ଖେଳ

୨୧ ମାସ ପରେ ଡାଇଭ୍‌ ମାରିଲେ ଧୋନୀ

ନୂଆଦିଲ୍ଲୀ,୨୦।୪ : ରାଜସ୍ଥାନ ରୟାଲ୍ସ ବିପକ୍ଷ ଆଇପିଏଲ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରନ୍‌ଆଉଟ୍‌ରୁ ବର୍ତ୍ତିବା ପାଇଁ ଫୁଲ୍‌ ଡାଇଭ୍‌ ମାରିଥିଲେ। ୩୯ ବର୍ଷ ବୟସରେ ଫିଟ୍‌ ଥିବାରୁ ଧୋନୀଙ୍କୁ ଅନେକ ପ୍ରଶଂସା କରିଛନ୍ତି।…

କୋହଲିଙ୍କ ବିଶ୍ୱ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ବାବର ଆଜାମ

ହରାରେ, ୨୦।୪: ସ୍ଥାନୀୟ ହରାରେ ସ୍ପୋଟର୍‌ସ କ୍ଲବଠାରେ ବୁଧବାରଠାରୁ ପାକିସ୍ତାନ ଓ ଜିମ୍ବାଓ୍ବେ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌। ଏହି ସିରିଜ୍‌ରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଭାରତୀୟ ରନ୍‌ମେସିନ ବିରାଟ କୋହଲିଙ୍କ ବିଶ୍ୱ…

ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

ଚେନ୍ନାଇ, ୨୦।୪: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା। ଏଠାକାର ପିଚ୍‌ରେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା କଷ୍ଟକର, ଯାହାକି ପୂର୍ବ କିଛି ମ୍ୟାଚ୍‌ରେ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି…

ଆଇପିଏଲରେ ଖେଳିବା ପାଇଁ ଫିଟ୍‌ ହେଲେ ଟିମ୍‌ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୨୦।୪: ଆଇପିଏଲ ଖେଳିବା ପାଇଁ ଏବେ ଟିମ୍‌ ଇଣ୍ଡିଆ ଖେଳାଳି ଈଶାନ୍ତ ଶର୍ମା ସମ୍ପୂର୍ଣ୍ଣ ଫିଟ୍‌। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଖେଳିବାକୁ ସୁଯୋଗ ମିଳିପାରେ। ଗୋଇଠି ଜନିସ ସମସ୍ୟା କାରଣରୁ ସେ ଏପର୍ଯ୍ୟନ୍ତ ଚଳିତ ଆଇପିଏଲରେ…

ଧୋନୀଙ୍କୁ ଆଉଟ୍‌ କରିବା ପରେ ଭାବପ୍ରବଣ ହେଲେ ଏହି ବୋଲର୍‌: କହିଦେଲେ ଏମିତି

ମୁମ୍ବାଇ,୨୦।୪: ଆଇପିଏଲ ୨୦୨୧ରେ ରାଜସ୍ଥାନ ରୟାଲ୍ସ (ଆରଆର) ପାଇଁ ଖେଳୁଥିବା ବାମହାତୀ ଦ୍ରୁତ ବୋଲର ଚେତନ ସାକରିଆ ତାଙ୍କ ଖେଳ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ସୋମବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷ ମ୍ୟାଚରେ ସେ ୩ଟି ଉଇକେଟ ନେଇଥିଲେ।…

ସାଥୀ ଖେଳାଳିଙ୍କ ପାଇଁ ଉପବାସ ରଖୁଛନ୍ତି ଏହି ଦୁଇ ପ୍ରସିଦ୍ଧ କ୍ରିକେଟର୍‌

ଏପ୍ରିଲ ୧୪ରୁ ପବିତ୍ର ରମ୍‌ଜାନ ମାସ ଆରମ୍ଭ ହୋଇଛି। ଏହି ମାସରେ ମୁସଲିମ୍‌ ସମ୍ପ୍ରଦାୟର ଲୋକେ ଉପବାସ ରଖି ଆଲ୍ଲାଙ୍କୁ ସ୍ମରଣ କରନ୍ତି। କିଛି କ୍ରିକେଟର ଅଛନ୍ତି ଯେଉଁମାନେ ମ୍ୟାଚ୍‌ ଚାଲିଥିବା ସମୟରେ ମଧ୍ୟ ଉପବାସ ରଖୁଛନ୍ତି। ଏଥର ଆଇପିଏଲ୍‌ ୨୦୨୧ରେ…

ବିମାନବନ୍ଦରରେ ଝିଅକୁ ଛାତିରେ ଜାବୁଡି ଧରିଲେ ଅନୁଷ୍କା

ଚେନ୍ନାଇ,୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ସମସ୍ତ ମ୍ୟାଚ କରୋନା ଯୋଗୁ ଚଳିତ ବର୍ଷ କେବଳ ୬ଟି ସ୍ଥାନରେ ଖେଳାଯାଉଛି। ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ସ୍ଥାନ ହେଉଛି ମୁମ୍ବାଇ ଏବଂ ଚେନ୍ନାଇ। କିଛି ଦଳ ଚେନ୍ନାଇରେ ସିଜିନ ଆରମ୍ଭ କରିଥିବାବେଳେ କିଛି…

ନିଜ ଦୁଃଖ ବଖାଣିଲେ ଧୋନୀ

ମୁମ୍ବାଇ, ୨୦।୪: ଆଇପିଏଲ୍‌ ୨୦୨୧ରେ ଏମଏସ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ନିଜ ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ବିଜୟ ପରେ ଧୋନୀ ତାଙ୍କ ଫିଟନେସ ବିଷୟରେ କହିଥିଲେ। ଧୋନି ସ୍ବୀକାର କରିଛନ୍ତି ଯେ, ବଢୁଥିବା…

ମନ ଜିଣିଲେ ଜାଡେଜା: ପଡିଆରେ କଲେ ଏମିତି କାମ

ମୁମ୍ବାଇ, ୨୦।୪: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌କେ) ନିଜ ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ ଅନେକ କ୍ଷେତ୍ରରେ ରବିନ୍ଦ୍ର ଜାଡେଜାଙ୍କ ପାଇଁ…

ମାତ୍ର ୨୧ ବଲ୍‌ରେ ବଦଳିଗଲା ସମ୍ପୂର୍ଣ୍ଣ ମ୍ୟାଚ୍‌: ବିଜୟୀ ମ୍ୟାଚ୍‌ ହାରିଲା ରାଜସ୍ଥାନ

ମୁମ୍ବାଇ, ୨୦।୪: ଆଇପିଏଲରେ ୨୦୨୧ରେ ପ୍ରଥମ ମ୍ୟାଚ୍‌ ହାରିବା ପରେ ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌କେ) ପୁଣି ଟ୍ରାକ୍‌କୁ ଫେରିଛି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ ମ୍ୟାଚରେ ଦଳ ହାରିବା ପରେ ଦଳ କ୍ରମାଗତ ଦୁଇଟି ମ୍ୟାଚ ଜିତି ନିଜର ଶକ୍ତି…

ମୁମ୍ବାଇ ସିଟି ଏଫ୍‌ସି ସହ ରହିବେ ବିପିନ ସିଂ

ମୁମ୍ବାଇ, ୨୦ା୪ (ପି.ଟି.)- ଭାରତର ଅନ୍ତର୍ଜାତୀୟ ଫୁଟ୍‌ବଲ ଖେଳାଳି ବିପିନ ସିଂଙ୍କ ସହିତ ଚୁକ୍ତି ମିଆଦ ବୃଦ୍ଧି କରାଯାଇଥିବା ମୁମ୍ବାଇ ସିଟି ଏଫ୍‌ସି ତରଫରୁ ସୋମବାର ଘୋଷଣା କରାଯାଇଛି। ଦଳ ସହିତ ସେ ୨୦୨୫ ମେ’ ପର୍ଯ୍ୟନ୍ତ ରହିବେ। ମଣିପୁରର ଏହି…

ପୂର୍ବତନ ଶ୍ରୀଲଙ୍କା କ୍ରିକେଟରଙ୍କୁ ୮ବର୍ଷ ବାସନ୍ଦ

ଦୁବାଇ, ୨୦ା୪ (ପି.ଟି.)- ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଦିଲହରା ଲୋକୁହେଟିଗେଙ୍କୁ ସୋମବାର କ୍ରିକେଟର ସମସ୍ତ କାର୍ଯ୍ୟକଳାପରୁ ୮ବର୍ଷ ବାସନ୍ଦ କରାଯାଇଛି। ସେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦୁର୍ନୀତି ନିବାରଣ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?