ଏହି କ୍ରିକେଟର୍ଙ୍କ ଘରେ ଦୁଃଖର ପରିସ୍ଥିତି: ସ୍ତ୍ରୀ ଦେଲେ ସୂଚନା
କରୋନା ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି। ତାରକା ଖେଳାଳିଙ୍କ ପରିବାର ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ନିକଟରେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଆରପି ସିଂ, ଚେତନ ସକରିଆ ଏବଂ ଲେଗ ସ୍ପିନର ପୀୟୁଷ ଚାୱଲା କରୋନା ଯୋଗୁ ବାପାଙ୍କୁ…
ଇର୍ଫାନଙ୍କ ସମେତ ୫ ଆଥ୍ଲେଟ ପଜିଟିଭ
ନୂଆଦିଲ୍ଲୀ, ୧୪ା୫(ପି.ଟି.)-ବେଙ୍ଗାଲୁରୁସ୍ଥିତ ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ)ର ସେଣ୍ଟର ଅଫ୍ ଏକ୍ସଲେନ୍ସଠାରେ ୫ଜଣ ଆଗଧାଡ଼ି ଆଥ୍ଲେଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଲିମ୍ପିକ ଯୋଗ୍ୟତା ହାସଲ କରିଥିବା ରେସ୍ ଓ୍ବାକର କେ.ଟି. ଇର୍ଫାନ ଅନ୍ୟତମ। ସମସ୍ତଙ୍କୁ କ୍ୱାରାଣ୍ଟାଇନ୍ରେ…
ମହିଳା ବିଗ୍ବାସ ଲିଗ୍ରେ ପଦାର୍ପଣ କରିବେ ଶେଫାଳୀ, ରାଧା
ନୂଆଦିଲ୍ଲୀ,୧୪।୫(ପି.ଟି.): ଭାରତୀୟ ମହିଳା ବ୍ୟାଟିଂ ସେନ୍ସେସନ ଶେଫାଳୀ ବର୍ମା ଓମ୍ୟାନ ବିଗ୍ବାସ ଲିଗ୍ (ଡବ୍ଲ୍ୟୁବିବିଏଲ୍)ରେ ପଦାର୍ପଣ କରିବେ। ଦୁଇଥର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିବା ସିଡ୍ନୀ ସିକ୍ସର ତରଫରୁ ସେ ଚଳିତବର୍ଷ ଶେଷ ଆଡକୁ ଏହି ହାଇପ୍ରୋଫାଇଲ ଲିଗ୍ରେ ପ୍ରଥମଥର…
ଚାମ୍ପିୟନଶିପ୍ ଫାଇନାଲ ପୋର୍ତ୍ତୋ କୁ ସ୍ଥାନାନ୍ତର
ଲଣ୍ଡନ, ୧୪ା୫(ପି.ଟି.)-ଚେଲ୍ସି ବନାମ ମାଞ୍ଚେଷ୍ଟର ସିଟି ଚାମ୍ପିୟନ୍ସ ଲିଗ୍ ଫୁଟ୍ବଲ ଫାଇନାଲ ଇସ୍ତାନବୁଲ୍ରୁ ପୋତ୍ତେର୍ର୍ା ସ୍ଥାନାନ୍ତର କରାଯାଇଛି। ଷ୍ଟାଡିୟମରେ ମ୍ୟାଚ ଦେଖିବା ଲାଗି ଦୁଇ ଦଳର ୧୨,୦୦୦ ସମର୍ଥକଙ୍କୁ ଅନୁମତି ମିଳିବ। ୟୁନିୟନ ଅଫ୍ ୟୁରୋପିଆନ ଫୁଟ୍ବଲ ଆସୋସିଏଶନ (ୟୁଫା) ତରଫରୁ…
ପାଓ୍ବାର ଭାରତୀୟ ମହିଳା କ୍ରିକେଟ ମୁଖ୍ୟ କୋଚ୍
ନୂଆଦିଲ୍ଲୀ, ୧୪।୫(ପି.ଟି.): ପୂର୍ବତନ ଟିମ୍ ଇଣ୍ଡିଆ ସ୍ପିନର ରମେଶ ପାଓ୍ବାର ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍ ପଦକୁ ଫେରିଛନ୍ତି। ସେ ଡବ୍ଲ୍ୟୁଭି ରମଣଙ୍କ ସ୍ଥାନ ନେଇଛନ୍ତି। ରମେଶ ପୂର୍ବରୁ ମହିଳା ଦଳର ମୁଖ୍ୟ କୋଚ୍ ଥିଲେ। ମାତ୍ର ଏକଦିବସୀୟ…
କୋହଲିଙ୍କ ଶରୀରରେ ଅଛି ୧୧ ଟାଟୁ: ଜାଣନ୍ତୁ କାହାର ଅର୍ଥ କ’ଣ
ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ କ୍ୟାରିୟରରେ ଅନେକ ରେକର୍ଡ କରିଛନ୍ତି। ତାଙ୍କ କ୍ୟାରିଅର୍ ସମୟରେ ସେ ଏପର୍ଯ୍ୟନ୍ତ ତାଙ୍କ ଶରୀରରେ ୧୧ଟି ଟାଟୁ କରିଛନ୍ତି। ଏହି ସମସ୍ତ ଟାଟୁଗୁଡିକସ୍ ଏକ ସ୍ବତନ୍ତ୍ର ଉଦ୍ଦେଶ୍ୟରେ ତିଆରି କରାଯାଇଛି। ଆସନ୍ତୁ ଜାଣିବା…
ପ୍ରାକ୍ତନ ଅଷ୍ଟ୍ରେଲିଆନ ଖେଳାଳିଙ୍କ ୨୦୨୧ ଶ୍ରେଷ୍ଠ ଆଇପିଏଲ୍ ଦଳରେ ନାହାନ୍ତି କୋହଲି, ରୋହିତ
ନୂଆଦିଲ୍ଲୀ,୧୩।୫: ପୂର୍ବତନ ଅଷ୍ଟ୍ରେଲିଆନ କ୍ରିକେଟର ବ୍ରାଡ ହଗ ନିଜ ୟୁୁଟ୍ୟୁବ ଚ୍ୟାନେଲରେ ଗୁରୁବାର ଚଳିତ ବର୍ଷର ଶ୍ରେଷ୍ଠ ଆଇପିଏଲ ଏକାଦଶ ଘୋଷଣା କରିଛନ୍ତି। ସବୁଠୁ ବଡ଼ କଥା ହେଲା ହଗ୍ଙ୍କ ଏହି ଦଳରେ ସ୍ଥାନ ପାଇ ନାହାନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ…
ମୁମ୍ବାଇ ଇଣ୍ଡିଆନ୍ସ-ପୋଲାର୍ଡଙ୍କ ଚୁକ୍ତି ପଛରେ ରହିଛି ବ୍ରାଭୋଙ୍କ ହାତ
ନୂଆଦିଲ୍ଲୀ,୧୩।୫: ମୁମ୍ବାଇ ଇଣ୍ଡିଆନ୍ସ ୨୦୧୦ରେ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କିରନ ପୋଲାର୍ଡଙ୍କ ସହ ଚୁକ୍ତି କରିଥିଲା। ଏହା ପଛରେ ଥିଲା ଅନ୍ୟତମ ଅଲରାଉଣ୍ଡର ଡ୍ବେନ ବ୍ରାଭୋଙ୍କ ହାତ। ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ମୁମ୍ବାଇ ଫ୍ରାଞ୍ଚାଇଜ ପାଇଁ ଖେଳିଥିଲେ ବ୍ରାଭୋ। ଏହାପରେ ସେ ସାମିଲ…
୬ ହଜାର ବର୍ଗ ଫୁଟ ଅଞ୍ଚଳରେ ନିର୍ମାଣ ହୋଇଛି ହାର୍ଦ୍ଦିକଙ୍କ ପେଣ୍ଟହାଉସ୍: ଭିତରୁ ଦେଖିବାକୁ…
ଭାରତୀୟ କ୍ରିକେଟ ଟିମ୍ର ଅନ୍ୟତମ ଶ୍ରେଷ୍ଠ ଖେଳାଳି ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଜାତୀୟ ତଥା ଅନ୍ତର୍ଜାତୀୟ ମ୍ୟାଚ୍ରେ ସେ ନିଜର ଦମଦାର ପ୍ରଦର୍ଶନ ଜରିଆରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ନିଜ ବ୍ୟାଟିଂରେ ବୋଲର୍ଙ୍କ ନିଦ ହଜାଉଥିବା ହାର୍ଦ୍ଦିକ ଗୁଜରାଟର ବଦୋଦରା…
ଗୋଟିଏ ସର୍ତ୍ତରେ ଅଧିନାୟକ ପଦ ଛାଡ଼ିବାକୁ ରାଜି ଟିମ୍ ପେନ୍; ଅଷ୍ଟ୍ରେଲିଆର ଆଗାମୀ ଅଧିନାୟକ ଭାବେ…
ମେଲବର୍ନ,୧୩।୫: ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ଟିମ୍ ପେନ ଦାୟିତ୍ୱରୁ ହଟିବାକୁ ନେଇ ସଙ୍କେତ ଦେଇଛନ୍ତି। ଆସେସ୍ କ୍ରିକେଟ ସିରିଜରେ ଇଂଲଣ୍ଡକୁ ଯଦି ତାଙ୍କ ଦଳ ପରାସ୍ତ କରେ ତେବେ ସେ ଅଧିନାୟକ ପଦ ଛାଡ଼ିଦେବେ ବୋଲି କହିଛନ୍ତି। ଏପରିକି ସେ ଷ୍ଟିଭ୍…
ନମ୍ବର-୧ ହେଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ, ୧୩।୫: ଆଇସିସି ପକ୍ଷରୁ ଗୁରୁବାର ତାଜା ଟେଷ୍ଟ ଟିମ୍ ର଼୍ୟାଙ୍କିଂ ଜାରି କରାଯାଇଛି। ଏଥିରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲିଷ୍ଟ ଭାରତ ଓ ନ୍ୟୁଜିଲାଣ୍ଡ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଭାରତୀୟ ଟିମ୍କୁ ଗୋଟିଏ ରେଟିଂ…
ଆଇପିଏଲ୍ ସ୍ଥଗିତ ହେବାପରେ ବି ଏହିସବୁ ଖେଳାଳିଙ୍କୁ ମିଳିବ ପୂରା ଟଙ୍କା
ନୂଆଦିଲ୍ଲୀ, ୧୩।୫: କରୋନା ଯୋଗୁ ଆଇପିଏଲ ୨୦୨୧କୁ ସ୍ଥଗିତ ରଖିବାକୁ ପଡିଛି। ଏହା ସତ୍ତ୍ୱେ ଡେଭିଡ ୱାର୍ଣ୍ଣର, ପ୍ୟାଟ କମିନ୍ସ ଏବଂ ଷ୍ଟିଭନ ସ୍ମିଥ୍ଙ୍କ ପରି ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ସମ୍ପୂର୍ଣ୍ଣ ଦରମା ମିଳିବ। ଟୁର୍ନାମେଣ୍ଟ ବାତିଲ ହେବା ସ୍ଥିତିରେ ବିଭିନ୍ନ ବୀମା…

