନିଜ ଘରକୁ ଫେରିଛନ୍ତି। ଅଷ୍ଟ୍ରେଲିଆ ଖେଳାଳି ଏବେ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ଏହି କ୍ରମରେ ଚେନ୍ନାଇ ପକ୍ଷରୁ ଖେଳୁଥିବା ସାମ କରନ ମଧ୍ୟ ଅଷ୍ଟ୍ରେଲିଆରେ ଅଛନ୍ତି। ସୋସିଆଲ ମିଡିଆରେ ସେ ନିଜ ଗର୍ଲଫ୍ରେଣ୍ଡ ଇସାବେଲ୍‌ ସାୟମଣ୍ଡ ଭିଲମୋଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ଜନ୍ମଦିନର ଅନେକ ଅନେକ ଶୁଭେଚ୍ଚା, କ୍ଷମା କରିବ ଆଜି ମୁଁ ସେଠାରେ ନାହିଁି। ଆଶା କରୁଛି ଆଜି ଦିନ ତୁମ ପାଇଁ ଖାସ୍‌ ରହିବ। ତୁମକୁ ଦେଖିବା ପାଇଁ ବ୍ୟାକୁଳ ଅଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ସରକାରଙ୍କ ପତିବନ୍ଧକ ଯୋଗୁ ଖେଳାଳିମାନେ ନିଜ ଦେଶକୁ ଯାଇପାରୁ ନାହାନ୍ତି। ମେ ୧୫ ପରେ ଅଷ୍ଟ୍ରେଲିଆ ସୀମା ଖୋଲାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ନେଇ ବଡ଼ ଖୁଲାସା କଲେ ସେହ୍ବାଗ: ତାଙ୍କ ପାଇଁ ମୁଁ…..

ନୂଆଦିଲ୍ଲୀ,୨।୬: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ୨୦୦୮...

ଭାରତୀୟ କ୍ରୀଡ଼ାର ଭୀଷ୍ମ ପିତାମହ ମିଲ୍‌ଖା ସିଂ

ନୂଆଦିଲ୍ଲୀ,୨୦।୬: କିମ୍ବଦନ୍ତୀ ଆଥ୍‌ଲେଟ ତଥା ଭାରତୀୟ କ୍ରୀଡ଼ାର ଭୀଷ୍ମ ପିତାମହ ମିଲ୍‌ଖା ସିଂଙ୍କ ପରଲୋକରେ ଭାରତୀୟ କ୍ରୀଡ଼ାଜଗତ ସ୍ତବ୍ଧ ହୋଇଛି। ଜଣେ ଲଢୁଆ ଖେଳାଳି ଓ...

ସାମ୍ନାକୁ ଆସିଲା ଧୋନୀଙ୍କ ନୂଆ ଲୁକ୍‌

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟରୁ ସନ୍ୟାସ ନେବା ପରେ ଅଧିକାଂଶ ସମୟ ନିଜର ହୋମ୍‌ ଟାଉନ୍‌ ରାଞ୍ଚିରେ ବିତାଉଛନ୍ତି। ବିଗତ...

କେକେଆରର ସହଜ ବିଜୟ…

ମୁମ୍ବାଇ, ୧୪।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୧ତମ ମ୍ୟାଚ୍‌ରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ବିପକ୍ଷରେ ସହଜ ବିଜୟ ହାସଲ...

ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌: ଓଡ଼ିଶା ରେଡ୍‌ର ପ୍ରଥମ ବିଜୟ

ଭୁବନେଶ୍ୱର, ୨୬।୧(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କିଟ୍‌ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ପ୍ରଥମ...

ସାର୍କ ଧରିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ କୁନି ପୁଅ

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ନିଜ ପରିବାର ସହ ସମୟ ବିତାଉଛନ୍ତି। ନିକଟରେ ନିଜ ପୁଅ ସହ ଏକ ଫଟୋ ଶେୟାର କରିଛନ୍ତି।...

ଭାରତୀୟ ଦଳର ଗୁମର ଖୋଲିଦେଲେ ଶାମି

ନୂଆଦିଲ୍ଲୀ,୨୬।୧: ଦକ୍ଷିଣ ଆଫ୍ରିକା ଗସ୍ତରେ ଟିମ ଇଣ୍ଡିଆର ପରାଜୟକୁ ନେଇ ବୋଲର୍‌ ମହମ୍ମଦ ସାମିଏକ ବଡ଼ ଖୁଲାସା କରିଛନ୍ତି। ବ୍ୟାଟ୍ସମ୍ୟାନ୍‌ଙ୍କ ଯୋଗୁ ଦଳ ଏହି ଗସ୍ତରେ...

ଦଳକୁ ଚାମ୍ପିୟନ କରାଇଥିଲେ ମଧ୍ୟ ରୋହିତ ଶର୍ମାଙ୍କ ରହିଗଲା ଗୋଟିଏ ଦୁଃଖ

ଆଇପିଏଲ୍‌ ୨୦୨୦ ଜିତି ଟୁର୍ନାମେଣ୍ଟ ଇତିହାସରେ ସବୁଠାରୁ ସଫଳ ଦଳଭାବେ ମୁମ୍ବାଇ ଇଣ୍ଡିଆନ୍ସ ଏହାକୁ ମିଶାଇ ମୋଟ ୫ ଥର ଚାମ୍ପିୟନ ହୋଇଛି। ପ୍ରଥମେ ବ୍ୟାଟିଂ...

Advertisement
Archives

Model This Week