ଖେଳ

ସୁପର ଲିଗ୍‌ରୁ ଓହରିଲେ ୬ ଇଂଲିଶ କ୍ଲବ୍‌

ଲଣ୍ଡନ,୨୨।୪(ପି.ଟି.): ହାଇପ୍ରୋଫାଇଲ ସୁପର ଲିଗ୍‌ରୁ ୬ଟି ଇଂଲିଶ କ୍ଲବ୍‌ ଓହରିଯାଇଛନ୍ତି। ଫଳରେ ଆରମ୍ଭ ହେବା ପୂର୍ବରୁ ଏହି ଲିଗ୍‌ ଏକପ୍ରକାର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଇଂଲିଶ କ୍ଲବ୍‌ଗୁଡିକ ଓହରିଯିବା ପରେ ସ୍ପାନିଶ ଓ ଇଟାଲୀର କ୍ଲବଗୁଡିକ ଚକିତ ହୋଇଛନ୍ତି। ଆର୍ସେନାଲ, ଚେଲସି,…

ଅଲିମ୍ପିକ୍ସ ଫୁଟ୍‌ବଲ ଡ୍ର: ଗ୍ରୁପ୍‌ ‘ଡି’ରେ ବ୍ରାଜିଲ

ଜୁରିଚ୍‌, ୨୨।୪(ଏ.ପି.)- ଚଳିତ ବର୍ଷ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସର ଫୁଟ୍‌ବଲ ଟୁର୍ନାମେଣ୍ଟ ପାଇଁ ଡ୍ର’ ଉଠାଣ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଡ୍ର’ ଅନୁସାରେ ଗତଥରର ପୁରୁଷ ବିଭାଗ ଚାମ୍ପିୟନ ବ୍ରାଜିଲ ଗ୍ରୁପ୍‌…

ପ୍ରଥମ ଟି୨୦ ଜିତିଲା ପାକିସ୍ତାନ

ହରାରେ, ୨୨।୪- ହରାରେ ସ୍ପୋର୍ଟ୍ସ କ୍ଲବରେ ବୁଧବାର ଅନୁଷ୍ଠିତ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ପାକିସ୍ତାନ ୧୧ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ମହମ୍ମଦ ରିଜଓ୍ବାନଙ୍କ ଦ୍ରୁତ ୮୨(୬୧ ବଲ, ୧୦ ଚୌକା, ୧ ଛକା)…

କିଙ୍ଗ୍‌ ଖାନ ଭଳି ହୃଦୟ ଜିତିଲା କେକେଆର

ମୁମ୍ବାଇ,୨୧।୪ : କ୍ରିକେଟ ଏକ ଅନିଶ୍ଚିତତାର ଖେଳ। ଏଥିରେ କେତେବେଳେ କ’ଣ ଘଟିବ, ତାହାର ପୂର୍ବାନୁମାନ କରିବା ସହଜ ନୁହେଁ। କିଛି ଏଭଳି ମ୍ୟାଚ୍‌ ଦେଖିବାକୁ ମିଳିଲା ବୁଧବାର ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ। ୨୨୧ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଓ…

ଆଇପିଏଲ ଇତିହାସରେ ପ୍ରଥମ ଥର ଘଟିଲା ଏମିତି

ମୁମ୍ବାଇ,୨୧।୪: ଏଠାରେ ବୁଧବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି, ଯାହା ଆଇପିଏଲ ଇତିହାସରେ କଦାପି ଘଟି ନ ଥିଲା। ସିଏସ୍‌କେ ଅଧିନାୟକ ମହେନ୍ଦ୍ର…

କେକେଆର ବୋଲରଙ୍କ ଉପରେ ଭାରି ପଡ଼ିଲେ ସିଏସ୍‌କେ ଓପନର

ମୁମ୍ବାଇ,୨୧।୪: କୋଲକାତା ନାଇଟ୍‌ ରାଇଜଡର୍ସ (କେକେଆର)ର ବୋଲରଙ୍କ ଉପରେ ଭାରି ପଡ଼ିଲେ ସିଏସ୍‌କେର ବ୍ୟାଟ୍ସମ୍ୟାନ। ପ୍ରଥମେ ଚେନ୍ନାଇ ସୁପର କିଙ୍ଗ୍ସର ଓପନର ଛକା ଓ ଚୌକାର ବର୍ଷା କଲେ। ଏହାପରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ, ମୋଇଲ ଅଲି ଓ ରବୀନ୍ଦ୍ର…

ଉଦୟ ହେଲା ସନରାଇଜର୍ସର ସୂର୍ଯ୍ୟ

ଚେନ୍ନାଇ,୨୧।୪: କ୍ରମାଗତ ୩ ପରାଜୟ ପରେ ଉଦୟ ହୋଇଛି ସନରାଇଜର୍ସ ହାଇଦ୍ରାବାଦ୍‌ର ସୂର୍ଯ୍ୟ। ଦଳୀୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ଯୋଗୁ ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ଦଳ ବୁଧବାର ପଏଣ୍ଟ ଖାତା ଖୋଲିବାକୁ ସକ୍ଷମ ହୋଇଛି। ଏଠାରେ ପଞ୍ଜାବ ବିପକ୍ଷ ମ୍ୟାଚ୍‌କୁ ୯…

ଏହି ଉପାୟରେ ରୋହିତଙ୍କୁ ଆଉଟ୍‌ କରନ୍ତି ଦକ୍ଷ ସ୍ପିନର

ଚେନ୍ନାଇ,୨୧।୪: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ତଥା ବିସ୍ଫୋରକ ଓପନର ରୋହିତ ଶର୍ମାଙ୍କୁ କେଉଁ ଭଳି ଆଉଟ୍‌ କରି ହେବ, ତାହା ପ୍ରକାଶ କରିଛନ୍ତି ବରିଷ୍ଠ ଲେଗ୍‌ ସ୍ପିନର ଅମିତ୍‌ ମିଶ୍ରା। ଏହି ସ୍ପିନର (୨୪/୪)ଙ୍କ ଯୋଗୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସହଜ…

ଆଇପିଏଲ୍‌ରେ ଚତୁର୍ଥ ଥର ପାଇଁ ଡେବ୍ୟୁ କଲେ ଏହି କ୍ରିକେଟର; ମ୍ୟାଚ୍‌ ବିଜେତା ହେବେ କି ବୋଲି…

ଚେନ୍ନାଇ,୨୧।୪: ସନରାଇଜର୍ସ ହାଇଦ୍ରାବାଦ(ଏସ୍‌ଆର୍‌ଏଚ୍‌) ପାଇଁ ଚଳିତ ଆଇପିଏଲ୍‌ ସେତେଟା ଭଲ ସାବ୍ୟସ୍ତ ହେଉନାହିଁ। ପ୍ରଥମ ତିନୋଟି ମୁକାବିଲାରେ ଦଳ ପରାଜିତ ହୋଇଛି। ଖେଳାଳି ପରିବର୍ତ୍ତନ କଲେ ସୁଦ୍ଧା ସେତେଟା ସୁଫଳ ମିଳୁନାହିଁ। ଏବେ ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱାଧିନ ହାଇଦ୍ରାବାଦ ଚତୁର୍ଥ ମୁକାବିଲା…

ଏକଦା ସେହ୍ବାଗଙ୍କୁ କହିଥିଲେ ‘ଭାଇ ମୋ ଦରମା ବଢ଼ାଇଦିଅ’; ଏବେ ଆଇପିଏଲ୍‌ର ଶ୍ରେଷ୍ଠ ବୋଲର୍‌

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀ କ୍ୟାପିଟାଲ୍ସର ଅନୁଭବୀ ଲେଗ୍‌ ସ୍ପିନର ଅମିତ ମିଶ୍ରା ମଙ୍ଗଳବାର ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ନିଜର ସ୍ପେଲ୍‌ରେ ସେ ୨୪ରନ୍‌ ଦେଇ ୪ ଉଇକେଟ ନେଇଥିଲେ। ଏହି ପ୍ରଦର୍ଶନ ପାଇଁ…

ରୋହିତ ଶର୍ମା ମାରିଲେ ଏମିତି ଛକା: ଡରିଗଲେ ଖେଳାଳିଙ୍କ ସ୍ତ୍ରୀ

ଚେନ୍ନାଇ,୨୧।୪: ଆଇପିଏଲର ୧୩ତମ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୬ ଉଇକେଟରେ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରୁଥିବାବେଳେ ମୁମ୍ବାଇ ରିଷଭ ପନ୍ତଙ୍କ ଦଳକୁ ୧୩୮ ରନ୍‌ର ଟାର୍ଗେଟ ଦେଇଥିଲା। ଜବାବରେ ଦିଲ୍ଲୀ ଚାରି ଉଇକେଟ…

୩୮ ବର୍ଷ ବୟସରେ ପ୍ରଥମ ଭାରତୀୟ ଭାବେ ଏମିତି କାରନାମା କଲେ ଅମିତ ମିଶ୍ର

ମୁମ୍ବାଇ, ୨୧।୪: ଆଇପିଏଲ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ୩୮ ବର୍ଷୀୟ ଲେଗ ସ୍ପିନର ଅମିତ ମିଶ୍ର ୪ ଉଇକେଟ ନେଇ ୧୩୭ ରନରେ ମୁମ୍ବାଇକୁ ଅଟକାଇଥିଲେ। ଏହା ପରେ ଦିଲ୍ଲୀ ୧୯.୧ ଓଭରରେ ୪ ଉଇକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?