ଖେଳ

ଦୂତୀଙ୍କୁ ନେଇ ଆଶାରେ ହିମା

ନୂଆଦିଲ୍ଲୀ, ୨୦।୪ (ପିଟି)-ଆସନ୍ତା ମାସରେ ପୋଲାଣ୍ଡରେ ହେବାକୁଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା ୪x୧୦୦ ମିଟର ରିଲେ ଦଳ ଅଂଶଗ୍ରହଣ କରିବ। ସ୍ପ୍ରିଣ୍ଟ କୁଇନ ଓଡ଼ିଶାର ଦୂତୀ ଚାନ୍ଦ ଏହି ଦଳରେ ଥିବାରୁ ଭାରତ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବା…

ଧୋନୀଙ୍କ କ୍ୟାପଟେନଶିପ୍‌ର ଜବାବ ନାହିଁ

ମୁମ୍ବାଇ,୨୦।୪ : ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱଶୈଳୀର ଜବାବ ନାହିଁ। ମୁମ୍ବାଇ ପିଚ୍‌ ଓ ପ୍ରଥମ ବ୍ୟାଟିଂ ଆଉ ତା’ ପରେ ମ୍ୟାଚ୍‌ ଜିତିବା ବେଶ୍‌ କଷ୍ଟକର। ଏହା ଧୋନୀଙ୍କ ଦକ୍ଷ ନେତୃତ୍ୱ ବଳରେ ସମ୍ଭବ ହୋଇପାରିଛି। ସୋମବାର ଖେଳାଯାଇଥିବା ମ୍ୟାଚ୍‌…

ଧୋନୀଙ୍କ ରେକର୍ଡ ତାଲିକାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ

ମୁମ୍ବାଇ,୨୦।୪ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାରିୟରରେ ସୋମବାର ଯୋଡ଼ି ହୋଇଛି ଆଉ ଏକ ସଫଳତା। ଓ୍ବାଙ୍ଖଡେ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଅଧିନାୟକ ଭାବେ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ଖେଳିଛନ୍ତି…

ଧୋନୀଙ୍କୁ ବୋଲର ହିଁ ଭରସା

ମୁମ୍ବାଇ,୧୯।୪ : ରାଜସ୍ଥାନ ରୟାଲ୍ସ ଆଗରେ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଛିଡ଼ା କରିଛି ୧୮୯ ରନ୍‌ର ବିଜୟ ଲକ୍ଷ୍ୟ। ମୁମ୍ବାଇ ପିଚ୍‌ରେ ଏହା ଯଥେଷ୍ଟ ନୁହେଁ। ମହେନ୍ଦ୍ର ସିଂ ଧୋନୀଙ୍କ ସିଏସ୍‌କେକୁ ଜିତିବା ପାଇଁ ହେଲେ…

ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ

ମୁମ୍ବାଇ,୧୯।୪ : ଓ୍ବାଙ୍ଖଡେ ଷ୍ଟାଡିୟମରେ ସୋମବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଠାରେ କାକର ପଡ଼ିବାର…

ଧୋନୀଙ୍କ ମୁଣ୍ଡ ଉପରେ ଝୁଲୁଛି ବ୍ୟାନ ହେବାର ଆଶଙ୍କା

ମୁମ୍ବାଇ,୧୯।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ମୁଣ୍ଡ ଉପରେ ଝୁଲୁଛି ବ୍ୟାନ ହେବାର ଆଶଙ୍କା। ନିକଟରେ ସିଏସ୍‌କେ ପାଇଁ ୨୦୦ ମ୍ୟାଚ୍‌ ଖେଳିଥିବା ଧୋନୀ ଚଳିତ ଆଇପିଏଲରୁ ୨ କିମ୍ବା ୪ ମ୍ୟାଚ୍‌ରୁ ବାସନ୍ଦ ହୋଇପାରନ୍ତି।…

ପ୍ରଶଂସକଙ୍କୁ ବଡ଼ ଖୁସି ଖବର ଦେଲେ ଏବି ଡି ଭିଲିୟର୍ସ

ଚେନ୍ନାଇ, ୧୯।୪: ଟି -୨୦ ବିଶ୍ୱକପ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବାକୁ ଚାହୁଁଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ ଏବି ଡିଭିଲିୟର୍ସ। ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ବିପକ୍ଷରେ ବିଜୟ ପରେ ଡି ଭିଲିୟର୍ସ କହିଛନ୍ତି ଯେ, ଟି-୨୦ ବିଶ୍ୱକପ୍‌ରେ ଯଦି…

ଏସୀୟ ଭାରୋତ୍ତୋଳନ: ସ୍ବର୍ଣ୍ଣ ଜିତିଲେ ଓଡ଼ିଆ ଝିଅ ଝିଲ୍ଲୀ

ଭୁବନେଶ୍ୱର, ୧୯।୪(କ୍ରୀଡ଼ା ପ୍ରତିନିଧି)- ଏସୀୟ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରୁ ରବିବାର ଖୁସି ଖବର ଆଣିଛନ୍ତି ଓଡ଼ିଶାର ଝିଲ୍ଲୀ ଦଳବେହେରା। ଉଜବେକିସ୍ତାନର ତାସକେଣ୍ଟରେ ଚାଲିଥିବା ଏସୀୟ ଚାମ୍ପିୟନଶିପ୍‌ର ୪୫ କେଜି କାଟେଗୋରିରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଜୁନିୟର ବିଶ୍ୱ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ…

୧୬୪ କେଜି ଭାର ଉଠାଇଲେ ସ୍ନେହା

ଭୁବନେଶ୍ୱର, ୧୯।୪(କ୍ରୀଡ଼ା ପ୍ରତିନିଧି)- ତାସକେଣ୍ଟରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଝିଲ୍ଲୀ ଦଳବେହେରା ସ୍ବର୍ଣ୍ଣ ପଦକ ପାଇଥିବାବେଳେ ଆଉ ଜଣେ ଓଡ଼ିଆ ଯୁବତୀ ସ୍ନେହା ସୋରେନ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ୫୫ କେଜି ବିଭାଗରେ ଭାଗ ନେଇଥିବା ୨୦…

କ୍ରିଷ୍ଣା ପୁନିଆଙ୍କୁ କରୋନା

ନୂଆଦିଲ୍ଲୀ, ୧୯ା୪(ପି.ଟି.)-ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ କ୍ରିଷ୍ଣା ପୁନିଆ କରୋନା ସଂକ୍ରମିତ ହୋଇଛନ୍ତି। ରବିବାର ହୋଇଥିବା କୋଭିଡ୍‌ ଟେଷ୍ଟରେ ତାଙ୍କର ପଜିଟିଭ ଆସିଛି। ୪୩ ବର୍ଷୀୟା କ୍ରିଷ୍ଣା ୨୦୧୦ ଦିଲ୍ଲୀ ଗେମ୍ସ ମହିଳା ଡିସ୍‌କସ୍‌ ଥ୍ରୋ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ…

ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌: ଦୀପକ ପୁନିଆଙ୍କୁ ରୌପ୍ୟ ପଦକ

ଅଲମାଟି (କାଜାଖସ୍ତାନ), ୧୯ା୪ (ପି.ଟି.)-ଏଠାରେ ଚାଲିଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ର ଅନ୍ତିମ ଦିବସରେ ଭାରତର ଦୀପକ ପୁନିଆ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲରେ ସେ ତାଙ୍କ ଆଦର୍ଶ ତଥା ଇରାନିଆନ୍‌ କିମ୍ବଦନ୍ତୀ ହସନ ୟାଜଦାନିଚାରାତିଙ୍କଠାରୁ ହାରିଯାଇଛନ୍ତି। ସେହିପରି ସଞ୍ଜିତ ଦେଶ…

ସନରାଇଜର୍ସ ହାଇଦ୍ରାବାଦକୁ ବଡ଼ ଝଟ୍‌କା

ଶ୍ରୀଲଙ୍କା କ୍ରିକେଟର ଭେଟେରାଲ ଖେଳାଳି ତଥା ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ର ବୋଲିଂ କୋଚ୍‌ ମୁଥିୟା ମୁରଲିଧରନ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ସେ ଆଞ୍ଜିଓପ୍ଲାଷ୍ଟି କରିଛନ୍ତି। ନିକଟରେ ତାଙ୍କ ହାର୍ଟରେ ଏକ ବ୍ଲକେଜ୍‌ ହୋଇଥିବା ଜଣାପଡ଼ିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?