ଖେଳ

ପୁଣି ଥରେ ବଦଳିଲେ ଶ୍ରୀଲଙ୍କା ଦଳର ଅଧିନାୟକ

କଲମ୍ବୋ,୧୨।୫: ଶ୍ରୀଲଙ୍କାର ଦିନିକିଆ ଦଳରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଅଧିନାୟକ ଦିମୁଥ କରୁଣାରତ୍ନେ, ଅଭିଜ୍ଞ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ଓ ଦୀନେଶ ଚଣ୍ଡିମାଲଙ୍କୁ ଦଳରେ ଯାଗା ମିଳିନାହିଁ। ଓପନର କୁସାଲ ପେରେରାଙ୍କୁ ମିଳିଛି ନେତୃତ୍ୱ ଦାୟିତ୍ୱ। ଗତ ୫ ବର୍ଷ…

ଧୋନୀଙ୍କୁ ମିସ୍‌ କରୁଥିବା ସ୍ବୀକାର କଲେ କୁଲଦୀପ

ନୂଆଦିଲ୍ଲୀ,୧୨।୫: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ମାର୍ଗଦର୍ଶନକୁ ମିସ୍‌ କରୁଥିବା ସ୍ବୀକାର କରିଛନ୍ତି ସ୍ପିନର କୁଲଦୀପ ଯାଦବ। ଏହି ଚାଇନାମ୍ୟାନ ସ୍ପିନରଙ୍କୁ ୨୦୧୯ ଠାରୁ ଅନ୍ତର୍ଜାତୀୟ କ୍ରିକେଟରେ ନିୟମିତ ସୁଯୋଗ ମିଳୁନାହିଁ। ଏହି ବର୍ଷ ହିଁ ଧୋନୀ ଖେଳିଥିଲେ ଭାରତ…

ଭାଙ୍ଗିଗଲା ସାଇନା, ଶ୍ରୀକାନ୍ତଙ୍କ ସ୍ବପ୍ନ

ନୂଆଦିଲ୍ଲୀ,୧୨।୫: ଦେଶର ଦୁଇ ଅଗ୍ରଣୀ ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତଙ୍କ ଟୋକିଓ ଅଲିମ୍ପକ୍ସରେ ଖେଳିବାର ସ୍ବପ୍ନ ଭାଙ୍ଗି ଯାଇଛି। କୋଭିଡ୍‌-୧୯ ମହାମାରୀର ପ୍ରକୋପ ସତ୍ତ୍ୱେ ଟୋକିଓରେ ଚଳିତ ବର୍ଷ ହେବାକୁ ଯାଉଛି ଅଲିମ୍ପିକ୍ସ। ଏହି କ୍ରୀଡ଼ା…

ଡବ୍ଲ୍ୟୁଟିସି ଫାଇନାଲ ହେବ ଏହି କ୍ରିକେଟରଙ୍କ ଲାଗି ଅନ୍ତିମ ମ୍ୟାଚ୍‌

ଅକ୍‌ଲାଣ୍ଡ,୧୨।୫: ଇଂଲଣ୍ଡର ସାଉଥାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍‌। ଏହା ହୋଇପାରେ ନ୍ୟୁଜିଲାଣ୍ଡର ବରିଷ୍ଠ ଉଇକେଟକିପର ବ୍ୟାଟ୍ସମ୍ୟାନ ବିଜେ ଓ୍ବାଟଲିଂଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଅନ୍ତିମ ମ୍ୟାଚ୍‌। ଏହି ମ୍ୟାଚ୍‌ ପରେ କ୍ରିକେଟର…

ସଚିନଙ୍କୁ ଆଉଟ୍‌ କରିବା ପରେ ଅଟୋଗ୍ରାଫ୍‌ ପାଇଁ ଆସିଥିଲେ ବ୍ରାଡ୍‌ ହଗ୍‌; ବାର୍ତ୍ତା ଦେଖି ହୋଇଥିଲେ ଚକିତ

ନୂଆଦିଲ୍ଲୀ,୧୨।୫: ଭାରତର ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କ ବହୁତ ପ୍ରଶଂସକ ଅଛନ୍ତି। ସାଧାରଣ ଲୋକଟିଏ ହେଉ ଅଥବା କ୍ରିକେଟଜଗତ ସହ ଜଡ଼ିତ ବ୍ୟକ୍ତି ସଚିନଙ୍କ ଗୋଟିଏ ଅଟୋଗ୍ରାଫ୍‌କୁ ଚାହିଁ ବସିଥାନ୍ତି। ୨୦୦୭ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ସଚିନ୍‌ ଜଣେ ଖେଳାଳିଙ୍କୁ ନିଜର…

ଚେନ୍ନାଇରେ ବି ମିଳିଲାନି ସୁଯୋଗ: ମୁଁ କ’ଣ ଏତେ ଖରାପ ବୋଲି ପ୍ରଶ୍ନ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୨।୫: ୨୦୧୭ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ବାମହାତୀ ସ୍ପିନର କୁଲଦୀପ ଯାଦବ। ଏହାପରେ ସେ କ୍ରିକେଟର ତିନୋଟି ଯାକ ଫର୍ମାଟରେ ଖେଳିସାରିଛନ୍ତି। ହେଲେ ପାଖାପାଖି ଏକ ବର୍ଷ ହେଲାଣି ସେ ଭଲ ସୁଯୋଗ ଅପେକ୍ଷାରେ ଅଛନ୍ତି। ଦୁଇ ବର୍ଷ…

ଥଟ୍ଟା କଲେ ବି ରାଗିଯାଆନ୍ତି ଏହି କ୍ରିକେଟର; ଶାମି କହିଲେ…

ନୂଆଦିଲ୍ଲୀ,୧୨।୫: କ୍ରିକେଟରଙ୍କ ମଧ୍ୟରେ ଥଟ୍ଟା-ପରିହାସ ହୋଇଥାଏ। ଯୁବରାଜ ସିଂହଙ୍କଠାରୁ ଆରମ୍ଭ କରି ହରଭଜନ ସିଂହଙ୍କ ପର୍ଯ୍ୟନ୍ତ କ୍ରିକେଟର ସର୍ବଦା ନିଜ ସାଥୀ ଖେଳାଳିଙ୍କ ମଜା ଉଡାଇଥାନ୍ତି। ଏବେ ଦଳ ଏବଂ ସମୟ ବଦଳିଛି। ଏବେର କିଛି ଖେଳାଳି ପୂର୍ବ ଖେଳାଳିଙ୍କ ଭଳି…

‘ମୁଁ ହୋଟେଲ ରୁମ୍‌ରେ କାନ୍ଦୁଥିଲି, ବିରାଟ ଭାଇ ଆସିଥିଲେ ଏବଂ…’; ସିରାଜ କହିଲେ ମନକଥା

ନୂଆଦିଲ୍ଲୀ,୧୨।୫: ଉପରକୁ ସହଜ ନଜର ଆସୁଥିଲେ ହେଁ ଖେଳାଳିଙ୍କ ଜୀବନ ସେତେଟା ସହଜ ନୁହେଁ। ଶୀର୍ଷସ୍ତରୀୟ ଖେଳାଳି ହେବାକୁ ହେଲେ କଠିନ ପରିଶ୍ରମଠାରୁ ଆରମ୍ଭ କରି ମାନସିକସ୍ତରରେ ସେମାନଙ୍କୁ ସୁଦୃଢ଼ ହେବାକୁ ପଡ଼ିଥାଏ। ସେଭଳି ଜଣେ ହେଉଛନ୍ତି ଭାରତୀୟ କ୍ରିକେଟର ମହମ୍ମଦ…

ଯେମିତି ଆରମ୍ଭ କରିଥିଲୁ, ସେମିତି ଶେଷ କରିବାକୁ ପୁଣି ଫେରିବୁ: ଭାବୁକ କଲା ସିଏସ୍‌କେର ଭିଡିଓ…

ନୂଆଦିଲ୍ଲୀ,୧୨।୫: ଚଳିତ ଆଇପିଏଲ୍‌ ସିଜନ୍‌ରେ ଭଲ ପ୍ରଦର୍ଶନ କରୁଥିଲା ଚେନ୍ନାଇ ସୁପରକିଙ୍ଗ୍ସ। ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ସିଏସ୍‌କେ ଟିମ୍‌ ଟୁର୍ନାମେଣ୍ଟ ସ୍ଥଗିତ ହେବା ଆଗରୁ ୭ ମ୍ୟାଚ୍‌ ଖେଳିଥିବା ବେଳେ ସେଥିରୁ ୫ ମ୍ୟାଚ୍‌ ଜିତିଥିଲା। ଏଥିସହ ସେ ପଏଣ୍ଟ…

ମାତ୍ର ୨୪ ବର୍ଷରେ କ୍ରିକେଟ୍‌ ପଡିଆରେ ଆଖିବୁଜିଲେ ଏହି କ୍ରିକେଟର୍‌

କ୍ରିକେଟ ପଡ଼ିଆରେ ଅନେକ ଖେଳାଳି ପ୍ରାଣ ହରାଇଛନ୍ତି। ଇଂଲଣ୍ଡର ନଟିଂହାମଶାୟରରେ ମଧ୍ୟ ଏଭଳି ଘଟଣା ଘଟିଛି। ନଟିଂହାମଶାୟର କ୍ରିକେଟ ବୋର୍ଡ ପ୍ରିମିୟର ଲିଗରେ ଖେଳୁଥିବା କ୍ରିକେଟର ଜୋଶୁଆ ଡାଉନିଙ୍କ ଦେହାନ୍ତ ହୋଇଛି। ସେ ପଡ଼ିଆରେ ବ୍ୟାଟିଂ ଅଭ୍ୟାସ କରୁଥିବାବେଳେ ହୃଦଘାତ ହୋଇଥିଲା।…

୫ ଦିନରେ ଏତିକି ଟଙ୍କା ସଂଗ୍ରହ କଲେ ବିରୁଷ୍କା

ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ୫ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛନ୍ତି। କରୋନା ବିପକ୍ଷରେ ଲଢିବା ପାଇଁ InThisTogether ନାମକ ଏକ ଅଭିଯାନ ଜରିଆରେ ବିରୁଷ୍କା ୭ ଦିନରେ ୭ କୋଟି ଟଙ୍କା ସଂଗ୍ରହ କରିବାକୁ…

କ୍ରିକେଟ୍‌କୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଅକଲାଣ୍ଡ,୧୨।୫: ନ୍ୟୁଜିଲାଣ୍ଡର ଉଇକେଟ କିପର ବିଜେ ୱାଟଲିଂ କ୍ରିକେଟର୍‌ରୁ ଅବସର ଘୋଷଣା କରିଛନ୍ତି। ଭାରତ ବିପକ୍ଷରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅନ୍ତିମ ମ୍ୟାଚ ପରେ ୱାଟଲିଂ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେବେ। ୱାଟଲିଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?