ଖେଳ

କ୍ରିକେଟ୍‌କୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଅକଲାଣ୍ଡ,୧୨।୫: ନ୍ୟୁଜିଲାଣ୍ଡର ଉଇକେଟ କିପର ବିଜେ ୱାଟଲିଂ କ୍ରିକେଟର୍‌ରୁ ଅବସର ଘୋଷଣା କରିଛନ୍ତି। ଭାରତ ବିପକ୍ଷରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅନ୍ତିମ ମ୍ୟାଚ ପରେ ୱାଟଲିଂ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେବେ। ୱାଟଲିଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ…

ଖେଳାଳିଙ୍କୁ ବିସିସିଆଇର ଚେତାବନୀ: ରିପୋର୍ଟ ନେଗେଟିଭ୍‌ ନ ଆସିଲେ ଇଂଲଣ୍ଡ ଗସ୍ତରୁ ବାଦ୍‌

ନୂଆଦିଲ୍ଲୀ, ୧୨।୫- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତୀୟ ଦଳ ପ୍ରସ୍ତୁତ ହେଉଛି। ନିକଟରେ ଟିମ୍‌ ଇଣ୍ଡିଆ ଖେଳାଳିମାନେ ଇଂଲଣ୍ଡ ଗସ୍ତରେ ଯିବେ। ମାତ୍ର ବାୟୋ-ବବଲରେ ସଂକ୍ରମଣ ଯୋଗୁ ଇଣ୍ଡିଆନ…

ଭାରତର ଶ୍ରୀଲଙ୍କା ଟୁର୍‌: ଅଧିନାୟକ ହୋଇପାରନ୍ତି ଧାଓ୍ବନ କିମ୍ବା ପାଣ୍ଡ୍ୟା

ନୂଆଦିଲ୍ଲୀ, ୧୨ା୫ (ପି.ଟି.)-ଜୁଲାଇରେ ଶ୍ରୀଲଙ୍କା ବିପକ୍ଷ ହ୍ବାଇଟ-ବଲ୍‌ ଟୁର୍‌ ପାଇଁ ଶ୍ରେୟାସ ଆୟାର ଯଦି ଫିଟ୍‌ ନ ରୁହନ୍ତି ତେବେ ଭେଟେରାନ ଓପନର ଶିଖର ଧାଓ୍ବନ କିମ୍ବା ଅଲରାଉଣ୍ଡରରୁ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ ବନିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରୁ ଜଣେ କେହି ଅଧିନାୟକତ୍ୱ…

କୋଭିଡ୍‌-୧୯: ପାଣ୍ଠି ପାଇଁ ଆନନ୍ଦ ଖେଳିବେ ପ୍ରଦର୍ଶନୀ ମ୍ୟାଚ୍‌

ନୂଆଦିଲ୍ଲୀ,୧୨।୫(ପି.ଟି.): କୋଭିଡ୍‌-୧୯ ଲଢେଇରେ ସାମିଲ ହେବାକୁ ଯାଉଛନ୍ତି ଭାରତୀୟ ଗ୍ରାଣ୍ଡ ମାଷ୍ଟର ତଥା ୫ଥର ବିଶ୍ୱଚାମ୍ପିୟନଶିପ୍‌ ହାସଲ କରିଥିବା ବିଶ୍ୱନାଥନ ଆନନ୍ଦ। କୋଭିଡ୍‌ ରିଲିଫ ଫଣ୍ଡ ପାଇଁ ସେ ପାଣ୍ଠି ସଂଗ୍ରହ କରିବେ। ଏଥିପାଇଁ ସେ ଓ ଅନ୍ୟ ୪ ଗ୍ରାଣ୍ଡମାଷ୍ଟର…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ: ରିଷ୍ଟ ସ୍ପିନରଙ୍କ ଅନୁପସ୍ଥିତି ଚିନ୍ତାଜନକ: କାନେରିଆ

ନୂଆଦିଲ୍ଲୀ,୧୨।୫(ପି.ଟି.): ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନ୍‌ଶିପ୍‌ (ଡବ୍ଲ୍ୟଟିସି) ଫାଇନାଲ୍ସ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ କୌଣସି ରିଷ୍ଟ ସ୍ପିନର ସ୍ଥାନ ପାଇ ନ ଥିବାରୁ ପାକିସ୍ତାନ ପୂର୍ବତନ ଲେଗ୍‌ ସ୍ପିନର ଡାନିଶ କାନେରିଆ ଚିନ୍ତାବ୍ୟକ୍ତ କରିଛନ୍ତି।…

୨୦୨୨ ଏଏଫ୍‌ସି ମହିଳା ଏସିଆନ କପ୍‌: କ୍ୱାଲିଫାଇଂ ରାଉଣ୍ଡ ଡ୍ର ସ୍ଥଗିତ

କୁଆଲାଲମ୍ପୁର,୧୨।୫(ପି.ଟି.): ଭାରତରେ ଆୟୋଜନ ହେବାକୁ ଥିବା ୨୦୨୨ ଏଏଫ୍‌ସି ମହିଳା ଏସିଆନ କପ୍‌ କ୍ୱାଲିଫାଇଂ ରାଉଣ୍ଡ ଡ୍ର’କୁ ସ୍ଥଗିତ ରଖାଯାଇଛି। ମେ’ ୨୭ ତାରିଖରେ ଏହା ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିଲା। ଭାରତ ସହ ଏସିଆ ମହାଦେଶରେ କୋଭିଡ୍‌- ୧୯ ମହାମାରୀର…

ଇଂଲଣ୍ଡ ଖେଳାଳି ଆଇପିଏଲ୍‌ର ବାକି ମ୍ୟାଚ୍‌ରେ ସାମିଲ ନ ହୋଇପାରନ୍ତି

ଲଣ୍ଡନ,୧୨।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଅନିର୍ଦ୍ଦିଷ୍ଟ କାଳ ପାଇଁ ସସ୍‌ପେଣ୍ଡ ହୋଇଛି। ତେବେ ଆଇପିଏଲ୍‌ର ବାକି ମ୍ୟାଚ୍‌ଗୁଡିକ ପୁଣିଥରେ ଆୟୋଜନ ହେଲେ ଇଂଲଣ୍ଡ ଖେଳାଳିମାନେ ଏଥିରେ ସାମିଲ ହୋଇପାରିବେ ନାହିଁ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)…

ଟୋକିଓ ଅଲିମ୍ପିକ୍ସ: ହିରୋଶିମା ସଡ଼କରୁ ମଶାଲ ରାଲି ବାତିଲ

ଟୋକିଓ,୧୨।୫(ଏପି): ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ ଆଉ ମାତ୍ର ୧୦ ସପ୍ତାହ ବାକି ରହିଥିବା ବେଳେ ହିରୋଶିମା ପ୍ରାନ୍ତର ସଡକରୁ ମଶାଲ ରାଲିକୁ ବାତିଲ କରାଯାଇଛି। ଜାପାନରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ବିନା ରାଲିରେ ଆସନ୍ତା ସପ୍ତାହରେ…

ଏହି କ୍ରିକେଟର୍‌ଙ୍କୁ ଦୋସା ମାଗିଲେ ପ୍ରଶଂସକ: ଜବାବରେ ମିଳିଲା ଏମିତି

ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଖେଳାଳି ହନୁମା ବିହାରୀ ଆଜିକାଲି କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ହନୁମା ସୋସିଆଲ ମିଡିଆ ମାଧ୍ୟମରେ ସଚେତନତା ବାର୍ତ୍ତା ଦେବା, ଅନ୍ୟକୁ ସାହାଯ୍ୟ କରିବା ପାଇଁ ପାଣ୍ଠି ସଂଗ୍ରହ କରୁଛନ୍ତି।…

ଆଇପିଏଲ୍‌ର ବାକି ମ୍ୟାଚ୍‌ରେ ନ ଖେଳିପାରନ୍ତି ଇଂଲଣ୍ଡ ଖେଳାଳି

ଲଣ୍ଡନ,୧୧।୫ : ଆଇପିଏଲର ୧୪ତମ ସଂସ୍କରଣର ଦ୍ୱିତୀୟାର୍ଦ୍ଧକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିଦିଆଯାଇଛି। ତେବେ ଆଇପିଏଲ୍‌ର ବାକି ମ୍ୟାଚ୍‌ଗୁଡିକ ପୁଣିଥରେ ଆୟୋଜନ ହେଲେ ଇଂଲଣ୍ଡ ଖେଳାଳିମାନେ ଖେଳି ପାରିବେ ନାହିଁ। ଏହା କହିଛନ୍ତି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ…

କାର୍ତ୍ତିକଙ୍କୁ ଟ୍ରୋଲ କଲେ ଅଷ୍ଟ୍ରେଲିଆନ୍‌ ଖେଳାଳି

ନୂଆଦିଲ୍ଲୀ,୧୧।୫ : କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଉଇକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ମଙ୍ଗଳବାର କୋଭିଡ୍‌-୧୯ ଟିକା ନେଇଛନ୍ତି। ଟୁଇଟରରେ ଫଟୋ ଶେୟାର କରି ଏହାର ସୂଚନା ଦେଇଛନ୍ତି କାର୍ତ୍ତିକ। ତାଙ୍କ ଫଟୋ ଯୋଗୁ ଟ୍ରୋଲ କରିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ତଥା…

୨୮ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ କାହିଁକି ସନ୍ନ୍ୟାସ ନେଇଥିଲେ ଅମିର

କରାଚୀ,୧୧।୫ : ଗତବର୍ଷ ଡିସେମ୍ବରରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି ସଭିଙ୍କୁ ଚମକାଇ ଦେଇଥିଲେ ପାକିସ୍ତାନ ପେସର ମହମ୍ମଦ ଅମିର। ସେତେବେଳେ ତାଙ୍କ ଉପରେ ମୁଖ୍ୟ କୋଚ୍‌ ମିଶବା ଉଲ ହକ୍‌ ଓ ବୋଲିଂ କୋଚ୍‌ ଓ୍ବାକର ୟୁନିସ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?