Posted inଖେଳ

୮ମ ଷ୍ଟେଜ୍‌ ଜିତିଲେ ଡାଇଲାନ୍‌

ପ୍ୟାରିସ, ୪ା୭: ଟୁର୍‌ ଡି ଫ୍ରାନ୍ସ ସାଇକେଲ ରେସ୍‌ର ୮ମ ଷ୍ଟେଜ୍‌ ବିଜେତା ହୋଇଛନ୍ତି ବେଲଜିୟମର ଡାଇଲାନ ଟେଅନ୍ସ। ଗତଥରର ଚାମ୍ପିୟନ ଟାଡେଜ ପୋଗାକାର ୟେଲୋ ଜର୍ସି ହାସଲ କରିଛନ୍ତି। ଡାଇଲାନଙ୍କଠାରୁ ୪୪ ସେକେଣ୍ଡ ପଛରେ ଇଅନ୍‌ ଇଜିଗିରେ ଏବଂ ମାଇକେଲ ଉଡ୍ସ ତୃତୀୟ ସ୍ଥାନ ଅଧିକାର କରିଥିଲେ। ୪୯ ସେକେଣ୍ଡ ପଛରେ ଥାଇ ପୋଗାକାର ଚତୁର୍ଥ ହୋଇଥିଲେ। ଅନ୍ୟପକ୍ଷରେ ୨୦୧୮ ବିଜେତା ବ୍ରିଟେନର ଜରେଣ୍ଟ ଥୋମାସ ଷ୍ଟେଜ୍‌ର ପ୍ରଥମ ଭାଗରେ ବାଦ୍‌ ପଡ଼ିଥିଲେ। ବାହାରିନ ଭିକ୍ଟୋରିଅସ ଟିମ୍‌ର ଡାଇଲାନ୍‌ ୧୫୦. ୮ କିଲୋମିଟର ବିଶିଷ୍ଟ ଏହି ରେସ୍‌କୁ ୩ ଘଣ୍ଟା ୫୪ ମିନିଟ୍‌ ୪୧ ସେକେଣ୍ଡରେ ଶେଷ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ ପ୍ରଥମ ଇନିଂସ ଅଗ୍ରଣୀ

ଲଣ୍ଡନ,୧୮ା୮(ଏଏଫ୍‌ପି)-ଚଳିତ ଆଶେସ ସିରିଜରେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ତାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ସ୍ଥାନୀୟ ଲଡର୍‌ସଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ...

ନାଗିନ୍‌ ଡ୍ୟାନ୍ସ କଲେ କୋହଲି

ଲଣ୍ଡନ,୧୫।୮: ଇଂଲଣ୍ଡର ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଭାରତ ପାଇଁ ଶୁଭ ପ୍ରମାଣିତ ହୋଇଛି। କାରଣ ଏହି ଗ୍ରାଉଣ୍ଡରେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟିକତ୍ୱରେ ୨୦୦୨ରେ ଭାରତ ନାଟଓ୍ବେଷ୍ଟ...

ପ୍ରଥମ ବିଜୟ ସ୍ବାଦ ଚାଖିଲା ହାଇଦ୍ରାବାଦ: ଚେପକ୍‌ର ମଇଦାନକୁ ନେଇ ଓ୍ବାର୍ନର କହିଲେ…

ଚେନ୍ନାଇ,୨୨।୪: ଲଗାତାର ଭାବେ ୩ ଟି ମ୍ୟାଚ୍‌ ହାରିବା ପରେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ୍‌ର ଚଳିତ ସଂସ୍କରଣରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ସଫଳତାପୂର୍ବକ...

ଜୋକୋଭିଚ୍‌ଙ୍କ କଷ୍ଟସାଧ୍ୟ ବିଜୟ

ରୋମ୍‌, ୧୬ା୫ (ଏପି)- ଷ୍ଟିଫାନସ ସିତ୍‌ସିପାସଙ୍କ ବିପକ୍ଷରେ ବିଜୟ ହାସଲ କରି ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ନୋଭାକ୍‌ ଜୋକୋଭିଚ୍‌ ଏଠାେରେ ଚାଲିଥିବା ଇଟାଲିଆନ ଓପନ୍‌ ଟେନିସ ପୁରୁଷ...

ଓ୍ବେଷ୍ଟଇଣ୍ଡିଜ ରିଜର୍ଭ ଲିଷ୍ଟରେ ବ୍ରାଭୋ, ପୋଲାର୍ଡ

ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ), ୨୦।୫(ପି.ଟି.)- ଆଇସିସି ବିଶ୍ୱକପ୍‌ ଲାଗି କ୍ରିକେଟ୍‌ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ) ପକ୍ଷରୁ ରବିବାର ୧୦ ରିଜର୍ଭ ଖେଳାଳିଙ୍କ ନାମ ପ୍ରକାଶ ପାଇଛି। ଏହି...

ଦୁବାଇ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ : ତିନି ବିଭାଗ ସେମିରେ ପ୍ରମୋଦ

ଭୁବନେଶ୍ୱର, ୩।୪(କ୍ରୀଡ଼ା ପ୍ରତିନିଧି)- ଦୁବାଇ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ତିନୋଟି ବିଭାଗ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ...

ପାକିସ୍ତାନ ଫ୍ୟାନ୍‌ଙ୍କ ମୁହଁରେ ଇଣ୍ଡିଆ..ଇଣ୍ଡିଆ..

ବର୍ମିଂହାମ, ୩୦।୬: ଚଳିତ ଆଇସିସି ବିଶ୍ୱକପର ଗୁରୁତ୍ୱପୂର୍ଣ୍ଣ ୩୮ତମ ମ୍ୟାଚରେ ଦୁଇ ଫେଭରାଇଟ୍‌ ଦଳ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ଭେଟାଭେଟି ହୋଇଛନ୍ତି। ଇଂଲଣ୍ଡ...

ଲକ୍‌ଡାଉନ୍‌ ଏକ୍ସଟେନଶନ: ସବୁ ଜାତୀୟ ଚାମ୍ପିୟନଶିପ୍‌କୁ ସ୍ଥଗିତ ରଖିଲା ହକି ଇଣ୍ଡିଆ

ନୂଆଦିଲ୍ଲୀ,୧୪।୪(ପି.ଟି.)- କୋଭିଡ୍‌-୧୯ ମୁକାବିଲା ପାଇଁ ଦେଶରେ ଚାଲିଥିବା ଲକ୍‌ଡାଉନ୍‌ ଅବଧି ମେ ୩ ତାରିଖରୁ ବୃଦ୍ଧି ପାଇଥିବା ବେଳେ ହକି ଇଣ୍ଡିଆ ମଧ୍ୟ ଏ ସଂକ୍ରାନ୍ତରେ...

Advertisement
Ten Cric Info


Archives

Model This Week