ଖେଳ

ରୋହିତ ଶର୍ମାଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମନା

ଚେନ୍ନାଇ,୨୧।୪: ଆଇପିଏଲର ୧୪ତମ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୬ ଉଇକେଟରେ ପରାସ୍ତ ହୋଇଛି। ମୁମ୍ବାଇ ଉପରେ ଏହି ଚମତ୍କାର ବିଜୟ ସହିତ ଦିଲ୍ଲୀ ଡିଫେଣ୍ଡିଂ ଚାମ୍ପିଅନ୍ସ ଦଳ ମୁମ୍ବାଇ ବିପକ୍ଷରେ କ୍ରମାଗତ ପାଞ୍ଚଟି…

ଧୋନୀଙ୍କ ବାପା-ମା’ଙ୍କୁ କରୋନା

ରାଞ୍ଚି,୨୧।୪: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବାପା ପାନ ସିଂ-ମା’ ଦେବକୀ ଦେବୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ରାଞ୍ଚିର ପ୍ଲସ ସୁପର୍‌ ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଧୋନୀ ଏବେ ଆଇପିଏଲ୍‌ ଖେଳୁଛନ୍ତି।…

ଆହୁରି ୭ ଭାରତୀୟ ବକ୍ସର ସେମିଫାଇନାଲରେ

ନୂଆଦିଲ୍ଲୀ, ୨୧ା୪ (ପି.ଟି.)-ବେବିରୋଜିସାନା ଚାନୁ ୟୁରୋପିଆନ ଚାମ୍ପିୟନ ଆଲେକ୍ସାସ କୁବିକାଙ୍କୁ ହରାଇଦେବା ଫଳରେ ପୋଲାଣ୍ଡର କିଲ୍‌ସିଠାରେ ଚାଲିଥିବା ପୁରୁଷ ଓ ମହିଳା ୟୁଥ୍‌ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ରେ ଭାରତର ଆଉ ୭ ବକ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରତିଯୋଗିତାର ୭ମ ଦିବସରେ ବେବିରୋଜିସାନା…

ଓ୍ବାଶିଂଟନ ଓ ପଡିକାଲଙ୍କୁ ଅନୁବନ୍ଧିତ କଲା ପୁମା

ନୂଆଦିଲ୍ଲୀ, ୨୧।୪ (ପି.ଟି.)- ଗ୍ଲୋବାଲ ସ୍ପୋଟର୍‌ସ ବ୍ରାଣ୍ଡ୍‌ ପୁମା ଭାରତର ଦୁଇ ଉଦୀୟମାନ କ୍ରିକେଟର ଓ୍ବାଶିଂଟନ ସୁନ୍ଦର ଓ ଦେବଦୂତ ପଡ଼ିକାଲଙ୍କୁ ଅନୁବନ୍ଧିତ କରିଛନ୍ତି। ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି, ଉଇକେଟକିପର-ବ୍ୟାଟ୍ସମ୍ୟାନ କେ.ଏଲ୍‌. ରାହୁଲ, ଜାତୀୟ ମହିଳା ଦଳର ସଦସ୍ୟା…

ଆଇପିଏଲ୍‌- ୧୪: ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

ଚେନ୍ନାଇ,୨୧।୪ (ପି.ଟି.): କ୍ରମାଗତ ୩ଟି ମ୍ୟାଚ୍‌ରେ ପରାଜୟ ବରଣ କରିବା ପରେ ସନରାଇଜର୍ସ ହାଇଦ୍ରାବାଦ ଏବେ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି। ବୁଧବାର ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କ ହାଇଦ୍ରାବାଦ ଓ ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗ୍ସ…

ଡବ୍ଲ୍ୟୁଟିସି ଫାଇନାଲ ଯଥାରୀତି ହେବ: ଆଇସିସି

ଦୁବାଇ, ୨୧ା୪ (ପି.ଟି.)-କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ହାରରେ ବୃଦ୍ଧି ପାଉଥିବାରୁ ବ୍ରିଟେନ ଭାରତକୁ ଏହାର ଟ୍ରାଭେଲ ‘ରେଡ୍‌ ଲିଷ୍ଟ’ରେ ସ୍ଥାନ ଦେଇଥିଲେ ମଧ୍ୟ ଜୁନ୍‌ ୧୮ରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଯଥାରୀତି ଅନୁଷ୍ଠିତ…

ଅଲିମ୍ପିକ ପୂର୍ବରୁ ଟିକାକରଣ ନେଇ ଆଥ୍‌ଲେଟ ଅନୁରୋଧ କରିନାହାନ୍ତି

ଟୋକିଓ,୨୧।୪: ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ୩ ମାସ ବାକି ରହିଛି । ତେବେ ଏହି ମେଗା ଇଭେଣ୍ଟ ଆରମ୍ଭ ହେବା ପୂର୍ବରୁ ଟିକାକରଣ ପାଇଁ ଏ ପର୍ଯ୍ୟନ୍ତ କୌଣସି ଆଥ୍‌ଲେଟ ଅନୁରୋଧ କରିନାହାନ୍ତି ବୋଲି ଆୟୋଜକ କମିଟି ତରଫରୁ…

ଆଇପିଏଲ୍‌-୧୪: କୋଲକାତା ବିପକ୍ଷରେ ଚେନ୍ନାଇ ଫେଭରାଇଟ୍‌

ମୁମ୍ବାଇ,୨୧।୪(ପି.ଟି.): ପ୍ରଥମ ମ୍ୟାଚ୍‌ର ପରାଜୟ ପରେ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ କ୍ରମାଗତ ଦୁଇଟି ବିଜୟ ହାସଲ କରି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚେନ୍ନାଇ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ସଂଘର୍ଷ କରୁଥିବା କୋଲକାତା ନାଇଟ…

ଲୋକଙ୍କୁ ଏମିତି ନିବେଦନ କଲେ କୋହଲି

ମୁମ୍ବାଇ,୨୧।୪: ଦେଶରେ କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଗତ ତିନି ଦିନ ଧରି ଦେଶରେ ପ୍ରତିଦିନ ଅଢେଇ ଲକ୍ଷରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। କରୋନା ପ୍ରୋଟୋକଲ ଅନୁସରଣ କରିବାକୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର…

ରାଜସ୍ଥାନ ରୟାଲ୍ସକୁ ଲାଗିଲା ବଡ଼ ଝଟ୍‌କା: ଦଳରୁ ବାଦ୍‌ ପଡିଲେ ଏହି ଖେଳାଳି

ମୁମ୍ବାଇ, ୨୧।୪: ସଞ୍ଜୁ ସାମସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ବେନ ଷ୍ଟୋକ୍ସଙ୍କ ପରେ ଆଉ ଜଣେ ଖେଳାଳି ଦଳରୁ ବାଦ୍‌ ପଡିଛନ୍ତି। ଆହତ କାରଣରୁ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଚଳିତ ସିଜନରେ ଆଇପିଏଲରୁ…

କମ୍‌ ବୟସରେ ହେୟାର ଷ୍ଟାଇଲିଷ୍ଟଙ୍କ ପ୍ରେମରେ ପଡିଥିଲେ ଏହି କ୍ରିକେଟର୍‌: ଏବେ କଲେ ଖୁଲାସା

ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବୋଲର୍‌ ରାହୁଲ ଚହର ନିଜ ବୋଲିଂକୁ ନେଇ ଚର୍ଚ୍ଚାରେ ଥାନ୍ତି। ଚଳିତ ଆଇପିଏଲ୍‌ରେ ସେ ନିଜ ହେୟାର ଷ୍ଟାଇଲକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ହେୟାର ଷ୍ଟାଇଲ୍‌ ବିଷୟରେ ଜାଣିବା ପାଇଁ ଚାହୁଁଥିଲେ। ନିଜ ପ୍ରଶଂସକଙ୍କୁ ଆଉ…

ସବୁ ବିଭାଗରେ ମୁମ୍ବାଇକୁ ହରାଇଲା ଦିଲ୍ଲୀ

ଚେନ୍ନାଇ,୨୦।୪ : ପ୍ରଥମେ ବୋଲିଂ ଓ ଫିଲ୍ଡିଂ ତା’ ପରେ ବ୍ୟାଟିଂ ବିଭାଗରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଏଥବ ସହ ଗତବର୍ଷରୁ ମୁମ୍ବାଇ ବିପକ୍ଷରେ ଚାଲିଥିବା ପରାଜୟ ଧାରା ଦିଲ୍ଲୀ ଭଙ୍ଗ କରିଛି। ଗତ ସିଜନରେ ଫାଇନାଲ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?