ଖେଳ

ଆଇପିଏଲ୍‌ ସ୍ଥଗିତ ହେବାପରେ ବି ଏହିସବୁ ଖେଳାଳିଙ୍କୁ ମିଳିବ ପୂରା ଟଙ୍କା

ନୂଆଦିଲ୍ଲୀ, ୧୩।୫: କରୋନା ଯୋଗୁ ଆଇପିଏଲ ୨୦୨୧କୁ ସ୍ଥଗିତ ରଖିବାକୁ ପଡିଛି। ଏହା ସତ୍ତ୍ୱେ ଡେଭିଡ ୱାର୍ଣ୍ଣର, ପ୍ୟାଟ କମିନ୍ସ ଏବଂ ଷ୍ଟିଭନ ସ୍ମିଥ୍‌ଙ୍କ ପରି ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ସମ୍ପୂର୍ଣ୍ଣ ଦରମା ମିଳିବ। ଟୁର୍ନାମେଣ୍ଟ ବାତିଲ ହେବା ସ୍ଥିତିରେ ବିଭିନ୍ନ ବୀମା…

ଗାଭାସ୍କରଙ୍କ ଭବିଷ୍ୟବାଣୀ: ଏହି କ୍ରିକେଟର୍‌ ହେବେ ଭାରତୀୟ ଦଳର ଅଧିନାୟକ

ନୂଆଦିଲ୍ଲୀ,୧୩।୫: ମହାନ କ୍ରିକେଟର୍‌ ସୁନୀଲ ଗାଭାସ୍କର ଯୁବ ଉଇକେଟକିପଟ ରିଷଭ ପନ୍ତଙ୍କୁ ନେଇ ବଡ ମନ୍ତବ୍ୟ ଦେଇଛନ୍ତି। ସେ ଭବିଷ୍ୟବାଣୀ କରିଛନ୍ତି ଯେ, ରିଷଭ ଭବିଷ୍ୟତରେ ଭାରତୀୟ ଦଳର ଅଧିନାୟକ ହେବେ। ଶ୍ରେୟାଶ ଆୟାରଙ୍କ ଅନୁପସ୍ଥିତିରେ ପନ୍ତ ଆଇପିଏଲ୍‌-୧୪ରେ ଦିଲ୍ଲୀ କ୍ୟାପିଟାଲ୍ସର…

ଅଲିମ୍ପିକ୍ସ ଆୟୋଜନ ବିରୋଧରେ ଜାପାନରେ ଜନ ଅସନ୍ତୋଷ

ଟୋକିଓ,୧୩।୫(ଏପି): ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ଜାପାନରେ ବିରୋଧ ପ୍ରଦର୍ଶନ କରିବା ସହ ଲୋକେ ଅସନ୍ତୋଷ ଜାହିର କରିଛନ୍ତି। ଅଲିମ୍ପିକ୍ସକୁ ବାତିଲ କରିବା ନେଇ ଦାବି ଜୋର ଧରିଛି। ବିନା ଟିକାକରଣରେ ସରକାରଙ୍କ ଅଲିମ୍ପିକ୍ସ ଆୟୋଜନ କରିବାର ଜିଦ୍‌ ଏବେ ଦେଶକୁ…

ଦ୍ରୁତଗତିରେ ଗାଡି ଚଳାଇ ସିମେନ୍ୟା ଗିରଫ

କେପ୍‌ ଟାଉନ,୧୩।୫(ଏପି): ଅଲିମ୍ପିକ ଚାମ୍ପିୟନ କାଷ୍ଟର ସିମେନ୍ୟା ଦ୍ରୁତ ଗତିରେ ଗାଡି ଚଳାଇ ଦକ୍ଷିଣ ଆଫିକାରେ ଗିରଫ ହୋଇଛନ୍ତି। ଗିରଫ ହେବା ପରେ ତାଙ୍କୁ ବେଲ୍‌ ମିଳିଛି। ତେବେ ତାଙ୍କୁ ୫୦ ଘଣ୍ଟାର କମ୍ୟୁନିଟି ସର୍ଭିସ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଗଷ୍ଟ…

ପେରେରା ଶ୍ରୀଲଙ୍କା ଦିନିକିଆ ଅଧିନାୟକ

କଲମ୍ବୋ, ୧୩।୫(ପି.ଟି.)- ଉଇକେଟ କିପର ବ୍ୟାଟ୍ସମ୍ୟାନ କୁଶାଲ ପେରେରା ଶ୍ରୀଲଙ୍କା ଏକଦିବସୀୟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଦିମୁଥ କରୁଣାରନେତ୍ଙ୍କ ସ୍ଥାନରେ ପେରେରାଙ୍କୁ ଏହି ଗୁରୁଦାୟିତ୍ୱ ମିଳିଛି। ଚଳିତ ମାସରେ ହେବାକୁଥିବା ବାଂଲାଦେଶ ବିପକ୍ଷ ସିରିଜ ପାଇଁ କୁଶାଲ ମେଣ୍ଡିସଙ୍କୁ…

ଟିଟି ଖେଳାଳି ଚନ୍ଦ୍ରଶେଖରଙ୍କ ଦେହାନ୍ତ

ଚେନ୍ନାଇ,୧୩।୫(ପି.ଟି.): ସମ୍ମାନଜନକ ଅର୍ଜୁନ ପୁରସ୍କାର ଜିତିଥିତ୍ବା ଭାରତୀୟ ଟେବୁଲ ଟେନିସ ଖେଳାଳି ଭି. ଚନ୍ଦ୍ରଶେଖର ୬୪ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଏକ ସ୍ଥାନୀୟ ପ୍ରାଇଭେଟ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ବୋଲି ତାଙ୍କ ପରିବାର…

ଅବସର ନେବେ ବିଜେ ଓ୍ବାଟଲିଂ

ଓ୍ବେଲିଂଟନ,୧୩।୫(ଏପି): ନ୍ୟୁଜିଲାଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ବିଜେ ଓ୍ବାଟଲିଂ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ଆସନ୍ତା ମାସରେ ଇଂଲଣ୍ଡର ସାଉଥାମ୍ପଟନଠାରେ ଆୟୋଜନ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ପରେ ସେ ସବୁପ୍ରକାର କ୍ରିକେଟରୁ ଅବସର ଘୋଷଣା କରିବେ ବୋଲି…

ଦୁଃଖରେ ଭାଙ୍ଗିପଡିଲେ ଏହି କ୍ରିକେଟର୍‌: କହିଲେ, କରୋନା ଛଡେଇ ନେଲା..

ଲକ୍ଷ୍ନୌ,୧୩।୫: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଆରପି ସିଂଙ୍କ ପିତା ଶିବ ପ୍ରସାଦ ସିଂଙ୍କର କରୋନାରେ ମୃତ୍ୟୁ ହୋଇଛି। ଆରପି ସିଂ ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ତାଙ୍କ ପିତା ଅନେକ ଦିନ ଅସୁସ୍ଥ ଥିଲେ ଏବଂ ତାଙ୍କୁ ଲକ୍ଷ୍ନୌର…

ବିରାଟ କୋହଲିଙ୍କୁ ପ୍ରବଳ ଡରନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌: ଜାଣନ୍ତୁ କାହିଁକି

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ଏବଂ ଏବି ଡି ଭିଲିୟର୍ସଙ୍କ ମଧ୍ୟରେ ଅତି ଘନିଷ୍ଠ ବନ୍ଧୁତା ଅଛି। ପଡ଼ିଆରେ ଏବଂ ବାହାରେ ଉଭୟ ବହୁତ ଭଲ। ଉଭୟ ଖେଳାଳି ଦୀର୍ଘ ଦିନ ଧରି ଆରସିବି ପାଇଁ ଖେଳୁଛନ୍ତି। ଏବି…

ଲକ୍ଷ୍ୟରୁ ଟପିଗଲେ ବିରୁଷ୍କା: ଯାହା କହିଥିଲେ କରି ଦେଖାଇଲେ

ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ୧୧ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛନ୍ତି। କରୋନା ବିପକ୍ଷରେ ଲଢିବା ପାଇଁ InThisTogether ନାମକ ଏକ ଅଭିଯାନ ଜରିଆରେ ବିରୁଷ୍କା ୭ ଦିନରେ ୭ କୋଟି ଟଙ୍କା ସଂଗ୍ରହ କରିବାକୁ…

ସାଇନା, ଶ୍ରୀକାନ୍ତଙ୍କ ଅଲିମ୍ପିକ୍ସ ଖେଳିବା ଆଶା ଶେଷ

ନୂଆଦିଲ୍ଲୀ,୧୩।୫(ପି.ଟି.): ଭାରତୀୟ ତାରକା ବ୍ୟାଡ୍‌ମିଣ୍ଟନ ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ଓ ମହିଳା ଖେଳାଳି ସାଇନା ନେହ୍ବାଲଙ୍କ ଟୋକିଓ ଅଲିମ୍ପିକ୍ସ ଖେଳିବା ଆଶା ଶେଷ ହୋଇଛି। ସିଙ୍ଗାପୁର ଓପନ୍‌ ଟୁର୍ନାମେଣ୍ଟକୁ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ବାତିଲ କରିବା ପରେ ଏହି ଦୁଇ…

ଏବେ ଘାସ କାଟୁଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

କରୋନା ଯୋଗୁ ୨୯ଟି ମ୍ୟାଚ ପରେ ଆଇପିଏଲର ୧୪ତମ ସିଜନ ସ୍ଥଗିତ ରଖାଯାଇଥିଲା। ପରେ ଖେଳାଳିମାନେ ତାଙ୍କ ଘରକୁ ଫେରି ଯାଇଥିଲେ। ଏବେ ଭାରତୀୟ ଖେଳାଳିମାନେ ଆସନ୍ତା ମାସରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଏବଂ ପରେ ଇଂଲଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?