Posted inଖେଳ

ଏମିତି କଥା କହିଲେ ଭାରତୀୟ କ୍ରିକେଟର୍‌: ପାକିସ୍ତାନ ପ୍ରଶଂସକ କଲେ ସଲାମ

ଲଣ୍ଡନ,୧୪।୭: ଭାରତୀୟ ଦଳରୁ ବାଦ୍‌ ପଡିଥିବା ଦୀନେଶ କାର୍ତ୍ତିକ ଆଜିକାଲି ଇଂଲଣ୍ଡରେ କମେଣ୍ଟ୍ରି କରୁଛନ୍ତି। ବିଶ୍ୱ ଟେଷ୍ଟ ସିରିଜର ଫାଇନାଲରେ କମେଣ୍ଟ୍ରି ପାଇଁ ଦୀନେଶ କାର୍ତ୍ତିକ ଇଂଲଣ୍ଡ ଯାଇଥିଲେ, କିନ୍ତୁ ଏହା ପରେ ସେ ଇଂଲଣ୍ଡ-ଶ୍ରୀଲଙ୍କା ଏବଂ ଏବେ ଇଂଲଣ୍ଡ-ପାକିସ୍ଥାନ (ଇଂଲଣ୍ଡ ବନାମ ପାକିସ୍ଥାନ, ତୃତୀୟ ଦିନିକିଆ) ସିରିଜରେ ମଧ୍ୟ କମେଣ୍ଟ୍ରି ଦେଇଥିବାର ନଜର ଆସିଥିଲେ। ପାକିସ୍ତାନ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆରେ ଦୀନେଶ କାର୍ତ୍ତିକ ଏମିତି କଥା କହିଛନ୍ତି ଫଳରେ ପାକିସ୍ତାନୀ ପ୍ରଶଂସକମାନେ ତାଙ୍କୁ ଅଭିବାଦନ ଜଣାଇଛନ୍ତି। ଦୀନେଶ କାର୍ତ୍ତିକ ପାକିସ୍ତାନୀ ଅଧିନାୟକ ବାବର ଆଜାମଙ୍କୁ ପ୍ରଶଂସା କରିବା ସହ ସେ କାହିଁକି ୧ ନମ୍ବର ବ୍ୟାଟ୍ସମ୍ୟାନ ବୋଲି କହିଥିଲେ। ବାବର ଆଜାମ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ୧୫୮ ରନର ଇନିଂସ ଖେଳିଥିଲେ।
ବାବର ଆଜାମଙ୍କ ଶତକ ପରେ ଦୀନେଶ କାର୍ତ୍ତିକ କହିଛନ୍ତି, ବିଶ୍ୱ ସ୍ତରୀୟ ବ୍ୟାଟ୍ସମ୍ୟାନ ବେଶୀ ଦିନ ପର୍ଯ୍ୟନ୍ତ ବିନା ଫର୍ମରେ ରହିପାରନ୍ତି ନାହିଁ। ସେଥିପାଇଁ ବାବର ଆଜାମ ହେଉଛନ୍ତି ବିଶ୍ୱର ନମ୍ବର-୧ ନମ୍ବର ବ୍ୟାଟ୍ସମ୍ୟାନ। ଦୀନେଶ କାର୍ତ୍ତିକଙ୍କ ଏହି କଥାବାର୍ତ୍ତା ପାକିସ୍ତାନୀ ପ୍ରଶଂସକଙ୍କ ହୃଦୟ ଜିତିଥିଲା ଏବଂ କାର୍ତ୍ତିକଙ୍କ ମନ୍ତବ୍ୟ ଟୁଇଟରରେ ପ୍ରଶଂସା ହେବାରେ ଲାଗିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫ କୋଟିର ଘଣ୍ଟା ଲୋକଙ୍କ ପସନ୍ଦ ଆସିଲାନି, କହିଲେ ଏମିତି…

ଭାରତୀୟ କ୍ରିକେଟ ଦଳର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଘଣ୍ଟା ପିନ୍ଧିବାକୁ ବହୁତ ଭଲ ପାଆନ୍ତି। ଏହି କାରଣରୁ ସେ ଅଧିକାଂଶ ସମୟରେ ଅନେକ ଦାମୀ ଘଣ୍ଟା...

ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ ଉଦ୍‌ଯାପିତ

ଭୁବନେଶ୍ୱର, ୧।୧୦ (କ୍ରୀଡ଼ା ପ୍ରତିନିଧି)- ବଲାଙ୍ଗୀର ଜିଲା ଟେବୁଲ ଟେନିସ ଆସୋସିଏଶନ ଆନୁକୂଲ୍ୟରେ ବଲାଙ୍ଗୀରର ମନୋହରପୁରସ୍ଥିତ ରିଜର୍ଭ ପୋଲିସ ଇନ୍‌ଡୋର ହଲ୍‌ରେ ୪ର୍ଥ ଆର.ଏନ. ସିଂ...

ଅଷ୍ଟ୍ରେଲିଆରେ ଭାରତୀୟ ଟିମ୍‌ ରହୁଥିବା ହୋଟେଲ୍‌ ନିକଟରେ ଭୟଙ୍କର ବିମାନ ଦୁର୍ଘଟଣା: ଦୌଡ଼ି ଜୀବନ ବଞ୍ଚାଇଲେ..

ନୂଆଦିଲ୍ଲୀ, ୧୫।୧୧: ଆଇପିଏଲ୍‌ ଶେଷ ହେବା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳିବା ପାଇଁ ଭାରତୀୟ ଟିମ୍‌ ସିଡନୀ ଗସ୍ତ କରିଥିଲା। ଶନିବାର ଦଳ...

ହାରିଗଲା ଭାରତ, ଫଶିଲା ପାକିସ୍ତାନ

ବର୍ମିଂହାମ, ୧।୭:ଚଳିତ ଆଇସିସି ବିଶ୍ୱକପରେ ଫେଭରାଇଟ ବିବେଚିତ ହେଉଥିବା ବିରାଟ କୋହଲିଙ୍କ ଭାରତୀୟ ଦଳ ପ୍ରଥମ ପରାଜୟବରଣ କରିଛି। ରବିବାର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୩୮ତମ...

ନଟରାଜନଙ୍କ ସ୍ଥାନରେ ନୂଆ ପେସର

ଆବୁଧାବି,୨୪।୯: ଜମ୍ମୁ-କଶ୍ମୀରର ଡାହାଣହାତୀ ପେସର ଉମରାନ ମଲିକ ସନରାଇଜର୍ସ ହାଇଦ୍ରାବଦ୍‌ ଦଳରେ ସ୍ଥାନ ପାଇଛନ୍ତି। ଟି ନଟରାଜନଙ୍କ ବଦଳ ଖେଳାଳି ଭାବେ ଉମରାନଙ୍କ ସହ ଚୁକ୍ତି...

ଭାରତ ବିପକ୍ଷ ସିରିଜ୍‌ ଲାଗି ୧୯ ଜଣିଆ ଶ୍ରୀଲଙ୍କା ମହିଳା ଦଳ ଘୋଷିତ

ଡାମ୍ବୁଲା,୨୧।୬: ଆସନ୍ତା ୨୩ ତାରିଖରୁ ଭାରତ ଓ ଶ୍ରୀଲଙ୍କା ମହିଳା ଦଳ ମଧ୍ୟରେ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ଓ ୩ ଟି୨୦ ମ୍ୟାଚ୍‌ ଖେଳାଯିବ। ଉଭୟ...

ବିପିଏଲ୍‌ ଡ୍ରାଫ୍ଟରେ ଭାରତୀୟ ଖେଳାଳି

ଢାକା, ୧୮।୧୧- ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ୍‌)ର ଆଗାମୀ ସିଜନ ଲାଗି ପ୍ରକାଶିତ ଖେଳାଳି ଡ୍ରାଫ୍ଟରେ ୩ ଜଣ ଭାରତୀୟ କ୍ରିକେଟର୍‌ ରହିଛନ୍ତି। ସେମାନେ ହେଲେ...

ନେଗେଟିଭ୍‌ ସତ୍ୱେ ଖେଳିବେନି ନିଶିକୋରୀ

ନ୍ୟୁୟର୍କ, ୨୮ା୮(ଏପି): କୋଭିଡ୍‌-୧୯ ଟେଷ୍ଟରେ ଦୁଇଥର ପଜିଟିଭ ପରେ ନେଗେଟିଭ୍‌ ଆସିଥିଲେ ହେଁ ୟୁ.ଏସ. ଓପ୍‌ନ୍‌ ୨୦୧୪ ରନର୍ସ ଅପ୍‌ କେଇ ନିଶିକୋରୀ ଆସନ୍ତା ସପ୍ତାହରେ...

Advertisement
Archives

Model This Week