ଖେଳ

ଆଇପିଏଲ୍‌-୧୪: ଚେନ୍ନାଇର ନୂଆ ଜର୍ସି ଉନ୍ମୋଚିତ

ଚେନ୍ନାଇ,୨୫।୩(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ ପାଇଁ ୩ଥର ଟାଇଟଲ ଜିତିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ତା’ର ନୂଆ ଜର୍ସି ଉନ୍ମୋଚନ କରିଛି। ଦେଶର ସେନାବାହିନୀକୁ ଉତ୍ସର୍ଗ କରି ନୂଆ ରୂପରେ ବୁଧବାର ଏହି ଜର୍ସି ଉନ୍ମୋଚିତ…

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌: ଚିଙ୍କି, ତୋମାରଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୫।୩(ପି.ଟି.): ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ଭାରତୀୟ ମହିଳା ଶୁଟରମାନେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଛନ୍ତି। ୨୫ ମି. ପିସ୍ତଲ ଇଭେଣ୍ଟରେ ଭାରତୀୟ ମହିଳା ଶୁଟରମାନେ ସବୁ ପଦକ ହାସଲ କରି କ୍ଲିନ୍‌ ସୁଇପ୍‌ କରିଛନ୍ତି। ଚିଙ୍କି ଯାଦବ ସ୍ବର୍ଣ୍ଣ ପଦକ ହାସଲ…

ବ୍ଲାଟରଙ୍କୁ ଦ୍ୱିତୀୟଥର ବାସନ୍ଦ କଲା ଫିଫା

ଜୁରିକ,୨୫।୩(ଏପି): ବିଶ୍ୱ ଫୁଟ୍‌ବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଦ୍ୱିତୀୟଥର ପାଇଁ ପୂର୍ବତନ ଅଧ୍ୟକ୍ଷ ସେପ୍ପ ବ୍ଲାଟରଙ୍କୁ ବାସନ୍ଦ କରିଛି। ୮୫ ବର୍ଷୀୟ ବ୍ଲାଟରଙ୍କ ପ୍ରଥମ ବାସନ୍ଦର ଅବଧି ଶେଷ ହେବାର ୭ ମାସ ପୂର୍ବରୁ ବୁଧବାର ଫିଫା ପୁଣି ଥରେ…

ଜଣେ କ୍ରିକେଟର ଆହତ ହେବାରୁ ବଦଳି ଯାଇଥିଲା ପ୍ରସିଦ୍ଧଙ୍କ ଭାଗ୍ୟ

ଅହମଦାବାଦ,୨୪।୩: କର୍ନାଟକର ଯୁବ ପେସର ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ବପ୍ନ ଶେଷରେ ପୂରଣ ହୋଇଛି। ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ର୍‌ଥମ ଏକଦିବସୀୟରେ କ୍ରିଷ୍ଣାଙ୍କୁ ଅନ୍ତର୍ଜାତୀୟ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ଡେବ୍ୟୁ ମ୍ୟାଚ୍‌ରେ ସେ ୮.୧ ଓଭର ବୋଲିଂ କରି…

୯ ବର୍ଷ ପରେ କ୍ରିକେଟ୍‌ ପଡ଼ିଆରେ ଘଟିଲା ଏମିତି ସଂଯୋଗ

ଅହମଦାବାଦ,୨୪।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଏକଦିବସୀୟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଦୁଇ ଭାଇଙ୍କ ଏକାଠି ଖେଳୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଟିମ ଇଣ୍ଡିଆର ପାଣ୍ଡ୍ୟା ଭାଇ (ହାର୍ଦ୍ଦିକ ଏବଂ କ୍ରୁନାଲ) ଏବଂ ଇଂଲଣ୍ଡର କରଣ ଭାଇ (ସାମ ଏବଂ…

ସିଏସ୍‌କେର ନୂଆ ଜର୍ସିରେ ଭାରତୀୟ ସଶସ୍ତ୍ର ବାହିନୀକୁ ଶ୍ରଦ୍ଧାଞ୍ଜଳି

ଚେନ୍ନାଇ,୨୪।୩ : ଆଇପିଏଲର ୧୩ତମ ସଂସ୍କରଣ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାର ଫ୍ରାଞ୍ଚାଇଜର ନୂଆ ଜର୍ସି ଉନ୍ମୋଚନ କରିଛନ୍ତି। ସିଏସ୍‌କେ ପକ୍ଷରୁ ଟୁଇଟରରେ ଶେୟାର କରାଯାଇଥିବା ଭିଡିଓରେ ପୂର୍ବତନ ଭାରତୀୟ ଅଧିନାୟକ ଏକ…

ଟି୨୦ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ

ଦୁବାଇ,୨୪।୩: ଟି୨୦ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମାଙ୍କ ମାନ୍ୟତାରେ ଆସିଛି ଉନ୍ନତି। ଇଂଲଣ୍ଡ ବିପକ୍ଷ ଅନ୍ତିମ ଟି୨୦ ମ୍ୟାଚ୍‌ରେ କୋହଲି ୫୨ ବଲରେ ଖେଳିଥିଲେ ୮୦…

ଦିଲ୍ଲୀ କ୍ୟାପିଟାଲ୍ସ ପରେ ଆର୍‌ସିବିକୁ ଝଟ୍‌କା: ଉଦ୍‌ଘାଟନୀ ମ୍ୟାଚ୍‌ରେ ଖେଳିବେ ନାହିଁ ଏହି କ୍ରିକେଟର

ନୂଆଦିଲ୍ଲୀ,୨୪।୩: ଦିଲ୍ଲୀ କ୍ୟାପିଟାଲ୍ସ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଲାଗିଛି ଝଟକା। ସ୍ପିନର ଆଡାମ ଜମ୍ପା ଆଇପିଏଲ୍‌ ୨୦୨୧ର ଉଦ୍‌ଘାଟନୀ ମ୍ୟାଚ୍‌ରେ ସାମିଲ ହୋଇପାରିବେ ନାହିଁ। ଏହି ଫ୍ରାଞ୍ଚାଇଜ୍‌ ପକ୍ଷରୁ ଟୁଇଟ୍‌ରରେ ଏକ ପୋଷ୍ଟ କରାଯାଇ ଏନେଇ ସୂଚନା ଦିଆଯାଇଛି। ତେବେ…

ଭାରତୀୟ କ୍ରିକେଟ ଟିମ୍‌ର ଭବିଷ୍ୟତ ଉଜ୍ଜ୍ୱଳ: ମ୍ୟାଚ୍‌ ଜିତିବା ପରେ ଦଳର ଶକ୍ତିକୁ ନେଇ କୋହଲି କହିଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ଦଳ ପାଖରେ ଭରପୂର ବିକଳ୍ପ ରହିଛି। ଶୀର୍ଷ କ୍ରମରେ ଖେଳିବା ପାଇଁ ଏକରୁ ବଳି ଏକ ପ୍ରତିଭାବାନ କ୍ରିକେଟର ଅଛନ୍ତି। କିଛି ବାହାରେ ନିଜ ପାଳିର ଅପେକ୍ଷାରେ ଥିବା ବେଳେ କିଛି ବେଞ୍ଚରେ ବସି ଏକାଦଶରେ ସାମିଲ ହେବାକୁ…

ଯଦି କେଏଲ୍‌ଙ୍କୁ ସୁଯୋଗ ମିଳୁଛି, ଚହଲଙ୍କୁ କାହିଁକି ନୁହେଁ: ବିସିସିଆଇର ଚୟନକୁ ପକ୍ଷପାତ ବୋଲିି କହିଲେ ସେହଓ୍ବାଗ

ନୂଆଦିଲ୍ଲୀ,୨୪।୩: ଭାରତୀୟ ଦଳ ପାଇଁ ଖେଳାଳି ଚୟନ କରାଯାଉଥିବା ବେଳେ ପକ୍ଷପାତ କରାଯାଉଥିବା କହିଛନ୍ତି ପୂର୍ବ ଓପନର ବିରେନ୍ଦ୍ର ସେହଓ୍ବାଗ୍‌। ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ଟିମ୍‌ରେ କେଏଲ୍‌ ରାହୁଲଙ୍କୁ ପୁଣିଥରେ ସୁଯୋଗ ଦିଆଯାଇଥିବା ଦେଖି ସେ ଏଭଳି କହିଛନ୍ତି।…

କେବଳ ଖେଳ ନୁହେଁ, ସୋସିଆଲ ମିଡିଆରେ ମଧ୍ୟ ଲୋକପ୍ରିୟ ଏହି ଖେଳାଳି

କର୍ନାଟକର ଯୁବ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ପଦାର୍ପଣ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆରେ ସେ ୮.୧ ଓଭର ବୋଲିଂ କରି ୫୪ ରନ୍‌ ଦେଇ ୪ ଉଇକେଟ୍‌ ନେଇଥିଲେ। ୨୫ ବର୍ଷୀୟ କ୍ରିଷ୍ଣା ଏଥିସହ…

ଜୋକୋଭିକ୍‌ଙ୍କ ସହ ଅଶ୍ଳୀଳ ଭିଡିଓ କରିବାକୁ ଏହି ମଡେଲଙ୍କୁ ୫୦ ଲକ୍ଷ ଟଙ୍କାର ଅଫର!

ସର୍ବିୟାର ମଡେଲ ନତାଲିଜା ସ୍କେକିକ୍‌ ଏକ ସମ୍ବେଦନଶୀଳ ଘଟଣାର ଖୁଲାସା କରିଛନ୍ତି। ସେ କହିଛନ୍ତି, ବିଶ୍ୱର ୧ ନଂ ଟେନିସ୍‌ ଖେଳାଳି ନୋଭାକ୍‌ ଜୋକୋଭିକ୍‌ଙ୍କ ସହ ଅଶ୍ଳୀଳ ଭିଡିଓ କରିବା ପାଇଁ ତାଙ୍କୁ ୫୦ ଲକ୍ଷ ଟଙ୍କାର ଅଫର ଦିଆଯାଇଥିଲା। ଏକଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?