ଖେଳ

ଆଇପିଏଲରୁ ବାଦ୍‌ ପଡ଼ିଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୨୨।୪ : ସନରାଇଜର୍ସ ହାଇଦ୍ରାବାଦ୍‌ ପେସର ଟି. ନଟରାଜ ଚଳିତ ଆଇପିଏଲରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଆଣ୍ଠୁରେ ପୁଣି ଥରେ ସମସ୍ୟା ଦେଖାଦେଇଛି। ଆହତ ସମସ୍ୟା ଯୋଗୁ ୩୦ ବର୍ଷୀୟ ପେସର ଚଳିତ ଆଇପିଏଲରେ କେବଳ ଦୁଇଟି ମ୍ୟାଚ୍‌ ଖେଳିଛନ୍ତି। ତାଙ୍କୁ…

ଟସ୍‌ ଜିତି ବୋଲିଂ ବାଛିଲେ କୋହଲି

ମୁମ୍ବାଇ,୨୨।୪ : ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ବୋଲିଂ ବାଛିଛନ୍ତି। ଏଠାକାର ପିଚ୍‌ରେ ଟାର୍ଗେଟର ପିଛା କରିବା ସହଜ ଓ ମ୍ୟାଚ୍‌ର ପରବର୍ତ୍ତୀ ଭାଗରେ କାକର ପ୍ରଭାବ ଦେଖିବାକୁ…

୨୬ ବର୍ଷ ବଡ଼ ମିଲିନ୍ଦଙ୍କ ପ୍ରେମରେ ପଡ଼ିଥିଲେ ଏହି ଯୁବତୀ; ନାଇଟ୍‌ କ୍ଲବରେ ଭେଟିବା ପରେ …

ବମ୍ବେ: କଥାରେ ଅଛି ପ୍ରେମ ମାନେନା ବୟସ। ସେଭଳି କିଛି ଘଟିଥିଲା ଅଙ୍କିତା କୋନ୍‌ଓ୍ବରଙ୍କ କ୍ଷେତ୍ରରେ। ନିଜଠାରୁ ୨୬ବର୍ଷ ବଡ଼ ଜାଣି ବି ସେ ବଲିଉଡ୍‌ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନଙ୍କ ପ୍ରେମରେ ପଡ଼ିଯାଇଥିଲେ। ବୟସାଗତ ତାରତମ୍ୟ ଅଧିକ ଥିବାରୁ…

ହାଟ୍ରିକ୍‌ ବିଜୟ ପରେ ହସିଲେ ଧୋନୀ, କହିଲେ ‘୨୦ ଓଭର ପୁରା ଖେଳିଥିଲେ…’

ମୁମ୍ବାଇ,୨୨।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ) ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ବୁଧବାର କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ବିପକ୍ଷ ମ୍ୟାଚ୍‌ରେ ଚେନ୍ନାଇ ବିଜେତା ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୩ ଉଇକେଟ ହରାଇ ୨୨୦ ରନ୍‌ କରିଥିଲା।…

ପ୍ରଥମ ବିଜୟ ସ୍ବାଦ ଚାଖିଲା ହାଇଦ୍ରାବାଦ: ଚେପକ୍‌ର ମଇଦାନକୁ ନେଇ ଓ୍ବାର୍ନର କହିଲେ…

ଚେନ୍ନାଇ,୨୨।୪: ଲଗାତାର ଭାବେ ୩ ଟି ମ୍ୟାଚ୍‌ ହାରିବା ପରେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ୍‌ର ଚଳିତ ସଂସ୍କରଣରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ସଫଳତାପୂର୍ବକ ରନ୍‌ର ପିଛା କରି ଗୋଟିଏ ଉଇକେଟ ହରାଇ ଦଳ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।…

ଧୋନୀଙ୍କ ଉତ୍ତରାଧିକାରୀ ଜାଡେଜା

ଚେନ୍ନାଇ,୨୨।୪: ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ପ୍ରଶଂସାରେ ଶତମୁଖ ଇଂଲଣ୍ଡର ପୂର୍ବ ଅଧିନାୟକ ମାଇକେଲ ଭନ୍‌। ସେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସହ ଜାଡେଜାଙ୍କ ତୁଳନା କରିଛନ୍ତି। ଏପରିକି ଜାଡେଜା ଧୋନୀଙ୍କ ପରେ ସିଏସ୍‌କେର ଉତ୍ତରାଧିକାରୀ ହେବା ଲାଗି ସମସ୍ତଙ୍କଠାରୁ ଆଗରେ…

ଯୁବ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ଫାଇନାଲରେ ୮ ଭାରତୀୟ

ନୂଆଦିଲ୍ଲୀ,୨୨।୪(ପି.ଟି.): ପୋଲାଣ୍ଡର କିଏଲ୍ସଠାରେ ଚାଲିଥିବା ଯୁବ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ୭ ମହିଳାଙ୍କ ସମେତ ୮ ଭାରତୀୟ ବକ୍ସର ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ଭାରତ ପାଇଁ ଯୁବ ବର୍ଗରେ ଏକ ଆସାଧାରଣ ସଫଳତା ସାବ୍ୟସ୍ତ ହୋଇଛି। ଏହି ୮ଜଣ ପଦକ…

ୟୁଏଇ କ୍ରିକେଟର କାଦିର ଖାଁ ୫ ବର୍ଷ ବାସନ୍ଦ

ଦୁବାଇ,୨୨।୪(ପି.ଟି.): ଦୁର୍ନୀତି ଅଭିଯୋଗରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) କ୍ରିକେଟର କାଦିର ଖାଁ ସବୁ ପ୍ରକାର କ୍ରିକେଟରୁ ବାସନ୍ଦ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ତାଙ୍କୁ ୫ ବର୍ଷ ପାଇଁ ବାସନ୍ଦ କରିଛି। ଦୁର୍ନୀତି ଆଚରଣବିଧି ଉଲ୍ଲଂଘନ କରିବା ନେଇ…

ଆଇପିଏଲ୍‌- ୧୪: ବିଜୟଧାରା ବଜାୟ ଲକ୍ଷ୍ୟରେ ବାଙ୍ଗାଲୋର

ମୁମ୍ବାଇ,୨୨।୪(ପି.ଟି.): ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦମ୍‌ଦାର ଆରମ୍ଭ କରିଛି। ପ୍ରଥମ ୩ଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ବାଙ୍ଗାଲୋର ପରବର୍ତ୍ତୀ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ। ସ୍ଥାନୀୟ ଓ୍ବାଙ୍ଖଡେ…

ରୋହିତଙ୍କୁ ୧୨ ଲକ୍ଷ ଜରିମାନା

ଚେନ୍ନାଇ, ୨୨।୪(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ମଙ୍ଗଳବାର ଅନୁଷ୍ଠିତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ସ୍ଲୋ ଓଭରରେଟ୍‌ ବୋଲିଂ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଏହି ମ୍ୟାଚରେ ମୁମ୍ବାଇ ୯…

ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌: ପେର୍ସେପଲିସ୍‌ଠାରୁ ଲଢ଼େଇ କରି ହାରିଲା ଗୋଆ

ମାର୍ଗାଓ,୨୨।୪(ପି.ଟି.): ଏଠାରେ ଚାଲିଥିବା ଏସିଆନ ଫୁଟ୍‌ବଲ କନ୍‌ଫେଡେରେଶନ (ଏଏଫ୍‌ସି) ଚାମ୍ପିୟନ୍ସ ଲିଗ୍‌ରେ ଭାରତୀୟ କ୍ଲବ ଏଫ୍‌ସି ଗୋଆ ପ୍ରଭାବୀ ପ୍ରଦର୍ଶନ କରିଛି। ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌ରେ ଗୋଆ ଲଢେଇ କରି ୧-୨ ଗୋଲରେ ଗ୍ରୁପ ‘ଇ’…

ଆର୍ଚେରୀ ବିଶ୍ୱକପ୍‌: କ୍ୱାଲିଫିକେଶନ ରାଉଣ୍ଡରେ ଶୀର୍ଷରେ ଭାରତୀୟ ମହିଳା

ଗ୍ବାଟେମାଲା ସିଟି,୨୨।୪(ପି.ଟି.): ଦୀର୍ଘ ଦୁଇବର୍ଷ ପରେ ଆର୍ଚେରୀ ବିଶ୍ୱକପ୍‌କୁ ପ୍ରତ୍ୟାବର୍ତ୍ତନ କରି ଭାରତୀୟ ରିକର୍ଭ ଆର୍ଚରମାନେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। କ୍ୱାଲିଫିକେଶନ ରାଉଣ୍ଡରେ ଭାରତୀୟ ମହିଳା ରିକର୍ଭ ଟିମ୍‌ ଶୀର୍ଷରେ ରହିଛି। ଅଙ୍କିତା ଭକତ ଓ ଦୀପିକା କୁମାରୀ ପ୍ରାରମ୍ଭିକ ପର୍ଯ୍ୟାୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?